ଯେଉଁ ଝିଅ ମାନଙ୍କର ନିଶ ଉଠିଥାଏ ସେମାନେ ଏହି ସୂଚନା ନିଶ୍ଚିନ୍ତ ପଢନ୍ତୁ – ସାମୁଦ୍ରିକ ଶାସ୍ତ୍ର |

ହିନ୍ଦୁ ଧର୍ମ ରେ ଝିଅ ଙ୍କୁ ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ | ଯେତେ ବେଳେ ଝିଅ ଟିଏ ଜନ୍ମ ନିଏ ଲୋକ କହିଥାନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ଏହା ବ୍ୟତୀତ ଝିଅ ଟିଏ ଯେବେ ବିବାହ କରେ ସେତେବେଳେ ବି କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆସିଗଲେ ବୋଲି | ଏମିତି ରେ ତ ଝିଅ ମାନେ ମା ବାପା ଙ୍କ ପାଇଁ ସୌଭାଗ୍ୟ ନେଇକି ଆସିଥାନ୍ତି କିନ୍ତୁ ସମୁଦ୍ର ଶାସ୍ତ୍ର ରେ ସୌଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ବିଷୟରେ କିଛି ବିଶେଷତା କୁହାଯାଇଛି | ବନ୍ଧୁଗଣ ଏହି ସଂସାର ରେ ସ୍ତ୍ରୀ ର ବହୁତ ବଡ ଯୋଗଦାନ ରହିଛି ଏବଂ ମାତା ଲକ୍ଷ୍ମୀ ସେଇ ଘରେ ବାସ କରନ୍ତି ଯେଉଁ ଘରେ ନାରୀ ର ସମ୍ମାନ କରାଯାଏ | ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନଙ୍କ ବିଷୟରେ କିଛି ରୋଚକ ତଥ୍ୟ କହିବୁ | ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମହିଳାଙ୍କ କିଛି ବିଶେଷ ଅଙ୍ଗ ବଡ ହେବା ଦ୍ୱାରା ସେମାନେ ସୌଭାଗ୍ୟଶାଳୀ ହେଇଥାନ୍ତି | ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡ଼ିକ କଣ କଣ?

1.ନଖ – ଯେଉଁ ମହିଳାଙ୍କ ନଖ ସୁନ୍ଦର ଏବଂ ଗୋଲାପୀ ରଙ୍ଗର ହୋଇଥାଏ | ସେମାନେ ସୌଭାଗ୍ୟଶାଳୀ ହେବା ସହ ନିଜ ପରିବାର ଏବଂ ସ୍ୱାମୀ ଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି | ସେମାନେ ଘର ପରିବାର ର ବହୁତ ଯତ୍ନ ନେଇଥାନ୍ତି | ଯେଉଁ ମହିଳାଙ୍କ ପାଦର ମାଧ୍ୟମ ଆଙ୍ଗୁଠି ବଡ ହୋଇଥାଏ ସେମାନେ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି |

2. କଳାଜାଇ -ଯେଉଁ ମହିଳାଙ୍କ ବାମ ଗାଲରେ କାଳଜାଇ ଥାଏ ସେହି ମହିଳା ଖାଇବାର ସୌକିନ ହୋଇଥାନ୍ତି | ଏହି ମହିଳାମାନେ ନିଜ ଘର ଏବଂ ପରିବାର ଲୋକଙ୍କର ଭଲରେ ଯତ୍ନ ନେଇଥାନ୍ତି | ଭଲ ରୋଷେଇ କରିଥାନ୍ତି | ଯାହା ଦ୍ୱାରା ତାଙ୍କ ପରିବାର ତାଙ୍କ ଉପରେ ସବୁବେଳେ ଖୁସି ରହିଥାଏ |

3. ନାକ – ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ ସେମାନଙ୍କ ଭିତରେ ସବୁ ପ୍ରକାରର ସମସ୍ୟାକୁ ଶାନ୍ତିରେ ବୁଝାବଣା କରିବାର କଳା ରହିଥାଏ | ଏଭଳି ମହିଳାଙ୍କୁ ଟଙ୍କା ଖର୍ଚ୍ଚ କରିବାର ଅଭ୍ୟାସ ଥାଏ | ଏବଂ ଏହି ମହିଳା ଦ୍ୱାରା ଖର୍ଚ୍ଚ ହେଇଥିବା ପଇସା କେବେ ବି ବ୍ୟର୍ଥରେ ଯାଏ ନାହିଁ |

4. ଆଙ୍ଗୁଠି – ଯେଉଁ ମହିଳାମାନଙ୍କର ଆଙ୍ଗୁଠି ଲମ୍ବା ହୋଇଥାଏ | ସେମାନଙ୍କୁ ପଢ଼ିବାକୁ ବହୁତ ଭଲ ଲାଗିଥାଏ | ଏହିଭଳି ମହିଳା ମାନେ ଅଯଥାରେ କେବେ ବି ପଇସା ଖର୍ଚ୍ଚ କରନ୍ତି ନାହିଁ | ଏବଂ ଏହିଭଳି ମହିଳାଙ୍କୁ ପଇସା ଦିଆଯାଏ ତେବେ ସେ ତାହାକୁ ଦୁଇଗୁଣ କରିବାକୁ ସବୁବେଳେ. ପ୍ରୟାସ କରିଥାନ୍ତି |

