ତୁଳସୀ ପୂଜା ରେ 3 ଜିନିଷ କେବେ ବି ଚଢାନ୍ତୁ ନାହିଁ ମାତା କ୍ରୋଧିତ ହୋଇଯାନ୍ତି ଘର ନଷ୍ଟ ହୋଇଯାଏ |

ବନ୍ଧୁଗଣ ବ୍ରହ୍ମବୈବର୍ତ ପୁରାଣ ଅନୁସାରେ ତୁଳସୀ ବହୁତ ପବିତ୍ର ଏବଂ ଦିବ୍ୟ ଅଟେ | ଏହାକୁ ନିତ୍ୟ ପୂଜା କରିବା ଦ୍ୱାରା ବ୍ୟକ୍ତି କୁ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ | ଭଗବାନ ଶ୍ରୀକୃଷ୍ଣ ଙ୍କ ତୁଳସୀ ଅତ୍ୟନ୍ତ ପ୍ରିୟ, ତୁଳସୀ ବିନା ଭଗବାନ କୌଣସି ଭୋଗ କିମ୍ବା ପ୍ରସାଦ ଗ୍ରହଣ କରନ୍ତି ନାହିଁ | ମାନ୍ୟତା ଅନୁସାରେ ସ୍ୱର୍ଗ ଏବଂ ଭଗବାନ ବିଷ୍ଣୁ ଙ୍କ ନିବାସ ସ୍ଥାନ କୁ ବୈକୁଣ୍ଠ ବୋଲି ବିଶ୍ୱାସ କରାଯାଏ | ସେଥିପାଇଁ ମୃତ୍ୟୁ ସମୟ ରେ ମଧ୍ୟ ମନୁଷ୍ୟ କୁ ତୁଳସୀ ଦିଆଯାଇଥାଏ, ଶାନ୍ତି ଏବଂ ସୁଖ ପାଇଁ ତୁଳସୀ ପୂଜା ନିତ୍ୟ କରାଯାଇଥାଏ |

ଏହାକୁ ଅଧିକାଂଶ ଲୋକ ଜାଣିନଥାନ୍ତି ସେଥିପାଇଁ ତୁଳସୀ ତଳେ ଏହି ଜିନିଷ ବାନ୍ଧନ୍ତୁ, ଏହା କରିବା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ, ଘରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ଏବଂ ପାରିବାରିକ ସମସ୍ୟା ରୁ ମୁକ୍ତି ମିଳିଥାଏ | ତୁଳସୀ ଗଛ ଘରେ ଲଗେଇବା ନିତାନ୍ତ ଆବଶ୍ୟକ ହୋଇଥାଏ | ବେଦ ପୁରାଣ ରେ ଏହା କୁହାଯାଇଛି ତେଣୁ ତୁଳସୀ ତଳେ ଯଦି ଏହି ଜିନିଷ ବନ୍ଧା ଯାଏ ତେବେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ କୃପା ମିଳିଥାଏ |

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ତୁଳସୀ କୁ ଦେବୀ ଲକ୍ଷ୍ମୀ ଙ୍କ ପରି ହିଁ ପୂଜନୀୟ ବୋଲି ବିଶ୍ୱାସ କରାଯାଏ | ଭଗବାନ ବିଷ୍ଣୁ ଙ୍କ ପତ୍ନୀ ବୃନ୍ଦା ମାନିକି ଦେବ ପ୍ରମୋଦିନି ଏକାଦଶୀ ଦିନ ତୁଳସୀ ଏବଂ ଶଳଗ୍ରାମ କୁ ବିବାହ କରିବାର ପ୍ରଥା ମଧ୍ୟ ରହିଛି | ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରା-ଭରା ହୋଇଥାନ୍ତି ସେହି ଘରେ ସର୍ବଦା ସୁଖ, ଶାନ୍ତି ଲାଗିରହିଥାଏ |

ଭଗବାନ ବିଷ୍ଣୁଙ୍କର ପ୍ରଶାଦରେ ତୁଳସୀ ପତ୍ର ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ଏହା ବିନା ପୂଜା ଅସମ୍ପୂର୍ଣ ବୋଲି ବିବେଚନା କରାଯାଏ | ବନ୍ଧୁଗଣ କିଛି ଲୋକ ତୁଳସୀ ଗଛକୁ ପୂଜା ତ କରନ୍ତି କିନ୍ତୁ ସେମାନେ ମାତା ତୁଳସୀଙ୍କୁ ଚୁନୁରୀ ଘୋଡାନ୍ତି ନାହିଁ | ଯେଉଁଥି ପାଇଁ ସେମାନଙ୍କୁ କୋୖଣସି ପ୍ରକାରର ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ |

ସବୁବେଳେ ମାନେ ରଖିବେ ମାତା ତୁଳସୀଙ୍କୁ ଚୁନୁରୀ ନିଶ୍ଚୟ ଚଢେଇବେ | ତୁଳସୀରେ ଚୁନୁରୀ ନିଶ୍ଚିତ ବାନ୍ଧିବା ଅବଶ୍ୟକ ହୋଇଥାଏ | ତୁଳସୀ ମାତା ଆମ ମାଙ୍କ ପରି ହୋଇଥାନ୍ତି | ଏବଂ କିଛି ଲୋକ ମାତା ତୁଳସୀଙ୍କୁ ଚୁନୁରୀ ତ ଚଢ଼ାନ୍ତି କିନ୍ତୁ କିଛି ହିଁ ଲୋକ ଏହାର ଠିକସେ ଧ୍ୟାନ ନିଅନ୍ତି ନାହିଁ | ପ୍ରାୟତଃ ଲୋକମାନେ ତୁଳସୀ ମାତାଙ୍କୁ ଲାଲ ରଙ୍ଗର ଚୁନୁରୀ ଚଢେଇ ଥାନ୍ତି | ଲାଲ ରଙ୍ଗର କାରକ ହେଉଛନ୍ତି ମଙ୍ଗଳ ଏବଂ ତୁଳସୀ ମାତାଙ୍କର କାରକ ହେଉଛନ୍ତି ବୁଧ | ବୁଧ ଏବଂ ମଙ୍ଗଳ ମିତ୍ର ନୁହନ୍ତି | ଏଥିପାଇଁ ମାତା ତୁଳସୀଙ୍କୁ ଧଳା କିମ୍ଵା ନେଳି ରଙ୍ଗର ଚୁନୁରୀ ହିଁ ବାନ୍ଧନ୍ତୁ |

ଅନେକ ଲୋକ ଏହି ଭୁଲ ମଧ୍ୟ କରନ୍ତି କି ମାତାଙ୍କୁ ଚୁନୁରୀ ତ ଚଢେଇଦିଅନ୍ତି କିନ୍ତୁ କିଛି ଦିନ ପରେ ଯେବେ ସେ ଅସନା, ଏବଂ ଚିରିଯାଏ ସେମାନେ ତାକୁ କୋୖଣସି ଶୁଭଦିନ ଅର୍ଥାତ କୋୖଣସି ଏକାଦଶୀ କିମ୍ଭା ଅନ୍ୟ ଶୁଭ ଦିନରେ ବାହାର କରିଦିଅନ୍ତି | ଆମେ ଆପଣଙ୍କୁ କାହିରଖୁଛୁ କି ଆପଣ ସେହି ଅସନା ଚୁନୁରୀ କାଢ଼ିବା ପରେ ଏକ ନୂଆ ଏବଂ ସୁନ୍ଦର ଚୁନୁରୀ ଚେଢେଇବା ନିହାତି ଆବଶ୍ୟକ ହୋଇଥାଏ | ଏମିତି ନ କରିଲେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ଅନେକ ସମୟ ଉପୁଜେ |

ବନ୍ଧୁଗଣ ତୁଳସୀ ମାତାଙ୍କ ପାଖରେ ଏହି ସବୁ ଜିନିଷ କେବେ ବି ରଖନ୍ତୁ ନାହିଁ | କାରଣ ଏମିତି କରିବା ଦ୍ୱାରା ମାତା ତୁଳସୀ ରୁଷ୍ଟ ହୋଇଥାନ୍ତି | ଆପଣ ପ୍ରଥମତଃ ମନେ ରଖିବେ କି ମାତା ତୁଳସୀ ଥିବା ସ୍ଥାନରେ କେବେ ବି ନିଜ ମୁଁହରୁ ଖରାପ କଥା ବାହାର କରିବେ ନାହିଁ | ମାତା ତୁଳସୀଙ୍କ ଆଖ ପାଖରେ କୋୖଣସି ଝାଡୁ କିମ୍ଵା ଚପଲ ରଖିବାକୁ ପାପ ବୋଲି ବିବେଚନା କରାଯାଏ |

ତୁଳସୀଙ୍କ ଆଖପାଖରେ ଛିପ ପକେଇବା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାଏ | ତୁଳସୀଙ୍କ ପାଖରେ ଜଳ ଭରା କୋୖଣସି ପତ୍ର ରଖିବା ଉଚିତ ହୋଇନଥାଏ | ଏବଂ ଏଥିସହ ଯେବେ ବି ଆପଣ ତୁଳସୀ ମାତାଙ୍କ ପାଖରେ ଦୀପ ଜଳୁଛନ୍ତି ଧ୍ୟାନ ଦେବେ କି ସେହି ଦୀପ ଜଳେଇ ସଙ୍ଗେ ସଙ୍ଗେ ସେଠାରୁ ଆପଣ ସେହି ଦୀପକୁ ହଟେଇ ଦିଅନ୍ତୁ | କାହିଁକି ନା ମାତା ତୁଳସୀଙ୍କ ତଳେ ପୂଜା ହେଇଥିବା ଦୀପ ରଖିବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *