ଧନତେରସ ରେ ମାର୍ଗୀ ହେଉଛନ୍ତି ଶନି, ସୁନା ପରି ଚମକି ଉଠିବ ଏହି ରାଶିଗୁଡିକର ଭାଗ୍ୟ,ଚତୁର୍ପାଶ୍ୱ ରୁ ଆସିବ ପଇସା..

ଏହି ବର୍ଷ 23 ଅକ୍ଟୋବର କୁ ଧନତେରସ ଆସୁଅଛି | ଏହି ଦିନ ସମସ୍ତେ ମା ଲକ୍ଷ୍ମୀ ଙ୍କୁ ପୂଜା କରନ୍ତି | ଭକ୍ତ ଙ୍କ ମନୋକାମନା ରହିଥାଏ କି ତାଙ୍କର ଭଲ ଦିନ ଆରମ୍ଭ ହୋଇଯାଉ ଏବଂ ସେମାନେ ବହୁତ ପଇସା ରୋଜଗାର କରନ୍ତୁ | ଏହି କାର୍ଯ୍ୟ ରେ ମା ଲକ୍ଷ୍ମୀଙ୍କ ବ୍ୟତୀତ ଶନିଦେବ ମଧ୍ୟ ଆପଣଙ୍କର ସହାୟତା କରିପାରିବେ | ବାସ୍ତବରେ 23 ଅକ୍ଟୋବର କୁ ହିଁ ଶନିଦେବ ମକର ରାଶିରେ ମାର୍ଗୀ ହେଉଛନ୍ତି | ଏହାର ସିଧା ପ୍ରଭାବ ତିନି ଖାସ ରାଶି ଉପରେ ପଡିବ | ତାଙ୍କୁ ଭଲ ଭାଗ୍ୟ ଏବଂ ପଇସା ସହ ଜଡିତ ଲାଭ ମିଳିବ | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡିକ କଣ କଣ?

ବୃଷ ରାଶି :ଶନିଙ୍କର ମକର ରେ ମାର୍ଗୀ ହେବା ବୃଷ ରାଶିର ଲୋକମାନଙ୍କ ପାଇଁ ଭଲ ଭାଗ୍ୟ ନେଇକି ଆସିବ | ଧନତେରସ ଦିନ ଠାରୁ ଭାଗ୍ୟ ଆପଣଙ୍କ ସାଥ ଦେବା ଆରମ୍ଭ କରିଦେବ |ଆପଣ ଯେଉଁ ବି କାର୍ଯ୍ୟ କରିବେ ତାହା ଭାଗ୍ୟ ସାହାଯ୍ୟରେ ସହଜ ରେ ହୋଇଯିବ |ଏହି ଭାଗ୍ୟ ଆପଣଙ୍କୁ ପଇସା ସମ୍ଭଧୀୟ ଲାଭ ବି ଦେବ | ଘରେ ଉନ୍ନତି ବନି ରହିବ |ଧନ ଏବଂ ଅନ୍ନ ର ଅଭାବ ରହିବା ନାହିଁ |

ଚାକିରୀରେ ପ୍ରମୋସନ ଏବଂ ବ୍ୟବସାୟ ରେ ଲାଭ ହୋଇପାରେ | ଅନ୍ୟପଟେ ଧନ ରୋଜଗାର କରିବାର ନୂଆ ମାଧ୍ୟମ ବି ମିଳିପାରେ | ସେୟାର ମାର୍କେଟ, ସଟା ଏବଂ ଲଟେରୀ ରେ ଭାଗ୍ୟ ସାଥ ଦେବା | ଆପଣ ଯେଉଁଥିରେ ବି ପଇସା ନିବେଶ କରିବେ ସେଥିରେ ଲାଭ ମିଳିବା | ସ୍ୱାସ୍ଥ୍ୟ ଭଲ ରହିବା, ବିଦେଶ ଯାତ୍ରା ର ଯୋଗ ବନି ପରେ | ଯାତ୍ରା ସୁଖଦ ରହିବା |

ମିଥୁନ ରାଶି : ଶନି ଗ୍ରହର ମାର୍ଗୀ ହେବା ମିଥୁନ ରାଶି କୁ ଅନେକ ଦୁଃଖ ରୁ ମୁକ୍ତି ଦେବ | ଅପଣଙ୍କର ଯେତେ ବି ସମସ୍ୟା ଅଛି ତାହା ସମାପ୍ତ ହେବ | ପୁରୁଣା ରୋଗ ଦୂର ହେବ, ଶତ୍ରୁ ଦୁର୍ବଳ ହେବେ |ଘରେ ଲଢେଇ ଝଗଡା ଦୂର ହେବ | ନୂଆ ସାଙ୍ଗ ଏବଂ ସମ୍ପର୍କ ବନିବ | ଆର୍ଥିକ ସ୍ଥିତି ମଜବୁତ ହେବ | ନୂଆ ଚାକିରୀ ର ଅଫର ମିଳିପାରେ | କୌଣସି ବଡ କମ୍ପାନୀ ରେ ଚାକିରୀ ମିଳିପାରେ |

ବିଜନେସ ରେ କୌଣସି ବଡ଼ ଡିଲ ଫାଇନାଲ ହୋଇପାରେ | ଯେଉ ଲୋକ ଅବିବାହିତ ଅଛନ୍ତି ତାଙ୍କର କୌଣସି ଭଲ ଜାଗାରେ ବାହାଘର ଠିକ ହୋଇପାରେ | ଜୀବନର ସବୁ ଟେନସନ ଶେଷ ହୋଇଯିବ | ପୁରୁଣା ମିତ୍ରା ସହ ସାକ୍ଷାତ ଲାଭକରି ହେବ | ଯଦି ଆପଣ ଧନତେରସ ଦିନ ପାନ୍ନା ରତ୍ନ ଧାରଣା କରନ୍ତି ତେବେ ବହୁତ ଲାଭ ହେବ | ଯାତ୍ରା ସୁଖଦ ରହିବ | ସ୍ଟୁଡେଣ୍ଟ ଙ୍କ ପାଇଁ ସମୟରେ ଭଲ ରହିବ |

କର୍କଟ ରାଶି : କର୍କଟ ରାଶିର ଲୋକମାନଙ୍କ ପାଇଁ ମଧ୍ୟ ଶନିଙ୍କ ମାର୍ଗୀ ହେବା ଲାଭ ଦେବ |ଆପଣଙ୍କ ବୈବାହିକ ଜୀବନରେ ଅନେକ ଭଲ ଜିନିଷ ହେବ | ପତ୍ନୀ ପତିଙ୍କ ମଧ୍ୟ ରେ ସମ୍ପର୍କ ମଧୁର ହେବ | ଘରେ ସୁଖଦ ପରିବେଶ ରହିବ |ଚାକିରୀ ଏବଂ ବିଜନେସ ରେ ଲାଭ ହେବ | ଧନ ବଢିବ, ଉଧାର ପଇସା ମିଳିଯିବ | ସନ୍ତାନ ସୁଖ ମିଳିବ | ପାରିବାରିକ ଚିନ୍ତା ଶେଷ ହେବା |

ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ | ଯଦି ଆପଣ ଧନତେରସ ରେ ମୁନ ଷ୍ଟୋନ ପିନ୍ଧିବେ ତେବେ ଆପଣଙ୍କ ଭାଗ୍ୟ ବହୁତ ସାଥ ଦେବା | ସମାଜ ରେ ଆପଣଙ୍କ ଇଜ୍ଜତ ବଢ଼ିବ |ଲୋକ ଆପଣଙ୍କ ପ୍ରଶଂସା କରିବେ | ବସ ଆପଣଙ୍କ କାର୍ଯ୍ୟ ରେ ଖୁସି ରହିବେ | ସାଲାରୀ ବଢ଼ିପାରେ, ଘରେ କୌଣସି ନୂଆ ଅତିଥି ଆସିପାରନ୍ତି | କୋଟ କଚେରୀ ମାମଲା ରେ ସଫଳତା ମିଳିବା |

Leave a Reply

Your email address will not be published. Required fields are marked *