” ଧନତେରସ ” 7 ଜିନିଷରୁ ଦୂର ହେବ ଗରିବି,ଦରିଦ୍ରତା, ଶତ୍ରୁ, ଦୁଃଖ, କରଜ ରୁ ମୁକ୍ତି ଭୁଲ କରି ବି କିଣନ୍ତୁ ନାହିଁ 4 ଜିନିଷ..

ବନ୍ଧୁଗଣ ଧନତେରସ ରେ ମା ଲକ୍ଷ୍ମୀ ଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ଅନେକ ଉପାୟ କରିଥାନ୍ତି | ତେବେ ଆଜି ଆମେ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଏହି ଉପାୟକୁ ଆପଣ କେବଳ 11 ଟଙ୍କାରେ କରିପାରିବେ | ଆଜ୍ଞା ହଁ ଏହି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣ ଙ୍କ ଉପରେ ଧନର ବର୍ଷା କରିଥାନ୍ତି |

ଆଜ୍ଞା ହଁ 11 ଟଙ୍କା ରେ ଜିନିଷ କିଣି ଆପଣ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିପାରିବେ ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ କଣ? ବନ୍ଧୁଗଣ ଧନତେରସ ଦିନ ମା ଲକ୍ଷ୍ମୀ ଙ୍କୁ ଅବାହନ ମଧ୍ୟ କରାଯାଇଥାଏ | ବନ୍ଧୁଗଣ ପୁରାଣ ମାନ୍ୟତା ଅନୁଯାୟୀ ମା ଲକ୍ଷ୍ମୀ ଙ୍କୁ ଭଗବାନ କୃଷ୍ଣ 13 ବର୍ଷ ଯାଏଁ ଅଭିଶାପ ଦେଇଥିଲେ କି କୃଷକ ଘରେ ରହିବା ପାଇଁ |

ଏହି ସମୟରେ କୃଷକ ଘର ଧନ ରେ ଭରିଯାଇଥିଲା, ଯେତେବେଳେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଙ୍କୁ ଆଣିବା ପାଇଁ କାର୍ତ୍ତିକ ମାସ କୃଷ୍ଣପକ୍ଷ ର ତ୍ରେୟୋଦଶୀ ତିଥି ରେ ପହଞ୍ଚିଳେ | ସେତେବେଳେ କୃଷକ ତାଙ୍କୁ ରୋକିଥିଲେ ଏହା ପରେ ମା ଲକ୍ଷ୍ମୀ କହିଥିଲେ ଦୀପାବଳୀ ଦିନ ଘର ସଫା କରି, ଦୀପଜଳି ଆରାଧନା କର | ଏହା ପରେ କୃଷକ ଘରକୁ ମା ଲକ୍ଷ୍ମୀ ଆସି ସ୍ଥିର ହୋଇ ରହିଯାଇଥିଳେ ସେବେଠୁ ଲକ୍ଷ୍ମୀ ପୂଜାର ପରମ୍ପରା ରହି ଆସିଛି |

ଏହି ଦିନ ଘରକୁ ସଜେଇ, ଦୀପ ଜଳେଇ ମା ଲକ୍ଷ୍ମୀଙ୍କ ସହ, ଗଣେଶ, ଭଗବାନ ଧନ୍ତତ୍ଵରୀ, କୁବେର ମହାରାଜ ଏବଂ ଯମରାଜ ଙ୍କ ପୂଜା କରାଯାଇଥାଏ | ତେବେ ଆସନ୍ତୁ ଜାଣିବା ଧନତେରସ ଦିନ ଏହିପରି କେଉଁ ଜିନିଷ ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଯାନ୍ତି | ଆସନ୍ତୁ ଜାଣିବା ସେହି ବିଷୟରେ..

ବନ୍ଧୁଗଣ ଧନତେରସ ଦିନ ଟିକିଏ ଧନିଆ ଗଛ ଆଣି ତାହାକୁ ଲକ୍ଷ୍ମୀ ଏବଂ ଗଣେଶ ଭଗବାନ ଙ୍କ ଚରଣ ରେ ରଖନ୍ତୁ | ଏହା ପରେ ନିଜ ପରିଶ୍ରମ ବଳରେ କାର୍ଯ୍ୟ କରିଥିବା ର ଫଳ ମାଗନ୍ତୁ ଏହା ଦ୍ୱାରା ଭଗବାନ ଧନ୍ତତ୍ବରୀ, କୁବେର ମହାରଜ ଙ୍କ ଆଶୀର୍ବାଦ ମିଳିଥାଏ | ପରେ ଏହି ଧନିଆ କୁ ପ୍ରସାଦ ରୁପ ରେ ବାଣ୍ଟିଦିଅନ୍ତୁ | ନଡ଼ିଆ ରେ ତିଆରି କୋରା ମା ଲକ୍ଷ୍ମୀ ଙ୍କୁ ବହୁତ ପସନ୍ଦ ତେଣୁ ଏହି ଦିନ ମା ଲକ୍ଷ୍ମୀ ଙ୍କୁ କୋରା ଅର୍ପଣ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

ବନ୍ଧୁଗଣ ଦୀପାବଳୀ ରେ ଦୀପର ମହତ୍ୱ ଅନେକ ରହିଥାଏ,ଏହି ଦିନ ଦୀପ ଜଳିବ ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ଦିନ ଦୀପ ଦକ୍ଷିଣ ଦିଗକୁ ମୁହଁ କରି ଜଳେଇବ ଉଚିତ | ମା ଙ୍କ କୃପାରୁ ଶୁଭ ଫଳ ମିଳିଥାଏ |ଏହା ବ୍ୟତୀତ ଧନତେରସ ଦିନ କୁମକୁମ କିଣିବା ବହୁତ ଶୁଭ ହୋଇଥାଏ | ଏହାକୁ ଆଣି ଆପଣ ନିଜ ପୂଜା ଘରେ ରଖନ୍ତୁ ଏବଂ ସେଥିରୁ ଟିକିଏ ମା ଲକ୍ଷ୍ମୀଙ୍କ ପାଦ ରେ ଲଗେଇଦିଅନ୍ତୁ |

ମାତା ଲକ୍ଷ୍ମୀଙ୍କୁ କୁମକୁମ ବହୁତ ପସନ୍ଦ ଏହା ଦ୍ୱାରା ଆପଣଙ୍କ. ଘରେ ରାତା ରାତି ଧନ ସମ୍ପତ୍ତି ରେ ବୃଦ୍ଧି ହୋଇଥାଏ | ଏହାକୁ ଲଗେଇବା ଦ୍ୱାରା ଆପଣଙ୍କ ଆତ୍ମ ବିଶ୍ୱାସ ବଢିବ ଏବଂ ଧନର ବର୍ଷା ହେବ | ଯେବେ ବି ଆପଣ କୁଆଡେ ବାହାରକୁ ଯିବେ ତେବେ ଏହି କୁମକୁମ ନିଶ୍ଚିତ ଲଗାନ୍ତୁ ଯେଉ କାର୍ଯ୍ୟ ରେ ଯାଉଛନ୍ତି ସେ କାର୍ଯ୍ୟ ରେ ସଫଳତା ମିଳିବ | ଏହି ଦିନ ମା ଲକ୍ଷ୍ମୀଙ୍କ ପାଦ ଚି଼ହ୍ନ ଆଣି ଘରର ମୁଖ୍ୟ ଦ୍ୱାରା ରେ ଲଗାନ୍ତୁ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଆସିଥାଏ ଏବଂ ଏହା ଦ୍ୱାରା ଆପଣଙ୍କୁ ମା ଙ୍କ କୃପା ମଧ୍ୟ ମିଳିଯାଇଥାଏ |

ଧ୍ୟାନ ରଖନ୍ତୁ ଏହା ଉପରେ କେହି ଯେମିତି ପାଦ ଲଗେଇବେ ନାହିଁ, ଏହି ପାଦ ଚିହ୍ନ କୁ ଆପଣ ନିଜ ପୂଜା ଘରେ ରଖନ୍ତୁ | ତେବେ ବନ୍ଧୁଗଣ ଧନତେରସ ଦିନ କିଣାଯାଇଥିବା ପାଦ ଚିହ୍ନ ଯଦି ଦୀପାବଳୀ ରେ ଲଗାନ୍ତି ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ, ତେବେ ଏହି ଦିନ ପୁରୁଣା ଝାଡୁ କୁ ଫିଙ୍ଗନ୍ତୁ ନାହିଁ | ଏହି ଝାଡୁ ରେ ଧନତେରସ ଦିନ ଧଳା ନାଲି ର ସୁତା ବାନ୍ଧିଦିଅନ୍ତୁ | ଏହା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ |

ହଳଦିଆ କଉଡ଼ି – ବନ୍ଧୁଗଣ ଯଦି ଏହି ଦିନ ଆପଣ ଘରକୁ ହଳଦିଆ କଉଡ଼ି ଆଣନ୍ତି ତେବେ ପୁରା ବର୍ଷ ଧନର ଅଭାବ ଆପଣଙ୍କୁ ହେବ ନାହିଁ | ହଳଦିଆ କଉଡ଼ି ମା ଲକ୍ଷ୍ମୀ ଙ୍କୁ ସବୁଠୁ ଅଧିକ ପସନ୍ଦ ଅଟେ | ତେବେ ଏହାକୁ ପୂଜା ପାଠ କରନ୍ତୁ ପୂଜା ସ୍ଥାନରେ ରଖନ୍ତୁ | ଦୀପାବଳୀ ରାତିରେ ଯେଉ ଦୀପ ଜଳେଇବେ ସେଥିରେ କଉଡ଼ି କିମ୍ଵା ଗୋମତୀ ଚକ୍ର ରଖିନେବେ ଏହା ଆପଣଙ୍କ ପୁରା ବର୍ଷର ଉନ୍ନତି କୁ ବଢେଇବା | ତେବେ ଧନତେରସ ରେ ଗୋମତୀ ଚକ୍ର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ଏହି ଦିନ 11 ଟା ଗୋମତୀ ଚକ୍ର ଘରକୁ ନିଶ୍ଚିନ୍ତ ଆଣନ୍ତୁ |

ତେବେ ଯଦି ଆପଣ ବ୍ୟବସାୟୀ ଅଟନ୍ତି ଏହି ଦିନ ବହି ଖାତା ନିଶ୍ଚିନ୍ତ କିଣନ୍ତୁ ଏବଂ ଧନତେରସ ଦିନ ଏହାକୁ ପୂଜା କରି ତାକୁ ବ୍ୟବହାର କାରନ୍ତୁ | ଆପଣ ଯେଉ ବି କାମ କରୁଛନ୍ତି ତାହା ସମ୍ବଧୀୟ ଜିନିଷ ଆପଣ ଏହି ଦିନ କିଣିପାରିବେ ପିଲା ମାନେ ମଧ୍ୟ ବହି ଖାତା ଏହି ଦିନ କିଣିପାରିବେ | କୁହାଯାଏ ଧନ୍ତତ୍ଵରି ଭଗବାନ ସାଥିରେ କଳସ ଧରି ଜନ୍ମ ନେଇଥିଲେ

ସେଥିପାଇଁ ଏହି ଦିନ ସୁନା,ରୁପା, ତମ୍ଭା ଆଦିର ବାସନ କିଣିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି | ଏଥି ସହିତ ଏହି ଦିନ ପୌରାଣିକ କଥା ଅନୁଯାୟୀ ଅଳଙ୍କାର ଏବଂ ଆଭୂଷଣ ମଧ୍ୟ କିଣାଯାଇଥାଏ | ଶୁଭ, ସମୃଦ୍ଧି କୁ ବୃଦ୍ଧି କରିବା ପାଇଁ ଅନେକ ଜିନିଷ କିଣାଯାଇଥାଏ | ଏହି ଦିନ ମାତା ଲକ୍ଷ୍ମୀ, ଗଣେଶ ଜୀଙ୍କ ପ୍ରସନ୍ନ କରିବା ପାଇଁ କିଛି ଏହିପରି ଜିଣିଷ କିଣାଯାଇଥାଏ |

Leave a Reply

Your email address will not be published. Required fields are marked *