“ଦୀପାବଳି ରାତି”ରେ ଚୁପଚାପ ଏଠାରେ ରଖିଦିଅନ୍ତୁ “ଲୁଣ” କାଙ୍ଗାଳ ବି ହୋଇଯିବେ ମାଲାମାଲ୍ ହୋଇଯିବ ସବୁ ଚିନ୍ତାର ଶେଷ |

ଦୀପାବଳି ଦିନ ମାତା ଲଷ୍ମୀ ଏବଂ ଭଗବାନ ଗଣେଶଙ୍କର ପୂଜା କରିବା ଆମ ଵିଧି-ବିଧାନ ଅଛି | ଏବଂ ଯେତେବେଳେ ଆପଣ ପୂଜା କରିବେ ପ୍ରଥମେ ଭଗବାନ ଗଣେଶଙ୍କୁ ଆବାହନ କରିବେ ତାପରେ ଆପଣ ନ ଗ୍ରହଙ୍କୁ ପୂଜା କରିବେ | ଏବଂ ଏହା ପାରେ ଯାଇ ଆପଣ ସମସ୍ତ ଦେବାଦେବୀଙ୍କୁ ପୂଜା କରିବେ | ସବୁବେଳେ ଧ୍ୟାନ ଦେବ ମାତା ଲଷ୍ମୀଙ୍କର ବାମ ପଟରେ ହିଁ ସବୁବେଳେ ଭଗବାନ ଗଣେଶ ଏବଂ ଡାହାଣ ପଟେ ଭଗବାନ ବିଷ୍ଣୁଙ୍କୁ ରଖିବା ଉଚିତ |

ଲଷ୍ମୀପୂଜା ତ ସମସ୍ତଙ୍କ ଘରେ ହୋଇଥାଏ କିନ୍ତୁ କିଛି ଏପରି ଜିନିଷ ଅଛି ଯେଉଁ ଜିନିଷ ମାତା ଲଷ୍ମୀଙ୍କୁ ବେଶୀ ପସନ୍ଦ ହୋଇଥାଏ | ମାତା ଲଷ୍ମୀ ସେହିଠାରେ ବାସ କରନ୍ତି ଯେଉଁଠାରେ ଆପଣ ଗୋଟେ ଛୋଟ ନୂଆ ପ୍ୟାକେଟ ଲୁଣ ବି ଅଣି ରଖିଦିଅନ୍ତି ଏହା ଆପଣଙ୍କର ଖୁସିର ଦ୍ୱାରା ଖୋଲିଦେବ | ଆସନ୍ତୁ ଜାଣିବା ସେହି ନୂଆ ଲୁଣ ପ୍ୟାକେଟର ଆମେ କଣ କରିବା |

ମନେ ରଖିବେ ଆପଣ ଯେଉଁ ନୂଆ ଲୁଣ ପ୍ୟାକେଟ ଅଣିଥିବେ ସେହି ଲୁଣରେ ହିଁ ଧନତେରସରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ସେହି ଲୁଣରେ ଖାଦ୍ୟ ତିଆରି କରି ଖାଆନ୍ତୁ | ଏମିତି କରିବା ଦ୍ୱାରା କେବଳ ଆପଣଙ୍କ ଦେହ ହିଁ ଭଲ ରହିବନି ବରଂ ମାତା ଲଷ୍ମୀଙ୍କର ଆଶ୍ରିବାଦ ମଧ୍ୟ ଆପଣଙ୍କ ଉପରେ ସଦା ସର୍ବଦା ରହିବ | ଏହି ଧନତେରସ ରୁ ଦୀପାବଳି ପର୍ଯ୍ୟନ୍ତ ଏହି 5 ଦିନ ଆପଣ ସେହି ନୂଆ ପ୍ୟାକେଟର ଲୁଣ ରୁ କିଛି ଲୁଣ ବାହାର କରି ସେହି ଲୁଣରେ ଆପଣ ଖାଦ୍ୟ ତିଆରି କରି ଖାଆନ୍ତୁ |

ଯେଉଁ ଲୁଣ ଆପଣ ବାହାର କରି ଅଲଗା ରଖିଥିବେ ସେହି ଲୁଣରେ ଆପଣ ଘରେ ପୋଛା ଲଗାନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରର ଗରିବି ଦୂର ହେବା ସହ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତିଙ୍କୁ ମଧ୍ୟ ନଷ୍ଟ କରିଦେଇଥାଏ | ଏବଂ ଏଥିସହ ଘରେ ସୁଖର ପାରବେଶ ରହିବ |ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଲୁଣରେ କିଛି ଅଲଗା ଉପାୟ | ତେବେ ବନ୍ଧୁଗଣ କେତେବେଳେ ଆପଣ ସେହି ନୂଆ ଲୁଣ ଆଣିବେ ସେହି ଲୁଣରୁ କିଛି ଲୁଣ ଆପଣ ନିଜ ରୋଷେଇ ଘରେ ଏକ କାଚର ବୋତଲରେ ରଖିଦେବେ |

ମନେ ରଖିବେ କାଚର ଡବାରେ ହିଁ ରଖିବେ | କୋୖଣସି ଧାତୁ ପତ୍ରରେ ରଖିବେ ନାହିଁ | ମନେ ରଖିବେ ଆପଣ ବ୍ୟବହାର କରୁଥିବା ଲୁଣକୁ କେବେ ବି ଖୋଲାରେ ରଖନ୍ତୁ ନାହିଁ ଏମିତି କରିବା ଦ୍ୱାରା ଏହା ନକାରାତ୍ମକ ଉର୍ଜା ବଢ଼ାଇଥାଏ | ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ | ତେଣୁ ଖାଇବା ଲୁଣକୁ ସବୁବେଳେ ଘୋରାଇ ରଖନ୍ତୁ ଏବଂ ସେହି ଧନତେରସରେ ସେହି ଲୁଣରେ କିଛି ଲବଙ୍ଗ ପକାଇଦିଅନ୍ତୁ | ଏହା ଶୁଭ ହୋଇଥାଏ |

ଧ୍ୟାନ ରଖିବେ ଆପଣ ସେହି ଲୁଣରୁ କିଛି ଲୁଣ ଅଲଗା ବାହାର କରି ରଖିଦେବେ ଯେଉଁ ଲୁଣରେ ଆପଣ ନିଜ ଘର ସଫା କରିବେ | ଯଦି ଆପଣ ଘର ପୋଛା ଲଗାଇବେ ସେଥିରେ ବ୍ୟବହାର କରିପାରିବେ ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ୱାରା ଧୋଇବାକୁ ଚାହୁଁଛନ୍ତି ତେବେ ଆପଣ ଲୁଣ ପାଣିରେ ମଧ୍ୟ ଘରର ମୁଖ୍ୟ ଦ୍ୱାରକୁ ଧୋଇପାରିବେ | ଏବଂ ଆପଣଙ୍କ ଘରେ ଥିବା ଛୋଟ ପିଲାଙ୍କୁ କିଛି ପାଣିରେ ଗୋଟେ ଚାମଚ ଲୁଣ ପକାଇ ଏହି 5ଦିନ ଗାଧେଇ ଦିଅନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ପିଲାଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିବ |

ଏହି ଧନତେରସରେ କରନ୍ତୁ ଏହି ଛୋଟ ଉପାୟ | ଆପଣ କଣ କରିବେ ନା ଗୋଟେ କାଚର ପତ୍ରରେ କିଛି ଲୁଣ ଭରି କରି ଆପଣ ନିଜ ଘରେ ଥିବା କୋୖଣସି ରୋଗ ଗ୍ରସ୍ତ ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରଖିଦିଅନ୍ତୁ | ଏହାକୁ ଦୀପାବଳି ପର୍ଯ୍ୟନ୍ତ ସେହିଠାରେ ହିଁ ରହିବାକୁ ଦିଅନ୍ତୁ | ଏବଂ ଯଦି ବେଶୀ ବେମାର ଅଛନ୍ତି ତେବେ ଆପଣ ସେହି ଲୁଣକୁ ସକାଳ ସନ୍ଧ୍ୟାରେ ଚେଞ୍ଜ କରନ୍ତୁ | ନଚେତ ସେହି ଲୁଣ ସେମିତି ଗୋଟେ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ | ଦେଖିବେ କେତେ ଜଲ୍ଦି ଏହାର ଭଲ ଫଳ ଆପଣଙ୍କୁ ପ୍ରାପ୍ତ ହେବ |

ଏହିଦିନ ଆପଣ କିଛି ଲୁଣରେ କିଛି ଲବଙ୍ଗ ପକାଇ ଘରର ଠାକୁରଙ୍କ ପାଖରେ କିମ୍ଭା ଘରର କୋୖଣସି କୋଣରେ ରଖିଦିଅନ୍ତୁ | ଏବଂ କାର୍ତ୍ତିକ ମାସ ସରିବା ପରେ ଆପଣ ସେହି ଲୁଣକୁ ଆପଣ ଧୋଇଦିଅନ୍ତୁ | ଦେଖିବେ ଆପଣଙ୍କ ଘରର ସବୁ ଗରିବି ନିଶ୍ଚିତ ସମାଧାନ ହୋଇଯିବ |

Leave a Reply

Your email address will not be published. Required fields are marked *