ଶ୍ରୀକୃଷ୍ଣ କହିଛନ୍ତି ଏହି ଦିଗରେ ମୟୁର ଚୁଳ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ | ମୟୁର ଚୁଳ କେଉଁଠି ରଖିବେ?

ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଚାଲିଛି,ପିଛା ଛାଡିବାର ନାମ ହିଁ ଧରୁନି କିମ୍ବା ଘରେ ଗରିବି ଦରିଦ୍ରତା ର ଆପଣଙ୍କୁ ସାମ୍ନା କରିବାକୁ ପଡୁଛି | କିମ୍ବା ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି କିମ୍ବା ଆପଣଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହେଉନାହିଁ, ଅଟକି ଯାଉଛି ବାଧା ଆସୁଛି, ତେବେ ଏହି ପୋଷ୍ଟ ଟି ଆପଣଙ୍କ ପାଇଁ ହିଁ ଅଟେ | ବିଶ୍ୱାସ କରନ୍ତୁ ଆପଣଙ୍କ ସମସ୍ୟା କେମିତି ବି ହେଉ ଏହି ପୋଷ୍ଟ ଆପଣଙ୍କୁ ସେହି ସମସ୍ୟା କୁ ବାହାର କରିଦେବ ତେଣୁ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ |

ବନ୍ଧୁଗଣ ଆଜି ଆମେ ପଇସା ବିଷୟ ରେ କହିବାକୁ ଯାଉଛୁ ତେବେ ବନ୍ଧୁଗଣ ଆଜିର ମହଙ୍ଗା ଦୁନିଆ ରେ ପଇସା ହିଁ ସମସ୍ତ ଙ୍କ ପାଇଁ ଭଗବାନ ହୋଇଗଲାଣି | ଆପଣ ଯେତେ ବି ରୋଜଗାର କରିନିଅନ୍ତୁ ନା କାହିଁକି ଆପଣଙ୍କୁ ପଇସାର ଅଭାବ ସର୍ବଦା ରହୁଛି | ଆଜି ର ସମୟ ରେ ବହୁତ କାମ ଲୋକ ଅଛନ୍ତି ଯାହାକୁ ଟଙ୍କା ର ଅଭାବ ହେଉନାହିଁ କିନ୍ତୁ ଅଧିକାଂଶ ଲୋକ ବହୁତ ହଇରାଣ ହେଉଛନ୍ତି | ତେବେ ବନ୍ଧୁଗଣ ଯେଉ ଲୋକ ପାଖରେ ପର୍ଯ୍ୟାପ୍ତ ଧନ ଅଛି, ତାହାର ଆହୁରି ଅଧିକ ପାଇବା ର ଲୋଭ ମଧ୍ୟ ରହିଛି | ଅନେକ ସମୟ ରେ କିଛି ଲୋକ ରୋଜଗାର ତ ବହୁତ କରନ୍ତି କିନ୍ତୁ ତାଙ୍କୁ ପଇସା ର ଅଭାବ ସବୁବେଳେ ରହିଥାଏ | ତେବେ ବନ୍ଧୁଗଣ ଏହିପରି ସମସ୍ତ ଅସୁବିଧା କୁ ଦୂର କରିବା ପାଇଁ ଆଜି ଆମେ ଏହିପରି ଉପାୟ ନେଇକି ଆସିଚୁ ଯାହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ | ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ ଯାହା ଆପଣଙ୍କ ସାଥ ଦେବ

ଆଜି ଆମେ ଆପଣଙ୍କୁ ମୟୁର ଚୁଳ ବିଷୟରେ କହିବୁ, ତେବେ ଏହା ତ ସମସ୍ତଙ୍କୁ ଜଣା ଥିବ କି ଶ୍ରୀକୃଷ୍ଣ ଙ୍କୁ ମୟୁର ଚୁଳ ବହୁତ ପସନ୍ଦ | କୃଷ୍ଣ ଙ୍କୁ ମୟୁର ବିନା ଅଧୁରା ବୋଲି ବିବେଚନା କରାଯାଏ, ମୟୁର କୁ ତାଙ୍କ ମୁକୁଟ ରୁ କେବେ ଅଲଗା କରାଯାଏ ନାହିଁ | ତେବେ କାରଣ ହେଉଛି ପିଲାଦିନୁ ଶ୍ରୀକୃଷ୍ଣ ଙ୍କ ମା ତାଙ୍କୁ ପିନ୍ଧାଇ ଥିଲେ କାରଣ ଶ୍ରୀକୃଷ୍ଣ ଙ୍କୁ କାଳ ସର୍ପ ଦୋଷ ଥିଲା | ତେଣୁ ଅନେକ ବିଜନେସ ମ୍ୟାନ ସେମାନଙ୍କ ଅଫିସ ରେ ମୟୁର ଚୁଳ ର ଫୋଟୋ ଫ୍ରେମ କରିକି ଲଗାଇଥାନ୍ତି | ତେବେ ଯଦି ଆପଣ ତକିଆ ତଳେ ମୟୁର ଚୁଳ ରଖନ୍ତି ତେବେ ଏହି 3 ଜବରଦସ୍ତ ଫାଇଦା ଆପଣଙ୍କୁ ମିଳିଥାଏ | ଆସନ୍ତୁ ଜାଣିବା ସେହି ବିଷୟରେ

