ଭଲ ସମୟ ଆସିବା ପୂର୍ବରୁ ସୋମବାର କୁ ଏହି 7 ସଂକେତ ମିଳିଥାଏ | ସପ୍ନ ରେ ସାପ ଦେଖିବା..

ପୌରାଣିକ କାଳରୁ ହିଁ ସୋମବାର କୁ ଭଗବାନ ଶିବଙ୍କ ଦିନ ବୋଲି କୁହାଯାଏ | ଏ ବିଷୟରେ ଅନେକ ମାନ୍ୟତା ରହିଛି ଯାହା ଏହାକୁ ଦର୍ଶାଇଥାଏ କି କେଉଁ କାରଣରୁ ସୋମବାର କୁ ଶିବ ଙ୍କ ବାର କୁହାଯାଏ | ଏହି ଦିନ ଭଗବାନ ଶିବଙ୍କର ପୂଜା ଅର୍ଚନା କାହିଁକି କରାଯାଏ,ଭଗବାନ ଶିବ ଦେବ ଙ୍କ ଦେବ ମହାଦେବ ବୋଲି ମାନ୍ୟତା ରହିଛି | ଭଗବାନ ଶିବଙ୍କୁ ରୁଦ୍ର, ମହେଶ୍ୱର, ନୀଳକଣ୍ଠ, ଗଙ୍ଗାଧର, ନଟରାଜ, ଭୈରବ ଆଦି ନାମ ରେ ଜଣାଯାଇ ଥାଏ | ତ୍ରିଶୂଳ ଧାରଣ କରୁଥିବା ମହାଦେବ ହିନ୍ଦୁ ଧର୍ମ ରେ ସବୁଠୁ ଅଧିକ ପୂଜନୀୟ ଅଟନ୍ତି | ଶିବ ଅର୍ଥ କଲ୍ୟାଣୀ କାରୀ ହୋଇଥାଏ ଏଥି ସହ ତାଙ୍କୁ ସଂହାର କର୍ତ୍ତା ମଧ୍ୟ କୁହାଯାଏ | ଶିବ ସମ୍ପୂର୍ଣ ବ୍ରହ୍ମାଣ୍ଡ ର ଅଲୌକିକ ଶକ୍ତି ଅଟନ୍ତି |

ସୋମବାର କୁ ବିଶିଷ୍ଟ ମାନିକି ଭକ୍ତ 16 ସୋମବାର ର ବ୍ରତ ରଖିଥାନ୍ତି | ଶିବ ଭଗବାନ ଙ୍କୁ ପଞ୍ଚାମୃତ ମଧ୍ୟ ଚଢ଼ାଯାଇଥାଏ,ସେଥିପାଇଁ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଥାଏ | ଶିବ ପୁରାଣ ଅନୁସାରେ ଯଦି ମହାଦେବ କେଉଁ ଭକ୍ତ ଙ୍କ ଉପରେ ପ୍ରସନ୍ନ ହୁଅନ୍ତି ତେବେ ଏହି 7 ସଂକେତ ଦେଇଥାନ୍ତି | ଯାହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ, ତେବେ ଆସନ୍ତୁ ଜାଣିନେବା ସେହି 7 ସଂକେତ ବିଷୟରେ |

1. ବ୍ରହ୍ମ ମୁହୂର୍ତ୍ତ ରେ ଚନ୍ଦ୍ରମାଙ୍କର ଦର୍ଶନ – ଏହିପରି ମାନ୍ୟତା ରହିଛି ଯେଉ ବ୍ୟକ୍ତିର ନିଦ ବ୍ରହ୍ମ ମୁହୂର୍ତ ରେ ଭାଙ୍ଗିଯାଏ ଏବଂ ତାଙ୍କୁ ଚନ୍ଦ୍ରମା ଦେଖାଯାଏଁ | ଏହାକୁ ବହୁତ ଶୁଭଫଳ କାରୀ ବୋଲି କୁହାଯାଏ | ଶାସ୍ତ୍ର ଅନୁସାରେ ଯଦି କାହାର ଜାତକ ରେ ଚନ୍ଦ୍ର କମଜୋରୀ ଅଛନ୍ତି ତେବେ ତାଙ୍କୁ ସୋମବାର ବ୍ରତ କରବା ଉଚିତ |

2.ସୋମବାର ରେ ଧଳା ନନ୍ଦୀ ର ଦର୍ଶନ – ଯଦି କୌଣସି ବ୍ୟକ୍ତିଙ୍କୁ ସୋମବାର ଦିନ ଧଳା ଷଣ୍ଢ ଦେଖାଯାଏ ତେବେ ଅତ୍ୟନ୍ତା ଶୁଭ ହୋଇଥାଏ | କାରଣ ନନ୍ଦୀ ଭଗବାନ ଶିବାଙ୍କର ବାହାନ ଏବଂ ପରମ ଭକ୍ତ | ଏହିପରି ମାନ୍ୟତା ଅଛି ଯଦି କାନରେ କିଛି କୁହାଯାଏ ତାହା ସିଧା ଶିବ ଜୀ ଙ୍କ ପାଖକୁ ଯାଇଥାଏ |

3.ନାଗ ଦେବତା – ସୋମବାର ଦିନ ଯଦି ନାଗ ର ଦର୍ଶନ ହୋଇଥାଏ ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | ସାପ କୁ ଭଗବାନ ଶିବଙ୍କର ପରମ ଭକ୍ତ ବୋଲି କୁହାଯାଏ ଏବଂ ତାଙ୍କୁ ଦେଖିବା ଶୁଭ ହୋଇଥାଏ |

4.ସୋମବାର ଦିନ ପତ୍ନୀ ପତ୍ନୀଙ୍କୁ କୌଣସି ଏକାଙ୍କିନ ଜାଗା ରେ ଦେଖିବା ଦ୍ୱାର ଶୁଭ ଫଳ ମିଳିଥାଏ | ଏହା ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ | ପାରିବାରିକ ଶାନ୍ତି ବଢିଥାଏ ଏବଂ ପ୍ରେମ ର ଛାଇ ଘେରି ରହିଥାଏ |

5.କଳା କୁକୁର – ସୋମବାର ଦିନ ଯଦି କୌଣସି କଲା କୁକୁର ଘରକୁ ଆସେ ତାହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ | କୁହାଯାଏ କଲା କୁକୁର ଆସିବା ଦ୍ୱାରା ଗରିବୀ ଚାଲିଯାଇଥାଏ |

6. ଜଳପୂର୍ଣ ମାଠିଆ – ଯଦି ସୋମବାର ଦିନ ଏହିପରି ଜଳପୂର୍ଣ ମାଠିଆର ସ୍ବପ୍ନ ଆପଣଙ୍କୁ ଆସିଥାଏ | ତେବେ ମହାଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ରତ୍ନ ରେ ଘର ଭରିଦିଅନ୍ତି |

7.ଭସ୍ମ – ସୋମବାର ଦିନ ଭସ୍ମ ର ଦର୍ଶନ ହେବା ଅତ୍ୟନ୍ତ ଶୁଭ ହୋଇଥାଏ କାରଣ ଏହାକୁ ଶିବ ଭଗବାନ ନିଜ ଦେହରେ ବୋଲି ହୋଇଥାନ୍ତି | ଏହା ଦ୍ୱାରା ସମସ୍ତ ରୋଗ ରୁ ମୁକ୍ତି ମିଳିଥାଏ |

Leave a Reply

Your email address will not be published. Required fields are marked *