ଶ୍ରୀକୃଷ୍ଣ କହିଛନ୍ତି ତୁଳସୀ ଗଛ ପାଖରେ 3 ଜିନିଷ ରଖିବା ଦ୍ୱାରା ଧନର ଖର୍ଚ ହୋଇଯାଏ…

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ତୁଳସୀ କୁ ବହୁତ ଶୁଭ ବୋଲି କୁହାଯାଏ | ତୁଳସୀ ରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଏବଂ ସେଥିରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବାସ ହୋଇ ଥାଏ | ଏହି ବୃକ୍ଷ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀହରିଙ୍କର ବହୁତ ପ୍ରିୟ ହୋଇଥାଏ | ତେବେ ବନ୍ଧୁଗଣ ଏହି ଗଛକୁ ପୂଜା କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ | ତେବେ ବନ୍ଧୁଗଣ ଆଜି ଆମେ ତୁଳସୀ ସହ ଜଡିତ ଏମିତି ଅନେକ ଫାଇଦା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ | ତେବେ ଆସନ୍ତୁ ଜାଣିବା ସେହି ଫାଇଦା ବିଷୟରେ..

ରିସର୍ଚ୍ଚ ଅନୁସାରେ ଚା ରେ ପିଇବା ଦ୍ୱାରା ଅବା ଗୋଟିଏ ପତ୍ର ତୁଳସୀର ଖାଇବା ଦ୍ୱାରା କ୍ୟାନ୍ସର ରୋଗ କେବେ ବି ହୋଇ ନଥାଏ |ତୁଳସୀ ସବୁବେଳେ ସକାରାତ୍ମକ ରେ ଭରି ରହିଥାଏ ଏବଂ ଘରେ ଗୋଟିଏ ନୂଆ ଉର୍ଜାର ସଂଚାର କରିଥାଏ | ମାତା ଲକ୍ଷ୍ମୀ ଙ୍କ ପ୍ରଭାବ ସବୁବେଳେ ଆପଣଙ୍କ ସହ ରହିଥାଏ |

ଖାସ କରି ତୁଳସୀ ମୁହଁ ପାଇଁ ବହୁତ ହିଁ ଫଳପ୍ରଦ ହୋଇଥାଏ ଏହାର ବ୍ୟବହାର ଦ୍ୱାରା ବ୍ରଣ ଆଦି ମୁହଁରେ ହେଉଥିବା ଚର୍ମ ରୋଗ ଭଲ ହୋଇଯାଇଥାଏ ଏବଂ ଚେହେରା ଏକଦମ ସଫା ହେଇଯାଏ | କାରଣ ତୁଳସୀ ରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ | ତୁଳସୀ କୁ ସବୁଦିନ ହାତ ଯୋଡି ପ୍ରଣାମ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ମିଳିଥାଏ | ତୁଳସୀ କୁ ପ୍ରଣାମ କରିବା ଦ୍ୱାରା ସକାରାତ୍ମକ ଉର୍ଜା ମଧ୍ୟ ଶରୀରରେ ଭରିଯାଇଥାଏ | ଏହା ଦ୍ୱାରା ଅନେକ ଫାଇଦା ମିଳିଥାଏ | ଯଦି ଆପଣଙ୍କର ଖଣ୍ଡିଆ ହୋଇଯାଏ ତେବେ ଏଥିରେ ତୁଳଦୀ ଲଗେଇବା ଦ୍ୱାରା ତାହା ଶୀଘ୍ର ଠିକ ହୋଇଯାଇଥାଏ | କାରଣ ଏଥିରେ ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଥାଏ ଯାହା ଘା କୁ ଶୀଘ୍ର ଭରିଦେଇଥାଏ |

ତୁଳସୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ତ ସେ ରଙ୍କ ରୁ ରାଜା ହୋଇଯାଇଥାଏ | ବନ୍ଧୁଗଣ ଯଦି ମାତା ଲକ୍ଷ୍ମୀଙ୍କର କୃପା କାହା ଉପରେ ରହିଥାଏ ତ ସେ ବହୁତ ଧନବାନ ହୋଇଯାଇଥାଏ | ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ତେବେ ଆପଣ ତୁଳସୀର କାଢ଼ା କରି ପିଇପାରିବେ | ଏହା କରିବା ଦ୍ୱାରା ଶୀଘ୍ର ଥଣ୍ଡା କାଶ ଭଲ ହୋଇଯାଇଥାଏ | ତୁଳସୀ ରେ ପ୍ରତିଦିନ ଯଦି ପୂଜା ପାଠ କରାଯାଏ ଏବଂ ସନ୍ଧ୍ୟା ରେ ଦୀପ ଜଳାଯାଏ ତେବେ ତୁଳସୀ ମାତା ଅନେକ ଫାଇଦା ଦେଇଥାନ୍ତି |

ଜଦି ଆପଣଙ୍କ ବ୍ୟବସାୟ ରେ ଅଧିକ ମାତ୍ରା ରେ କ୍ଷତି ହେଉଛି ତେବେ ଶୁକ୍ରବାର ଦିନ ତୁଳସୀ ରେ କ୍ଷୀର ଢ଼ାଳିବା ଦ୍ୱାରା ସବୁ ସମସ୍ୟା ର ସମାଧାନ ହୋଇଥାଏ | ଏବଂ ବ୍ୟାପାର ରେ ଅନେକ ପ୍ରଗତି ହୋଇଥାଏ | ଯେଉଁ ଘର ପାଖରେ ତୁଳସୀ ଗଛ ମୂଳରେ ଦୀପ ଜଳିଥାଏ, ସେଇଠି ଭୁତ ପ୍ରେତ କେବେ ବି ପ୍ରବେଶ କରିପାରନ୍ତି ନାହିଁ |

କାରଣ ତୁଳସୀ ରହୁଥିବା ଜାଗାରେ କୌଣସି ବି ନକାରାତ୍ମକ ଶକ୍ତି ଆସିପାରି ନଥାଏ | ଯଦି ଆପଣଙ୍କ ଘରେ ଧନର ଅଭାବ ହେଉଛି ଏବଂ ପୁଞ୍ଜି ରୁ ଧୀରେ ଧୀରେ ପଇସା ସରିଯାଉଛି ତେବେ ଏଭଳି ପରିସ୍ଥିତିରେ ଆପଣ ତୁଳସୀକୁ ଘରକୁ ଆଣନ୍ତୁ ଏବଂ ପୂଜା କରନ୍ତୁ | ଏହା କରିବା ଦ୍ୱାରା ସବୁ ସମସ୍ୟା ଆପେ ଆପେ ସମାପ୍ତ ହୋଇଯାଏ |

12. ଯଦି ଆପଣ ଅନେକ ଫାଇଦା ଚାହୁଁଛନ୍ତି ତେବେ ତୁଳସୀ ପତ୍ର କୁ ଭଗବାନ ଶ୍ରୀହରି ଙ୍କ ପୂଜା ରେ ଭୋଗ ଲଗାନ୍ତୁ | କୁହାଯାଏ କେବଳ ତୁଳସୀ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଯାନ୍ତି | ଏମିତିରେ ତ ସବୁ ଦେବି ଦେବତାଙ୍କୁ ତୁଳସୀ ଅର୍ପଣ କରାଯାଏ କିନ୍ତୁ ଶିବ ଏବଂ ଗଣେଶ ଙ୍କୁ କରାଯାଏ ନାହିଁ |

ଯଦି ଆପଣଙ୍କ ପିଲା ଉପରେ କାହାର ଖରାପ ନଜର ପଡିଛି ତେବେ ଆପଣ ତୁଳସୀର 7ଟି ପତ୍ର ଏବଂ 7ଟି ଗୋଲମରୀଚ ନେଇ ପିଲାଟିର ପାଦରୁ ମୁଣ୍ଡ ଯାଏଁ ସାତ ଥର ବୁଲେଇ ଆଣି ତାକୁ ଘରକୁ ପଛ ପଟେ ପିଙ୍ଗିଦିଅନ୍ତୁ | ଏହା କରିବା ଦ୍ୱାରା ନଜର ହଟିଯାଇ ଥାଏ | ସମସ୍ୟା ରୁ ମୁକ୍ତିପାଇବା ପାଇଁ ପ୍ରତିଦିନ ସନ୍ଧ୍ୟା ରେ 5ଟି ପତ୍ର ତୁଳସୀର ନିଅନ୍ତୁ ଏବଂ ଶୋଇଲା ସମୟରେ ତକିଆ ତଳେ ରଖି ସୋଇପଡ଼ନ୍ତୁ ଏବଂ ସକାଳୁ ଏହାକୁ ଖାଆନ୍ତୁ ସବୁ ସମସ୍ୟା ଦୂର ହୋଇଯିବ |

ତୁଳସୀ ମାଳା ରେ ବହୁତ ଶକ୍ତିଥାଏ,ଜେଉଁ ବ୍ୟକ୍ତି ଏହାକୁ ଧାରଣ କରେ ତାକୁ ବହୁତ ଶକ୍ତି ମିଳିଥାଏ | ତେବେ ଏହାକୁ ଧାରଣ କରିବା ଦ୍ୱାରା ସୁଖ ଶାନ୍ତି ମଧ୍ୟ ମିଳିଥାଏ | ମାନେ ରଖନ୍ତୁ ତୁଳସୀ ମାଳା ନାଇକି କେବେ ମାଂସ ମଦ ପିଆଜ ରାଶୁଣ ଖାଇବେ ନାହିଁ ପାପ ଲାଗିଥାଏ |

ତୁଳସୀ ଚେରକୁ ଗଙ୍ଗା ଜଳ ରେ ଧୋଇ ତାହାର ପୂଜା ପାଠ ସଠିକ ଭାବରେ କଲେ ସବୁ ସମସ୍ୟା ର ସମାଧାନ ହୋଇଯାଇଥାଏ | ତେବେ ଏହାକୁ ହଳଦିଆ କପଡା ରେ ବାନ୍ଧି ଘରେ ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ | ଯେଉଁ ବ୍ୟକ୍ତି ତୁଳସୀ ପାଉଡର ଖାଇଥାନ୍ତି,ତାଙ୍କୁ କେବେ କୌଣସି ରୋଗ ଆକ୍ରମଣ କରିପାରେ ନାହିଁ | ତେବେ ଆପଣ ମଧ୍ୟ ତୁଳସୀ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ |

ତୁଳସୀ ବୃକ୍ଷ କୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ | ତୁଳସୀ ମାତା ଆପଣଙ୍କର ଅନେକ ସମସ୍ୟା କୁ ଦୂର କରିଦେଇଥାନ୍ତି | ଏବଂ ଘରେ ଧନ ଭରି ଦେଇଥାନ୍ତି | ତୁଳସୀ କୁ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଦ୍ୱାରା ଅନେକ ଆଶୀର୍ବାଦ ମିଳିଥାଏ | ଏବଂ ଏହା ଆପଣଙ୍କୁ ବହୁତ ଲାଭ ହୋଇଥାଏ | ଏହି ଦିଗରେ ରଖିବା ଉଚିତ ବୋଲି ବାସ୍ତୁ ଶାସ୍ତ୍ର ରେ ବିବେଚନା କରାଯାଇଛି | ତୁଳସୀ କୁ ଘରକୁ ଆଣିବାର ସବୁଠାରୁ ଶୁଭ ଦିନ ହେଉଛି ଗୁରୁବାର ଦିନ | ଏହି ଦିନ ମାତା ଲକ୍ଷ୍ମୀଙ୍କର ବାର ହୋଇଥାଏ ଏହି ଦିନ ତୁଳସୀ କୁ ଆଣିବା ଦ୍ୱାରା ଅନେକ ଫାଇଦା ମିଳିଥାଏ |

Leave a Reply

Your email address will not be published. Required fields are marked *