8 ନଭେମ୍ବର କୁ 90 ବର୍ଷ ପରେ ଦେଖାଯିବ କାର୍ତ୍ତିକ ପୁର୍ଣିମାର ଚାନ୍ଦ,ଏହି 4 ରାଶିଙ୍କର ଲାଗିଯିବ ଲଟେରୀ..

ବନ୍ଧୁଗଣ ଏହି ବର୍ଷ କାର୍ତ୍ତିକ ପୁର୍ଣିମା ଗ୍ରହଣ ସମେତ ଅନେକ ସଂଯୋଗ ରେ ଭରି ହୋଇଛି | ଦୀର୍ଘ ସମୟ ପରେ ଆସିଥିବା ଏହି ପୁର୍ଣିମା 4 ରାଶିର ଭାଗ୍ୟ ବଦଳେଇ ଦେବ | ପ୍ରଚୁର ଧନ ଲାଭ ହେବ ରୋଡପତି ରୁ କୋଟିପତି ହୋଇଯିବେ | ଏମିତି ସ୍ଥିତି ରେ ମା ଲକ୍ଷ୍ମୀ ଙ୍କୁ ଆରାଧନା କରିବା ଶୁଭ ହୋଇଥାଏ | ବନ୍ଧୁଗଣ ଶାସ୍ତ୍ର ରେ କାର୍ତ୍ତିକ ମାସ କୁ ପୂର୍ଣ୍ଣ ର ମାସ ବୋଲି କୁହାଯାଏ | ଏବଂ ଏହି ମାସର ଶେଷ ଦିନ କାର୍ତ୍ତିକ ପୁର୍ଣିମା ନାମ ରେ ଜଣାଯାଏ |

ଏହି ମାସ ରେ ଭଗବାନ ବିଷ୍ଣୁ ମାଛ ରୂପ ଧାରଣ କରିଥିଲେ, ଏବେ ଏହି ମାସରେ ଜଳ ରେ ପ୍ରବେଶ କରନ୍ତି ତେଣୁ ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ପୁର୍ଣ୍ୟ ହୋଇଥାଏ | ଏହି ମାସ ରେ ଦାନ କରିବା ଦ୍ୱାରା ବୈକୁଣ୍ଠ ପ୍ରାପ୍ତି ହୋଇଥାଏ | ବିଶ୍ୱାସ ରହିଛି ହିନ୍ଦୁ ଧର୍ମର ଅନେକ ଦେବତା ମନୁଷ୍ୟ ରୂପ ନେଇଥିଲେ | ଶ୍ରୀକୃଷ୍ଣ ଏହି ମାସ ରେ ରାସ କରିଥିଲେ ଶିଖ ଧର୍ମ ର ଗୁରୁ ନାନାକ ଏହି ଦିନ ଜନ୍ମ ଗ୍ରହଣ କରିଥିଲେ | କାର୍ତ୍ତିକ ପୁର୍ଣିମା ତିଥିରେ ତୁଳସୀର ମଧ୍ୟ ଅବତରଣ ହୋଇଥିଲା | ତେବେ ଆସନ୍ତୁ ଏହି ଦିନ ର ବିଶେଷତ୍ୱ ବିଷୟରେ ଜାଣିବା..

ବନ୍ଧୁଗଣ ଏହି ଦିନ ଯେଉଁ ଲୋକ ଦୀପ ଦାନ କରିଥାଏ ଏବଂ ତୁଳସୀ ମୂଳରେ ଦୀପ ଜାଳିଥାଏ ତାଙ୍କୁ ଶୁଭ ଫଳ ମିଳିଥାଏ | କାର୍ତ୍ତିକ ମାସର ପୁର୍ଣିମା ରେ ଦେବ ଦୀପାବଳି ପାଳନ କରାଯାଏ | ଏହି ଦିନ ଭଗବାନ ଶିବ ତ୍ରିପୁରାଶୁର ନାମକ ଏକ ରାକ୍ଷସ କୁ ବଦ୍ଧ କରିଥିଲେ | ସେଥିପାଇଁ ଏହି ପୁର୍ଣିମା କୁ ତ୍ରିପୁରାରୀ ପୁର୍ଣିମା ମଧ୍ୟ କୁହାଯାଏ | ବନ୍ଧୁଗଣ ପୁର୍ଣିମାର ସିଧା ସଂଯୋଗ ଚନ୍ଦ୍ରଙ୍କ ସହ ଥାଏ ଏବଂ ଚନ୍ଦ୍ର ଶିବ ଙ୍କର ମଧ୍ୟ ଘନିଷ୍ଟତା ରହିଛି | ଏହି ଦିନ ଭଗବାନ ଶିବ ଙ୍କ ସହ ଚନ୍ଦ୍ରମା ପୂଜା କରିବା ଅନେକ ଶୁଭ ଫଳ ଦେଇଥାଏ |

ଏହି ଦିନ ଦେଖାଯାଉଥିବା ପୂର୍ଣ୍ଣ ଚନ୍ଦ୍ର ଦ୍ୱାରା ଜୀବନରେ ସମସ୍ତ ଅନ୍ଧକାର ଦୂର ହୋଇଥାଏ | ଏହି ଦିନ ସତ୍ୟନାରାୟଣ ପୂଜାର ବହୁତ ମହତ୍ୱ ରହିଛି | ବନ୍ଧୁଗଣ କୁହାଯାଏ କାର୍ତ୍ତିକ ମାସ ଠୁ ଆରମ୍ଭ କରି ସବୁ ପୁର୍ଣିମା ରେ ବ୍ରତ ଏବଂ ଜାଗରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ | ମନୁଷ୍ୟର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ | ମାନ୍ୟତା ରହିଛି ଏହି ଦିନ ଯିଏ ବି ସ୍ନାନ, ଦାନ, ହାୱନ, ଯଜ୍ଞ, ଉପାସନା କରେ ତାଙ୍କୁ ସବୁ କିଛି ଜୀବନରେ ପ୍ରାପ୍ତ ହୋଇଥାଏ |

କାର୍ତ୍ତିକ ମାସରେ ଗଙ୍ଗା ସ୍ନାନ କରି ସନ୍ଧ୍ୟା ରେ ଦୀପ ଜାଳିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ | ପୁର୍ଣିମା ତିଥି 7 ନଭେମ୍ବର ଦ୍ୱିପ୍ରହର କୁ 4:15 ମିନିଟ ରେ ଆରମ୍ଭ ହେଉଛି ଏବଂ ତିଥିରେ ସମାପନ ହେବ 8 ନଭେମ୍ବର ଦ୍ୱିପ୍ରହର 4:31ମିନିଟ ରେ ହେବ | ଏହି ପୁର୍ଣିମା ରେ ଚନ୍ଦ୍ରମା ଉପରେ ଛାଇ ରହିବ ତେଣୁ ଦେବ ଦୀପାବଳି 7 ନଭେମ୍ବର କୁ ପାଳନ କରାଯିବ |

କାରଣ ସୁତକ କାଳ କୁ ଶାସ୍ତ୍ର ରେ ଅଶୁଭ ବୋଲି କୁହାଯାଇଛି | ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଗ୍ରହଣ ର କଣ ପ୍ରଭାବ ପଡିବ? ଗ୍ରହଣ ଲାଗିବାର ସମୟ 8 ନଭେମ୍ବର ସନ୍ଧ୍ୟା 5:32 ରେ ଆରମ୍ଭ ହେବ ଏବଂ ଗ୍ରହଣ ର ସମାପ୍ତି ସନ୍ଧ୍ୟା 6:18 ମିନିଟ ରେ ହେବ | ଏବଂ ହାଣ୍ଡି ଛାଡ଼ ର ସମୟ ସକାଳ 9:21 ମିନିଟ ରୁ ହିଁ ଆରମ୍ଭ ହୋଇଯିବ ଏବଂ ଗ୍ରହଣ ଶେଷ ହେବା ପରେ ସୁତକ କାଳ ମଧ୍ୟ ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶଳି 4 ରାଶି ବିଷୟରେ..

1. ତୁଳା ରାଶି :- ଏହି ଗ୍ରହଣ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ। କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି। ଚାକିରିରେ ଆପଣଙ୍କର ପଦୋନ୍ନତି ବି ହୋଇପାରେ। ସହଭାଗିତା କାର୍ଯ୍ୟରେ ବି ମୋଟା ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ । ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହେବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ଚନ୍ଦ୍ର ଗ୍ରହଣ ବେଶ ଭଲ। ବିଦେଶରେ ଚାକିରି ସୁଯୋଗ ବି ମିଳିପାରେ।

2. ମେଷ ରାଶି :- ଏହି ଚନ୍ଦ୍ର ଗ୍ରହଣ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସରିଯିବ। ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ। ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ବି ଲାଭଦାୟୀ ହେବ। ଗ୍ରହଣ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିବ। ମେଷ ରାଶି ଲୋକମାନେ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାୟକ ହେବ।

3.କନ୍ୟା ରାଶି :-ଏହି ଚନ୍ଦ୍ର ଗ୍ରହଣ କନ୍ୟା ରାଶି ପାଇଁ ମଧ୍ୟ ଶୁଭ ରହିଛି।ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳାମାନେ ଲାଭବାନ ହେବେ ।ବ୍ୟବସାୟରେ ସଂଘର୍ଷ ପୂର୍ଣ୍ଣ ସ୍ଥିତି ହୋଇପାରେ । ମାନ ସମାନ ପ୍ରାପ୍ତ ହେବ । ମହିଳାମାନେ ଉନ୍ନତି କରିବେ | ଗ୍ରହଣ କାରଣରୁ ଆପଣଙ୍କର ସମୟ ଶୁଭ ରହିବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ମହିଳା ସୁଖୀ ହେବେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ ।

4.କୁମ୍ଭ ରାଶି :- ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ | ଚନ୍ଦ୍ର ଗ୍ରହଣ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ। ବ୍ୟବସାୟୀମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ । ବ୍ୟବସାୟରେ ଭଲ ଫଳ ମିଳିବ। ପରିଶ୍ରମ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ପାରିବାରିକ କଳହ ଲାଗିପାରେ । ବାଦ ବିବାଦ ହୋଇପାରେ । ସ୍ଥିତି ଜଟିଳ ହେବ । ମହିଳା ଧର୍ମ ପରାୟଣ ହେବେ ।ଭଲ ବ୍ୟବହାର ପାଇଁ ବ୍ୟବସାୟରେ ଲାଭବାନ ହେବେ । ଧନ ଆଗମନର ସୂଚନା ରହିଛି । ସବୁ କ୍ଷେତ୍ରରେ ସଫଳ ହେବେ ।

Leave a Reply

Your email address will not be published. Required fields are marked *