ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଥାଏ । ଯେଉଁ ଘରେ ମୁଖ୍ୟଦ୍ୱାର ନଥାଏ ସେହି ଘରକୁ କେବେବି ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । କାରଣ ସେହି ଦ୍ୱାର ଦେଇ ହିଁ ଦେବଦେବୀ ଏବଂ ସକାରାତ୍ମକତା ଘରକୁ ପ୍ରବେଶ କରିଥାଏ । ଘରର ମୁଖ୍ୟଦ୍ୱାରକୁ ବାସ୍ତୁ ଅନୁଯାୟୀ ତିଆରି କରିବା ଉଚିତ । ଯାହାଦ୍ୱାରା ତାହାର ଶୁଭ ପରିଣାମ ପାପ୍ତ ହୋଇଥାଏ । ନଚେତ ତାହା ଅଶୁଭ ପରିଣାମ ଦେଇଥାଏ ।
ଏପରି ଦ୍ୱାର କାରଣରୁ ଧନ ନଷ୍ଟ ହୋଇଥାଏ । ମାତା ଲକ୍ଷ୍ମୀ ଘରେ ରହନ୍ତି ନାହିଁ ଏବଂ ସବୁ ଧନ ନଷ୍ଟ ହୋଇଯାଏ । ଘରକୁ ବନାଇବା ସମୟରେ ବାସ୍ତୁ ଶାସ୍ତ୍ରର ନିୟମ ପାଳନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ମୁଖ୍ୟ ଦ୍ୱାର ସହିତ ଜଡ଼ିତ କିଛି ବାସ୍ତୁ ନିୟମ ବିଷୟରେ କହିବୁ । ମୁଖ୍ୟଦ୍ୱାର ପାଇଁ କିଛି ବିଶେଷ ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ ।
ମୁଖ୍ୟଦ୍ୱାର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ତିଆରି କରିବା ଉଚିତ । ଏହାକୁ ଦକ୍ଷିଣ ପୂର୍ବ ଦିଗରେ ବନାଇବା ଉଚିତ ନୁହେଁ । ମୁଖ୍ୟଦ୍ୱାର ହିଁ ସର୍ବଶ୍ରେଷ୍ଠ ହୋଇଥାଏ । କାଠରେ ନିର୍ମିତ ମୁଖ୍ୟଦ୍ୱାର ସର୍ବଦା ଶୁଭ ଫଳ ଦେଇଥାଏ । ମୁଖ୍ୟଦ୍ୱାର ପାଖରେ ଦ୍ୱାର ମୁହଁ ରହିବା ଉଚିତ । ନଚେତ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଏହା ନକରାତ୍ମକ ଶକ୍ତି ଠାରୁ ବର୍ତ୍ତି ଥାଏ । ଏହାଦ୍ବାରା ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ ।
ମୁଖ୍ୟଦ୍ୱାର ଉପରେ ବସିବା ଉଚିତ ନୁହେଁ । ନଚେତ ଘରକୁ ପ୍ରବେଶ କରୁଥିବା ଦେବା ଦେବୀଙ୍କ ପ୍ରବେଶରେ ସମସ୍ୟା ଆସିଥାଏ । ମୁଖ୍ୟଦ୍ୱାର ସାମ୍ନାରେ ସିଡ଼ି ମଧ୍ୟ ରହିବା ଉଚିତ ନୁହେଁ ଅର୍ଥାତ ଉପରକୁ ଯାଉଥିବା ସିଡ଼ି ରହିବା ଉଚିତ ନୁହେଁ । ନଚେତ ଆପଣ ବିଷମ ସଂଖ୍ୟାରେ ବନାଇ ପାରିବେ ।
ଘରର ମୁଖ୍ୟଦ୍ୱାର ଉପରେ କୌଣସି ଗଛର ଛାୟା ପଡ଼ିବା ଉଚିତ ନୁହେଁ ନଚେତ ଏହାଦ୍ବାରା ମୁଖ୍ୟଦ୍ୱାର ଉପରେ ବୋଝ ପଡ଼ିଥାଏ ବୋଲି ବାସ୍ତୁ ଶାସ୍ତ୍ର କହିଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ କୌଣସି ବଡ଼ ଚଟାଣ ରହିବା ଉଚିତ ନୁହେଁ । ବିନା ହାତ ଲଗାଇ ଦ୍ୱାର ଖୋଲିବା ମଧ୍ୟ ଶୁଭ ହୋଇଥାଏ । ନଚେତ ସେହି ଘରର ସଦସ୍ୟ ସର୍ବଦା କିଛି ନା କିଛି ରୋଗରେ ପୀଡ଼ିତ ହୋଇଥାନ୍ତି । ତେଣୁ ତାହାକୁ ତୁରନ୍ତ ଠିକ କରାଇ ନେବା ଉଚିତ ।
ମୁଖ୍ୟଦ୍ୱାରକୁ ସର୍ବଦା ସାଜସଜ୍ଜାରେ ରଖିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଘରକୁ ପ୍ରବେଶ କରିଥାନ୍ତି । ଘରର ମୁଖ୍ୟଦ୍ୱାର ଯେତେ ସୁନ୍ଦର ହେବ ତାହା ସେତେ ଭଲ ହୋଇଥାଏ । ତେଣୁ ଘରର ମୁଖ୍ୟଦ୍ୱାରକୁ ସବୁବେଳେ ପରିଷ୍କାର ଏବଂ ସଜାଇ ରଖିବା ଉଚିତ । ଘରର ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ କରିବା ଉଚିତ ।
ଘର ସାମ୍ନାରେ କୌଣସି ବିଦ୍ୟୁତ ଖୁଣ୍ଟ ରହିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ତେଣୁ ଘର ତିଆରି ପୂର୍ବରୁ ହିଁ ଏହା ଉପରେ ଧ୍ୟାନ ଦିଅନ୍ତୁ । ନଚେତ ଆପଣ ଘରର ବାହାର ଗେଟରେ ପ୍ରତ୍ୟେକ ଦିନ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଘରର ଚାରିପଟେ ତୁଳସୀ ଗଛ ଲଗାନ୍ତୁ । କାରଣ ଏହା ବାସ୍ତୁ ଦୋଷ ଦୂର କରିଥାଏ । ଘରର ମୁଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଛି । ତେଣୁ ଧ୍ୟାନ ଦେବେ ଯେପରି ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗରେ ନରହେ । ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହେବ । ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ । କାରଣ ଏହାଦ୍ବାରା ସକାରାତ୍ମକତା ଏବଂ ଭଗବାନ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି ।
ଘରର ମୁଖ୍ୟଦ୍ୱାରକୁ ସବୁବେଳେ ସୁସଜ୍ଜିତ ରଖିବା ଆବଶ୍ୟକ । ମୁଖ୍ୟଦ୍ୱାର ସାମ୍ନାରେ ସୁନ୍ଦର ସୁନ୍ଦର ଫୁଲ ଗଛ କୁଣ୍ଡରେ ସଜାଇବା ଉଚିତ । ଘରର ମୁଖ୍ୟଦ୍ୱାରର କବାଟ ସର୍ବଦା ଦୁଇ ପାର୍ଶ୍ଵ ଯୁକ୍ତ ଥିବା ଆବଶ୍ୟକ । ଏହାଦ୍ବାରା ଘରର ଆର୍ଥିକ ପରିସ୍ଥିତି ସବୁବେଳେ ସୁଦୃଢ଼ ରହିଥାଏ । ଘରର ମୁଖ୍ୟଦ୍ୱାରର କବାଟ କାଠରେ ତିଆରି ହେବା ଅଧିକ ଉତ୍ତମ ହୋଇଥାଏ ।
ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂରେଇ ଯାଏ । କିନ୍ତୁ ମନେ ରଖନ୍ତୁ ଘରର ମୁଖ୍ୟଦ୍ୱାର ପାର୍ଶ୍ଵରେ ନେମ ପ୍ଲେଟ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ହୋଇଥାଏ । ତାହାକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଘରର ମୁଖ୍ୟଦ୍ୱାରର କବାଟ ଭିତର ଦିଗକୁ ଖୋଲିବା ଉଚିତ । ଯଦି ତାହା ବାହାର ଦିଗକୁ ଖୋଲିଥାଏ ତେବେ ଘରର ସୁଖ ସମୃଦ୍ଧି ପଳାଇ ଯାଏ । ଏହାଦ୍ବାରା ଉଭୟ ରୋଗ ଏବଂ ଖର୍ଚ୍ଚ ବଢ଼ିଥାଏ ।