” ଦୁର୍ଗାଷ୍ଟମୀ ” ଘରର କବାଟ ପାଖରେ ରଖିଦିଅନ୍ତୁ ଏହି 1 ଜିନିଷ ଦରିଦ୍ରତା ଭୁଲିଯିବ ଘରର ରାସ୍ତା ମହାଉପାୟ..

ମହାଷ୍ଟମୀ ଏବଂ ନବମୀ ଦିନ କରନ୍ତୁ ଏହି ବିଶେଷ ଉପାୟ, ଯାହାକୁ କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦଶହରା ରେ କେଉଁ ଦିନ କେଉଁ ମହାଉପାୟ କରିବା | ତେବେ ବନ୍ଧୁଗଣ ମହାଷ୍ଟମୀ ଦିନ ଅଧା ରାତି କୁଗୋଟିଏ ମାଟି ପାତ୍ର ରେ ରୁପାର ମୁଦ୍ରା ରଖି ସେଥିରେ କିଛି କଞ୍ଚା କ୍ଷୀର ରଖନ୍ତୁ | ଏବଂ ଏହାକୁ ମା ଦୁର୍ଗାଙ୍କ ନିକଟରେ ରଖି ପୂଜା କରନ୍ତୁ ଏହା ପରେ ରୁପାର ମୁଦ୍ରାକୁ କୌଣସି ପବିତ୍ର ସ୍ଥାନ ରେ ରଖିଦିଅନ୍ତୁ ଏବଂ କ୍ଷୀର କୁ ମାଟିରେ ଢାଳିଦିଅନ୍ତୁ |

ଜୀବନର ସମସ୍ତ ଦୁଃଖ ଏବଂ କଷ୍ଟ ମା ଙ୍କ କୃପାରୁ ଦୂର ହୋଇଯିବ | ଘରର ମୁଖ୍ୟ ଦ୍ୱାରା ସାମ୍ନା ରେ ସିନ୍ଦୁରରେ ସ୍ୱସ୍ତିକ ବନାନ୍ତୁ | ଏହାକୁ ନବରାତ୍ରିର ପ୍ରତ୍ୟେକ ଦିନ କରନ୍ତୁ, ମା ପ୍ରସନ୍ନ ହୋଇଥାନ୍ତି |ଏହା ସହ ଗୋଟିଏ ପାତ୍ର ରେ ପାଣି ଏବଂ ଗୋଲାପ ପାଖୁଡା ମୁଖ୍ୟ ଦ୍ୱାରା ର ବାମ ପଟେ ରଖନ୍ତୁ | ଘରକୁ ନକାରାତ୍ମକ ଉର୍ଜା ରୁ ବଞ୍ଚେଇବା ପାଇଁ ହଳଦୀ ପାଣି ଘରେ ନୀତି ଛିଞ୍ଚନ କରନ୍ତୁ | ଘରର ମୁଖ୍ୟ ଦ୍ୱାର ରେ ଆମ୍ବ ଏବଂ ନିମ ପତ୍ର ଟାଙ୍ଗି କି ରଖନ୍ତୁ ଶୁଭ ହୋଇଥାଏ |

ଜୀବନରେ ବହୁତ ହଇରାଣ ହେଉଛନ୍ତି, ଧନର ଅଭାବ ହେଉଛି କିମ୍ଵା ଶାନ୍ତି ମିଳୁନାହିଁ ତେବେ ଏହି ଉପାୟ କରନ୍ତୁ | ଅଷ୍ଟମୀ କିମ୍ଵା ନବମୀ ଦିନ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ଟିକିଏ ଫିଟିକିରି ଏବଂ ସିନ୍ଦୁର ରଖନ୍ତୁ | ଏହାକୁ ମା ଦୁର୍ଗାଙ୍କ ଚରଣ ରଖି ପୂଜା କରନ୍ତୁ ଏହା ପରେ ଏହାକୁ କୌଣସି ଓସ୍ତ ଗଛ ତଳେ ଯାଇ ରଖିଆସନ୍ତୁ | ସବୁ ସମସ୍ୟାର ସମାଧାନ ମା ଦୁର୍ଗା କରିବେ | ତେବେ ମା ଦୁର୍ଗା ଙ୍କୁ ମନ୍ଦର ଫୁଲ ଅତ୍ୟନ୍ତ ପସନ୍ଦ ତେଣୁ ଏହି ଦିନ ତାଙ୍କୁ ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ |

ଜୀବନ ରେ ଶତ୍ରୁ ବିରୋଧୀ ଅଧିକ ହେଇଯାଇଛନ୍ତି ଯେତେ ଚେଷ୍ଠା କଲେ ମଧ୍ୟ ଝଗଡା ରୋକି ହେଉ ନାହିଁ | ତେବେ ଏଭଳି ପରିସ୍ଥିତିରେ ଏହି ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ | ଗୋଟିଏ ଆମ୍ବ ପତ୍ର ଆଣନ୍ତୁ ସେଥିରେ ହଳଦୀ ଏବଂ ସିନ୍ଦୁର ରେ ଦୁଇଟି ଅଲଗା ଅଲଗା ସ୍ୱସ୍ତିକ ବନାନ୍ତୁ | ଏହା ପରେ ସେଥିରେ ଚାଉଳ କିଛି ଲଗେଇ ଦିଅନ୍ତୁ ଏହାକୁ ମା ଙ୍କୁ ଅର୍ପଣ କରନ୍ତୁ ସମସ୍ତ ସମସ୍ୟାର ସମାଧାନ ହୋଇଯିବ |

ଆଉ ଏକ ମହା ଉପାୟ କରନ୍ତୁ 3 ପାନ ପତ୍ର ନିଅନ୍ତୁ ଏବଂ 3 ଲବଙ୍ଗ ନିଅନ୍ତୁ, ମହା ଅଷ୍ଟମୀ, ମହା ନବମୀ ଏବଂ ଦଶହରା ଦିନ ଏହାକୁ ମା ଙ୍କୁ ଅର୍ପଣ କରନ୍ତୁ | ଜୀବନର ସମସ୍ତ ଦୁଃଖ ଦୂର ହେବ | ଶୀଘ୍ର ବିବାହ ପାଇଁ କିମ୍ଵା ବିବାହ ଜନିତ କୌଣସି ବି ସମାଧାନ ପାଇଁ ଏହି ନବରାତ୍ରୀ ରେ ନିଶ୍ଚିନ୍ତ କରନ୍ତୁ ଏହି ଉପାୟ ମା ଦୁର୍ଗା ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି | ଲବଙ୍ଗର ମାଳା ମା ଙ୍କୁ ଅର୍ପଣ କରନ୍ତୁ 27 ଟି ଲବଙ୍ଗ କୁ ମାଳା କରି ମାଙ୍କୁ ଦଶହରା ଦିନ ଅର୍ପଣ କରନ୍ତୁ |

ମା ବହୁତ ପ୍ରସସନ୍ନ ହୋଇଥାନ୍ତି ତେବେ ଦଶହରା ଦିନ ମା ଙ୍କୁ ନଡ଼ିଆ ନିଶ୍ଚିନ୍ତ ଅର୍ପଣ କରନ୍ତୁ | ସବୁ ଦୁଃଖ କଷ୍ଟ ଚାହୁଁ ଚାହୁଁ ଦୁରେଇ ଯିବା | ତେବେ ବନ୍ଧୁଗଣ ଦଶହରା ଦିନ ଘରର ମୁଖ୍ୟ କବାଟ ନିକଟ ରେ ଏକ ଘିଅ ରା ଦୀପ ଜଳାନ୍ତୁ | ଏହିପରି କରିବା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ରା ବର୍ଷା କରିଥାନ୍ତି ଏହା ସହ ଘରକୁ ନକାରାତ୍ମକ ଉର୍ଜା ମଧ୍ୟ ଆସିପାରିନଥାଏ |

କରଜରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ ମଙ୍ଗଳ ବାର ଦିନ ହନୁମାନ ଜିଙ୍କୁ ପାନ ଅର୍ପଣ କରନ୍ତୁ | ଏହାକୁ 3 ମଙ୍ଗଳବାର କରିବା ଦ୍ୱାରା ସମସ୍ତ କରଜ ସୁଝି ହୋଇଯିବ | ବୈବାହିକ ଜୀବନ ରେ କୌଣସି ବାଧା ଆସିଲେ କିମ୍ଵା କେହି ତୃତୀୟ ଲୋକ ସମ୍ପର୍କ ଆସିଯାଇଛନ୍ତି ତେବେ ଏହି ପରିସ୍ଥିତିରେ ଏହି ମହା ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ | ତେବେ ସୋମବାର ଦିନ କଞ୍ଚା କ୍ଷୀର ରେ 11 ଗୋଲମରିଚ ପାଉଡ଼ର ମିଶାଇ ମହାଦେବ ଙ୍କୁ ଅର୍ପଣ କରନ୍ତୁ | ସମସ୍ତ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *