ଚଳିତ ବର୍ଷ ଦୀପାବଳିକୁ ଲୋକେ ବେଶ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ଯାହାକି ଅକ୍ଟୋବର ୨୫ ରେ ଅନୁଷ୍ଠିତ ହେବ । ତେବେ ଏହି ଦିନ ପୟାଶ୍ରାଦ୍ଧ ମଧ୍ୟ ରହିଛି । ଏହିଦିନ ଏକ ଭଲ ସଂଯୋଗ ହେଉଥିବାରୁ କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଦୀପାବଳି ଠାରୁ ସମ୍ପୂର୍ଣ୍ଣ ଜୀବନ ବଦଳିବାକୁ ଯାଉଛି ।
ଏହିଦିନ ସୂର୍ଯ୍ୟ , ଶୁକ୍ର ଏବଂ ବୃହସ୍ପତି ଏହି ତିନୋଟି ବଡ଼ ଗ୍ରହର ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛି । ଦୀପାବଳି ଠାରୁ ଏହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିବାକୁ ଯାଉଛି । ଆଜିକାର ଲେଖାରେ ଆମେ ସେହି ମହା ସଂଯୋଗ କିପରି ହେଉଛି ସେହି ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିନେବା ।

ଏହି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେରଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଧନର ଅଭାବ ଶେଷ ହେବାକୁ ଯାଉଛି । ଏହି ଚାରୋଟି ରାଶିକୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ସେହି ଚାରିଗୋଟି ରାଶି ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପଡ଼ିବାକୁ ଯାଉଛି । କହିବାକୁ ଗଲେ ଦୀପାବଳି ଭାରତର ବଡ଼ ପର୍ବ ମଧ୍ୟରୁ ଅନ୍ୟତମ ଅଟେ । ତେଣୁ ଦୀପାବଳି ଦିନ ଆଲୋକର ଉତ୍ସବ ସହିତ ସେହି ସବୁ ରାଶିଙ୍କ ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।
ଦୀପାବଳି ଦିନ ଠାରୁ ହିଁ ସମସ୍ତ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଆପଣ ନିଜ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ । ଦୀର୍ଘ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଖୁସିର ଖବର ମିଳିବ । ନୂଆ ନୂଆ କାର୍ଯ୍ୟ କରିବାକୁ ଆଗ୍ରହୀ ରହିବେ । ଆର୍ଥିକ ଉନ୍ନତି ପାଇଁ ନୂତକ ଯୋଜନା ମାନ ପ୍ରସ୍ତୁତ କରିବେ । କାର୍ଯ୍ୟ ଶୈଳୀରେ ଉନ୍ନତି ଆସିବ । କୌଣସି ନୂତନ କାର୍ଯ୍ୟ କରିବାକୁ ଯୋଜନା କରୁଥିଲେ ସମୟ ଅତ୍ୟନ୍ତ ଶୁଭ ଅଟେ ।
ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କିଛି ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । କୌଣସି ବିଶେଷ କାର୍ଯ୍ୟ କରିବାକୁ ଚାହୁଁଥିଲେ ଏହି ସମୟ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ । ପ୍ରେମ ଜୀବନଯାପନ କରୁଥିଲେ ମଧ୍ୟ ଏହି ସମୟ ଉତ୍ତମ ଅଟେ ।

ଘର ପରିବାରରେ ଖୁସିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ନୂତନ ବନ୍ଧୁ ମଧ୍ୟ ବନାଇବେ , ଯେଉଁ ମାନଙ୍କ ଦ୍ୱାରା ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ । ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ନିଜର ପୁରୁଣା ପଇସା ମଧ୍ୟ ଫେରସ୍ତ ପାଇବେ । ବିବାହରେ ସମସ୍ୟା ଆସୁଥିବା ବ୍ୟକ୍ତିଙ୍କର ବିବାହ ଯୋଗ ରହିଛି । ବିଦ୍ୟାର୍ଥୀ ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ସମୟ ଭଲ ରହିଛି ।
ତେଣୁ ନିଶ୍ଚୟ ସଫଳ ହେବେ । ଯାନବାହନ କିଣିବାକୁ ମନ ବଳାଇ ପାରନ୍ତି । ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ବ୍ୟବସାୟରେ ଲାଭ ମିଳିବ । ମାତା ଲକ୍ଷ୍ମୀଙ୍କ କୃପାରୁ ଦୀପାବଳି ଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।
ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ବୃଷ ରାଶି , ସିଂହ ରାଶି , ତୁଳା ରାଶି ଏବଂ କୁମ୍ଭ ରାଶି ।
