ଧନତେରସ ଦୁର୍ଲଭ ସଂଯୋଗ | ଏହି 6ଟି ରାଶି ହେବେ କରୋଡ଼ପତି

ବନ୍ଧୁଗଣ ଧନତେରସ ଦିନ ଏହି 6 ରାଶିର ବ୍ୟକ୍ତି ମନେ କାରୋଡ଼ପତି ହେବାକୁ ଯାଉଛନ୍ତି | ବନ୍ଧୁଗଣ ଦୀପର ପର୍ବ ଦୀପାବଳିକୁ କାର୍ତ୍ତିକ ମାସର ଅମାବାସ୍ୟାର ଦୀପାବଳି ପାଳନ କରାଯାଇଥାଏ | ତ ସେହିଠାରେ ତ୍ରୟୋଦଶୀ ତିଥିକୁ ଧନତେରସ ପାଳନ କରାଯାଏ | ଦୀପାବଳିରେ ଧନର ଦେବୀ ମାତା ଲଷ୍ମୀ ଏବଂ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କୁ ଆରାଧନା କରାଯାଏ ଏହା ସହ ଧନର ଦେବତା କୁବେରଙ୍କୁ ମଧ୍ୟ ପାର୍ଥନା କରାଯାଏ | ଏପରି ମାନ୍ୟତା ଅଛି କି ଧନତେରସର ଦିନରେ ମାତା ଲଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଘରକୁ ଧନ ଆସିଥାଏ |

ଭଗବାନ ଗଣେଶ ଏବଂ କୁବେରଙ୍କର ମଧ୍ୟ କୃପା ଦୃଷ୍ଟି ବନି ରହିଥାଏ | ଏହି ବର୍ଷ ଧନତେରସର ପର୍ବ 23 ଅକ୍ଟୋବର ରବିବାର ପଡୁଥିବାରୁ ଏହି ଦିନକୁ ବହୁତ ଧୁମଧାମ ରେ ପାଳନ କରାଯିବ | ଏଥିପାଇଁ ଏହି ବର୍ଷର ଧନତେରସ ବହୁତ ଖାସ ଅଟେ | ଏହି ଧନତେରସର ଶୁଭ ସମୟ 22 ଅକ୍ଟୋବର ସନ୍ଧ୍ୟା 6 ବାଜିକରି 2ମିନିଟରୁ ଆରମ୍ଭ ହେବ ଏବଂ 23 ଅକ୍ଟୋବର ସନ୍ଧ୍ୟା 6ବାଜି 3 ମିନିଟରେ ସମାପ୍ତ ହେବ | ଏହି ପୂଜା ଆପଣଙ୍କୁ 23 ଅକ୍ଟୋବର ରବିବାରକୁ ସନ୍ଧ୍ୟା 5 ବାଜି 44 ମିନିଟ ରୁ 6 ବାଜି 5 ମିନିଟ ଭିତରେ କରିବାକୁ ହେବ | ପୂଜା କରିବାର ସମ୍ପୂର୍ଣ ଅବଧି 21 ମିନିଟ ରହିବ |

ଏହି ବର୍ଷ ତ୍ରିଭୁଜର ଯୋଗ ରହିଥିବା ବେଳେ ଏହି ବର୍ଷ ଧନତେରସ ବହୁତ ଖାସ ହୋଇଛି | ଏହି ସମୟରେ ମାତା ଲଷ୍ମୀ ପ୍ରଶନ ମୁଦ୍ରାରେ ରହିବେ ଏହି କାରଣରୁ ଏହି 6 ରାଶିର ଲୋକମାନେ ବହୁତ ଲାଭବାନ ହେବ | ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟରେ |

1. କୁମ୍ଭ ରାଶି – ସୂର୍ଯ୍ୟ ପରାଗ ର ପ୍ରଭାବ କୁମ୍ଭ ରାଶି ଉପରେ ପଡିବ | ଏହି ରାଶି ର ଦିନ ଶୁଭ ହେବା ସହ ମାନ ସମ୍ମାନ ବୃଦ୍ଧି ହେବ | ଏଥି ସହିତ ଆକସ୍ମିକ ଧନ ପ୍ରାପ୍ତିର ମଧ୍ୟ ସୁଯୋଗ ବନୁଅଛି,ପୈତୃକ ସମ୍ପତ୍ତି ମିଳିବାର ଆଶଙ୍କା ଅବା କେଉଁଠି ଲଗାଯାଇଥିବା ଧନ ର ଲାଭ ବର୍ତ୍ତମାନ ମିଳିଯିବ | ରୋକି ହୋଇ ରହିଥିବା ପଇସା,କାମ ହୋଇ ଯାଇ ପାରେ, ବିବାହ ହେବାର ସମ୍ଭାବନା ରହିଛି ଘରେ ଧାର୍ମିକ କାର୍ଯ୍ୟ ହେବ |

2. ମେଷ ରାଶି – ଏହି ସୂର୍ଯ୍ୟ ପରାଗ ମେଷ ରାଶି ପାଇଁ ମଧ୍ୟ ଶୁଭ ହେବାକୁ ଯାଉଛି | ଏହି ରାଶିର ଲୋକଙ୍କୁ ସକାରାତ୍ମକ ଉର୍ଜ ମିଳିବ,ଘରେ ସମସ୍ତେ ଖୁସି ରହିବେ | ଆପଣଙ୍କ ଜୀବନ ରେ ଯାତ୍ରାର ଯୋଗ ବନୁଛି |ପରିବାର ର ସାଥ ମିଳିବ,ଚାକିରୀ ରେ ଚାପ କମିବାର ସମ୍ଭାବନା | ଏହି ସମୟ ରେ କୌଣସି ବିଜନେସ କିମ୍ଵା ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ | ଧନ ଆସିବାର ଯୋଗ ବଣୁଛି ଆପଣ ମାଲା ମାଲ ହୋଇଯିବେ |

3.କନ୍ୟା ରାଶି – କନ୍ୟା ରାଶି ର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତି ଉତ୍ତମ ହେବ |ଏହି ରାଶିରେ ଧନବର୍ଷା ହେବାକୁ ଯାଉଅଛି । ଧନର କେବେ ମଧ୍ୟ ଅଭାବ ଏହି ରାଶିରେ ଦେଖାଯିବ ନାହିଁ । ପରାଗ ଏମାନଙ୍କ ପରିବାରେ ସୁଖଶାନ୍ତି ଲାଗି ରହିବ ।ଆପଣ ମାନଙ୍କୁ ସୁଖ ମିଳିବାକୁ ଯାଉଅଛି । ପାଠ ପଢାରେ ଆପଣ ଅଧିକ ଲାଭବାନ ହେବେ । ବ୍ୟାପାର ବାଣିଜ୍ୟ କରୁଥିଲେ ଆପଣ ମାନଙ୍କୁ ସେଥିରୁ ପ୍ରଚୁର ଲାଭ ମିଳିବାକୁ ଜାଊଅଛି । ବହୁଦିନରୁ ଲାଗି ରହିଥିବା ଆର୍ଥିକ ସଙ୍କଟ ଏହି ଦିନରେ ଆପଣଙ୍କ ଠାରୁ ଦୁରେଇ ଯିବ।

4.ମକର ରାଶି – ମକର ରାଶିର ଲୋକଙ୍କ ପାଇଁ ଏହି ପରାଗ ଅତ୍ୟନ୍ତ ଶୁଭ ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ସୌଭାଗ୍ୟ ମିଳିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ଜୀବନରେ ସଫଳତା ପାଇବେ । ଆପଣଙ୍କର ପ୍ରେମ ଜୀବନ ନିବିଡ ହେବାକୁ ଯାଉଅଛି । ଆପଣ ଏକ ଆନନ୍ଦ ତଥା ସଫଳ ଜୀବନ ବିତାଇବାକୁ ଯାଉଛନ୍ତି । ନିଜ ଜୀବନ ସାଥି ଆପଣଙ୍କୁ ଖୁସି କରି ପାରନ୍ତି ।

5. ସିଂହ ରାଶି – ସିଂହ ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ସୁଖମୟ ହେବ | ଏହି ରାଶି ମାନଙ୍କ ରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ଆପଣ ଯଦି କୌଣସି କୋର୍ଟ କଚେରୀ ମାମଲାରେ ଫଶୀ ରହିଛନ୍ତି ତେବେ ଆପଣ ଏହି ମାମଲାରେ ସଫଳତା ହାସିଲ କରିବାକୁ ଯାଉଅଛନ୍ତି । ଆପଣଙ୍କର ଧନ ବୃଦ୍ଧି ହେବା ସହିତ ଆପଣଙ୍କ ଘରେ ସୁଖଶାନ୍ତି ଲାଗି ରହିବ । ଏହା ସହିତ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଅଛି ।

6.ମୀନ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ଏବଂ ସନ୍ତୁଷ୍ଟ ହେବାକୁ ଯାଉଛି | ପ୍ରଚୁର ଧନ ପ୍ରାପ୍ତିର ଯୋଗ ଅଛି |ଦିନର ଆରମ୍ଭରେ ଆପଣଙ୍କୁ ଟିକେ ସତର୍କ ହେବା ଆବଶ୍ୟକ | ଆପଣଙ୍କୁ ବିଶେଷ ଭାବରେ ଭାବପ୍ରବଣ ଭାବରେ ଆଘାତ କରିବାକୁ ପଡିପାରେ | ତେଣୁ, ପ୍ରେମ ସମ୍ବନ୍ଧରେ, ପ୍ରତ୍ୟେକ ପଦକ୍ଷେପକୁ ଯତ୍ନର ସହିତ ପରିଚାଳନା କରିବାକୁ ପଡିବ | ଜଣେ ବନ୍ଧୁ କିମ୍ବା ସମ୍ପର୍କୀୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଉପକୃତ ହେବେ | ଆଜି ଆପଣଙ୍କର ଡାଏଟ୍ ପ୍ରଭାବିତ ହୋଇପାରେ | ଖର୍ଚ୍ଚ ବନ୍ଦ କରି ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଆଯିବ | ଯଦି ଆପଣ ନିୟମିତ ଭାବେ ଯୋଗ ଅଭ୍ୟାସ କରନ୍ତି ତେବେ ଏହା ଭଲ ହେବ |

Leave a Reply

Your email address will not be published. Required fields are marked *