ଘରର ମନ୍ଦିରରେ ଏହି ଜିନିଷ ଅଛି ତ ତୁରନ୍ତ ହଟେଇ ଦିଅନ୍ତୁ, ନହେଲେ ବର୍ବାଦ ହୋଇଯିବ ଆପଣଙ୍କ ଘର..

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଦୀପ ଜଳେଇବାର ଫାଇଦା ବିଷୟ ରେ କହିବୁ | କେଉଁ ପ୍ରକାରରେ ଦୀପ ଜଳେଇବ ଉଚିତ, କେଉଁ ଦିଗ ରେ ଜଳେଇବା ଦ୍ୱାରା ଆପଣ ଜୀବନ ରେ ବହୁତ ଉନ୍ନତି ପାଇ ପାରିବେ ଏବଂ ନିଜ ଜୀବନ ରେ ସବୁ ବାଧା କୁ ଦୂର କରିପାରିବେ | ସର୍ବ ପ୍ରଥମେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ପ୍ରତ୍ୟେକ ଦିନ ଆପଣ ଙ୍କୁ ଘରର ମନ୍ଦିରରେ ଦୀପ ଜଳେଇବା ଦରକାର |

କେବେ ବି ଦୀପ ଜଳେଇବା ବନ୍ଦ କରନ୍ତୁ ନାହିଁ,କାରଣ ଏହା ଦ୍ୱାରା ହିଁ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାରିଯାଇ ଥାଏ | ଯଦି ଆପଣ ଘରର ମନ୍ଦିର ରେ କିମ୍ବା ସନ୍ଧ୍ୟା ରେ ଦୀପ ଜଳାନ୍ତି ନାହିଁ ତେବେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ବଢିବା ସହ ଘରର ସମସ୍ୟା ବି ବଢିଥାଏ ଏବଂ ଘରର ମୁଖିଆ ଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ | ଏହା ଦ୍ୱାରା ଘରର ମୁଖିଆକୁ ବହୁତ ସମସ୍ୟା ମିଳିଥାଏ |

ସନ୍ଧ୍ୟା ସମୟରେ ଦୀପ ଜାଳିବା ହିନ୍ଦୁ ଧର୍ମ ରେ ବହୁତ ଅଧିକ ମହତ୍ୱପୂର୍ଣ ବୋଲି କୁହାଯାଇଛି | ଯେଉ ଘରେ ସନ୍ଧ୍ୟା ସମୟ ରେ ଦୀପ ଜଳାନ୍ତି ନାହିଁ ସେହି ଘରେ ସର୍ବଦା ସମସ୍ୟା ଦେଖା ଦେଇଥାଏ | ଅର୍ଥାତ ଗୋଟିଏ ସମସ୍ୟା ରୁ ବାହାରିବା ମାତ୍ରେ ଆଉ ଗୋଟିଏ ସମସ୍ୟା ରେ ଫସିଯାନ୍ତି | ଏବେ ସାର୍ବଦା ଧନର ସମସ୍ୟା ଦେଖା ଦେଇଥାଏ ଏହି ପରି ଘରର ପରିବେଶ ଦୁଃଖ ରେ ଭରିଯାଏ |

ସେଥିପାଇଁ ଆପଣଙ୍କୁ ସର୍ବଦା ଗୋଟିଏ ଘିଅ କିମ୍ବା ତେଲ ର ଦୀପ ସନ୍ଧ୍ୟାରେ ଜଳେଇବା ବହୁତ ଜରୁରୀ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାର ହୋଇଯାଏ | ବନ୍ଧୁଗଣ ସନ୍ଧ୍ୟା ସମୟ ରେ ବହୁତ ଅଧିକ ନକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ତେଣୁ ଏହି ସମୟ ରେ ଘରେ ଦୀପ ଜଳେଇବ ଦ୍ୱାରା ସେହି ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିପାରେ ନାହିଁ |

ଯଦି ଆପଣଙ୍କ ଘରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି, ଯେତେ ଚେଷ୍ଟା କଲେ ମଧ୍ୟ ଭଲ ହେଉ ନାହିଁ ତେବେ ଏହା ମଧ୍ୟ ନକାରାତ୍ମକ ଉର୍ଜା ଥିବାର ସଂକେତ ହୋଇଥାଏ | ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟ ରେ ଘରର ପୂର୍ବ ଦିଗରେ ଗୋଟିଏ ଘିଅ କିମ୍ବା ସୋରିଷ ତେଲ ର ଦୀପ ଜଳେଇବା ଉଚିତ | ବନ୍ଧୁଗଣ ଯଦି ଘରେ ଧନର ସମସ୍ୟା ରହୁଛି, ଚାକିରୀ କିମ୍ବା ବ୍ୟବସାୟ ରେ କ୍ଷତି ହେଉଛି ତେବେ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ଘରର ଉତ୍ତର ଦିଗ ରେ ଗୋଟିଏ ଦୀପ ଜଳେଇବା ଉଚିତ ହୋଇଥାଏ | ଏହିପରି ନିତ୍ୟ କରିବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ | ତେବେ ଏହି ଦୀପ ର ଜ୍ୟୋତି ରେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ ତେଣୁ ଏହାକୁ ଜଳାଇବା ଦ୍ୱାରା ଘରର ସମସ୍ତ ପରିବେଶ ସକାରାତ୍ମକ ହୋଇ ଯାଇଥାଏ |

ବନ୍ଧୁଗଣ ଆମେ ଆମ ପୂଜା ଘରେ ଭଗବାନ ଙ୍କ ମୂର୍ତ୍ତି ଆଦି ରଖନ୍ତି ଏବଂ ପୂଜା ପାଠ କରନ୍ତି | ତେବେ ମୂର୍ତ୍ତି ର ମହତ୍ୱ କଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କହିବୁ | ଏହି ଦୁଇଟି ମୂର୍ତ୍ତି ଏକା ସାଥିରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସବୁ ଆଶା ପୁରା ହୋଇଥାଏ | ତେବେ ଘରେ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଅନେକ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ତେଣୁ ସେଥିପାଇଁ ଆମେ ଘରେ ମୂର୍ତ୍ତି ରଖି ତାଙ୍କର ପୂଜା ପାଠ କରିଥାଉ |

ଭଗବାନ ଙ୍କ ଆଶୀର୍ବାଦ ପାଇବା ବା ପାଇଁ ଘରେ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ | ଏହା ସହିତ ଯଦି ଆମେ ଏହିପରି କିଛି ମୂର୍ତ୍ତି ଘରେ ରଖିବା ତାହେଲେ ଆମର ସମସ୍ତ ଦୁଃଖ ଏବଂ ଦରିଦ୍ରତା ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଦୁଇ ମୂର୍ତ୍ତି କୁ ଏକା ସାଙ୍ଗରେ ରଖିବା ଦ୍ୱାରା ଜୀବନ ରେ ଭାଗ୍ୟ ବଦଳି ଯାଏ | ଦରିଦ୍ରତା ଏବଂ ଦୁଃଖ କଷ୍ଟ ନାଶ ହୋଇଯାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ବନ୍ଧୁଗଣ ଯଦି ଆପଣ ପୂଜା ଘରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ତାଙ୍କ ସହ ରାଧା ଜୀ ଙ୍କୁ ରଖି ଅବଶ୍ୟ ପୂଜା କରନ୍ତୁ | ଭଗବାନ ଶ୍ରୀକୃଷ୍ଣ ରାଧା ରାଣୀ ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାନ୍ତି | ତେଣୁ ଏହି ଦୁଇ ମୂର୍ତ୍ତି ସାଥିରେ ରଖି ପୂଜା କରିବା ଦ୍ୱାରା ଘରେ କ୍ଳେଶ କଳହ ହୋଇନଥାଏ | ବୈବାହିକ ଜୀବନ ରେ ଝଗଡ଼ା କିମ୍ଵା ମନୋମାଳିନ୍ୟ ହୋଇନଥାଏ ପାରିବାରିକା ଶାନ୍ତି ମଧ୍ୟ ବଜାୟ ରହିଥାଏ |

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସହ ବିଷ୍ଣୁ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ଧନର ବର୍ଷା ହୋଇଥାଏ | ଆପଣ ରାତା ରାତି ମାଲାମାଲ ହୋଇଯାଇପାରନ୍ତି | ତେବେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ | ଏଥି ସହିତ ଆପଣ ଶ୍ରୀଗଣେଶ, କୁବେର ଏବଂ ମା ଲକ୍ଷ୍ମୀଙ୍କ ଫୋଟୋ କିମ୍ଵା ମୂର୍ତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ |

ଯଦି ଆପଣ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ତେବେ ହନୁମାନ ଜୀ ଙ୍କୁ ତାଙ୍କ ସହ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ହନୁମାନ ଜୀ ବଳ ବୁଦ୍ଧି ବିଦ୍ୟା ଦେଇଥାନ୍ତି | ଭଗବାନ ଙ୍କ ଆଶୀର୍ବାଦ ରୁ ଅନେକ ମଙ୍ଗଳିକ କାର୍ଯ୍ୟ ମଧ୍ୟ ସହଜ ରେ ହୋଇଯାଏ | ଏହା ସହିତ ଆପଣ ପ୍ରଭୁ ଶ୍ରୀ ରାମ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ତାଙ୍କର ପୁରା ପରିବାର ସହ ଠାକୁର ଘରେ ରଖି ପୂଜା କରନ୍ତୁ | ଏହା କରିବା ଦ୍ୱାରା ଘର ଏବଂ ପାରିବାର ବହୁତ ଉନ୍ନତି କରିଥାଏ |ବନ୍ଧୁଗଣ ନିଶ୍ଚିନ୍ତ ଭାବରେ ଆପଣ ଜାଣିଥିବେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିନାଥ କୁହାଯାଏ | ତେବେ ଏହି ମୃତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ | ଜୀବନ ରେ ଉନ୍ନତି ହୋଇଥାଏ |

ଏହି ମୂର୍ତ୍ତିକୁ ଏକାଠି ରଖିଲେ ଦରିଦ୍ରତା ଆସିଥାଏ – ଗଣେଶ ଜୀ ଙ୍କର ଦୁଇରୁ ଅଧିକ ମୂର୍ତ୍ତି ଘରେ ରଖନ୍ତୁ ନାହିଁ | ସଦା ସର୍ବଦା ତାଙ୍କୁ ମୁଖ୍ୟ ଦ୍ୱାରା ଭିତରକୁ ମୁହଁ ରଖି ପୂଜା କରନ୍ତୁ | ଭଗବାନ ଶିବଲିଙ୍ଗ ଘରେ ରଖିବା ଉଚିତ ନୁହେଁ ଯଦି ଏହିପରି କରୁଛନ୍ତି ତେବେ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି | ହନୁମାନ ଜିଙ୍କୁ ଦୁଇ ରୁ ଅଧିକ କିମ୍ଵା ଅଯୁଗ୍ମ ସଂଖ୍ୟାରେ ରଖନ୍ତୁ ନାହିଁ | ଶୟନ କକ୍ଷ ରେ ହନୁମାନ ଜିଙ୍କ ଫୋଟୋ ରଖନ୍ତୁ ନାହିଁ | କେବେ ବି ରାଧା କୃଷ୍ଣ ଙ୍କ ଅଲଗା ଅଲଗା ମୂର୍ତ୍ତି କିମ୍ଵା ଫୋଟୋ ରଖନ୍ତୁ ନାହିଁ |

ତେବେ ବନ୍ଧୁଗଣ ଯଦି ଏହି ନବରାତ୍ରୀ ରେ ମା ଦୁର୍ଗା ଙ୍କ ଫୋଟୋ ଆପଣ ଘରକୁ ଆଣୁଛନ୍ତି ତେବେ ମା ଙ୍କର ଶାନ୍ତ ସ୍ଵଭାବର ଫୋଟୋ ଆଣନ୍ତୁ କ୍ରୋଧିତ ମୂର୍ତ୍ତି ଏବଂ ଫୋଟୋ ଆଣନ୍ତୁ ନାହିଁ | ତେବେ ବନ୍ଧୁଗଣ ଘରେ ଶନିଦେବ, ଭୈରବ କିମ୍ଵା ରାହୁ କେତୁ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖିବା ଉଚିତ ନୁହେଁ | ସେମାନଙ୍କୁ ତନ୍ତ୍ର ମନ୍ତ୍ର ଦ୍ୱାରା ପୂଜା କରାଯାଇଥାଏ | ଏହା ପରେ ଆପଣ ପିତୃ ଙ୍କ ଫୋଟୋ କେବେ ବି ଠାକୁର ଘରେ ରଖିବା ଉଚିତ ନୁହେଁ | ଜୀବନ ରେ ଦୁଃଖ ଆସିଥାଏ, ପିତୃ ଦୋଷ ଲାଗିଥାଏ | ତେବେ ବନ୍ଧୁଗଣ ଏହି ମୂର୍ତ୍ତି ଭୁଲ ରେ ବି ଏକା ସାଥିରେ ରଖି ପୂଜା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *