ଜଣେ ସ୍ତ୍ରୀକୁ ଏହି ପାଞ୍ଚଟି ଗହଣା କେବେ ଧାରଣ କରିବା ଉଚିତ ନୁହେଁ, ନଚେତ ସ୍ୱାମୀଙ୍କ ମୃତ୍ୟୁ ହୋଇପାରେ !

ବିବାହିତ ମହିଳାଙ୍କୁ ପାଞ୍ଚଟି ଗହଣା ଆଦୋୖ ପିନ୍ଧିବା ଉଚିତ ନୁହେଁ । ନଚେତ ସେହି ସ୍ତ୍ରୀର ସ୍ୱାମୀ ଉପରେ ବିପଦ ଆସିପାରେ । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ମହିଳାଙ୍କର କିଛି ସାମାନ୍ୟ ଭୁଲ ସ୍ୱାମୀକୁ ବିପଦରେ ପକାଇ ପାରେ । ସାଧରଣତଃ ବିବାହିତ ମହିଳା ମାନେ ବିବାହ ପରେ ଷୋହଳ ଶୃଙ୍ଗାରକୁ ନିଜ ସ୍ୱାମୀର ପରିଚୟ ଏବଂ ଦୀର୍ଘ ଆୟୁଷ ପାଇଁ ଧାରଣ କରିଥାନ୍ତି । ସାଧରଣତଃ ସିନ୍ଦୁର , ଶଙ୍ଖା ଏବଂ ମଙ୍ଗଳସୁତ୍ର ସବୁ ବିବାହିତ ମହିଳାଙ୍କ ସୌନ୍ଦର୍ଯ୍ୟ ବର୍ଦ୍ଧିତ କରିଥାଏ । କିନ୍ତୁ ମହିଳାଙ୍କୁ ଏହି କିଛି ଭୁଲ ଆଦୋୖ କରିବା ଉଚିତ ନୁହେଁ ।

୧ . କର୍ଣ୍ଣ କୁଣ୍ଡଳ :-

ସବୁ ଝିଅ ଜନ୍ମ ହେବା ପରେ କର୍ଣ୍ଣ ଛେଦନ ଏକ ସଂସ୍କାର ହୋଇଥାଏ । ଯାହାକି ସାଧରଣତଃ ଛଅ ବର୍ଷରୁ ୧୮ ବର୍ଷ ମଧ୍ୟରେ ହୋଇଯିବା ଉଚିତ । ମାତ୍ର ଯଦି ପୁଅ ମାନଙ୍କର ଏହି ସଂସ୍କାର ହେଉଛି ତେବେ ପ୍ରଥମେ ଡାହାଣ ପାର୍ଶ୍ୱରେ ଏବଂ ପରେ ବାମ ପାର୍ଶ୍ଵରେ କର୍ଣ୍ଣ ଛେଦ କରିବା ଉଚିତ । ମାତ୍ର ଝିଅଙ୍କ କ୍ଷେତ୍ରରେ ଏହା ଓଲଟା ହୋଇଥାଏ । ଝିଅଙ୍କର ବାମ ପାର୍ଶ୍ୱ ନାକ ଛେଦନ କରିବା ଉଚିତ ।

ଯେଉଁ ମାନେ କାନରେ ଛେଦ କରି କର୍ଣ୍ଣ କୁଣ୍ଡଳ ପିନ୍ଧନ୍ତି ସେମାନଙ୍କ ଠାରେ ମୁଣ୍ଡବ୍ୟଥା ଏବଂ ଶ୍ୱାସ ଜନିତ ସମସ୍ୟା ଦେଖାଯାଏ ନାହିଁ । ଏହାବ୍ୟତୀତ ସେହି ବ୍ୟକ୍ତି ଖୁବ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ଆଜିକାଲି ମହିଳା ମାନେ ନକଲି ଧାତୁରେ ଗଢ଼ା କାନଫୁଲ ପିନ୍ଧୁଛନ୍ତି । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିପାରେ । କାନରେ ସୁନା କିମ୍ବା ରୂପାର ତିଆରି ଗହଣା ପିନ୍ଧିବା ସବୁଠାରୁ ଉତ୍ତମ ହୋଇଥାଏ । କିନ୍ତୁ ଅନ୍ୟ ଧାତୁର କାନଫୁଲ ପିନ୍ଧିଲେ ଗ୍ରହ ଦୋଷ ଲାଗିଥାଏ । ଏହାର ସବୁଠାରୁ ଗଭୀର ପ୍ରଭାବ ସ୍ୱାମୀ ଉପରେ ପଡ଼ିଥାଏ । ଏହାବ୍ୟତୀତ କ୍ୟାନ୍ସର ଭଳି ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ତେଣୁ ଯଦି ଆପଣ ସୁନା କିମ୍ବା ରୂପାର କାନଫୁଲ ଆଣିବାକୁ ସକ୍ଷମ ନୁହଁନ୍ତି ତେବେ ନିମ କାଠିକୁ କାନରେ ଲଗାଇ ପାରିବେ । ଏହାବ୍ୟତୀତ ବିବାହିତା ମହିଳା ଭୁଲରେବି ଅନ୍ୟ କାହାର ବସ୍ତ୍ର ଧାରଣ କରବା ଉଚିତ ନୁହେଁ । ଏହାଦ୍ୱାରା ଘୋର ଅନର୍ଥ ହୋଇଥାଏ । ବୈବାହିକ ଜୀବନ ଖରାପ ହୋଇପାରେ । ଯାହାର ଦୋଷ ଆପଣଙ୍କ ଉପରେ ଲାଗିପାରେ ।

୨ . ପାଦ ଝୁଣ୍ଟିଆ :-

ବିବାହିତା ମହିଳା ମାନେ ଦୁଇ ପାଦରେ ତିନୋଟି ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧି ଥାନ୍ତୁ । ଏହାଦ୍ବାରା ସେମାନେ ସୁନ୍ଦର ଦେଖାଯିବ ସହିତ ହର୍ମୋନଲ ବଲାନ୍ସ ମଧ୍ୟ ଠିକ ରହିଥାଏ ଥାଇରୋଏଡ଼
ସମସ୍ୟା ମଧ୍ୟ ଠିକ ହୋଇ ଯାଇଥାଏ । ଏହାଦ୍ବାରା ଗର୍ଭାଶୟରେ ସମୁଚିତ ରକ୍ତ ପ୍ରବାହିତ ହୋଇଥାଏ । ଏହାବ୍ୟତୀତ ସ୍ୱାମୀଙ୍କ ଜୀବନରେ ବାଧା ସୃଷ୍ଟି ହୋଇଥାଏ । ଅନେକ ସମୟରେ ଝୁଣ୍ଟିଆ ପାଦରୁ ବାହାରି ଯାଏ ।। ଯାହାଦ୍ୱାରା ସ୍ୱାମୀଙ୍କ ଆୟୁଷ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେଣୁ ତୁରନ୍ତ ଏପରି ଝୁଣ୍ଟିଆକୁ ବଦଳାଇ ନିଅ ନ୍ତୁ ।

ଯଦି ବିବାହିତା ମହିଳାଙ୍କ ପାଦରୁ ଝୁଣ୍ଟିଆ ଖସିଯାଏ ତେବେ ତାହାର ସିଧାସଳଖ ପ୍ରଭାବ ଆର୍ଥିକ ଜୀବନ ଉପରେ ପଡ଼ିଥାଏ । ଏହାଦ୍ୱାରା ଧନ ହାନୀ ହୋଇଥାଏ । ତେଣୁ ପାଦରେ ସବୁବେଳେ ରୂପାର ଝୁଣ୍ଟିଆ ପିନ୍ଧିବା ଉଚିତ । ଏହାବ୍ୟତୀତ ମାଛ ଚିହ୍ନ ଥିବା ଝୁଣ୍ଟିଆ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସ୍ୱାମୀକୁ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *