ଜେ-ଲ୍ ରେ ବଦ-ମାସ୍ ଜଗବନ୍ଧୁ ଓ କଳସାମ୍ରାଜ୍ୟ ର ରାଣୀ ମହୁମାଛି ଅର୍ଚ୍ଚନା ଦେଖା କରିବା ବେଳେ ଭୋ ଭୋ ହୋଇ କା-ନ୍ଦି ଉଠିଲେ।

ମଣିଷ କୁ ନେଇ ସମାଜ ଗଠିତ।ମଣିଷ ନିଜର ଆଚାର ,ବ୍ୟବହାର ଓ ଚରିତ୍ର ମାଧ୍ୟମ ରେ ସମାଜ ରେ ଏକ ପରିଚୟ ସୃଷ୍ଟି କରିଥାଏ।ଜଣେ ଲୋକ ର ଯେତେ ଭଲ ଗୁଣ ଥାଉ ଯଦି ତା’ର ଚରିତ୍ର ଖରାପ ଥିବ ତାହା ହେଲେ ସେ ସମାଜ ରେ ଲୋକ ମାନଙ୍କର ଆ-କ୍ରୋଶ ର ଶି-କାର ହୋଇଥାଏ।ତେଣୁ ସମାଜ ରେ ଭଲ ଭାବରେ ବଞ୍ଚିବା ପାଇଁ ହେଲେ ଚରିତ୍ର ଠିକ୍ ରହିବା ଆବଶ୍ୟକ।ଆମ ସମାଜ ରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଖରାପ କାମ କରୁଛନ୍ତି ଓ ଆମ ସମାଜ କୁ କଳ-ଙ୍କିତ କରୁଛନ୍ତି।

ଏହିପରି କିଛି କାଳ କାର-ନାମା କରିଛନ୍ତି, ବହୁ ଚର୍ଚ୍ଚିତ ସ୍ବାମୀ ସ୍ତ୍ରୀ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗ।ସେମାନେ ଦୁଇ ଜଣ ମିଶି ରାଜଧାନୀ ରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି।ଜଣେ ଯୁବତୀଙ୍କ ଅଭି-ଯୋଗ ପରେ ପୋ-ଲିସ୍ ଗି-ରଫ କରିଥିଲା ଅର୍ଚ୍ଚନା କୁ।ଅର୍ଚ୍ଚନା ଜା-ମିନ୍ ପାଇଁ ଆବେଦନ କରିଥିଲା,କିନ୍ତୁ ତାର ଆବେଦନ ଖା-ରଜ ହୋଇଯାଇଛି।ତେବେ ରବିବାର ଦିନ ଝାରପଡ଼ା ଜେ-ଲ୍ ରେ ଉଭୟ ସ୍ବାମୀ ସ୍ତ୍ରୀ ଭେଟା ଭେଟି ହୋଇଥିବା ସୂଚନା ମିଳିଛି।

ତେବେ ଭେଟା ଭେଟି ସମୟ ରେ ଜଗବନ୍ଧୁ ଓ ଅର୍ଚ୍ଚନା ୨ଜଣ କାନ୍ଦି ପକାଇଥିଲେ ଓ ଦୁଇ ଜଣ ଦୁଇ ଜଣଙ୍କୁ କୁଣ୍ଢାଇ ପକାଇଥିଲେ।ପ୍ରାୟ ୨୦ମିନିଟ୍ ଧରି କଥା ହୋଇଥିଲେ ଦୁଇଜଣ ଓ ସେହି ସମୟ ରେ ସେଠାରେ ପୁରୁଷ ୱାର୍ଡେନ୍ ଓ ମହିଳା ୱାର୍ଡେନ୍।ସେ ମଧ୍ୟରେ ଜଗବନ୍ଧୁଙ୍କୁ ତା’ର ସ୍ୱାସ୍ଥ୍ୟ ସଂପ-ର୍କରେ ପଚାରିବା ସହ ପୁଅ କିପରି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲା।ସେହିପରି ପୋ-ଲିସ୍ ଘରୁ ମୋବାଇଲ, ଡାଏରୀ ଓ ପେନଡ୍ରାଇଭ୍ ନେଇଯାଇଥିବା ଅର୍ଚ୍ଚନାକୁ ଜଣାଇଥିଲା ଜଗବନ୍ଧୁ।ଅର୍ଚ୍ଚନା ର ସ୍ୱାସ୍ଥ୍ୟ ସ-ମ୍ପର୍କ ରେ ମଧ୍ୟ ଜଗବନ୍ଧୁ ପଚାରିଥଲା।

କୁହାଯାଉଛି କି କୁଆଡେ ଅର୍ଚ୍ଚନା ଭଳି ଜଗବନ୍ଧୁ ଡାଏରୀ ରେ ମଧ୍ୟ ମାଳ ମାଳ ନେତା,ବଡ଼ ବଡ଼ ବିଲଡର୍, ପ୍ରଯୋଜକ ମାନଙ୍କ ନାମ ରହିଛି।ଏମାନଙ୍କ ନାମ ଦେଖି ପୋ-ଲିସ୍ ର ହୋସ୍ ଉଡ଼ିଯାଇଛି।ମାମ-ଲା ର କିପରି ପରିଚାଳନା କରିବା ସେଥିପାଇଁ କୁଆଡେ ପୋ-ଲିସ୍ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଗୁ-ପ୍ତ ବୈଠକ ବସାଉଛି।ଏପଟେ ସ୍ବାମୀ ସ୍ତ୍ରୀ ଙ୍କ ୨୦ମିନିଟ୍ ର ଭେଟ ବେଶ୍ ଭାବବିହ୍ୱଳ କରିଛି ପୁରୁଷ ଓ ମହିଳା ୱାର୍ଡେନ୍ ଙ୍କୁ।କାରଣ,୨୦ଦିନ ପରେ ୨୦ ମିନିଟ୍ ପାଇଁ ଦେଖା କରିଥିଲେ ଜଗବନ୍ଧୁ ଓ ଅର୍ଚ୍ଚନା।

Leave a Reply

Your email address will not be published. Required fields are marked *