ଧନ ପ୍ରାପ୍ତି ପାଇଁ, ପର୍ସ ରେ ଏହି ନାଲି ଜିନିଷ ରଖିଦିଅନ୍ତୁ କେବେ ପଇସା ର ଅଭାବ ହେବ ନାହିଁ |

ଆଜିର ସମୟ ରେ ଆମଦାନୀ କମ ଏବଂ ଖର୍ଚ ବେଶୀ ହେବାରେ ଲାଗିଛି | ଦର ଦାମ ରେ ଲଗାତାର ବୃଦ୍ଧି ହେଉଛି, ଲୋକ ନିଜ ଆବଶ୍ୟକତା କୁ କମ କରୁଛନ୍ତି ତଥାପି ସେମାନଙ୍କ ଧନ ରେ ଅଭାବ ରହୁଛି | ସେଥିପାଇଁ ଲୋକ ସର୍ବଦା ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି | ଯାହା ଦ୍ୱାରା ସେ ନିଜର ଏବଂ ନିଜ ପରିବାରର ଆବଶ୍ୟକତା କୁ ପୁରଣ କରିପାରିବେ | ଆଜିର ସମୟ ସମସ୍ତେ ଧନବାନ ହେବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ମଣିଷ ନିଜ ଭାଗ୍ୟ ଯୋଗୁ ହିଁ ଧନବାନ ହୋଇପାରିବ |

କିନ୍ତୁ କେବେ କେବେ ନିଜ ଭାଗ୍ୟ ବି ସାଥ ଦେଇନଥାଏ, ସେଥିପାଇଁ ସମସ୍ତେ ଭଗବାନ ଙ୍କୁ ପ୍ରାଥନା କରନ୍ତି | ଭିନ୍ନ ଭିନ୍ନ ପ୍ରୟାସ ଏବଂ ଉପାୟ କରିଥାନ୍ତି,କିନ୍ତୁ କିଛି ଲୋକ ଏହା ଭୁଲି ଯାନ୍ତି କି ସଠିକ ଉପାୟ ସଠିକ ସମୟ ରେ ଉପାୟ କରିବା ଦ୍ୱାରା ହିଁ ଫଳ ପ୍ରାପ୍ତି ହୋଇଥାଏ | ଧାର୍ମିକ ଗ୍ରନ୍ଥ ରେ ଏହିପରି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆପଣ ଆପଣଙ୍କ ଆର୍ଥିକ ସ୍ଥିତି କୁ ସୁଧାରି ପାରିବେ | ତେବେ ଆଜି ଆମେ ଏହିପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ନିଷ୍ଠା ର ସହ କରିବା ଦ୍ୱାରା ଆପଣଙ୍କୁ କେବେ ବି ଧନର ଅଭାବ ହେବା ନାହିଁ | ଏହା ସହ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ ତେବେ ଆସନ୍ତୁ ଜାଣିବା –

1. ଧନ ଏବଂ ବୈଭବ ପ୍ରାପ୍ତ କରିବା ପାଇଁ ଘରର ମନ୍ଦିରରେ ସର୍ବଦା ମା ଲକ୍ଷ୍ମୀଙ୍କ ପଦ୍ମ ଫୁଲରେ ବସିଥିବା ଫୋଟୋ କିମ୍ବା ମୂର୍ତ୍ତି ରଖନ୍ତୁ | ଏହିପରି ବ୍ୟବସାୟ ରେ ସବୁବେଳେ ମା ଲକ୍ଷ୍ମୀଙ୍କର ଛିଡା ହୋଇଥିବା ମୂର୍ତ୍ତି ରଖିବା ଦ୍ୱାରା ବ୍ୟବସାୟ ରେ ଲାଭ ଏବଂ ବୃଦ୍ଧି ହୋଇଥାଏ |

2. ତୁଳସୀ ଗଛ ସର୍ବଦା ଈଶାଣ କୋଣ ରେ ରହିବା ଉଚିତ | ଏବଂ ପୂଜା ପାଠ କରିବା ଉଚିତ, ପୂଜା ସ୍ଥାନ ରେ ସର୍ବଦା ଗଙ୍ଗା ଜଳ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ | ଏବଂ ପାରିବାର ରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ |

3.ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରିବା ପରେ ତୁଳସୀ କୁ ପ୍ରଣାମ କରି ତୁଳସୀ ମୂଳରେ ଥିବା ମାଟି କୁ ମଥା ରେ ଲଗେଇବା ଉଚିତ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ | ଏବଂ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ଙ୍କର ପ୍ରିୟ ତୁଳସୀ ହୋଇଥିବା ହେବା ହେତୁ ଆପଣଙ୍କୁ କୌଣସି ଗ୍ରହ ଜନିତ ସମସ୍ୟା ହୋଇନଥାଏ |

4. ସନ୍ଧ୍ୟା ସମୟ ରେ ଘରର ସମସ୍ତ ସଦସ୍ୟ ଆଳତି ଏବଂ ଭଜନ କରିବା ଉଚିତ | ଏହା ଭାରତୀୟ ସଂସ୍କୃତି ଅଟେ, ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିବା ସହ ଘରେ ସକାରାତ୍ମକ ଉର୍ଜା ମଧ୍ୟ ବୃଦ୍ଧି ହୋଇଥାଏ | ଏହା ଦ୍ୱାରା ଘରେ ଧନ ଏବଂ ସୁଖ ସମୃଦ୍ଧି ବନି ରହିଥାଏ |

ତେବେ ଆସନ୍ତୁ ଜାଣିବା ପର୍ସ ରେ ଏମିତି କେଉଁ ଜିନିଷ ରଖିବା ଦ୍ୱାରା ଆପଣଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ –

1.ନାଲି ରଙ୍ଗକୁ ହିନ୍ଦୁ ଧର୍ମ ରେ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ | ନାଲି ରଙ୍ଗ ଏତେ ପ୍ରଭାବଶାଳୀ କି ଏହା ବିନା ବିବାହ ସମ୍ପୂର୍ଣ ହୋଇ ପାରେ ନାହିଁ | ନାଲି ରଙ୍ଗ ମା ଲକ୍ଷ୍ମୀଙ୍କ ସହ ସମସ୍ତ 9 ଦେବି ଙ୍କୁ ପସନ୍ଦ ହୋଇଥାଏ | ନାଲି ରଙ୍ଗ ଆପଣଙ୍କ ଭାଗ୍ୟ ବଦଳେଇ ଦେଇ ପାରେ | ତେବେ ବନ୍ଧୁଗଣ ଆପଣ ଗୋଟେ ସାଧା କାଗଜ ନିଅନ୍ତୁ ସେଥିରେ ନାଲି ପେନ ରେ ଆପଣଙ୍କ ଗୋଟିଏ ଇଛା ଲେଖି ନାଲି ସୁତା ରେ ବାନ୍ଧି ନିଜ ପର୍ସ ରେ ରଖିଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ |

2.ଶାସ୍ତ୍ରରେ ଓସ୍ତ ପତ୍ର ଏବଂ ତୁଳସୀ ପତ୍ର କୁ ବହୁତ ଆଧ୍ୟାତ୍ମିକ ବୋଲି ବିଶ୍ୱାସ କରାଯାଏ | ହିନ୍ଦୁ ଧର୍ମ ରେ ଏହାର ମାନ୍ୟତା ପୂରାଣ ସମୟରୁ ରହିଆସିଛି | ତେବେ ଏହି ପତ୍ର ଆପଣ ନିଜ ପର୍ସ ରେ ରଖିବା ଦ୍ୱାରା ସମସ୍ତ ରାହୁ, କେତୁ ଆପଣଙ୍କର ଶାନ୍ତ ହୋଇଥାନ୍ତି | ଏବଂ ଆପଣଙ୍କ ଶୁକ୍ର ଗ୍ରହ ପ୍ରସନ୍ନ ହୋଇଥାନ୍ତି, ତେବେ ଏହା କରିବା ଦ୍ୱାରା ଆପଣଙ୍କ ପର୍ସ ରୁ କେବେ ଟଙ୍କା ସାରି ନଥାଏ |

3.ବନ୍ଧୁଗଣ ଆପଣ ପର୍ସ ରେ କିଛି କାଚ ଖଣ୍ଡ କିମ୍ବା ଛୋଟ ଛୁରୀ ରଖିପାରିବେ | ଏହାର କାରଣ ଏହି ଜିନିଷ ରଖିବା ଦ୍ୱାରା ଆପଣଙ୍କ ଶନି ଦେବ ଶାନ୍ତ ହୋଇଥାନ୍ତି | ଏବଂ ଶନିଦେବ ଶାନ୍ତ ହେବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ | ତେବେ ବନ୍ଧୁଗଣ ଆପଣ ଶୁକ୍ରବାର ଦିନ ଆପଣଙ୍କ ପର୍ସ ରେ କଉଡ଼ି କିମ୍ବା ଗୋମତି ଚକ୍ର ରଖିପାରିବେ | ଏଥିରେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି |

4.ଯଦି ଆପଣ ଆପଣଙ୍କ ପର୍ସ ରେ ରୂପ ମୁଦ୍ରା ଅବା ସୁନା ମୁଦ୍ରା ରଖୁଛନ୍ତି ତେବେ ମଧ୍ୟ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି | କିନ୍ତୁ ବନ୍ଧୁଗଣ ଏହାକୁ ମାତା ଲକ୍ଷ୍ମୀ ଙ୍କ ଚରଣ ରେ ରଖୀ ପୂଜା କରିସାରିବା ପରେ ହିଁ ପର୍ସ ରେ ରଖନ୍ତୁ ବହୁତ ଲାଭ ମିଳିଥାଏ |

5. ରୁଦ୍ରକ୍ଷ୍ୟ ଆପଣଙ୍କ ଜୀବନରେ ଧନକୁ ଆକର୍ଷଣ କରିଥାଏ | ତେବେ ଆପଣ ଆପଣଙ୍କ ପର୍ସ ରେ ରୁଦ୍ରକ୍ଷ ମଧ୍ୟ ରଖିପାରିବେ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ପର୍ସ ଟଙ୍କା ରେ ଭରିଦେଇଥାନ୍ତି |

Leave a Reply

Your email address will not be published. Required fields are marked *