ଯଦି ଆପଣ ବି ସେଓ ଖାଉଛନ୍ତି ତେବେ ଏହି ରହସ୍ୟ ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ନିଶ୍ଚୟ ଜାଣି ରଖନ୍ତୁ:-

ହୁଏତ ଶରୀର ପାଇଁ ସେଓ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାଦ୍ବାରା ଶରୀର ଭଲ ରହିଥାଏ ଏବଂ ଏହାସହିତ ଅନେକ ରୋଗ ମଧ୍ୟ ଦୂରେଇ ଯାଇଥାଏ । ସେଓ ବିଷୟରେ ଏକ ଲୋକ କଥା ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳୁ ଉଠି ଗୋଟିଏ ସେଓ ଖାଇଥାଏ ତାକୁ କୌଣସି ପ୍ରକାରର ରୋଗ ହୋଇ ନଥାଏ । ଏହା ହୁଏତ ଠିକ ହୋଇପାରେ । କିଛି ସେଓ ସମ୍ବନ୍ଧୀୟ ଏପରି କିଛି ରହସ୍ୟ ମଧ୍ୟ ରହିଛି ଯାହା ମନୁଷ୍ୟକୁ ଜଣା ନାହିଁ । ଅର୍ଥାତ ସେଓ ସମ୍ବନ୍ଧୀୟ ଅନେକ ତଥ୍ୟ ଏବେବି ରହସ୍ୟ ରହିଛି ।

ଯାହା ବିଷୟରେ କେହିବି କହନ୍ତି ନାହିଁ । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ସେଓ ଏକ ଏମିତି ଫଳ ଏଟେ , ଯାହା ବିଷୟରେ ଯଥେଷ୍ଟ ଜ୍ଞାନ ଆରୋହଣ ନକରିବା ହୁଏତ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ବିଷୟରେ ବର୍ଣ୍ଣନା କରି ଆଜି ଆମେ ସେଓ ସମ୍ବନ୍ଧୀୟ କିଛି ତଥ୍ୟ ବିଷୟରେ କହିବୁ । ଯାହା ପ୍ରତ୍ୟେକ ମନୁଷ୍ୟକୁ ନିଶ୍ଚୟ ଜାଣି ରଖିବା ଉଚିତ । ତେବେ ଚାଲନ୍ତୁ ଜାଣିନେବା ।

ଅନେକ ବଡ଼ ବଡ଼ ବିଶେଷଜ୍ଞ ମାନେ ମଧ୍ୟ ପ୍ରମାଣ କରି ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ଯେ ନିୟମିତ ଭାବରେ ମନୁଷ୍ୟ ଯଦି ଗୋଟିଏ ସେଓ ବି ଖାଏ ତେବେ ତାକୁ କ୍ୟାନ୍ସର ଭଳି ଗମ୍ଭୀର ରୋଗ କେବେ ଛୁଇଁ ମଧ୍ୟ ପାରେନାହିଁ । ଏହାବ୍ୟତୀତ ବୈଜ୍ଞାନିକ ଦୃଷ୍ଟିକୋଣ ଅନୁଯାୟୀ ସପ୍ତାହରେ ଅତି କମରେ ଚାରିରୁ ପାଞ୍ଚ ଦିନ ସେଓ ସେବନ କଲେ କ୍ୟାନସର ଭଳି ରୋଗ ହୋଇ ନଥାଏ ଏବଂ ଆୟୁଷ ମଧ୍ୟ ବଢ଼ିଥାଏ ।

ସାଧରଣତଃ କୌଣସି ବି ଡାକ୍ତର ନିଜ ରୋଗୀକୁ ପରାମର୍ଶ ଦେବା ବେଳେ ବାରମ୍ବାର କେବେବି ସେଓ ଖାଇବାକୁ କହନ୍ତି ନାହିଁ । କାରଣ ୯୦ ପ୍ରତିଶତ ଭାବରେ ମନୁଷ୍ୟ ପ୍ରତ୍ୟେକ ଦିନ ସେଓ ଖାଇଲେ କୌଣସି ଘାତକ ରୋଗ ହୋଇ ନଥାଏ । ପୃଥିବୀର ବିଶିଷ୍ଟ ବୈଜ୍ଞାନିକ ସାର ଅଲବର୍ଟ ଆଇନଷ୍ଟାଇନ କହିଛନ୍ତି ଯେ ପୃଥିବୀରେ ସେଓ ଖାଉଥିବା ଲୋକ ଅନ୍ୟ ଲୋକ ତୁଳନାରେ ଅଧିକ ଶକ୍ତି ପ୍ରାପ୍ତ କରନ୍ତି ।

ସେହି ଲୋକଙ୍କୁ ବହୁତ ଜଲଦି ସଫଳତା ମିଳିଥାଏ । ସେହିପରି ଯେଉଁ ଲୋକମାନେ ସେଓ ଖାଆନ୍ତି ନାହିଁ ସେମାନଙ୍କୁ ସବୁବେଳେ ଭିନ୍ନ ଭିନ୍ନ ରୋଗ ଲାଗି ରହିଥାଏ । ଯେଉଁ କାରଣରୁ ସେମାନେ କେବେବି ସଫଳ ହୋଇ ପାରନ୍ତି ନାହିଁ । ସେମାନଙ୍କର ଅଧା ଜୀବନ ଔଷଧ ଖାଇ ହିଁ ବିତିଯାଏ । ତେବେ କୁହାଯାଇପାରେ ଯେ ସେଓ ମନୁଷ୍ୟ ପାଇଁ କୌଣସି ଅମୃତ ଠାରୁ ବି କମ ନୁହେଁ ।

Leave a Reply

Your email address will not be published. Required fields are marked *