କେହି ବି ଉଧାର ମାଗନ୍ତୁ ଦୀପାବଳୀ ଦିନ ଭୁଲରେ ବି ଏହି 4 ଜିନିଷ କାହାକୁ ଦିଅନ୍ତୁ ନାହିଁ,ଧନଲକ୍ଷ୍ମୀ ସାଥ ଛାଡିଦେଇଥାନ୍ତି..

ବନ୍ଧୁଗଣ ଦୀପାବଳୀ ର ପର୍ବ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ | ଏହାକୁ ଶକ୍ତିର ପର୍ବ ମଧ୍ୟ କୁହାଯାଏ, ଦୀପାବଳୀ ରେ ଯେଉଁ ଭକ୍ତ ମାତା ଲକ୍ଷ୍ମୀଙ୍କୁ ପୂଜା କରେ ତାଙ୍କ ଭାଗ୍ୟ ଚମକି ଯାଏ | ସେଥିପାଇଁ ଦୀପାବଳି ର ବିଶେଷ ମହତ୍ୱ ରହିଥାଏ | ଦୀପାବଳୀ ରେ ଅନେକ ବିଶେଷ କାର୍ଯ୍ୟ କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇଥାଏ | ଅନ୍ୟପଟେ କିଛି ଏମିତି କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ମଧ୍ୟ ହୋଇଯାନ୍ତି | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି 4 ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭୁଲ ରେ ବି ଦୀପାବଳୀ ରେ କାହାକୁ ଉଧାର ଦିଅନ୍ତୁ ନାହିଁ ନହଲେ ଦରିଦ୍ରତା ଭୋଗିବାକୁ ପରିପାରେ |ଏହି ପରୀ କରିବା ଦ୍ୱାରା ଧନଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି, ଯାହା ଫଳ ରେ ଆପଣଙ୍କୁ ଏବଂ ପରିବାର କୁ ଦରିଦ୍ରତା ର ସାମ୍ନା କରିବାକୁ ପଡିପାରେ |

ବନ୍ଧୁଗଣ ଆଜିର ସମୟରେ ଉଧାର ଦେବା କିମ୍ବା ନେବା ଅତ୍ୟନ୍ତ ସାଧାରଣ କଥା ଅଟେ | କିଛି ଲୋକ ଅନ୍ୟଙ୍କ ମଙ୍ଗଳ ପାଇଁ ଉଧାର ଦେଇଥାନ୍ତି ତ ଆଉ କିଛି ସାମାଜିକ କାର୍ଯ୍ୟ ପାଇଁ ଦେଇଥାନ୍ତି | କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଯଦି ଦୀପାବଳୀ ରେ ଆପଣ ଏହିପରି କରନ୍ତି,ତେବେ ଆପଣଙ୍କ ଜୀବନ ରେ କାଙ୍ଗାଳି ଆସିଯାଏ | ଧନ ତେରସ ଏବଂ ଦୀପାବଳୀ ରେ ଏମିତି କରୁଥିବା ବ୍ୟକ୍ତି ମା ଲକ୍ଷ୍ମୀ ଙ୍କୁ କ୍ରୋଧିତ କରିଦେଇଥାଏ | ତେବେ ଏହିପରି ଭୁଲ ରେ ବି କରନ୍ତୁ ନାହିଁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଜିନିଷ କଣ କଣ?

1.ମାତା ଲକ୍ଷ୍ମୀଙ୍କ ସହ ଜଡିତ କିଛି ବି ଜିନିଷ କୋୖଣସି ବି ବ୍ୟକ୍ତି କୁ ଉଧାର ଦିଅନ୍ତୁ ନାହିଁ | ଯେମିତିକି ମାତା ଲକ୍ଷ୍ମୀଙ୍କ ସହ ଜଡିତ ଫଳ,ବସ୍ତ୍ର ଏବଂ ଭଗବାନଙ୍କ ସହ ଜଡିତ ପୂଜାର ସାମଗ୍ରୀ ଆପଣ ଭୁଲ କରି କାହାକୁ ଉଧାର କିମ୍ଵା ଦାନ ଦିଅନ୍ତୁ ନାହିଁ | ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାନ୍ତା | ତେବେ ବନ୍ଧୁଗଣ ଦୀପାବଳି କୁ ବହୁତ ମହତ୍ୱପୂର୍ଣ୍ଣ ପର୍ବ ବୋଲି ବିଶ୍ୱାସ କରାଯାଏ |ତେବେ ଏହି ଦିନ ଯଦି କେହି ଉଧାର ମାଗିବାକୁ ଆସେ ତେବେ ତାକୁ ଉଧାର ଦିଅନ୍ତୁ ନାହିଁ | ଏହା ବ୍ୟତୀତ ଏହି ଦିନ ଉଧାର ଆଣିବା ମଧ୍ୟ ଶୁଭ ନୁହେଁ କାରଣ ମାନ୍ୟତା ଅଛି ଏହି ଦିନ ଯେଉଁ ବ୍ୟକ୍ତି ଉଧାର ଦେଇଥାଏ କିମ୍ଵା ଆଣିଥାଏ ସେ କରଜ ସୁଝିପାରିନଥାଏ | ବହୁତ ଅସୁବିଧା ହୋଇଥାଏ

2.ଦୀପାବଳୀ ସମୟରେ ଯଦି କେହି ଆପଣଙ୍କୁ କ୍ଷୀର, ଦହି, ଚାଉଳ ମାଗିବାକୁ ଆସୁଛନ୍ତି ତେବେ ଭୁଲ କରି ମଧ୍ୟ ତାଙ୍କୁ ଦିଅନ୍ତୁ ନାହିଁ | ନହେଲେ ଘରକୁ ଦରିଦ୍ରତା ଆସିଥାଏ | ଏବଂ ମାତା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ | ବନ୍ଧୁଗଣ ଦୀପାବଳୀ ରେ କିମ୍ଵା ଧନତେରସ ରେ କାହାକୁ ନିଜ ପିନ୍ଧିବା ଘଣ୍ଟା କିମ୍ଵା ବଜାର ରୁ କିଣିକି ଦେବା ଉଚିତ ନୁହେଁ | କାରଣ ପ୍ରତ୍ୟକ ମଣିଷ ର ଭଲ କିମ୍ଵା ଖରାପ ସମୟ ଥାଏ ଏବଂ ଯଦି ଏହି ସମୟରେ କୌଣସି ବ୍ୟକ୍ତି କାହାକୁ ନିଜର ଘଣ୍ଟା ଉପହାର ଦିଅନ୍ତି ତେବେ ଦୁର୍ଭାଗ୍ୟ ଆସିପାରେ | ଏହି ସମୟରେ ଲକ୍ଷ୍ମୀ ଗଣେଶ ଙ୍କ ମୂର୍ତ୍ତି କାହାକୁ ଉପହାର ରେ ଦେବା ଉଚିତ ନୁହେଁ କାରଣ ଏହି ଦିନ ରେ ମା ଲକ୍ଷ୍ମୀ ଏବଂ ଗଣେଶ ଙ୍କ ମୂର୍ତ୍ତି ଘରକୁ ଅଣାଯାଏ କାହାକୁ ଦିଆଯାଏ ହିଁ | ଏହା ଦ୍ୱାରା ଘୋର ଅନର୍ଥ ହୋଇଥାଏ | ଏହିପରୀ କରନ୍ତୁ ନାହିଁ |

3.ଯେମିତି କି କ୍ଷୀର, ଧନ ତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ କ୍ଷୀର କାହାକୁ ବି ଦେବା ଉଚିତ ନୁହେଁ | ତେବେ ଚାଉଳ ମଧ୍ୟ ଏହି ଦିନ କାହାକୁ ଦେବା ଉଚିତ ନୁହେଁ | ଏହା ଦ୍ୱାରା ଦରିଦ୍ରତା ଏବଂ ଟେନ୍ସନ ଆସିଥାଏ | ଏହି ସମୟରେ ଯଦି କେହି ଶ୍ରୀଗଣେଶ ଏବଂ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣିବାକୁ କହୁଛନ୍ତି ତେବେ ପଇସା ନନେଇକି ଦେବେ ନାହିଁ | ଏହି ସମୟରେ କାହାକୁ ବି ଉଧାର ଦିଅନ୍ତୁ ନାହିଁ କାରଣ ଏହି ସମୟ ରେ ଲକ୍ଷ୍ମୀ ଚାଲିଯାଇ ଥାନ୍ତା | ଏହି ଦିନ ବହି ଖାତା ନୂଆ କରିବାର ବିଧାନ ରହିଛି ଏବଂ ରେଶମୀ ବସ୍ତ୍ର କାହାକୁ ଦିଅନ୍ତୁ ନାହିଁ | ଖାସ କରି ଲାଲ କପଡା ଏବଂ ଶ୍ରୀଙ୍ଗାର ବାସ୍ତୁ କାହାକୁ ବି ଦିଅନ୍ତୁ ନାହିଁ |ଦହି ଏବଂ ଘିଅ ମଧ୍ୟ ଏହି ଦିନ କାହାକୁ ଦେବା ଉଚିତ ନୁହେଁ | ଧନତେରସ ରୁ ଦୀପାବଳୀ ପର୍ଯ୍ୟନ୍ତ ରାତିରେ ଦହି ଖାଇବ ଉଚିତ ନୁହେଁ ଏହା ଦ୍ୱାରା ଦରିଦ୍ରତା ଆସିଥାଏ ଏବଂ ଦେହ ବି ଖରାପ ହୋଇଥାଏ |

4.କାହାକୁ ବି ଘଣ୍ଟା କିମ୍ଵା ଧାରୁଆ ଜିଣିଷ ଉପହାର ସ୍ୱରୂପ. ଦେବେ ନାହିଁ ନହେଲେ ସମ୍ପର୍କ ଖରାପ ହୋଇଯିବ | ଜୋତା ଚପଲ ମଧ୍ୟ ଏହି ଦିନ ରେ କାହାକୁ ଦେବା ଉଚିତ ନୁହେଁ | ଏହି ଦିନ କଳା ରଙ୍ଗର ଶାଢ଼ୀ କିମ୍ଵା ପୋଷାକ କିଣନ୍ତୁନି କି ପିନ୍ଧନ୍ତୁନି ଅଶୁଭ ହୋଇଥାଏ | ଯଦି ଆପଣ ଧନ ତେରସ ରେ ଗଡି କିମ୍ବା ଘର କିଣିବାକୁ ଚାହୁଁଛନ୍ତି ତେବେ ଆଗରୁ ପାଇଁସା ପେମେଣ୍ଟ କରିଦିଅନ୍ତୁ | ଏହି ଦିନ ଜମି କିମ୍ଵା କୌଣସି ଜିନିଷ ମଧ୍ୟ କିଣିପାରିବେ କାରଣ ଜିନିଷ କିଣିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *