ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କିଛି ଲୋକ ଅଛନ୍ତି ଯେଉଁ ମାନେ ସବୁବେଳେ ଦରିଦ୍ର୍ୟ ରହନ୍ତି ଏବଂ ଘରେ ଅର୍ଥ ଅଭାବ ରହିଥାଏ ।
୧ . ଘରର ଦେଖାଶୁଣା କରୁନଥିବା ଲୋକ :-
ଯେଉଁ ବ୍ୟକ୍ତି ନିଜ ପରିବାରର ଦେଖାଶୁଣା କରି ନଥାଏ ସେହି ବ୍ୟକ୍ତିକୁ କେବେବି ଅର୍ଥର ଅବଶ୍ୟକଟ ନଥାଏ । ଏହାହିଁ ସବୁଠାରୁ ବଡ଼ କାରଣ ହୋଇଥାଏ । ତେଣୁ ସେହି ବ୍ୟକ୍ତି ସବୁବେଳେ ବିନା ଅର୍ଥରେ ହିଁ ଜୀବନଯାପନ କରିଥାଏ ।
୨ . ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ :-
ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଦେଖା ଦେଇଥାଏ ସେହି ଘରକୁ କେବେବି ଭୁଲରେ ବି ଭଗବାନ ଯାଆନ୍ତି ନାହିଁ । ସେପରି ଘରକୁ ମାତା ଲକ୍ଷ୍ମୀ ଭୁଲରେବି ଯାଆନ୍ତି ନାହିଁ । ସେପରି ଘରେ ସୁଖ ସମୃଦ୍ଧିର ନାଶ ହୋଇଯାଏ । ଆଗାମୀ ପିଢ଼ି ମଧ୍ୟ ଏହି କାରଣରୁ ସମସ୍ୟାର ସାମ୍ନା କରିଥାଏ ।

୩ . କାମ ହୀନ ବ୍ୟକ୍ତି :-
ଯେଉଁ ବ୍ୟକ୍ତି କାମ ହୀନ ହୋଇଥାଏ ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ସେହି ବ୍ୟକ୍ତିର ଗର୍ଭରେ ଜନ୍ମ ନେବାକୁ ପଡ଼ିଥାଏ ଯେ ପାପର ଭାଗିଦାରୀ ହୋଇଥାଏ । ଯେଉଁ ବ୍ୟକ୍ତି କାମ କରି ନଥାଏ ସେହି ବ୍ୟକ୍ତି କର୍ମହୀନ ହୋଇଥାଏ । ତେଣୁ ଏମିତିରେ ଯେଉଁ ବ୍ୟକ୍ତି ଅନ୍ୟର ଖୁସି ଦେଖି ପାରେ ନାହିଁ ସେ ମଧ୍ୟ କର୍ମହୀନ ହୋଇଥାଏ । ମାତ୍ର ଯେଉଁ ବ୍ୟକ୍ତି ଭଲ କର୍ମ କରିଥାଏ ସେ ଆଗାମୀ ଜନ୍ମରେ ଭଲ ଗର୍ଭରେ ଏବଂ ଭଲ ଘରେ ଜନ୍ମ ନେଇଥାଏ । ସେହି ବ୍ୟକ୍ତି ଅତ୍ୟନ୍ତ ଧନ ପ୍ରାପ୍ତ କରିଥାଏ ।
୪ . ବାପା ମା’ ଙ୍କୁ ମାମୁଲି ଭାବିବା :-
ଯେଉଁ ବ୍ୟକ୍ତି ବାପା ମା’ କୁ ମାମୁଲି ଭାବିଥାଏ ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ଅନେକ କଷ୍ଟ ସହିବାକୁ ପଡ଼ିଥାଏ । ଯେଉଁ ବ୍ୟକ୍ତି ବାପା ମା’ ଙ୍କ ଉପରେ ଅତ୍ୟାଚାର କରିଥାଏ ତାକୁ ଆଗାମୀ ଜନ୍ମରେ ଅତ୍ୟନ୍ତ କଠିନ ପରିସ୍ଥିତିଏ ସାମ୍ନା କରିବାକୁ ପଡ଼ିଥାଏ । ଯେଉଁ ବ୍ୟକ୍ତି ଏହି କଥାକୁ ମାନି ନେଇଥାଏ ସେ ସୁଧୁରି ଯାଏ ।
୫ . ମହିଳାଙ୍କ ଉପରେ ଅତ୍ୟାଚାର :-
ଘରର ମହିଳା ଲକ୍ଷ୍ମୀଙ୍କ ସଦୃଶ୍ୟ ହୋଇଥାନ୍ତି । ଏହାବ୍ୟତୀତ ସେ କୌଣସି ମହିଳା ହୋଇଥାନ୍ତୁ ନା କାହିଁକି । ଯେଉଁ ଘରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଥାଏ ସେହି ଘରକୁ ଭଗବାନ କେବେବି ପ୍ରବେଶ କରନ୍ତି ନାହିଁ । ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ମହିଳା ଉପରେ ଅତ୍ୟାଚାର କରିଥାଏ ସେହି ବ୍ୟକ୍ତିକୁ ଆଗାମୀ ଜନ୍ମରେ ଅନେକ କଠିନ ପରିସ୍ଥିତି ସହିବାକୁ ପଡ଼ିଥାଏ । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ତ୍ରୀ ର ଅପମାନ ପୁରା ସୃଷ୍ଟିର ଅପମାନ ହୋଇଥାଏ ।

ଘରେ ଏହି ପାଞ୍ଚଟି ଭୁଲ ଆଦୋୖ କରନ୍ତୁ ନାହିଁ ।
୧ . ଘରେ ଏକାଧିକ ଛୁରୀ ଏବଂ ଧାରୁଆ ଅସ୍ତ୍ର ରଖିବା ଉଚିତ ନୁହେଁ । ଏହାଦ୍ୱାରା ନକରାତ୍ମକତା ବଢିଥାଏ । ଘରେ ସର୍ବଦା ଝଗଡ଼ା ସୃଷ୍ଟି ହୋଇଥାଏ । ସକାଳ ସମୟରେ ଛୁରୀ କିମ୍ବା ଅନ୍ୟ କୌଣସି ଧାରୁଆ ଅସ୍ତ୍ର ଧରିବା ଉଚିତ ନୁହେଁ । ରୋଷେଇ ଘରେ ମଧ୍ୟ ଏକାଧିକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ରଖିବା ଉଚିତ ନୁହେଁ । ଏହାଦ୍ବାରା ଦିନ ସାରା ଧନହାନୀ ହୋଇଥାଏ ।
୬ . କଣ୍ଟାଯୁକ୍ତ ଗଛ :-
ଯଦି ଆପଣ ଘରେ କିମ୍ବା ଘର ବାହାରେ କଣ୍ଟାଯୁକ୍ତ ଗଛ ରଖିଛନ୍ତି କିମ୍ବା ରହିଛି ତାହାକୁ ନବରାତ୍ରୀ ପୂର୍ବରୁ ହିଁ ହଟାଇ ଦିଅନ୍ତୁ । କାରଣ ଏହି ଗଛ ନକରାତ୍ମକତାର କାରଣ ହୋଇଥାଏ । ଏହାଦ୍ବାରା ଘର ଅପବିତ୍ର ହୋଇଥାଏ ଏବଂ ଅପବିତ୍ର ଘରକୁ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ । ଏହାବ୍ୟତୀତ ବୁଢିଆଣି ଜାଲ ଥିଲେ ତାହାକୁ ହଟାଇ ଦିଅନ୍ତୁ ଏବଂ ଘରକୁ ଲୁଣ ପାଣିରେ ପୋଛା ମାରି ସଫା କରନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।

୩ . ଶୁଖିଲା ତୁଳସୀ ଗଛ :-
ଘରେ ତୁଳସୀ ଗଛ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ବାସ୍ତୁ ଶାସ୍ତ୍ର ମଧ୍ୟ ଦୃଢ଼ ହୁଏ । ମାତ୍ର ଘରେ ତୁଳସୀ ଗଛ ଶୁଖିଗଲେ ତାହା ଘର ଉପରକୁ ଅନେକ ବିପଦ ଆଣିଥାଏ । ଏହାଦ୍ବାରା ଘରେ ଅକାଳ ମୃତ୍ୟୁ ମଧ୍ୟ ହୋଇଯାଏ । ତେଣୁ ଘରେ କେବେବି ତୁଳସୀ ଗଛ ରଖନ୍ତୁ ନାହିଁ । ତୁଳସୀ ଗଛ ଶୁଖି ଯାଇଥିଲେ ତାହାକୁ ପାଣିରେ ବିସର୍ଜିତ କରି ଦିଅନ୍ତୁ କିମ୍ବା ମାଟିରେ ପୋତି ଦିଅନ୍ତୁ ।
