ବର୍ଷର ଶେଷ ଚନ୍ଦ୍ରଗହଣ ! ଏହି ଦୁଇଟି ରାଶି ହେବେ କୋଟିପତି ଏବଂ ଅନ୍ୟ ପାଞ୍ଚ ରାଶି ଉପରେ ମଧ୍ୟ ପଡ଼ିବ ଶୁଭ ପ୍ରଭାବ !

ଆମ ଶାସ୍ତ୍ର ଅନୁଯାୟୀ ଚଦ୍ରଗ୍ରହଣକୁ ଅତ୍ୟନ୍ତ ଅଶୁଭ ମାନା ଯାଇଛି । କାରଣ ଏପରି କୁହାଯାଏ ଯେ ରାହୁ ଏବଂ କେତୁ ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଗ୍ରାସିତ କରନ୍ତି । ଯାହାଦ୍ୱାରା ପୁରା ଦୁନିଆ ଏବଂ ସମଗ୍ର ଜୀବଜନ୍ତୁ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ । କିଛି ରାଶି ଉପରେ ଏହା ନକରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କିଛି ରାଶି ପାଇଁ ଏହା ଶୁଭ ପରିଣାମ ଆଣିଥାଏ ।

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣର ପ୍ରଭାବ କିଛି ରାଶି ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛି । ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଏଥିପାଇଁ ସେମାନଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି । ଚନ୍ଦ୍ରଗ୍ରହଣ କାରଣରୁ ଭାଗ୍ୟଶାଳୀ ରାଶି ମାନଙ୍କୁ ଧନ ପ୍ରାପ୍ତି ହେବାକୁ ଯାଉଛି । ଏହାସହିତ ପାରିବାରିକ ସମ୍ପର୍କ ମଧ୍ୟ ଅତ୍ୟନ୍ତ ଦୃଢ଼ ହେବାକୁ ଯାଉଛି ।

ଭାରତର ସମୟ ଅନୁଯାୟୀ ନଭେମ୍ବର 8 ରେ ଏହି ଗ୍ରହଣ ଦ୍ୱିପ୍ରହର 01.33 ରୁ ସନ୍ଧ୍ୟା 07.27 ପର୍ଯ୍ୟନ୍ତ ଦେଖାଯିବ । ତେଣୁ ଗ୍ରହଣର ସୂତକ କାଳ ସମୟରେ ଏହି କିଛି ନିୟମ ମାନିବା ଉଚିତ । ସୂତକ କାଳ ସମୟରେ ଘରର ଝରକା କବାଟ ବନ୍ଦ କରି ଦିଅନ୍ତୁ । ମୋଟା ପରଦାରେ କବାଟ ଝରକା ଢାଙ୍କି ଦିଅନ୍ତୁ । ଏହି ସମୟରେ ଯେତେ ସମ୍ଭବ କମ କୁହନ୍ତୁ ଏବଂ ଭଗବାନଙ୍କ ଜପ କରନ୍ତୁ ମାତ୍ର ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟରେ ରୋଷେଇ କରିବା କିମ୍ବା ଖାଦ୍ୟ ସେବନ କରିବା ମଧ୍ୟ ବର୍ଜିତ ଅଟେ । ନଚେତ ପୂର୍ବରୁ ଖାଦ୍ୟ ବନାଇ ସେଥିରେ ତୁଳସୀ ପତ୍ର ପକାନ୍ତୁ । ସୂତକ କାଳରେ ତୁଳସୀ ପତ୍ର ଛିଡାଇବା ଉଚିତ ନୁହେଁ । ତେଣୁ ତାହାକୁ ପୂର୍ବରୁ ହିଁ ଛିଡାଇ ନିଅନ୍ତୁ । ଛୋଟ ପିଲାଙ୍କ କ୍ଷୀରରେ ତୁଳସୀ ପତ୍ର ପକାଇ ପିଇବାକୁ ଦିଅନ୍ତୁ ।

ଏହି ସମୟରେ ଚନ୍ଦ୍ର ମନ୍ତ୍ରର ଜପ କରନ୍ତୁ ଏବଂ ଏହି ସମୟରେ କ୍ଷୀର ଦୁହଁନ୍ତୁ ନାହିଁ । ସୂତକ କାଳ ଶେଷ ହେବା ପରେ ଘରକୁ ସଫା କରି ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ ଏବଂ ପୁଣିଥରେ ପୂଜାପାଠ କରନ୍ତୁ । ଏହି ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ ଅସ୍ତ୍ରକୁ ଧରିବା ଉଚିତ ନୁହେଁ । ଏହି ଗ୍ରହଣ ସମୟ ଛଅଟି ରାଶି ପାଇଁ ଅତ୍ୟନ୍ତ ପ୍ରଭାବୀ ରହିବ ଏବଂ ଭାଗ୍ୟ ନେଇ ଆସିବ ।

୧ . ମିଥୁନ ରାଶି :-

ଏହି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ପ୍ରମାଣିତ ହେବାକୁ ଯାଉଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଯାଉଛି । ବ୍ୟାପାରରେ ଉନ୍ନତି ମିଳିପାରେ । ଆମଦାନୀର ନୂଆ ସ୍ରୋତ ପ୍ରାପ୍ତ ହେବ । ଏକାଧିକ କ୍ଷେତ୍ରରୁ ଧନ ପ୍ରାପ୍ତି ହେବାକୁ ଯାଉଛି । ଚାକିରୀ ବଦଳିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ । ଚାକିରୀର ଅନେକ ଅବସର ପ୍ରାପ୍ତ ହୋଇପାରେ । ଆପଣ ଓଁ ଗଣ ଗଣପତେ ନମଃ ଏହି ମନ୍ତ୍ରର ଜପ କରନ୍ତୁ ।

୨ . କର୍କଟ ରାଶି :-

ଏହି ରାଶି ଚନ୍ଦ୍ର ଗ୍ରହଣ କାରଣରୁ ସବୁଠାରୁ ଅଧିକ ଭାଗ୍ୟଶାଳୀ ରାଶି ହେବାକୁ ଯାଉଛି । ଏହି ରାଶି ଉପରେ ସବୁଠାରୁ ଅଧିକ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ମାନ ସମ୍ମାନର ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ପରିବାର ସଦସ୍ୟଙ୍କର ସହାୟତା ମିଳିବାକୁ ଯାଉଛି । ଆର୍ଥିକ ଲାଭ ହେବାକୁ ଯାଉଛି । ମାତ୍ର ଏହି ସମୟରେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଅତି ଉତ୍ସାହର ସହିତ ନିଆଯାଇଥିବା ନିର୍ଣ୍ଣୟ ଆପଣଙ୍କୁ ସମସ୍ୟାରେ ପକାଇ ପାରେ ।

୩ . ସିଂହ ରାଶି :-

କ୍ୟାରିଅର ଦୃଷ୍ଟିକୋଣରୁ ଏହି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ଅଟେ । ଆପଣଙ୍କର କୌଣସି ବଡ଼ ସମସ୍ୟାର ସମାଧାନ ହେବାକୁ ଯାଉଛି । ଅଟକି ରହିଥିବା ଧନ ପ୍ରାପ୍ତ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଉତ୍ତମ ରହିବ । ମଧୁର ବଚନ ଏବଂ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟାପାରରେ ଅପାର ଧନ ଆସିବାର ଯୋଗ ରହିଛି । ନିବେଶରେ ଭଲ ଲାଭ ମିଳିବ । ଚନ୍ଦ୍ର ଗ୍ରହଣର ଏକ ମାସ ମଧ୍ୟରେ ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୪ . କୁମ୍ଭ ରାଶି :-

ଏହି ରାଶି ପାଇଁ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଶୁଭ ଫଳ ନେଇ ଆସିବ । କୌଣସି ନୂତନ କର୍ତ୍ତବ୍ୟ ମିଳିପାରେ । ବ୍ୟାପାରରେ ଭଲ ପରିଶ୍ରମ କଲେ ଉପଯୁକ୍ତ ଫଳ ମିଳିବ । ଅଟକି ରହିଥିବା ଧନ ମିଳିବ । ପୂର୍ବ ଚାକିରୀ ଅପେକ୍ଷା ଭଲ ଅବସର ପ୍ରାପ୍ତ ହେବାକୁ ଯାଉଛି । ପରିବାର ସହିତ ସମ୍ବନ୍ଧ ଭଲ ହେବ । ଆପଣ ଯେଉଁ କାମରେ ବି ହାତ ଦେବେ ସେଠାରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ ପ୍ରାପ୍ତ ହେବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ ବଢ଼ିବ ।

୫ . ତୁଳା ରାଶି :-

ଏହି ରାଶି ଚନ୍ଦ୍ର ଗ୍ରହଣ କାରଣରୁ ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ହେବାକୁ ଯାଉଛି । ଏହି ରାଶି ଉପରେ ସବୁଠାରୁ ଅଧିକ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ମାନ ସମ୍ମାନର ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ପରିବାର ସଦସ୍ୟଙ୍କର ସହାୟତା ମିଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପୁରା ନଭେମ୍ବର ମାସଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆର୍ଥିକ ଲାଭ ହେବାକୁ ଯାଉଛି । ଯେଉଁ ବ୍ୟକ୍ତି ମାନଙ୍କର ବିବାହ କଥା ଚାଲିଛି ସେମାନଙ୍କ ବିବାହ କଥାରେ ସମସ୍ୟା ଦେଖା ଦେଇପାରେ । ବିବାହିତ ଲୋକଙ୍କ ଜୀବନରେ ବିବାଦ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଦେଖାଦେଇ ପାରେ । ସବୁ କାମକୁ ସାବଧାନତାର ସହିତ କରନ୍ତୁ ଏବଂ ଖର୍ଚ୍ଚ କମ କରନ୍ତୁ ।

୨ . ମେଷ ରାଶି :-

କ୍ୟାରିଅର ଦୃଷ୍ଟିକୋଣରୁ ଏହି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ଅଟେ । ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଆର୍ଥିକ ସ୍ଥିତି ଉତ୍ତମ ରହିବ । ଚାକିରୀ କ୍ଷେତ୍ରରେ ସମସ୍ୟା ଆସିବାର ସମ୍ଭାବନା ରହିଛି । ତେଣୁ ମଧୁର ବଚନ ଏବଂ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଯାତ୍ରା କାରଣରୁ ଖର୍ଚ୍ଚ ବଢ଼ିପାରେ । ମାନସିକ ଚିନ୍ତା ଏବଂ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ । ଗ୍ରହଣ ପରେ ଗରୀବ ଲୋକଙ୍କୁ ଚାଉଳ ଦାନ କରନ୍ତୁ ।

୬ . ବିଛା ରାଶି :-

ଆମଦାନୀରେ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ନିବେଶ କଲେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । ପରିଶ୍ରମ ଅନୁଯାୟୀ ହିଁ ଫଳ ପ୍ରାପ୍ତ ହେବ । ସବୁ ପରିଶ୍ରମର ଫଳ ମିଳିବ । ଆପଣ ଓଁ ହନୁ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *