ବଡ ଶନିବାର ଚୁପଚାପ ପୋତି ଦିଅନ୍ତୁ ଗୋଟିଏ କଣ୍ଟା ମନ ଚାହୁଁଥିବା ଚାକିରୀ,ଗାଡି, ବଙ୍ଗଳା ସବୁକିଛି ଆପଣଙ୍କୁ ମିଳିଯିବ

ଶନିବାର ଦିନଟିକୁ ଶନି ଦେବଙ୍କୁ ସମର୍ପଣ କରାଯାଇଛି | ଏବଂ ଯଦି ଏହି ଦିନ କିଛି ଉପାୟ କରାଯାଏ ତେବେ ଜୀବନର ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ | ଏହା ମଧ୍ୟ କୁହାଯାଏ ଯେ ଶନିବାର ଦିନ ଏହି ଉପାୟ କରିଲେ କିସମତର ତାଲା ମଧ୍ୟ ଖୋଲିଯାଏ ବୋଲି | ସନିଦେବଙ୍କୁ ସମସ୍ତେ ଡରିଥାନ୍ତି | ଆଉ ଯଦି ଆମେ ଶନିବାର ଦିନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଉପାୟ ଆମେ ଶନିବାର ଦିନ କରିବା ଦ୍ୱାରା ନା କେବଳ ସନିଦେବଙ୍କ କୋପରୁ ଆମେ ମୁକ୍ତି ପାଇବା ବରଂ ଆମ ଉପରେ ସନିଦେବ ପ୍ରଶନ ହୋଈ ଆମ ଉପରେ ନିଜର କୃପା ଦୃଷ୍ଟି ମଧ୍ୟ ରଖିବେ |

ଆପଣ ତ ଏହା ମଧ୍ୟ ଜାଣିଥିବେ ଯେ ଯଦି ଶନି ଭଲ ଥିବେ ତେବେ ଆପଣ ନିଜ ଜୀବନରେ ସବୁ କିଛି ହାସଲ କରିପାରିବେ ଯାହା ଆପଣଙ୍କୁ ନିଜ ଜୀବନରେ ଦରକାର ଥାଏ | କାରଣ ସନିଦେବ ହିଁ ଏକ ଏପରି ଦେବତା ଯିଏ କି ଜଣେ ମଣିଷକୁ ନିଜ କୃପାରୁ ବହୁତ ଉପରକୁ ନେଇ ଯାଇଥାନ୍ତି | ଏବଂ ଏହା ମଧ୍ୟ ସତ୍ୟ କି ସନିଦେବ ରୁଷ୍ଟ ମଧ୍ୟ ବହୁତ ଜଲ୍ଦି ହୋଇଯାନ୍ତି | ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏପରି 4ଟି ଉପାୟ କହିବୁ ଯେଉଁଥିରେ ଆପଣଙ୍କ ଜୀବନର ଏବଂ ଆପଣଙ୍କ ଭାଗ୍ୟର ବନ୍ଦ ହୋଇଯିଇଥିବା ତାଲା ଫିଟିଯିବ | ଆପଣ ନିଜ ସୁବିଧା ଅନୁଯାୟୀ କୋୖଣସି ବି ଉପାୟ କରିପାରିବେ |

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟେ ତାଲା ମଧ୍ୟ ଆପଣଙ୍କ ଜୀବନର ବନ୍ଦ ଭାଗ୍ୟକୁ ଖୋଲିଦେଇପାରେ | ଯେତେବେଳେ ଆପଣ ସନିଦେଵଙ୍କ ପାଇଁ ଏହି ଉପାୟ କରିବେ ଧ୍ୟାନ ଦେବ ସେତେବେଳେ ଆପଣ ଯେଉଁ ତାଲା କିଣିବେ ତାହା ଷ୍ଟିଲ୍ ହୋଇଥିବା ଦରକାର | ଏବଂ ଆପଣ ସେ ତାଲାକୁ ଖୋଲିକି ଦେଖିବେନି କି ତାହା ଖୋଲୁଛି କି ନାହିଁ | ବହୁତ ଲୋକ ଏହି ଭୁଲ କରିଦିଅନ୍ତି ଖୋଲିକି ଦେଖିଦିଅନ୍ତି | ଆପଣ ଧ୍ୟାନ ଦିଅନ୍ତୁ ଯେମିତି ଆପଣ ସେହି ତାଲା କୁ କିଣିବା ପରେ ଖୋଲିକି ନ ଦେଖିବେ ଏବଂ ଦୋକାନୀକୁ ମଧ୍ୟ ଖୋଲିବାକୁ ଦିଅନ୍ତୁ ନାହିଁ |

ଯେମିତି ହିଁ ବନ୍ଦ ତାଲା ତାହେ ଆପଣ ଠିକ ସେମିତି ହିଁ ସେହି ତାଲାକୁ କିଣି ଆଣନ୍ତୁ | ଏବଂ ଆପଣଙ୍କୁ ଏହି ତାଲା ଶୁକ୍ରବାରକୁ ହିଁ ଆଣିବାର ଅଛି | ଏବଂ ରାତିରେ ଶୋଇଲା ହେଲେ ସେହି ତାଲାକୁ ନିଜ ମୁଣ୍ଡ ଆଖ-ପାଖରେ ରଖିଦିଅନ୍ତୁ କୋୖଣସି ଟେବୁଲ କିମ୍ଭା ଝରକା ଯେଉଁଠିବି ରଖୁଛନ୍ତି ରଖନ୍ତୁ | ଏବଂ ଏହା ପରେ ଆପଣ ଶନିବାର ଦିନ ଉଠି ସାନ୍ନ ସାରିଵା ପରେ ସେ ତାଲାକୁ ଖୋଲିବେନି ସେ ଯେମିତି ଥିବ ତାକୁ ସେମିତି ହିଁ ନେଇ କୋୖଣସି ଓସ୍ତ ଗଛ ତଳେ କିମ୍ଭା କୋୖଣସି ମନ୍ଦିରରେ ରଖିଦିଅନ୍ତୁ |

ରଖିବା ପରେ ଆପଣ ନିଜ ସମସ୍ୟା କୁହନ୍ତୁ ଆପଣଙ୍କୁ ଚାକିରୀ ଦରକାର, ଆପଣଙ୍କୁ ବ୍ୟବସାୟରେ ଉନ୍ନତି ଦରକାର, ଏବଂ ଆପଣଙ୍କୁ ଯାହା ବି ଦରକାର ଆପଣ କହିଦିଅନ୍ତୁ | ଏବଂ ପଛକୁ ଜମା ବି ନ ଅନେଇ ଘରକୁ ଚାଲି ଆସନ୍ତୁ | ଏବଂ ଯେତେବେଳ ବି କୋୖଣସି ବ୍ୟକ୍ତି ସେହି ତାଲାକୁ ଖୋଲିବ ସେହି ତାଲା ସହ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ |

ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ଗୋଟେ ଛୋଟ ଉପାୟ କହିବୁ | ଯେମିତି ବେଳେ ବେଳେ ଆମ ମାନଙ୍କ ଉପରେ କରଜର ବୋଝ ବହୁତ ହୋଇଯାଇଥାଏ | ଯେତେବି ଚେଷ୍ଟା କର ନା କାହିଁକି ନା ଘରକୁ ପଇସା ଆସେ ନା ହିଁ ମୁଣ୍ଡରୁ କରଜ ଓଲ୍ହାଏ | ଏମିତି ବି ହୁଏ ଯେଉଁଠାରେ ଚାକିରୀ କରିଥାନ୍ତି ଆମେ ସେଇଟିକାର ଉଚ୍ଚ କର୍ମଚାରୀ ମାନେ ଅସୁବିଧାରେ ପକେଇଥାନ୍ତି | ଏମିତିରେ ଯେତେବେଳେ ଆପଣଙ୍କ ଜୀବନରୁ ଟେନସନ୍ ଯିବାର ନା ହିଁ ଧରୁନଥାଏ ସେତେବେଳେ ଆପଣ କଣ କରିବେ |

ଆପଣ ଯେଉଁ ଚପଲ କିମ୍ଭା ଜୋତା ପିନ୍ଧୁଛନ୍ତି ନା ତାକୁ ହିଁ ପିନ୍ଧି ପାଖରେ ଥିବା କୋୖଣସି ବି ମନ୍ଦିରକୁ ଯାଆନ୍ତୁ | ପୂଜା ପାଠ କରନ୍ତୁ | ହଁ ଚପଲ ଖୋଲିକି ହିଁ ମନ୍ଦିର ଯିବାକୁ ପଡିବ | କିନ୍ତୁ ଯେତେବେଳେ ଆପଣ ସେଠାରୁ ବାହାରିକୁ ଆସିବେ ସେତେବେଳେ କିନ୍ତୁ ଆପଣ ସେହି ଚପଲକୁ ନିଜ ସାଥିରେ ନିଜ ଘରକୁ ଆଣିବେନି ସେହି ଚପଲକୁ ସେହିଠାରେ ହିଁ ଛାଡ଼ିଦେଇ ଆସିବେ | ଏବଂ ଏହି ଯେଉଁ ଚପଲ ଆପଣଙ୍କ ଜୀବନର ଚାକିରୀ ଜନିତ ଏବଂ ଅର୍ଥ ଜନିତ ସବୁ ସମସ୍ୟାକୁ ସମାପ୍ତ କରିଦେବ | ମନେ ରଖିବେ ଏମିତି ଚପଲ ଛାଡ଼ିବେ ଯେଉଁଥିରେ ଆପଣଙ୍କ ପାଦର ଚି଼ହ୍ନ ଥିବ | ଅର୍ଥାତ ଯେଉଁ ଚପଲକୁ ଆପଣ ଅନେକ ଦିନ ହେବ ପିନ୍ଧୁଥିବେ ସେହି ଚପଲକୁ ହିଁ ଛାଡିକି ଆସିବେ |

ଆପଣ ଚାହିଁବେ ତ ମାଛ ମାନଙ୍କୁ ଦାନା ଦେଇପାରିବେ ଏବଂ ଆପଣ ଯଦି ଚାହିଁବେ ପିମ୍ପୁଡି ମାନଙ୍କୁ ମଧ୍ୟ ଅଟା ଖାଇବାକୁ ଦେଇପାରିବେ | ଏହା ମଧ୍ୟ ମାନ୍ୟତା ଅଛି କି ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସନ୍ତାନ ଜନିତ ସମସ୍ୟା ଅତି ଶୀଘ୍ରହିଁ ସମାପ୍ତ ହୋଇଯାଇଥାଏ | ଅନେକ ଥର ଏମିତି ମଧ୍ୟ ହୋଇଥାଏ ଯେ ଆପଣଙ୍କ ଠାରୁ ଟଙ୍କା ଧାର ତ ନେଇଯାଇଥାନ୍ତି କିଛି ଲୋକ କିନ୍ତୁ ଦେବାର ନା ଜମାବି ଧାରନ୍ତିନି ନାହିଁ | ଏବଂ ପଇସା ଦେବା ଜାଗାରେ ଅନେକ ପ୍ରକାରର ବାହାନା ମଧ୍ୟ ବାନେଇଥାନ୍ତି |

ଆପଣ ଯଦି ବ୍ୟସ୍ତ ଅଛନ୍ତି ଆପଣଙ୍କୁ ପଇସା ଦରକାର ଆଉ ଆପଣଙ୍କୁ ଆପଣଙ୍କର ନିଜ ପଇସା ହିଁ ମିଳୁନାହିଁ ତେବେ ଆପଣଙ୍କ ଘରେ ତ ନିଶ୍ଚିତ ରୁଟି ତିଆରି ହେଉଥିବ ତେବେ ସେହି ରୁଟିର ଶେଷକୁ ହାତରେ ନିଅନ୍ତୁ ନିଜର ସବୁ ସମସ୍ୟାକୁ କୁହନ୍ତୁ ଏବଂ ସେହି ରୁଟିରେ 2ଠୋପା ତେଲ ଆଜ୍ଞା ମନେ ରଖିବେ ସୋରିଷ ତେଲ ଲଗାଇ ଆପଣଙ୍କ ଘରେ ଥିବ କୁକୁର କିମ୍ଭା ଅନ୍ୟ କୋୖଣସି କୁକୁରଙ୍କୁ ନିଜ ମନର କଥା ଜଣାଇ ସେଇ ରୁଟି ଖାଇବାକୁ ଦେଇଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କର ଫାଶୀ ରହିଥିବା ଟଙ୍କା ବହୁତ ସହଜରେ ମିଳିଯିବ |

ଯଦି ଆପଣ ନିଜ ଜୀବନର କୌଣସି ପ୍ରକାରର ବି ଉନ୍ନତି କରିପାରୁନାହାନ୍ତି | କିମ୍ଭା ଆପଣଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ରହିଛି ତେବେ ଏମିତି ସମୟରେ ଆପଣ କଣ କରିବେ | ଚାଲନ୍ତୁ ଜାଣିବା | ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କୋୖଣସି ବି ଏକ ଶନିବାର ଦିନ ସକାଳରୁ ସନ୍ଧ୍ୟା ସମୟ ମଧ୍ୟରେ ଗୋଟେ ଲୁହାର କଣ୍ଟା ନିଅନ୍ତୁ ଏବଂ କୋୖଣସି ଏକ ଓସ୍ତ ଗଛ ପାଖକୁ ଚାଲିଯାନ୍ତୁ | ଏବଂ ଆପଣଙ୍କର ଯାହା ବି ସମସ୍ୟା ଅଛି ସବୁକୁ କହିବ ପରେ ସେହି କଣ୍ଟାକୁ ଓସ୍ତ ଗଛର ଚେର ତଳେ ଥିବା ମାଟିରେ ପୋତିଦିଅନ୍ତୁ | ଏମିତି କରିବା ଦ୍ୱାରା ବହୁତ କାମ ଦିନରେ ହିଁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯିବ |

Leave a Reply

Your email address will not be published. Required fields are marked *