କିଛି ବି ହେଇଯାଉ ବିଛଣା ଉପରେ ବସି ଏହି ଜିନିଷ କେବେ ବି ଖାଆନ୍ତୁ ନାହିଁ ପତି ପତ୍ନୀଙ୍କ ଜୀବନ ବର୍ବାଦ ହୋଇଯାଏ |

ବନ୍ଧୁଗଣ କୌଣସି ବି ବିବାହିତ ବ୍ୟକ୍ତି ପାଇଁ ତାଙ୍କର ଶୟନ କକ୍ଷ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ | ଯଦି କୌଣସି ବ୍ୟକ୍ତି ନିଜ ଶୟନ କକ୍ଷ ରେ ଖୁସି ନଥାଏ ତେବେ ସେ ନିଜ ବାସ୍ତବ ଜୀବନ ରେ ମଧ୍ୟ କେବେ ଖୁସି ରହିପାରିବ ନାହିଁ | ଆପଣଙ୍କୁ କହିରଖୁଛୁ କି ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଶୟନ କକ୍ଷ ବିଷୟରେ କୁହାଯାଇଛି | ପ୍ରତ୍ୟେକ ବ୍ୟକ୍ତି ପାଇଁ ଶୟନ କକ୍ଷ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି | କାରଣ ଏହିଠାରେ ବ୍ୟକ୍ତି ନିଜର ଦିନ ସାରାର ଥକାପଣ ଦୂର କରି ନୂଆ ଉର୍ଜା ପ୍ରାପ୍ତ କରିଥାଏ | ଦାମ୍ପତ୍ୟ ଜୀବନ ରେ ପ୍ରେମ ଏବଂ ସୁଖ ପାଇଁ ମଧ୍ୟ ଏହା ବହୁତ ଗୁରୁତ୍ୱ ରଖିଥାଏ | ସେଥିପାଇଁ ଏହିପରି 4 ଭୁଲ କେବେ ବି ଶୟନ କକ୍ଷ ରେ କରିବା ଉଚିତ ନୁହେଁ, ତେବେ ଆସନ୍ତୁ ଜାଣିବା ସେହି ବିଷୟରେ –

1- ବିଛଣା କୁ ଘର ବନେଇ ଦେବା – ଅନେକ ଲୋକ ଅଛନ୍ତି ଯେଉଁ ମାନେ ବିଛଣା ରେ ନିଜର ସମସ୍ତ କର୍ମ କରିଥାନ୍ତି | ଯେମିତିକି କାମ, ଖାଦ୍ୟ ଖାଇବା ଆଉ ଚା ପିଇବା | ଏହା ଦ୍ୱାରା ବ୍ୟକ୍ତି ଦୁଃଖର ଶିକାର ହେବା ସହ ନକାରାତ୍ମକ ଉର୍ଜା କୁ ବଢ଼େଇ ଥାଏ | ଏବଂ ବୈବାହିକ ଜୀବନ ନଷ୍ଟ ହେବା ସହ, କରଜ ସମସ୍ୟା ମଧ୍ୟ ହୋଇଥାଏ |ସେଥିପାଇଁ ବିଛଣା ରେ ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା କୌଣସି କାର୍ଯ୍ୟ କରନ୍ତୁ ନାହିଁ |

2.ଅନେକ ଅଛନ୍ତି ଯେଉଁ ମାନେ ଖଟ ରେ ବାକ୍ସ ବନେଇ ଦେଇଥାନ୍ତି | ଏହି ପରି କରି କରିବା ଭୁଲ ନୁହେଁ କିନ୍ତୁ ଏହାର ଖରାପ ବ୍ୟବହାର ଆପଣଙ୍କୁ ଖରାପ ପ୍ରଭାବ ପକାଇଥାଏ | ଯେମିତି କି ଅଧିକାଂଶ ଲୋକ ବାକ୍ସ ରେ ଧାରୁଆ ଜିନିଷ ଏବଂ ଏଣୁ ତେଣୁ ଜିନିଷ ଅଧିକ ରଖିଥାନ୍ତି ଏହିପରି କରିବା ଆପଣଙ୍କୁ ସମ୍ପର୍କ ରେ ତିକ୍ତତା ଆଣିପାରେ | ଏବଂ ଏହା ସହ ନକାରାତ୍ମକ ଉର୍ଜା କୁ ବଢ଼ାଇ ଥାଏ | ସେଥିପାଇଁ ସାବଧାନ ଏବଂ ସତର୍କ ରୁହନ୍ତୁ |

3.ବିଛଣା ରେ ଆଇନା ଲଗେଇବା ଉଚିତ ନୁହେଁ ଯଦି ବି ଲଗାଉଛନ୍ତି ତେବେ ରାତି ରେ ଏହାକୁ ଏକ କପଡା ରେ ଲୁଚାଇ ଦିଅନ୍ତୁ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଛଣା ରେ ଆଇନା ଲଗେଇବା ଅଶୁଭ ହୋଇଥାଏ | ତେବେ ଯଦି ଆଇନା ଲଗେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ ତେବେ ଏହିପରି ଲଗାନ୍ତୁ କି ଯେମିତି ଶୋଇବା ସମୟ ରେ ଆପଣଙ୍କ ଚେହେରା ନଦେଖା ଯିବା ଉଚିତ | ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ରେ ଜଟିଳ ସମସ୍ୟା ସହ ନକାରାତ୍ମକ ପ୍ରଭାବ ପଡିଥାଏ |

4.ଶୟନ କକ୍ଷ ରେ ଅତିଥି ଚର୍ଚ୍ଚା କରିବା ଉଚିତ | ବାସ୍ତୁ ବିଜ୍ଞାନ ଅନୁସାରେ ନିଜ ଶୟନ କକ୍ଷ ରେ ଅନ୍ୟ ଲୋକ ଙ୍କୁ ପ୍ରଶୟ ଦେବା ଉଚିତ ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ | ଶାସ୍ତ୍ର ଅନୁସାରେ ଏହିପରି କରିବା ଦ୍ୱାରା ପତି ପତ୍ନୀ ଙ୍କ ମଧ୍ୟ ରେ ମନୋମାଳିନ୍ୟ ହୋଇଥାଏ | ସମ୍ପର୍କ ରେ ଏହାର ଖରାପ ପ୍ରଭାବ ପଡିଥାଏ | ସେଥିପାଇଁ ଅତିଥିଙ୍କ ଚର୍ଚ୍ଚା ଅନ୍ୟ ଗୃହ ରେ କରିବା ସର୍ବୋତ୍ତମ ହୋଇଥାଏ |

5.ଶୟନ କକ୍ଷ ରେ ମନ୍ଦିରରେ କିମ୍ବା କୌଣସି ଦେବି ଦେବତା ଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଅଶୁଭ ହୋଇଥାଏ | ସେଥିପାଇଁ ଶୟନ କକ୍ଷ ରେ କୌଣସି ପୂଜା ଅର୍ଚନା କରିବା ଆପଣଙ୍କୁ ଗରିବ ବନେଇ ଦେଇଥାଏ | ତେଣୁ ଶାସ୍ତ୍ର ଅନୁଯାୟୀ ଏହା କରିବା ଆପଣଙ୍କୁ ଅନେକ ସମସ୍ୟା ର ସାମ୍ନା କରାଇଥାଏ |

Leave a Reply

Your email address will not be published. Required fields are marked *