ନବରାତ୍ରିରେ ଏମିତି ପୋଛା ଲଗେଇବା ଦ୍ୱାରା ଆସିଥାଏ ଦରିଦ୍ରତା,କ୍ରୋଧିତ ହୁଅନ୍ତି ମାତା ଲଷ୍ମୀ |

ବନ୍ଧୁଗଣ ମହିଳାମାନେ ଏହିପରି ଘରେ ପୋଛା ଲଗାଇବା ଦ୍ୱାରା ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା | ମାତା ଲକ୍ଷ୍ମୀ କେବେ ବି ଆସନ୍ତି ନାହିଁ ସେଥିପାଇଁ କେବେ ବି ଏହି କାମ କରନ୍ତୁ ନାହିଁ | ତେବେ କେଉଁ ସମୟରେ ଏବଂ କେଉଁ ପ୍ରକାରର ଘର ପୋଛା କଲେ ଶୁଭଫଳ ମିଳିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ବନ୍ଧୁଗଣ ମହିଳାମାନେ ଏହିପରି ଘରେ ପୋଛା ଲଗାଇବା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା, ଏହିପରି ପରିସ୍ଥିତିରେ ଘରେ ରାହୁ ଆଉ କେତୁ ଙ୍କ ବାସ ହୋଇଯାଇଥାଏ |

ଘରେ ଝାଡୁ ପୋଛା କରିବା ଦ୍ୱାରା ସକାରାତ୍ମକ ଉର୍ଜା ଆସିଥାଏ ତେବେ ମହିଳା ମାନେ ଧ୍ୟାନ ଦେବା ଜରୁରୀ ନହେଲେ ଆସିଯିବ ଦରିଦ୍ରତା ଏଥିସହିତ ଶନିଦେବ ମଧ୍ୟ ବାସ କରିବାକୁ ଲାଗିବେ ତେଵେ ଚାଲନ୍ତୁ ଜାଣିବା ଯେ ମହିଳାଙ୍କୁ କେଉଁ କାମ କରିବା ଉଚିତ ନୁହେଁ ;

ଯଦି ଆପଣ ଘର ପୋଛା ମାରୁଛନ୍ତି ତେବେ ସବୁବେଳେ ଲୁଣ ଆଉ ଫିଟିକିରି ମିଶା ପାଣିରେ ହିଁ ପୋଛା ମାରନ୍ତୁ | ଏବଂ ଯଦି ଝାଡୁ ମାରିବା ବେଳେ ଝାଡୁରୁ କିଛି କିଛି ଛିଣ୍ଡି ତଳେ ପଡୁଛି ତାହାଲେ ତାକୁ ଜଲ୍ଦି ଫୋପାଡ଼ି ଦିଅନ୍ତୁ କାରଣ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ | ଆପଣ କେବେ ଵି ଘରର ଭଙ୍ଗା ଜିନିଷ ଭଙ୍ଗା କାଚ ସାଇତିକି ରଖନ୍ତୁ ନାହିଁ କାରଣ ଭଙ୍ଗା ଜିନିଷ କେବଳ ନାକାରତ୍ମକ ଶକ୍ତିକୁ ବଢ଼ାଇଥାଏ ନା କି ସକାରତ୍ମକ ଶକ୍ତିଙ୍କୁ |

ମନ ରଖିବେ କି ଘରର ଆଲିଆ ଜିନିଷ କି ଭଙ୍ଗା ଭାଙ୍ଗି ଜିନିଷ ଜମା ଵି ନିଜ ଘରର ଛାତରେ ରଖନ୍ତୁ ନାହିଁ | ବହୁତ ଲୋକ ଏମିତି ଥାନ୍ତି ଯେଉ ମନେ ଘରକୁ ତ ସଜଡ଼ାନ୍ତି କିନ୍ତୁ ଘରର ସବୁ ଭଙ୍ଗା ଭାଙ୍ଗି ଜିନିଷକୁ ନେଇ ନିଜ ଛାତରେ ଥୋଇଦିଅନ୍ତି | ଏବଂ ସେଠାରେ ବୁଧ ଏବଂ ରାହୁ ମିଶି ଗ୍ରହଣ ଦୋଷ ହୋଇ ବସିଯିବେ | ଯାହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ଅସୁବିଧା ଆସିବ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ |

ଆପଣ ପ୍ରାୟତଃ ବଡ଼ ଲୋକମାନଙ୍କୁ ଏହା କହିଥିବାର ନିଶ୍ଚିତ ଶୁଣୁଥିବେ ସନ୍ଧ୍ୟା ହେଵା ପୂର୍ବରୁ ଘରର ଝାଡୁ ପୋଛା କର ନିଅ | ପ୍ରକୃତରେ ସୄଯ୍ୟସ୍ତ ହେବା ପରେ ଝାଡୁ ପୋଛା କରିବା ଦରକାର | ଏହି ଧର୍ମ ଗ୍ରନ୍ଥରେ ଅଶୁଭ ବୋଲି ବିବେଚନା କରାଯାଇଛି | ଏମିତି କରିବା ପରେ ଘରେ ଖରାପ ଘଟଣା ହୋଇପାରେ | ଏହା ମଧ୍ୟମ ରେ ଘରର ଶାନ୍ତି ଚାଲିଯାଇଥାଏ |

ଘରର ସଫା-ସୁତୁରା କରିବାର ସଠିକ ସମୟ ସୂର୍ଯ୍ୟାସ୍ତର ପୂର୍ବରୁ ହିଁ ଅଟେ | ଏହାର ଗୋଟେ କାରଣ ଏହା ମଧ୍ୟ ଅଟେ ଯେ ମା ଲଷ୍ମୀ ଘରକୁ ଆସିଥାନ୍ତି | ଏଥିପାଇଁ ତାଙ୍କର ଆସିବ ପୂର୍ବରୁ ଘରର ସଫା-ସୁତୁରା କରିଦେବା ଦରକାର | ଏହାଦ୍ୱାରା ଘରେ ସକାରାତ୍ମକ ମାହୋଲ ରହିଥାଏ | ଏମିତି ମାହୋଲ ମା ଲଷ୍ମୀଙ୍କର ପସନ୍ଦ ହୋଇଥାଏ | ଏହାପରେ ସେ ବହୁତ ଦିନ ପର୍ଯ୍ୟନ୍ତ ଆମ ଘରେ ରୁହନ୍ତି | ଏହା ଦ୍ୱାରା ଘରର ଶାନ୍ତି ବଢିଥାଏ

ଗୁରୁବାର ଦିନ ଛାଡୁ ପୋଛା କରନ୍ତୁ ନାହିଁ ଏହି ଦିନ ବୃହସ୍ପତି ଙ୍କ ବାର ହୋଇଥାଏ ତେଵେ ଏହି ଦିନ ମହିଳାମାନେ ଛାଡୁ ପୋଛା କରିବା ଦ୍ୱାରା ଅସୁବିଧାରେ ହୋଇଥାଏ | ଘର ଛୋଟ କନ୍ୟା ଙ୍କୁ କୌଣସି ଝାଡୁ ପୋଛା କରିବାକୁ ଦିଅନ୍ତୁ ନାହିଁ | ଏହା କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ ତେଵେ କେବେ ଏହିପରି କରନ୍ତୁ ନାହିଁ | ବନ୍ଧୁଗଣ ଝାଡୁ ରେ କେବେ ବି ପଶୁ ପକ୍ଷୀ ଙ୍କୁ ମାରିବା ଉଚିତ ନୁହେଁ ଏହା ଦ୍ୱାରା ଲକ୍ଷ୍ମୀ ଆସନ୍ତି ନାହିଁ କୁହାଯାଏ କି ଯେଉଁ ଘରେ ସବୁବେଳେ ସଫା ସୁତୁର ଏବଂ ଝାଡୁ ପୋଛା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ତେଵେ ଶ୍ରାବଣ ରେ ଏହି କାମ ମହିଳାଙ୍କୁ କରିବା ଉଚିତ ନୁହେଁ |

ଯଦି ଆପଣଙ୍କୁ ଘରେ କୌଣସି ନକାରାତ୍ମକ ଉର୍ଜା ଅଛି ତେଵେ ଏଭଳି ପରିସ୍ଥିତିରେ ଲିମ ପତ୍ର ପାଣି ରେ ମିଶେଇ ପୋଛା ଲଗାନ୍ତୁ | କୁହାଯାଏ ଯେ ଝାଡୁ ରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ସେଇପାଇଁ କେବେ ବି ଝାଡୁ କୁ ଗୋଇଠା ମାରନ୍ତୁ ନାହିଁ | କେହି ଶୁଭ କାମ ରେ ଘରୁ ବାହାରକୁ ଗଲେ ସାଙ୍ଗେ ସାଙ୍ଗେ ଝଡି ପୋଛା କରନ୍ତୁ ନାହିଁ ଏମିତି କରିବା ଦ୍ଵାରା ଘରୁ ଲକ୍ଷ୍ମୀ ଚାଲିଯାନ୍ତି | ତେବେ ଶ୍ରାବଣ ରେ ଏହିପରି କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *