ଏହାର 1ଟୁକୁଡ଼ା ରେ ସୋଇ ରହିଥିବା ଭାଗ୍ୟ ଜାଗି ଉଠିବ,ପଇସା ନିଜେ ଚାଲିକି ଆସିବ..

ଆଜି ଆମେ ଅଦା ବିଷୟରେ କହିବାକୁ ଯାଉଛୁ କାରଣ ଅଦା ମା ଲକ୍ଷ୍ମୀ ଙ୍କୁ ଆକର୍ଷିତ କରିବା ସହ ଶୀଘ୍ର ପ୍ରସନ୍ନ କରିବା ବସ୍ତୁ ଅଟେ |ଯେଉଁ ଘରେ ଅଦା ଥାଏ ସେହି ଘର ସର୍ବଦା ଖୁସି ରେ ରହିଥାଏ,ଅଦା କୁ ସବୁବେଳେ ସଜାଡିକି ରଖନ୍ତୁ କାରଣ ଏହା ଅତ୍ୟନ୍ତ ପବିତ୍ର ବସ୍ତୁ ହୋଇଥାଏ | ଅଦା ର ଏକ ଅନ୍ୟ ରୂପ ମଧ୍ୟ ରହିଛି ଯାହାକୁ ଶୁଣ୍ଠି କୁହାଯାଏ | ଏହାର ପାଉଡର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ, ବହୁ ପୁରାତନ ସମୟ ରୁ ଏହାର ବ୍ୟବହାର କରାଯାଉଛି |

ଏହାକୁ ଗର୍ଭବତୀ ମହିଳାଙ୍କୁ ଗରମ ଜିନିଷ ମିଶେଇ ଖାଇବାକୁ ଦିଆଯାଇଥାଏ ବହୁତ ଉପଶମ ମିଳିଥାଏ | ଯଦି ଶୁଣ୍ଠି କୁ ଆପଣ କୌଣସି କପଡା ରେ ଗୁଡ଼େଇକି ଧନ ରଖିବା ସ୍ଥାନ ରେ ରଖନ୍ତି ତେବେ କେବେ ବି ଧନର ଅଭାବ ହୁଏ ନାହିଁ ଏବଂ ଉନ୍ନତି ହୋଇଥାଏ | ଆସନ୍ତୁ ଜାଣିବା ଏହାର ଚମତ୍କାରୀକ ଉପକାରିତା ବିଷୟରେ –

ତେବେ ବନ୍ଧୁଗଣ ଗୋଟିଏ ଗଜା ହୋଇଯାଇଥିବା ଅଦା ନିଅନ୍ତୁ | ସେଥିରେ ଗଜା ହୋଇଥିବା ଭାଗ କୁ ଛାଡି ତଳୁ ଟିକିଏ କାଟି ଦିଅନ୍ତୁ | ଏହା ପରେ ସେଥିରେ ଷ୍ଟାର,ପଦ୍ମ ଫୁଲ କିମ୍ବା କୌଣସି ମଙ୍ଗଳିକ ଚିହ୍ନ ବନେଇ ଦିଅନ୍ତୁ | ଏହା ପରେ ଏହାକୁ ଆପଣ କୌଣସି ମାଟି ପାତ୍ର ରେ ପୋତି ରଖି ପାଣି ଦେଇଦିଅନ୍ତୁ |

ଏହା ପରେ ଆପଣ ଏହାର ଯତ୍ନ ନିଅନ୍ତୁ | ଯେମିତି ଯେମିତି ଗଛ ବଢିବାକୁ ଲାଗିବ ଆପଣଙ୍କୁ ଧନ ଜନିତ ସମସ୍ୟା ବି ଦୂର ହୋଇଯିବ | ଏହା ମା ଲକ୍ଷ୍ମୀ ଙ୍କୁ ଆକର୍ଷିତ କରିବା ଏବଂ ଘରେ ସୁଖ ସମୃଦ୍ଧି ସହ ଧନ ମଧ୍ୟ ଆସିବ | ଏହା ସହ ଶୁଣ୍ଠି କୁ ପାଉଡର କାରୀ ଘରେ ରଖିବା ଦ୍ୱାରା ମଧ୍ୟ ଭାଗ୍ୟ ବଦଳି ଯାଇଥାଏ | ତେବେ ଏହା ନକାରାତ୍ମକ ଶକ୍ତି କୁ ଦୂର କରିଥାଏ |

Leave a Reply

Your email address will not be published. Required fields are marked *