1.ଜୀବନ ରେ ଯଦି ଅଧିକ ଦୁଃଖ କଷ୍ଟ ରହିଛି କିମ୍ବା ଅନେକ ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ମୟୁର ଚୁଳ ରେ ଏହି ଉପାୟ କରନ୍ତୁ | ରାତିରେ ଶୋଇବା ସମୟ ରେ ବାମ ପଟକୁ କଡ଼ ଲେଉଟେଇବା ପରେ ଏହି ମୟୁର ଚୁଳ କୁ ତକିଆ ତଳେ ରଖିଦିଅନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ହିଁ ଏହାକୁ ଦର୍ଶନ କରନ୍ତୁ | ଏହା ଦ୍ୱାରା ଜୀବନ ରେ ଦୁଃଖ କଷ୍ଟ ଦୂର ହୁଏ, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରନ୍ତି ନାହିଁ ଏବଂ ସକାରାତ୍ମକ ଶକ୍ତି ଆପଣଙ୍କୁ ମିଳିଥାଏ |

2.ଖରାପ ନଜର ଦୂର କରିବା ପାଇଁ ପ୍ରତିଦିନ ଶୋଇବା ସମୟ ରେ ମୟୁର ଚୁଳ କୁ ପ୍ରଣାମ କରି ଭଗବାନ ଙ୍କୁ ପ୍ରାଥନା କରି ନିଜ ତକିଆ ତଳେ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ଦୁଷ୍ଟ ଶକ୍ତି, ଦୁସ୍ବପ୍ନ ଦୂର ହୋଇଥାଏ |

3.ମାନସିକ ଅଶାନ୍ତି ଦୂର କରି ଶାନ୍ତି ଆଣିବା ପାଇଁ ଏହି ଉପାୟ କରନ୍ତୁ,ଯଦି ଆପଣଙ୍କ ଘରେ କେହି ମାନସିକ ଚାପ ରେ ରହିଛନ୍ତି | ତେବେ ଆପଣ ମୟୁର ଚୁଳ ଶୋଇବା ସମୟ ରେ ତାଙ୍କ ତକିଆ ତଳେ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ତାଙ୍କୁ ମାନସିକ ଶାନ୍ତି ମିଳିଥାଏ ଏବଂ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ |

ଏହି ଦିଗରେ ମୟୁର ଚୁଳ ରଖିବା ଶୁଭ :-

ଘରେ ଏହି ଜାଗାରେ ମୟୁର ଚୁଳ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ, କେବେ ବି କୌଣସି ପଇସାର ଅଭାବ ହୋଇନଥାଏ | ଆପଣଙ୍କ ଘରେ ଧନ ର ବୃଦ୍ଧି ହୋଇଥାଏ, ବହୁତ ପଇସା ଧୀରେ ଧୀରେ ଆପଣଙ୍କୁ ଧନୀ କରିଦିଏ | ତେବେ ଆସନ୍ତୁ ମୟୁର ଚୁଳ କେଉଁଠି ରଖିବା ଶୁଭ ହୋଇଥାଏ ଜାଣିବ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମୟୁର ଚୁଳ ଘରର କେଉଁ 3 ଟି ଜାଗାରେ ରଖିବା ଉଚିତ, ପ୍ରଥମ ମୟୁର ଚୁଳ ଆପଣ ନିଜ ଧନ ରଖୁଥିବା ସ୍ଥାନ ରେ ରଖିବେ | ଏହା ଦ୍ୱାରା ଘରେ ଉନ୍ନତି ହୋଇଥାଏ, ଧନ ବୃଦ୍ଧି ହୋଇଥାଏ ଏବଂ ଧାନର ଅଭାବ କେବେ ବି ହୋଇନଥାଏ |

ଦ୍ୱିତୀୟ ମୟୁର ଚୁଳ ଆପଣ ଆପଣଙ୍କ ପୂଜା ଘରେ ରଖିବେ | କିମ୍ବା ଘରର ଇଶାନ କଣ ରେ ଏହାକୁ ରଖିବେ ଏହା ଦ୍ୱାରା ଘରେ ସମସ୍ତ ସମସ୍ୟା ଦୂର ହୋଇଥାଏ | ଘରର ଉନ୍ନତି ହୋଇଥାଏ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ | ତେବେ ତୃତୀୟ ମୟୁର ଚୁଳ କୁ ନିଜ ଶୟନ କକ୍ଷ ରେ ରଖିବେ ଏହା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ | ଆପଣଙ୍କ କାର୍ଯ୍ୟ ରେ ସମସ୍ତ ବାଧା ଦୂର ହୋଇଥାଏ ସକାରାତ୍ମକ ଯୋଗୁ ଆପଣ ଅଧିକ ରୁ ଅଧିକ କାର୍ଯ୍ୟ କରିପାରିଥାନ୍ତି | ସୁଖ ସମୃଦ୍ଧି, ପାରିବାରିକ ଶାନ୍ତି, ଘରେ ଖୁସିର ପରିବେଶ ସବୁବେଳେ ବଜୟ ରହିଥାଏ | ଏହି ମୟୁର ଚୁଳ ରଖିବା ଦ୍ୱାରା ଆପଣଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *