ଶୁକ୍ରବାରକୁ 6 କାମ କେବେ ବି କରନ୍ତୁ ନାହିଁ ନହେଲେ ପୁରା ଘର କାଙ୍ଗାଳ ହୋଇଯିବ! ଘୋର ପାପ ଲାଗିଥାଏ..

ବନ୍ଧୁଗଣ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ହିଁ ନୁହେଁ ବରଂ ଶୁକ୍ରବାର ଦିନ ବି କିଛି ବିଶେଷ କାର୍ଯ୍ୟ କରିବାକୁ ବାରଣ କରାଯାଇଛି | ହିନ୍ଦୁ ଧର୍ମ ରେ ଶୁକ୍ରବାର କୁ ଧନ ର ଦେବି ମା ଲକ୍ଷ୍ମୀ ଙ୍କ ବାର ବୋଲି ବିଶ୍ୱାସ ରହିଛି,ଏହି ଦିନ ମା ଙ୍କୁ ସମର୍ପିତ ହୋଇଥାଏ | ସେଥିପାଇଁ ଏହି ଦିନ ଘରେ ସୁଖ ସମୃଦ୍ଧି ପାଇଁ ମା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚନା କରାଯାଇ ଥାଏ | କିନ୍ତୁ ଯଦି ଏହି ଦିନ ଆପଣ କିଛି କାର୍ଯ୍ୟ କରନ୍ତି ତେବେ ଘରେ ଗରିବୀ ଆସିଥାଏ | ଜାଣନ୍ତୁ ମାନ୍ୟତା ଅନୁସାରେ ଶୁକ୍ରବାର ଦିନ କେଉଁ ବିଶେଷ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ –

1. ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ପ୍ରତ୍ୟେକ ବିବାହିତ ନାରୀ କୁ ଶୁକ୍ରବାର ବ୍ରତ କରିବା ଉଚିତ ଏହା ସହିତ ବିଷ୍ଣୁ ଏବଂ ଭଗବାନ ଗଣେଶ ଙ୍କ ପୂଜା କରିବା ଉଚିତ ହୋଇଥାଏ | ଏହା ଦ୍ୱାରା ଧନ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ |

2.ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଯଦି ଶୁକ୍ରବାର ଦିନ ପକ୍ଷୀ କୁ ଚାଉଳ ଦାନା ଖାଇବାକୁ ଦିଅନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ | ଏବଂ ଏହି ଦିନ ଝିଟିପିଟି ଦେଖାଯିବା ବହୁତ ଶୁଭ ହୋଇଥାଏ | କାରଣ ଶାସ୍ତ୍ର ଅନୁସାରେ ଝିଟିପିଟି କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି ବିଶ୍ୱାସ କରାଯାଏ |

3.ବନ୍ଧୁଗଣ ଶୁକ୍ରଙ୍କୁ ପ୍ରେମର ପ୍ରତିକ ବୋଲି କୁହାଯାଏ ଯଦି ଶୁକ୍ର ଖରାପ ସ୍ଥିତି ରେ ରୁହନ୍ତି ତେବେ ସମ୍ପର୍କ ରେ ତିକ୍ତତା ଆସିଥାଏ | ତେଣୁ ଏହି ଦିନ ଶୁକ୍ରଙ୍କୁ ପୂଜା କରିବା ଶ୍ରେଷ୍ଠ ହୋଇଥାଏ | ଏହା ସହିତ ଶୁକ୍ରବାର ଦିନ ଟଙ୍କା ପଇସା ର କାରବାର କରନ୍ତୁ ନାହିଁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କୁ ଘରୁ ଚାଲିଯାନ୍ତି |

4.ବନ୍ଧୁଗଣ ଶୁକ୍ରବାର ଦିନ କୌଣସି ମହିଳା ଙ୍କୁ ଅପମାନ କରିବାର ଅର୍ଥ ମାତା ଲକ୍ଷ୍ମୀ ଙ୍କୁ ଅପମାନ କରିବା ହୋଇଥାଏ | ତେଣୁ ଏହି ଦିନ କୌଣସି ମହିଳାଙ୍କୁ ଅପମାନ କରନ୍ତୁ ନାହିଁ | ଏହି ଦିନ ଘରେ କଳା ପିମ୍ପୁଡି ଦେଖା ଯିବା ଶୁଭ ହୋଇଥାଏ | ଏବଂ ଶୁକ୍ରବାର ଦିନ ଘରକୁ ହୀରା ଆଣିବାର ଥିଲେ ଶୁକ୍ର ଗ୍ରହର ସ୍ଥିତି ଦେଖିବା ଉଚିତ ହୋଇଥାଏ | କାରଣ ହୀରା ର ସିଧା ସମ୍ବଧ ଶୁକ୍ରଙ୍କ ସହ ହୋଇଥାଏ, ତେଣୁ ଯଦି ଶୁକ୍ର ଖରାପ ଥିବେ ତେବେ ଆପଣଙ୍କୁ ଗରିବୀ ଭୋଗିବାକୁ ପଡିପାରେ

5.ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ଶୁକ୍ରବାର ଦିନ ଖଟା ଖାଇବା ଉଚିତ ନୁହେଁ | କାରଣ ଏହି ଦିନ ମା ସନ୍ତୋଷୀ ଙ୍କ ବ୍ରତ କରାଯାଇଥାଏ ଏବଂ ମା ସନ୍ତୋଷୀ ଙ୍କୁ ଖଟା ଆଦୌ ପସନ୍ଦ ନୁହେଁ |

6.ଶାସ୍ତ୍ରରେ ଓସ୍ତ ପତ୍ର ଏବଂ ତୁଳସୀ ପତ୍ର କୁ ବହୁତ ଆଧ୍ୟାତ୍ମିକ ବୋଲି ବିଶ୍ୱାସ କରାଯାଏ | ହିନ୍ଦୁ ଧର୍ମ ରେ ଏହାର ମାନ୍ୟତା ପୂରାଣ ସମୟରୁ ରହିଆସିଛି | ତେବେ ଏହି ପତ୍ର ଆପଣ ନିଜ ପାଖରେ ଶୁକ୍ରବାର ଦିନ ଆଣି ରଖିବା ଦ୍ୱାରା ସମସ୍ତ ରାହୁ, କେତୁ ଗ୍ରହ ଆପଣଙ୍କର ଶାନ୍ତ ହୋଇଥାନ୍ତି | ଏବଂ ଆପଣଙ୍କ ଶୁକ୍ର ଗ୍ରହ ମଧ୍ୟ ପ୍ରସନ୍ନ ହୋଇଥାନ୍ତି |

7.ତେବେ ବନ୍ଧୁଗଣ ଚାଉଳକୁ ଆମେ ମାତା ଲକ୍ଷ୍ମୀ ବୋଲି ବିଶ୍ୱାସ କରିଥାଉ | ସନାତନ ଧର୍ମ ର ଲୋକ ଏହା ବିଶ୍ୱାସ କରିଥାନ୍ତି ଯେ ଅନ୍ନ ରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ତେବେ ଆପଣ ଚାଉଳରୁ କିଛି ଚାଉଳ ନେଇ ମାତା ଲକ୍ଷ୍ମୀ ଙ୍କ ପାଖରେ ପୂଜା ପାଠ କରି ଏହାକୁ ନିଜ ପାଖରେ ରଖନ୍ତୁ ଏହା ବହୁତ ଫାଇଦା ଦେଇଥାଏ | ଆପଣଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ |

Leave a Reply

Your email address will not be published. Required fields are marked *