ଦୁର୍ଗାପୂଜାରେ କରନ୍ତୁ ନାହିଁ ଏହି (୫ଟି ଭୁଲ) ନଚେତ ହୋଇଯିବ ସର୍ବନାଶ |

ବନ୍ଧୁଗଣ ମାତରଣୀଙ୍କର ଆଗମନ ହୋଇସାରିଛି | ଆମେ ସବୁ ଜାଣିଛେ କି ନବରାତ୍ରି ବର୍ଷକୁ 2 ଥର ଆସିଥାଏ | ଯାହାକୁ ଆମେ ଚୈତ୍ର ଓ ଶାରଦୀୟ ନବରାତ୍ରି ରୂପେ ଜାଣିଛେ | ହିନ୍ଧୁ ଧର୍ମରେ ଏହି ସମୟକୁ ଅତ୍ୟନ୍ତ ବିଶେଷ ବୋଲି ମଧ୍ୟ ବେବେଚନା କରାଯାଏ | ଏତିକି ହିଁ ନୁହେଁ ବରଂ ଏହି ଦିନକୁ ଭକ୍ତ ମାନେ ମଧ୍ୟ ଚାତକ ପରି ଚାହିଁ ରହିଥାନ୍ତି | କୁହାଯାଏ ଯେ ନବରାତ୍ରିର ଏହି 9 ଦିନ ଭକ୍ତ ମାନଙ୍କର ମାତାରାଣୀଙ୍କୁ ପ୍ରଶନ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ହୋଇଥାଏ |

ମାତରଣୀ ମଧ୍ୟ ତାଙ୍କ ଭକ୍ତଙ୍କ ଉପରେ ସନ୍ତୁଷ୍ଟ ହୋଈ ତାଙ୍କୁ ମନ ଇଚ୍ଛା ବର ପ୍ରଦାନ କରିଥାନ୍ତି | ଏହି 9ଦିନରେ ମା’ଙ୍କର 9ଟି ରୂପକୁ ପୂଜା କରାଯାଏ ଏବଂ ଦଶମ ଦିନକୁ ଦଶହରା ନାମରେ ପ୍ରସିଦ୍ଧ ହୋଇଥାଏ | ଏବଂ ଏହି ନବତାରୀ ବର୍ଷକୁ 4 ଥର ଆସିଥାଏ | ପୌଷ,ଚୈତ୍ର, ଆଶାଢ଼, ଅଶ୍ୱିନ ମାସର ପ୍ରତିପାଦର ଆରମ୍ଭ ହୋଈ ନବମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ | ନବରାତ୍ରିର 9ଟି ରାତିରେ 3ଟି ଦେବୀଙ୍କୁ ପୂଜା କରାଯାଏ | ମାତା ଲଷ୍ମୀ, ମାତା ସରସ୍ବତୀ, ଏବଂ ମାତା ଦୁର୍ଗାଙ୍କୁ ପୂଜା କରାଯାଏ | ଯାହାକୁ ନବଦୁର୍ଗା ସୁରୂପ ବୋଲି କୁହାଯାଏ | ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ଭୁଲ ଆମେ କରିବା ଉଚିତ ନୁହେଁ |

1-ମାତା ଆପଣଙ୍କୁ ପୂଜା କରିବା ପାଇଁ ବାଧ୍ୟ କରନ୍ତି ନାହିଁ | ସେଥିପାଇଁ ଯଦି ଆପଣ ମାତାଙ୍କର ପୂଜା କରୁଛନ୍ତି ତେବେ ଅତ୍ୟନ୍ତ ଧ୍ୟାନ ଏବଂ ନିଷ୍ଟାର ସହ ପୂଜା କରନ୍ତୁ | ମାଆଙ୍କର ପୂଜା କରିବା ସମୟରେ ଜମା ବି ଆପଣ ନିଜ ମନରେ କୋୖଣସି ଖରାପ ଚିନ୍ତା କିମ୍ଭା ଦୁଷ୍ଟ ପ୍ରକୃତିର. ମନ ଭାବ ରଖନ୍ତୁ ନାହିଁ | ଏବଂ ସବୁବେଳେ ପୂଜା କରିବା ବେଳେ ଶାନ୍ତ ମନ ସହକାରେ କରନ୍ତୁ |

2-ନବରାତ୍ରିରେ ପୂଜା କରିବା ସମୟରେ କେବେ ବି କୋୖଣସି ପ୍ରକାରର ଖରାପ ଶବ୍ଦ ନିଜ ମୁଁହରୁ ବାହାର କରନ୍ତୁ ନାହିଁ | କିନ୍ତୁ କାହା ଉପରେ ରାଗନ୍ତୁନି, ଅପବ୍ୟବହାର କରନ୍ତୁ ନାହିଁ, ଏହା ସହ ଆପଣ ନିଜ ମନରେ ମଧ୍ୟ କାହାରିକୁ ଏହିପରି କଥା କୁହନ୍ତୁ ନାହିଁ | ଏବଂ କାହା ନାମରେ ମିଛ କୁହନ୍ତୁ ନାହିଁ | ଏମିତି କହିବ ଦ୍ୱାରା ମାତା ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି |

3-ନବରାତ୍ରିରେ କେବେ ବି ମଦ, କିମ୍ଭା କୋୖଣସି ନିଶା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ | ଏହା ସହ ଆମିଷ ମଧ୍ୟ ଖାନ୍ତୁ ନାହିଁ | ଏହା କରିବା ଦ୍ୱାରା ମାତାଙ୍କୁ ଅପମାନ ଲାଗିଥାଏ |

4- ନବରାତ୍ରିରେ ଆପଣଙ୍କ ଘଋକୁ ଅସୁଥୁବା ଅସହାୟ କିମ୍ଭା ଗରିବ ବ୍ୟକ୍ତି ଆସନ୍ତି ତେବେ ଆପଣ କେବେ ବି ତାଙ୍କୁ ଖାଲି ହାତରେ ପଠାନ୍ତୁ ନାହିଁ | କାରଣ ଆପଣ କାହାର ସାହାଯ୍ୟ କରିଲେ ମାତା ଆପଣଙ୍କ ଉପରେ ବହୁତ ପ୍ରଶନ ହୋଇଥାନ୍ତି |.

5- ଏହି ସମୟରେ ଆପଣ କେବେ ବି ନିଜ ଚୁଟି, ନଖ, ଦାଢ଼ି, କାଟନ୍ତୁ ନାହିଁ | କାରଣ ଏହା ଆମ ଶାରୀରର ଅଂଶ ହୋଇଥାଏ ଏବଂ ଏହି ସବୁକୁ କାଟିବାରେ ଆମର ଉର୍ଜା ବ୍ୟବହାର ହୋଇଥାଏ | ଏବଂ ଏହି ସମୟରେ ଓଷା କରୁଥିବା ଲୋକଙ୍କୁ ଶକ୍ତି ବହୁତ ଆବଶ୍ୟକ ଅଟେ | ତେଣୁ ଏମିତି କରିବା ଅନୁଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *