ଦୀପାବଳିରେ ପଛେ ମରିଯିବେ କିନ୍ତୁ ମାତା ଲଷ୍ମୀଙ୍କୁ କେବେ ବି ଏହି 3ଟି ଜିନିଷ ଚଢେଇବେନି ନଚେତ ହେଇଯିବ ଘୋର ଅନର୍ଥ |

ବନ୍ଧୁଗଣ ଦୀପାବଳିରେ ମାତା ଲଷ୍ମୀଙ୍କୁ ଏହି 3ଟି ଜିନିଷ କେବେ ବି ଭୁଲରେ ମଧ୍ୟ ଚଢାନ୍ତୁ ନାହିଁ | ଏମିତି ବିଶ୍ୱାସ କରାଯାଏ ଯେ ଏହି 3ଟି ଜିନିଷ ଚଢେଇବା ଦ୍ୱାରା ମାତା ଲଷ୍ମୀ ବହୁତ ରୁଷ୍ଟ ହୋଇଥାନ୍ତି | ଦୀପାବଳିରେ ଏମିତି ପୂଜା କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ | ଏମିତି ପୂଜାରେ ମାତା ଲଷ୍ମୀ ଜମା ବି ସାମିଲ ହୁଅନ୍ତି ନାହିଁ | ଏହି ବର୍ଷ ଦୀପାବଳି 24 ଅକ୍ଟୋବର କାର୍ତ୍ତିକ ମାସର ଅମାବାସ୍ୟାରେ ପାଳନ କରାଯାଉଛି | ଏହିଦିନ ରିଧି-ସିଦ୍ଧିଙ୍କର ପୂଜା ଅର୍ଥାତ ମାତା ଲଷ୍ମୀ ଏବଂ ଭଗବାନ ଗଣେଶଙ୍କର ପୂଜାର ବିଧାନ ରହିଛି | ଏହିଦିନ ମାତା ଲଷ୍ମୀ ଏବଂ ଗଣେଶଙ୍କ ସହ କୁବେର ଦେବ ଏବଂ ମାତା କାଳୀଙ୍କର ମଧ୍ୟ ପୂଜା କରାଯାଏ |

ଏହିଦିନ ମାତା ଲଷ୍ମୀଙ୍କୁ ପୂଜା କରିବାର ଶୁଭ ମୁହୂର୍ତ୍ତ ହେଉଛି ସନ୍ଧ୍ୟା 6ବାଜି 54 ମିନିଟ ରୁ ନେଇ ରାତି 8ଟା ବାଜି 16 ମିନିଟ ପର୍ଯ୍ୟନ୍ତ | ଆସନ୍ତୁ ଜାଣିବା ମାତା ଲଷ୍ମୀଙ୍କ ପୂଜାରେ ଆମକୁ କେଉଁ ଭୁଲ କରିବା ଉଚିତ ନୁହେଁ | କୁହାଯାଏ ଯେ ମାତା ଲଷ୍ମୀଙ୍କ ପୂଜାରେ ଏହି 3ଟି ଜିନିଷ କେବେ ବି ସାମିଲ କରିବା ଉଚିତ ହୋଇନଥାଏ | ଏମିତି କରିବା ଦ୍ୱାରା ପାପ ଲାଗିଥାଏ | ଶାସ୍ତ୍ର ଅନୁଯାୟୀ ମାତା ଲଷ୍ମୀଙ୍କୁ ଚଞ୍ଜଳା ବୋଲି କୁହାଯାଇଛି | ଏବଂ ମାତା ଲଷ୍ମୀଙ୍କୁ ଏତେ ଜଲ୍ଦି ପ୍ରଶନ କରିବା ମଧ୍ୟ ଏତେ ସହଜ ହୋଇନଥାଏ | ଏବଂ ଯଦି ଆପଣ ଥରେ ମାତା ଲଷ୍ମୀଙ୍କୁ ପ୍ରଶନ କରିଦିଅନ୍ତି ତେବେ ଆପଣ ବହୁତ ଜଲ୍ଦି ଧନବାନ ହୋଇଯାନ୍ତି | ଏବଂ ଆପଣ ବହୁତ ଜଲ୍ଦି ବହୁତ ଧନ ସମ୍ପତ୍ତିର ମାଲିକ ହୋଇଯିବେ |

ଆସନ୍ତୁ ଜାଣିବା ସେହି 3ଟି ଜିନିଷ ବିଷୟରେ ଯାହା ଯଦି ଆପଣ ମାତା ଲଷ୍ମୀଙ୍କ ପୂଜାରେ କରନ୍ତି ତେବେ ଆପଣଙ୍କୁ କାଙ୍ଗାଳ ହେବାରୁ କେହି ବି ରୋକି ପରିବେ ନାହିଁ | ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ କି ଦୀପାବଳି କିମ୍ଭା କୋୖଣସି ବି ଧାର୍ମିକ କାର୍ଯ୍ୟରେ କରଜ ନେଇ କିମ୍ଭା କାହାଠାରୁ ଧାରରେ ପଇସା ଆଣି ଦୀପାବଳି ପର୍ବ ପାଳନ କରାଯାଏ ନାହିଁ |

ଯେଉଁ ଲୋକ କରଜ ନେଇ ଦୀପାବଳି ପୂଜା କରିଥାଏ ସେହି ବ୍ୟକ୍ତି କେବଳ କରଜରେ ହିଁ ବୁଡି ରହିଥାଏ | ସେହି ବ୍ୟକ୍ତି ମାତା ଲଷ୍ମୀଙ୍କ କୃପାରୁ ସବୁବେଳେ ବଂଚିତ ରହିଥାନ୍ତି | ଯଦି ଆପଣ କରଜ ନ ଆଣି ନିଜ ମନରୁ ନିଜ ହୃଦୟରୁ ପୁରା ଶ୍ରଦ୍ଧାର ସହ ମାତା ଲଷ୍ମୀଙ୍କୁ ପୂଜା କରନ୍ତି ତେବେ ସେ ଆପଣଙ୍କ ଡାକ ନିଶ୍ଚିତ ଶୁଣିବେ | କିନ୍ତୁ କରଜ ଆଣି କେବେ ବି କୋୖଣସି ପୂଜା ପାଠ କରନ୍ତୁ ନାହିଁ |

ବନ୍ଧୁଗଣ ସବୁବେଳେ ଧ୍ୟାନ ଦେବେ କି ମାତା ଲଷ୍ମୀଙ୍କର ପୂଜାରେ କେବେ ବି ନାସପାତି ଫାଳ ବ୍ୟବହାର କରିବେ ନାହିଁ କିମ୍ଭା ମାତା ଲଷ୍ମୀଙ୍କୁ ଏହି ଫାଳ ଚଢେଇବେ ବି ନାହିଁ | କାରଣ ନାସପାତିର ଅର୍ଥ ହେଉଛି ନାଶ କରିବା ତେବେ ବନ୍ଧୁଗଣ ସବୁବେଳେ ଧ୍ୟାନ ରଖିବେ ଯେ କେବେ ବି ମାତା ଲଷ୍ମୀ କିମ୍ଭା କୋୖଣସି ଶୁଭ ସମୟରେ ପୂଜାରେ କେବେ ବି ନାସପାତିକୁ ଭୋଗରେ ରଖନ୍ତୁ ନାହିଁ | ବରଂ ନାସପାତି ବାଦଳରେ ଆପଣ ଅରୁଆ ଚାଉଳ ଲଗେଇବାକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ |

ଦୀପାବଳିରେ ମାତା ଲଷ୍ମୀଙ୍କୁ ଚାଉଳ ନିଶ୍ଚିତ ଅର୍ପଣ କରିବା ଉଚିତ | କିନ୍ତୁ ମନେ ରଖିବେ ଆପଣ କେବେ ବି ଭଙ୍ଗା ଚାଉଳ ଅର୍ପଣ କରିବେ ନାହିଁ ମାତା ଲଷ୍ମୀ ଏଥିରେ ରୁଷ୍ଟ ହୋଇଯାଆନ୍ତି | ସବୁବେଳେ ଗୋଟା ଚାଉଳ ହିଁ ମାତା ଲଷ୍ମୀଙ୍କୁ ଅର୍ପଣ କରିବେ | ଏବଂ ଏହି ସମୟରେ କେବେ ବି ନିଜ ଘରୁ ଚାଉଳ ଏହି ସମୟରେ କାହାରିକୁ ବି ଦିଅନ୍ତୁ ନାହିଁ ଏହା ସହ ମାତା ଲଷ୍ମୀ ମଧ୍ୟ ଘରୁ ଚାଲିଯାଇଥାନ୍ତି |

ବନ୍ଧୁଗଣ ଅନ୍ୟ ଏକ କଥା ସବୁବେଳେ ମନେ ରଖିବେ କି ଦୀପାବଳିରେ କେବେ ବି ତୁଳସୀର ବ୍ୟବହାର କରିବେ ନାହିଁ କାରଣ ଏହି ଦୀପାବଳିରେ ମାତା ଲଷ୍ମୀଙ୍କ ସହ ଭଗବାନ ଗଣେଶ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ ସେଇଥିପାଇଁ ଆପଣ କେବେ ବି ଏହି ପୂଜାରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ | ଦୀପାବଳିରେ କେବେ ବି ପିଆଜ କିମ୍ବା ରସୁଣର ଖାଦ୍ୟ ତିଆରି କରନ୍ତୁ ନାହିଁ | ଏହି ଦିନ ଆପଣ ପୁରି କ୍ଷୀରି ଖାଇପାରିବେ |

ଏହି ସମୟରେ ଘରର ମହିଳା ମାନଙ୍କୁ ଲାଲଗୁଲାବୀ ରଙ୍ଗର ଶାଢ଼ୀ କିମ୍ଭା ହଳଦୀ ରଙ୍ଗର ଶାଢ଼ୀ ହିଁ ପିନ୍ଧିବା ଉଚିତ | କାରଣ ଏହି ରଙ୍ଗ ମାତା ଲଷ୍ମୀଙ୍କର ବହୁତ ପସନ୍ଦ ହୋଇଥାଏ କିନ୍ତୁ ଏହି ସମୟରେ କେବେ ବି କୋୖଣସି ମହିଳାଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ | କାରଣ ଏହି ରଙ୍ଗର ଶାଢ଼ୀ କେବଳ ବିଧବା ହିଁ ପିନ୍ଧିଥାନ୍ତି | ବନ୍ଧୁଗଣ ଏହି ଦିନ ଆପଣଙ୍କୁ କଳା ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରିବା ନିଷେଧ ହୋଇଥାଏ | କାରଣ କାଳ ରଙ୍ଗ ଶନି ଦେବଙ୍କର ପ୍ରିୟ ହୋଇଥାଏ ଏବଂ ମାତା ଲଷ୍ମୀଙ୍କର ପ୍ରିୟ ରଙ୍ଗ ଲାଲ କିମ୍ଭା ହଳଦୀ ହୋଇଥାଏ |

Leave a Reply

Your email address will not be published. Required fields are marked *