5.ପାଦ – ଯେଉଁ ମହିଳାମାନଙ୍କର ପାଦ ଗୋଲାପୀ ଏବଂ ବହୁତ କୋମଳ ହୋଇଥାଏ | ସେହିଭଳି ମହିଳା ମାନେ ନିଜ ସ୍ୱାମୀ କିମ୍ବା ନିଜ ପ୍ରେମିକଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି |

6. ଆଖି- ବନ୍ଧୁଗଣ ଯେଉଁ ମହିଳାଙ୍କର ଆଖି ବଡ଼ ବଡ଼ ହୋଇଥାଏ | ସେହିଭଳି ମହିଳାଙ୍କୁ ପ୍ରାୟତଃ ଲୋକ ବେଶି ପସନ୍ଦ କରିଥାନ୍ତି | ଲୋକ ତାଙ୍କର ସେହି ଆଖିରେ ବୁଡ଼ିଯାଆନ୍ତି | ଯେଉଁ ମହିଳାଙ୍କ ଆଖି ବଡ଼ ବଡ଼ ହୋଇଥାଏ | ସେମାନଙ୍କ ଆଖିକୁ ହରିଣ ଆଖି କୁହାଯାଏ |

7. ନାକରେ କଳାଜାଇ – ଆପଣମାନେ ମହିଳାଙ୍କ ଦେହରେ ତ କାଳଜାଇ ନିଶ୍ଚିତ ଦେଖିଥିବେ କିନ୍ତୁ ଯେଉଁ ମହିଳାଙ୍କ ମୁହଁରେ କାଳଜାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି | ଏବଂ ଯେଉଁ ମହିଳାଙ୍କ ନାକରେ କାଳଜାଇ ଥାଏ ସେ ବହୁତ ଭଲ ଏବଂ ଶାନ୍ତ ସ୍ୱାଭବର ହେଇଥାନ୍ତି |

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟ ଶରୀରରକୁ ନେଇ ଅର୍ଥାତ କେଶକୁ ନେଇ ମଧ୍ୟ ଅନେକ ପ୍ରକାରର ରହସ୍ୟ ସାମ୍ନାକୁ ଆସିଛି | ତେବେ ଚାଲନ୍ତୁ ଜାଣିବା ସେହି ମହିଳାମାନଙ୍କ ବିଷୟରେ ଯେଉଁ ମହିଳାଙ୍କ ନାକ ତଳେ କେଶ ଥାଏ | ଯାହାକୁ ପୁରୁଷଙ୍କର ନିଶ ବୋଲି କୁହାଯାଏ | ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମନୁଷ୍ୟ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଏବଂ ମନୁଷ୍ୟର ଚାଲିଚଳନରୁ ଆପଣ ବ୍ୟକ୍ତିଙ୍କର ଚରିତ୍ର ବିଷୟରେ ଅନେକ ପ୍ରକାରର ଗୁପ୍ତ କଥା ଜାଣିପାରିବେ | ଆମେ ଆଜି ଜାଣିବା ଯେଉଁ ମହିଳାଙ୍କ ଓଠ ଉପରେ କେଶ ଥାଏ | ତାଙ୍କ ସ୍ୱାଭବ କେମିତିକା ହୋଇଥାଏ |

ଯେଉଁ ମହିଳାଙ୍କ ଓଠ ଉପରେ କେଶ ଦେଖାଯାଏ | ସେହି ମହିଳା ଗରମ ମିଜାଜ ଅର୍ଥାତ ରାଗୀ ସ୍ୱାଭାବର ହୋଇଥାନ୍ତି | ଏହିଭଳି ମହିଳା ସବୁବେଳେ ନିଜ କଥାକୁ ସତ୍ୟ ବୋଲି ପ୍ରମାଣିତ କରିଥନ୍ତା ଏବଂ ନିଜ ସ୍ୱାମୀଙ୍କ ଉପରେ ହକ ଯେତେଇବା ଭଳି ହୋଇଥାନ୍ତି | କେବେ କେବେ ଏହିଭଳି ମହିଳାଙ୍କର ରାଗ କଣ୍ଟ୍ରୋଲ ହୁଏ ନାହିଁ ଏବଂ ଏହିଭଳି ମହିଳା ମାନେ ନିଜ କଥା ମନେଇବା ପାଇଁ କୋୖଣସି ବି ସୀମା ପାର କରିଦେଇ ପାରନ୍ତି | ଏମିତି ମହିଳା ପ୍ରାୟତଃ ପରିବାରରେ ଝଗଡା ଆରମ୍ବ କରିଦେଇଥାନ୍ତି | ଏବଂ ଏହିଭଳି ସ୍ତ୍ରୀ କେବେ ସୁଖ ଏବଂ ଶାନ୍ତିରେ ରୁହନ୍ତି ନାହିଁ | କିମ୍ଭା ନିଜ ଘରକୁ ସୁଖ ଏବଂ ଶାନ୍ତି ଆଣିପାରନ୍ତି ନାହିଁ |

Leave a Reply

Your email address will not be published. Required fields are marked *