9 ଅକ୍ଟୋବର ” ଶରଦ ପୁର୍ଣିମା ” ର ରାତି 10 ଟଙ୍କିଆ ମୁଦ୍ରା ଲୁଚେଇକି ରଖି ଦିଅନ୍ତୁ ଏହିଠାରେ ମହାଲକ୍ଷ୍ମୀ ସମସ୍ତ କଷ୍ଟ ଦୂର କରିଦେବେ..

ଶରଦ ପୂର୍ଣ୍ଣିମା ରେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାରର ଉପାୟ କରିଥାନ୍ତି | ଉପବାସ, ବ୍ରତ କରିଥାନ୍ତି ମା ଙ୍କୁ ପ୍ରସନ୍ନ କରିବା ପାଇଁ | ତେବେ ଆଜି ଆମେ ଆପଣଙ୍କୁ ମା ଙ୍କୁ ପ୍ରସନ୍ନ କରିବା ପାଇଁ ମୁଦ୍ରାର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ | ତେବେ ଯଦି ଆପଣ ଆର୍ଥିକ ଅବସ୍ଥା ଖରାପ ଅଛି, କିମ୍ଵା ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କୁ ଅଭାବ ହେଉଛି ତେବେ ଏହି ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ | ତେବେ ଆସନ୍ତୁ ଜାଣିବା ମୁଦ୍ରା ରା ସେହି ମହା ପ୍ରୟୋଗ ବିଷୟରେ ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ଧନ ସମ୍ପତ୍ତି ର ଅଚାନକ ବୃଦ୍ଧି ହୋଇଯିବ |

ତେବେ ବନ୍ଧୁଗଣ ଯେବେ ବି ଆପଣ କାହା ଠାରୁ ପଇସା ଆଣୁଛନ୍ତି ପାଞ୍ଚ ଆଙ୍ଗୁଠି ଲଗେଇକି ଆଣନ୍ତୁ | କାରଣ ଏହି ପରି କରିବା ଦ୍ୱାରା ସମସ୍ତ ଗ୍ରହ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ | ତେବେ ମନେ ରଖନ୍ତୁ ଯାହାକୁ ପଇସା ଦେଉଛନ୍ତି ତାଙ୍କୁ 11,21,51 ଏହିପରି କରିଦିଅନ୍ତୁ | ଏକ ଟଙ୍କା ଅଧିକ ଦେବା ଦ୍ୱାରା ବହୁତ ଶୁଭ ଫଳ ମିଳିଥାଏ | ତେବେ ବନ୍ଧୁଗଣ ଯଦି ଧନର ଅଭାବ ହେଉଛି କିମ୍ଵା ପଇସା ରୋଜଗାର ତ ହେଉଛି କିନ୍ତୁ କାର୍ଯ୍ୟ ରେ ଲାଗିପାରୁନାହିଁ ତେବେ ଏହିପରି ପରିସ୍ଥିତି ରେ ଆମେ ଆପଣଙ୍କୁ ମୁଦ୍ରା ଏହି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଜୀବନ ରେ ସବୁ କିଛି ଧନ ଜନିତ ସମସ୍ୟା ଠିକ ହୋଇଯାଏ |

ଗୋଟିଏ 10ଟଙ୍କିଆ ମୁଦ୍ରା ନିଅନ୍ତୁ, ଏବଂ ନାଲି କପଡା ଏଥି ସହିତ ଦୁଇଟି ଲବଙ୍ଗ ନିଅନ୍ତୁ | ଏହାକୁ ମା ଲକ୍ଷ୍ମୀ ଙ୍କ ଚରଣ ରେ ରଖି ପୂଜା କରନ୍ତୁ ଏହା ପରେ ଏହାକୁ ନିଜ ଧନ ରଖିବା ସ୍ଥାନ ରେ ରଖନ୍ତୁ | ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ଏବଂ ଉନ୍ନତି ହେବା | ଏହା ସହ ଆପଣ ଏହି ଉପାୟ ମଧ୍ୟ ଧନ ବୃଦ୍ଧି ପାଇ କରିପାରିବେ | ଗୋଟିଏ ମୁଦ୍ରା ନିଅନ୍ତୁ ସେଥିରେ ସିନ୍ଦୁରରେ ଆପଣଙ୍କ ନାମ ର ପ୍ରଥମ ଅକ୍ଷର ଲେଖନ୍ତୁ ଏବଂ ଏହାକୁ କୌଣସି ଖୋଲା ଜାଗାରେ ରଖିଦିଅନ୍ତୁ | ରାତି ସାରା ଚନ୍ଦ୍ରମା ଙ୍କ କିରଣ ପଡିଲା ପରେ ଏହାକୁ ନିଜ ପର୍ସ ରେ ରଖିଦିଅନ୍ତୁ ଦେଖିବେ ଧନର ବର୍ଷା ହେବା |

କରଜ ରୁ ମୁକ୍ତି ପାଇବା ପାଇଁ ଆପଣ ଏହି ଉପାୟ କରନ୍ତୁ ଧଳା କପଡା ଟିଏ ନିଅନ୍ତୁ ସେଥିରେ ଟିକିଏ ହରଡ ଡାଲି ଏବଂ ଚାଉଳ ରଖିଦିଅନ୍ତୁ ଏବଂ ଏହାପରେ ଏହାକୁ ମା ଲକ୍ଷ୍ମୀଙ୍କ ଚରଣ ରେ ରଖି ପୂଜା କରନ୍ତୁ ଏବଂ ଏହା ପରେ ଏହାକୁ ବରଗଛ ତଳେ ରଖି ଆସନ୍ତୁ | କରଜ ରୁ ମୁକ୍ତି ମିଳିଯିବ | ଯଦି ଜୀବନ ରେ ଧନ ବହୁତ ଅସୁବିଧା କରୁଛି ତେବେ ଏହି ଛୋଟିଆ ଉପାୟ କରନ୍ତୁ ମାଟିର ଦୀପା ଟିଏ ନିଅନ୍ତୁ ସେଥିରେ 10ଟଙ୍କିଆ ମୁଦ୍ରା ରଖନ୍ତୁ | ଏହାକୁ 7 ଦିନ ଯାଏଁ ପୂଜା କରନ୍ତୁ ଏବଂ ଏହା ପରେ ଏହାକୁ ଧନ ରଖିବା ସ୍ଥାନ ରେ ନେଇ ରଖିଦିଅନ୍ତୁ ଘର ର ଉନ୍ନତି ହେବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ | ଘରର ଉନ୍ନତି ପାଇଁ ମାଟିର କଳସ ନେଇନିଅନ୍ତୁ ସେଥିରେ ଗୋଟିଏ ଏକ ଟଙ୍କିଆ ମୁଦ୍ରା ରଖି ପୂଜା କରନ୍ତୁ ଘରର ସମସ୍ତ ସମସ୍ୟା ସମାପ୍ତ ହୋଇଯିବ |

ଗଣେଶ ଜିଙ୍କୁ ମୁଦ୍ରା ଏବଂ ସୁପାରି ଅର୍ପଣ କରିବା ଦ୍ୱାରା ଜୀବନ ରେ ସବୁ କାର୍ଯ୍ୟ ସଠିକ ହୋଇଥାଏ | ଆପଣ ଯେବେ ବି କୌଣସି ଧର୍ମୀକ ସ୍ଥାନକୁ ଯାଉଛନ୍ତି ସେଠାରେ ମୁଦ୍ରା ନିଶ୍ଚିନ୍ତ ଦାନ କରନ୍ତୁ ଏହା ଦ୍ୱାରା ଈଶ୍ୱର ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ | ଆପଣ ବହୁତ ଉନ୍ନତି କରିପାରିବେ ମା ଦୁର୍ଗା ଙ୍କ କୃପା ସଦା ସର୍ବଦା ଆପଣଙ୍କ ଉପରେ ରହିଥାଏ |ତେବେ ଯଦି ଧନର ଅଭାବ ସବୁବେଳେ ଆପଣ ଙ୍କୁ ରହୁଛି କିମ୍ବା ଅନେକ ସମୟ ରେ ପଇସା ଦରକାର ସମୟ ରେ ଆପଣ ଙ୍କୁ ମିଳୁନାହିଁ | ତେବେ ଏହି ସରଳ ଉପାୟ କରନ୍ତୁ କୌଣସି ଆବଶ୍ୟକତା ଥିବା ଲୋକଙ୍କୁ ଶନିବାର ଦିନ କିଛି ମୁଦ୍ରା ଦାନ କରନ୍ତୁ ଏହା କରିବା ଦ୍ୱାରା ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି |

ବିଜନେସ ରେ ଲାଭ ହେଉନାହିଁ ଧନର ଅଭାବ ହେଉଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ଗଣେଶ ଜିଙ୍କୁ ବୁଧବାର ଦିନ ନାଲି କପଡା ରେ ବାନ୍ଧି 10ଟଙ୍କିଆ ମୁଦ୍ରା ଏବଂ ଦୁଇଟି ଲବଙ୍ଗ ଅର୍ପଣ କରନ୍ତୁ | ରାତା ରାତି ଆପଣଙ୍କ ବିଜନେସ ରେ ଉନ୍ନତି ହେବ | ଚାକିରୀ ହେଉନାହିଁ କେଉଁଠି ବି ପଇସା ରୋଜଗାର ର ପନ୍ଥା ଦେଖାଯାଉନାହିଁ ତେବେ ଏହି ଉପାୟ କରନ୍ତୁ ଅନାଥ ଆଶ୍ରମ ରେ ଛୋଟ ଛୋଟ ପିଲା ଙ୍କୁ ଭୋଜନ ଦିଅନ୍ତୁ ଏବଂ ସେମାନଙ୍କ ସେବା କରନ୍ତୁ | ଏହା ଦ୍ୱାରା ଚନ୍ଦ୍ର, ରାହୁ, କେତୁ ଶାନ୍ତ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନ ରେ ସବୁ ବାଧା ବିଘ୍ନ ଦୂର କରିଥାନ୍ତି | ଏହି ନବରାତ୍ରୀ ରେ ଏହିପରି କିଛି ଉପାୟ କରିବା ଦ୍ୱାରା ମା ଦୁର୍ଗା ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତି ଜୟ ମା ଲକ୍ଷ୍ମୀ |

Leave a Reply

Your email address will not be published. Required fields are marked *