ଦୀପାବଳି ଘରର କବାଟରେ ଲେଖିଦିଅନ୍ତୁ ଏହି 2 ଶବ୍ଦ ପୁରା ବର୍ଷ ପଇସା ପାଣି ପରି ଆସିବ..

ଦୀପାବଳି ରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ନିଜ ଘରକୁ ଡାକିବା ପାଇଁ କିଛି ଖାସ ପ୍ରୟୋଗ କରାଯାଇଥାଏ | ଯାହା ଲକ୍ଷ୍ମୀଙ୍କୁ ସ୍ଥିର କରିଥାଏ ଜୀବନ ରେ ଖୁସି ଭରିଥାଏ ଏବଂସୁଖ ଶାନ୍ତି ସମୃଦ୍ଧି ଦେଇଥାଏ | ଆଜି ଆମେ ଆପଣଙ୍କୁ ଏହିପରି 2 ଶବ୍ଦ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ମନୋକାମନା ପୁରଣ ହୋଇଯିବ ଏବଂ ଘରେ ଧନର ବର୍ଷା ହେବ | ତେବେ ଚମତ୍କାରୀ ସିନ୍ଦୁର ବିଷୟରେ କହିବାକୁ ଯାଉଛୁ ଯାହା ସହିତ ଆପଣଙ୍କୁ ଏହି ପ୍ରୟୋଗ କରିବାକୁ ହେବ | ଯାହା ଦ୍ୱାରା ଲକ୍ଷ୍ମୀ ସ୍ଥିର ହୋଇଯିବ ଆପଣଙ୍କ ଘରୁ କୁଆଡେ ବି ଯିବେ ନାହିଁ | ତେବେ ଆସନ୍ତୁ ଜାଣିବା..

କରନ୍ତୁ ଏହି ଚମତ୍କାରୀ ଉପାୟ :-

ଗୋଟିଏ ପାତ୍ର ରେ ଟିକିଏ ସିନ୍ଦୁର ନିଅନ୍ତୁ ସେଥିରେ ଘିଅ ମିଶେଇ ଫେଣ୍ଟି ଦିଅନ୍ତୁ | ଏବଂ ଏହା ପରେ ଘରର ମୁଖ୍ୟ ଦ୍ୱାରରେ ବାହାର ପଟେ ବାମ ପଟେ ଶୁଭ ଲେଖନ୍ତୁ ଏବଂ ଡାହାଣ ପଟେ ଲାଭ ଲେଖନ୍ତୁ |ଏହା ଦ୍ୱାରା ଘରେ ମଙ୍ଗଳ ସ୍ଥିତି ହୋଇଥାଏ, ଘରେ ସବୁ ଶୁଭ ହୋଇଥାଏ | ଏହା ଦ୍ୱାରା ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି ଯାହା ଦ୍ୱାରା ଘରେ ସୁଖ ଶାନ୍ତି ବନି ରହିଥାଏ | ଏହା ଦ୍ୱାରା ଲକ୍ଷ୍ମୀ ମଧ୍ୟ ପ୍ରଶନ୍ନ ହୋଇଥାନ୍ତା | ତେବେ ଯଦି ଆପଣଙ୍କ ବିଜନେସ ସ୍ଥଳ ସେହିଠାରେ ପ୍ରଥମେ ଲାଭ ଲେଖିବେ ଏବଂ ତାପରେ ଶୁଭ ଲେଖିବେ | ଏହା ଦ୍ୱାରା ସବୁ ଶୁଭ ହୋଇଥାଏ |

ଯଦି ଆପଣଙ୍କ ବିଜସେନ ଅଛି କିମ୍ବା କୋୖଣସି ବେପାର ବାଣିଜ୍ୟ ଅଛି ତେବେ ସେହିଠାରେ ଆପଣ | ସିନ୍ଦୁରରେ ପ୍ରଥମେ ଲାଭ ଲେଖିବେ ଏବଂ ପରେ ଶୁଭ ଲେଖିବେ | ଏଥି ସହିତ ଧ୍ୟାନ ରଖନ୍ତୁ ଯଦି ଆପଣଙ୍କର ନୂଆ ଯାନ କିମ୍ଵା ବେପାର ରେ କିଛି ମେସିନ ଅଛି ସିନ୍ଦୁର ରେ ସ୍ୱସ୍ତିକ ବନେଇବାକୁ ଭୁଲିବେ ନାହିଁ |

ଯଦି ଆପଣ କାର ରେ କରୁଛନ୍ତି କି ଦୁଇଚକିଆ ଯାନ ହେଉ କିମ୍ଵା ସାଇକେଲ ସେଥିରେ ସ୍ୱସ୍ତିକ ବନେଇବା ଦ୍ୱାରା ଦୁଘାଟଣା ହେବାର ଆଶଙ୍କା କମ ହୋଇଯାଇ ଥାଏ | ତେବେ ଯଦି ଆପଣ ବିଜନେସ ରେ କୌଣସି ମେସିନ କିମ୍ଵା ଅନ୍ୟାନ ଜିନିଷ ରେ ସ୍ୱସ୍ତିକ କରୁଛନ୍ତି ତେବେ ଆପଣଙ୍କୁ ଦୁଇ ଗୁଣ ଲାଭ ହୋଇଥାଏ |

ତେବେ ବନ୍ଧୁଗଣ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦୀପାବଳି ରେ ଏହି ଉପାୟ କରନ୍ତୁ | ନିଶ୍ଚିନ୍ତ ଶୁଭ ଫଳ ମିଳିବ | ଯଦି ଆପଣଙ୍କ ପାଖରେ ସିନ୍ଦୁର ରେ ମିଶେଇବା ପାଇଁ ଘିଅ ନାହିଁ ତେବେ ଆପଣ ସେଥିରେ ସୋରିଷ ତେଲ ମଧ୍ୟ ମିଶେଇ ପାରିବେ | କିନ୍ତୁ ଘିଅ ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *