ବନ୍ଧୁଗଣ ଯଦି ଆପଣ ବି ନିଜ ଘରେ କୁକୁର ପାଳୁଛନ୍ତି | ତେବେ ଏହି ଖବର ଶୁଣି ଆପଣଙ୍କ ପାଦ ତଳୁ ଖସିଯିବ ମାଟି | କୁକୁର ପାଳିବା ଆପଣଙ୍କ ମୃତ୍ୟୁ ସହ ଯୋଡ଼ା ହୋଇଥାଏ | ଏହା ସହ ଏହା ମଧ୍ୟ ଜାଣନ୍ତୁ ଯେ କୁକୁର ପାଳିବା ଦ୍ୱାରା କଣ ପାଇଁ ଲୋକ ହୋଇଯାଆନ୍ତି କୋଟିପତି | ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ କୁକୁରକୁ ଯମ ଦେବଙ୍କର ବହନ ବୋଲି କୁହାଯାଇଛି | ଏବଂ ଏହା ସହ ଏହା ମଧ୍ୟ ସତ୍ୟ ଅଟେ ଯେ ପୋଷା କୁକୁର ମଣିଷର ସବୁଠୁ ଭଲ ସାଥି ହୋଇଥାଏ | କୁକୁର ବହୁତ ସମ୍ବେଦନଶୀଳ ଏବଂ ଚାଲାକ୍ ହୋଇଥାଏ | କାହିଁକି ନା କୁକୁର ଘରର ସୁରକ୍ଷା କରିବା ସହ ବହୁତ ବିଶ୍ୱସ୍ତ ମଧ୍ୟ ହୋଇଥାନ୍ତି |
ଆଗକୁ ହେବାକୁ ଯାଉଥିବା ବିପଦ ତଥା ଭୂତ ମାନଙ୍କୁ ମଧ୍ୟ ପ୍ରଥମେ ଦେଖିପାରିଥାଏ କୁକୁର | କୁକୁର ଅନେକ ବାଟ ପର୍ଯ୍ୟନ୍ତ ଶୁଙ୍ଘି ପାରେ ଏବଂ ସେ ପୋଲିସ ମାନଙ୍କୁ ମଧ୍ୟ କେସ୍ ମାନଙ୍କରେ ସାହାଯ୍ୟ କରିଥାଏ | କୁକୁରକୁ ଆମ ଶାସ୍ତ୍ରରେ ଏକ ରହସ୍ୟମୟୀ ପ୍ରାଣୀ ବୋଲି ମଧ୍ୟ ବିବେଚନା କରାଯାଇଛି | ଏମିତିରେ ଯଦି ଆପଣ ମଧ୍ୟ ନିଜ ଘରେ କୁକୁର ପଲିଛନ୍ତି | ତେବେ ଏହି ଖବର ଜାଣି ଆଶ୍ଚର୍ଯ୍ୟ ହୋଇଯିବେ | ସମସ୍ତେ ହୋଇଯାଆନ୍ତି କୋଟିପତି ଚାଲନ୍ତୁ ଜାଣିବା କେମିତି |
1- ଶନି ଏବଂ କେତୁ | ଏମିତି କୁହାଯାଏ ଯେ ଯେଉଁ ଘରେ କଳା କୁକୁର ଥାଏ ସେହି ଘରକୁ କେବେ ବି କୋୖଣସି ନକାରାତ୍ମକ ଶକ୍ତି ଆସିନଥାଏ | ଏହାର କାରଣ ଏହା ହୋଇଥାଏ ଯେ କଳା କୁକୁର ଉପରେ ଏକା ବେଳେ ଶନି ଏବଂ କେତୁ ଦୁଇଟି ଗ୍ରହଙ୍କର ପ୍ରଭାବ ଥାଏ | ଶନି ଦେବଙ୍କୁ ପ୍ରସନ କରିବା ପାଇଁ ଘରେ କଳା କୁକୁର ପାଳିବା ନିହାତି ଆବଶ୍ୟକ ଅଟେ |
କେତୁ ମଧ୍ୟ ଠିକ କରିବା ପାଇଁ କଳା କୁକୁର ପାଳିବାକୁ କୁହାଯାଇଛି | ଯେଉଁମାନେ କୁକୁର ମାନଙ୍କୁ ଖାଇବାକୁ ଦିଅନ୍ତି ତାଙ୍କ ଉପରେ ଶନି ଦେବ ତଥା ରାହୁ-କେତୁ ମଧ୍ୟ ପ୍ରସନ ହୋଇଥାନ୍ତି | ଯେତେବେଳେ ଏହି ଦୁଇ ଗ୍ରହ ଆପଣଙ୍କ ଉପରେ ପ୍ରସନ ହୁଅନ୍ତି ତେବେ ଆପଣଙ୍କୁ କେହିବି କୋଟିପତି ହେବାରୁ ରୋକି ପାରିବେ ନାହିଁ |
2- କୁକୁରକୁ ଯମ ଦେବଙ୍କର ବହନ ବୋଲି କୁହାଯାଇଛି | ଏବଂ ହିନ୍ଦୁ ଭଗବାନ ଭୈରବ ମହାରାଜଙ୍କର ସେବକ ବୋଲି ମଧ୍ୟ କୁହାଯାଇଛି | କୁକୁରଙ୍କୁ ଖାଇବାକୁ ଦେବାରୁ ଭୈରବ ମହାରାଜ ପ୍ରସନ ହୋଇଥାନ୍ତି ଏବଂ ଆତ୍ମାତୀୟ ସଙ୍କଟରୁ ରକ୍ଷା କରିଥାନ୍ତି | ଏମିତି ମଧ୍ୟ ବିଶ୍ୱାସ କରାଯାଏ ଯେ କୁକୁରକୁ ଆପଣ ଯଦି ଖୁସିରେ ରଖିବେ ତେବେ ସେ ଆପଣଙ୍କ ଆଖପାଖରେ ଯମ ଦୂତଙ୍କୁ ମଧ୍ୟ ଆସିବାକୁ ଦେଇନଥାନ୍ତି | ବ୍ୟକ୍ତିଙ୍କୁ ମଧ୍ୟ ବିପଦରୁ ବଞ୍ଚେଇ ଦେଇଥାଏ କୁକୁର | ଯେମିତିକି ସଡ଼କ ଦୁର୍ଘଟଣା, ଛାତରୁ ପଡ଼ିଯିବା | ଏମିତି ଅନେକ ପ୍ରକାରର ବିପଦରୁ ଆମକୁ କୁକୁର ରକ୍ଷା କରିଥାଏ |
3- ବନ୍ଧୁଗଣ ଯେଉଁମାନେ କୁକୁରଙ୍କୁ ନିୟମିତ ରୂପରେ ଖାଇବାକୁ ଦେଇଥାନ୍ତି | ସେମାନଙ୍କ ଉପରେ ଶନିଦେବ, ରାହୁ-କେତୁ, ବ୍ରହ୍ମ୍ଛା ବିଷ୍ଣୁ ମହେଶ୍ୱର ଙ୍କ ସହ ନ ଦେବୀ ମଧ୍ୟ ପ୍ରସନ ହୋଇଥାନ୍ତି | ମାତା ଲଷ୍ମୀ ସେ ବ୍ୟକ୍ତି ଉପରେ ସର୍ବଦା ନିଜ କୃପା ରଖିଥାନ୍ତି ଯେଉଁ ବ୍ୟକ୍ତି ସମସ୍ତ ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତି |
କୁକୁର ମାନେ ଶୁଭ ସଂକେତ ଦେବା ସହ ଖରାପ ସଂକେତ ମଧ୍ୟ ଦେଇଥାନ୍ତି | ଯେତେବେଳେ କୁକୁର ରାତି ସମୟରେ କାନ୍ଦିଥାଏ | ତେବେ ଏହାର ଅର୍ଥ ଏହା ହୋଇଥାଏ କି କାହାରି ନା କାହାରି ମୃତ୍ୟୁ ହେବାର ଅଛି | ଏହା ସହ ଯେତେବେଳେ କୁକୁର ଓଲଟା ସୋଇଥାଏ ମାଟିରେ ତେବେ ଏହାର ଅର୍ଥ ମଧ୍ୟ କାହାରି ମୃତ୍ୟୁକୁ ହି ବୁଝାଇଥାଏ |