ଛୋଟ ଦୀପାବଳୀରେ କରନ୍ତୁ ଏହି 4 ଉପାୟ, ଖୁସି ହେବେ ମା ଲକ୍ଷ୍ମୀ, ଏତେ ଧନ ଦୌଲତ ଦେବେ ସମ୍ଭାଳି ପାରିବେ ନାହିଁ..

ଦୀପାବଳୀ ହିନ୍ଦୁ ଧର୍ମ ରେ ସବୁଠୁ ବଡ ପର୍ବ ରୂପରେ ପାଳନ କରାଯାଏ | ଦୀପାବଳୀର ଏହି ଉତ୍ସବ 5ଦିନ ପର୍ଯ୍ୟନ୍ତ ଚାଲିଥାଏ | ଯଦି ଏହିଥର ଦୀପାବଳୀ କୁ ନେଇକି ଅଜବ ସ୍ଥିତି ଜନ୍ମ ହୋଇଯାଇଛି ଯାହା ଦ୍ୱାରା ଏହା କେବଳ 4 ଦିନ ପର୍ଯ୍ୟନ୍ତ ହିଁ ଚାଲିବ | ବାସ୍ତବରେ ଏହିଥର ଛୋଟ ଦୀପାବଳୀ ଏବଂ ବଡ ଦୀପାବଳୀ ଉଭୟ ହିଁ 1 ଦିନ ପାଳନ କରାଯିବ | ତେବେ ଦୀପାବଳୀର ଆଗାମୀ ଦିନ ସୂର୍ଯ୍ୟ ଗ୍ରହଣ ହେବା ଯୋଗୁ ଗୋବର୍ଦ୍ଧନ ପୂଜା କୁ ନେଇକି ଲୋକ ଦୁବିଧା ରେ ଫଶୀ ଯାଇଛନ୍ତି |

ଏହି ବର୍ଷ ଧନତେରସ 23 ଅକ୍ଟୋବରକୁ ପଡୁଛି | ଏହା କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଥୀ ତିଥି 23 ଅକ୍ଟୋବର ର ସନ୍ଧ୍ୟା 6:40 ରୁ ଆରମ୍ଭ ହେବ | ଏହା 24 ଅକ୍ଟୋବର କୁ ସନ୍ଧ୍ୟା 5:28 ପର୍ଯ୍ୟନ୍ତ ରହିବା | ଏମିତିରେ ଉଦୟ ତିଥି ଅନୁଯାୟୀ ଛୋଟ ଦୀପାବଳୀ ଅର୍ଥାତ ଚତୁର୍ଦଶୀ 24 ଅକ୍ଟୋବର କୁ ପାଳନ କରାଯିବ |

ବର୍ତ୍ତମାନ ବଡ଼ ଦୀପାବଳୀ ବିଷୟରେ କହିବାକୁ ଗଲେ ତେବେ 24 ଅକ୍ଟୋବର ସନ୍ଧ୍ୟା କୁ ହିଁ 5:28 ରେ ଅମାବାସ୍ୟା ସ୍ଥିତି ଆରମ୍ଭ ହେଉଛି ଯାହା କି 25 ଅକ୍ଟୋବର କୁ 4:19 ପର୍ଯ୍ୟନ୍ତ ରହିବା |ବର୍ତ୍ତମାନ ପ୍ରଦୋଷ କାଳ ବି ଲାଗୁଚି ଆଉ ଏହା ପୂର୍ବରୁ ହିଁ ଅମାବାସ୍ୟା ଶେଷ ହୋଇଯାଉଛି | ଏମିତି ରେ ବଡ ଦୀପାବଳୀ ମଧ୍ୟ 24 ଅକ୍ଟୋବର କୁ ହିଁ ପାଳନ କରାଯିବ |

ଦୀପାବଳୀ ରେ ମା ଲକ୍ଷ୍ମୀଙ୍କର ପୂଜା ପାଠର ବଡ ମହତ୍ୱ ରହିଥାଏ | ତାଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ କୁ ନେଇକି ବଡ ଦୀପାବଳୀ ର ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ର ସମୟ ଉତ୍ତମ ବୋଲି ବିଶ୍ୱାସ ରହିଛି | ଏହି ସମୟରେ ସମସ୍ତେ ମା ଲକ୍ଷ୍ମୀ ଙ୍କୁ ତାଙ୍କ ଉପରେ ଧନବାନ ବଣିବାର ଇଛା ରଖିଥାନ୍ତି | ଏମିତି ରେ ଯଦି ଆପଣ ବଡ ଦୀପାବଳୀ ର ଲକ୍ଷ୍ମୀ ପୂଜା ପୂର୍ବରୁ କିଛି ଖାସ ଉପାୟ କରିନିଅନ୍ତି ତେବେ ମା ଲକ୍ଷ୍ମୀ ନିଶ୍ଚିନ୍ତ ପ୍ରଶନ୍ନ ହୋଇଯାନ୍ତି |ଆପଣଙ୍କୁ ଏହି ଉପାୟ ଛୋଟ ଦୀପାବଳୀ ରେ କରିବା ଉଚିତ ଯାହା ଦ୍ୱାରା ଆପଣଙ୍କୁ ଏହାର ଲାଭ ସବୁଠାରୁ ଅଧିକ ମିଳିବା |

ଛୋଟ ଦୀପାବଳୀ ରେ ଏହି ଉପାୟ ଦ୍ୱାରା କରନ୍ତୁ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ

1.ଛୋଟ ଦୀପାବଳୀ ଆସିବ ପର୍ଯ୍ୟନ୍ତ ଘରେ ଯେତେ ବି ମଇଳା, ଧୂଳି ମାଟି, ଭଙ୍ଗା ରୁଜା ବାସନ,ଜଙ୍ଗ ଲାଗିଥିବା ଜିନିଷ, ଖରାପ ଜିନିଷ ଏବଂ ବଳକା ଅଳିଆ ରହିଛି ସବୁ ବାହାର କରିଦିଅନ୍ତୁ | ଦୀପାବଳୀ ପୂର୍ବରୁ ଘରର ଭଲ ସଫା ସୁତୁରା କରିଦିଅନ୍ତୁ | ଆପଣଙ୍କ ଘର ଯେତେବେଳେ ସଫା ରହିବା ସେତେ ସକାରାତ୍ମକ ଉର୍ଜା ବନି ରହିବା | ମହାଲକ୍ଷ୍ମୀ ସେହିପରି ଘରେ ପ୍ରବେଶ କରିବାକୁ ପସନ୍ଦ କରିଥାନ୍ତି ଯେଉ ଘରେ ସକାରାତ୍ମକ ଉର୍ଜା ଅଧିକ ଥାଏ | ଯାହା ମଇଳା ହୋଇଥାଏ ସେଠାରେ ନକାରାତ୍ମକ ଉର୍ଜା ରହିଥାଏ | ସେହିପରି ଜାଗାକୁ ମା ଲକ୍ଷ୍ମୀ ଆସନ୍ତି ନାହିଁ |

2.ଘର ସଫା କରିସାରିବା ପରେ ଘରର ଚାରିଆଡେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କ ଯେତିକି ବି ଟିକିଏ ବହୁତ ନକାରାତ୍ମକ ଉର୍ଜା ରହିଥିବା ତାହା ସମାପ୍ତ ହୋଇଯିବ |ଏତିକି ନୁହେଁ ଏହା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିବ | ଏହି ପରି ପରିଵେଶ ରେ ମା ଲକ୍ଷ୍ମୀ କେବଳ ଆପଣଙ୍କ ଘରକୁ ଆସିବେ ନାହିଁ ବରଂ ବହୁତ ଦିନ ପର୍ଯ୍ୟନ୍ତ ନିବାସ ମଧ୍ୟ କରିବେ |

3.ବଡ ଦୀପାବଳୀ ଆସିବ ପୂର୍ବରୁ ମୁଖ୍ୟ ଦ୍ୱାରା ରେ ସ୍ୱସ୍ତିକ ନିଶ୍ଚିନ୍ତ ବନାନ୍ତୁ | ଆପଣ ଯଦି ଚାହିଁବେ ସେହିଠାରେ ଶୁଭ ଏବଂ ଲାଭ ମଧ୍ୟ ଲେଖିପାରିବେ | ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଶୀଘ୍ର ପ୍ରବେଶ କରିଥାନ୍ତି |କୁହାଯାଏ କି ଯେଉ ଘରର ମୁଖ୍ୟ ଦ୍ୱାରା ରେ ସ୍ୱସ୍ତିକ ଚି଼ହ୍ନ ହୋଇଥାଏ ସେହିଠାରେ ମା ଲକ୍ଷ୍ମୀ ଙ୍କ କୃପାରୁ ପୁରା ବର୍ଷ ଉନ୍ନତି ବନି ରହିଥାଏ |

4. ଦୀପାବଳୀର ପୂଜା କରିବା ପୂର୍ବରୁ ଘରେ ସମସ୍ତ ଜାଗାରେ ରଙ୍ଗ ବେରଙ୍ଗୀ ର ଲାଇଟ,ଅସଲି ଫୁଲ ଏବଂ ବାକି ଜିନିଷ ଦ୍ୱାରା ଘରକୁ ସଜେଇ ଦେବା ଦରକାର |ଏହା ଦ୍ୱାରା ଆପଣଙ୍କ ଘର ତ ଆକର୍ଷିତ ଦେଖାଯାଇଥାଏ ଏହା ସହ ଗୋଟିଏ ସକାରାତ୍ମକ ପରିବେଶ ମଧ୍ୟ ବନି ଯାଏ |ଏହିପରି ସକାରାତ୍ମକ ବାତାବରଣ ରେ ମହାଲକ୍ଷ୍ମୀ ଶୀଘ୍ର ପ୍ରବେଶ କରିଥାନ୍ତି ଏବଂ ଆପଣଙ୍କୁ ଢେର ସାରା ଆଶୀର୍ବାଦ ଦେଇଥାନ୍ତି |

5.ମା ଲକ୍ଷ୍ମୀ ଙ୍କୁ ଆପଣଙ୍କ ଘରକୁ ଡ଼ାକିବ ପାଇଁ ମୁଖ୍ୟ ଦ୍ୱାରା ରେ ରଙ୍ଗୋଲି ନିଶ୍ଚିନ୍ତ ବନେଇବା ଦରକାର | ଏହି ରଙ୍ଗୋଲି ସହ ମା ଲକ୍ଷ୍ମୀ ଙ୍କ ପାଦ ଚି଼ହ୍ନ ମଧ୍ୟ ବନେଇବା ଉଚିତ | ଏହା ବ୍ୟତୀତ ମୁଖ୍ୟ ଦ୍ୱାରା ରେ ଦୀପ ମଧ୍ୟ ଜଳେଇବ ଦରକାର |ଏହି ସମସ୍ତ ଜିନିଷ ଦ୍ୱାରା ମହାଲକ୍ଷ୍ମୀ ଆମ ଘରକୁ ଶୀଘ୍ର ଆସିଥାନ୍ତି |

Leave a Reply

Your email address will not be published. Required fields are marked *