ନବରାତ୍ରିର କୌଣସି ବି ଦିନ ଏହି ଚେରକୁ ଆଣି ପିନ୍ଧିନେବେ ପୁରା ଶରୀରର କାୟାକଳ୍ପ କରିଦେବ,501% ଦରିଦ୍ରତା ଶେଷ ହେବ..

ବନ୍ଧୁଗଣ ଦାମିକା ମୋତି ପିନ୍ଧିବା ବଦଳରେ ଆପଣ ଏହି ଚେରକୁ ଧାରଣ କରନ୍ତୁ | ଏହାକୁ ଧାରଣ କରିବା ପାରେ ଆପଣଙ୍କ ଜୀବନରୁ ଆପଣଙ୍କର ସମସ୍ତ ସମସ୍ୟା, ସମସ୍ତ କଷ୍ଟ ଦୂର ହୋଇଯିବ | ରତ୍ନରେ ମିଶ୍ରଣ ହୋଇପାରେ, ଅନ୍ୟ ରତ୍ନ ବି ମିଛରେ ଦେଇଦେଇପାରନ୍ତି | ଗଛ ପତ୍ରର କିମ୍ଵା ଦ୍ରବ୍ୟରେ କେବେ ବି କୋୖଣସି ପ୍ରକାରର ମିଶ୍ରଣ ପାଇବେ ନାହିଁ | ବୃକ୍ଷ ମାନବ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ, ତେବେ ଆଜି ଆମେ କିଛି ଗଛର ଚେର ଉପାୟ ବିଷୟରେ କହିବାକୁ ଯାଉଛୁ | ଯାହାକୁ ଏହି ନବରାତ୍ରୀ ରେ ଘରକୁ ଆଣିବା ଦ୍ୱାରା ମାତା ରାଣୀ ପ୍ରସନ୍ନ ହୋଇଯାନ୍ତି |

ତେବେ ବନ୍ଧୁଗଣ ଉଦ୍ଭିଦ ଜଗତ ସଦା ସର୍ବଦା ମନୁଷ୍ୟ ଙ୍କର ହିତ ହିଁ କରିଛି | ଶାସ୍ତ୍ର ଏବଂ ପୁରାଣ ରେ ମଧ୍ୟ ଅନେକ ତଥ୍ୟ କୁହାଯାଇଛି ଏହି ଗଛ ବିଷୟରେ | ଗଛ ରେ କେବଳ ଖାଦ୍ୟ, ଜାଳେଣି ଦେବାର ସାମର୍ଥ୍ୟ ହିଁ ସେଥିରେ ଦୈବୀକ ଏବଂ ଆୟୁର୍ବେଦିକ ସମାଧାନ ମଧ୍ୟ ରହିଛି | ତେବେ ସେହିପରି କିଛି ଗଛ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ନବରାତ୍ରୀ ରେ ଘରକୁ ଆଣିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ | ଏହା ସହ ବେପାର, ଚାକିରୀ, ପାରିବାରିକ, ବୈବାହିକ ଏବଂ ଘରର ଉନ୍ନତି ମଧ୍ୟ ହେଇଥାଏ | ତେବେ ଆସନ୍ତୁ ଜାଣିବା ସେହି ପରି କିଛି ଗଛର ଚେର ବିଷୟରେ ଯାହାକୁ ଧାରଣ କରିବା ଦ୍ୱାରା ଜୀବନ ବଦଳି ଯାଏ | ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ?

1.ଚାମେଲୀ ଚେର – ଏହି ଫୁଲ ଅତ୍ୟନ୍ତ ସୁନ୍ଦର ଏବଂ ସୁଗନ୍ଧିତ ହୋଇଥାଏ | ଏହି ଫୁଲରୁ ତେଲ ଏବଂ ଅତର ମଧ୍ୟ ପ୍ରସ୍ତୁତ କରାଯାଏ କିନ୍ତୁ ଏହା ଏକ ଜଡ଼ିବୁଟି ଅଟେ | ଏହାର ଚେର କୁ କାଢ଼ା ବନେଇ ପିଇବା ଦ୍ଵାରା କୁଷ୍ଠ ରୋଗ ପରି ବେମାରୀ ଠିକ ହୋଇଯାଏ |ଏହି ଗଛ ରେ ଦୈବୀୟ ଶକ୍ତି ମଧ୍ୟ ସମାହିତ ଅଛି ଏହାର ତେଲ କୁ ବଜରଙ୍ଗବାଲି ଙ୍କୁ ଦିଆଯାଇଥାଏ | ତେବେ ଜଡ଼ି ଆପଣ ବି ଚାହୁଁଛନ୍ତି ଜୀବନ ରେ ଦୁଃଖ କଷ୍ଟ ଚାଲଯାଉ, ଧନ ଜନ ବଢିଯାଉ, ରୋଗ ବ୍ୟାଧି କମିଯାଉ ତେବେ ଏହି ଗଛର ଚେରକୁ ଏହି ନବରାତ୍ରୀ ରେ ଘରକୁ ନେଇଆସନ୍ତୁ | ଏବଂ ମା ଦୁର୍ଗାଙ୍କ ପାଖରେ ପୂଜା କରି ତମ୍ଭା ତାବିଜ ରେ ଭରି ପିନ୍ଧନ୍ତୁ | ଶତ୍ରୁ ବିରୋଧୀ କାମ ହୋଇଯିବେ |

2.ଅପମାର୍ଗ ଚେର – ଏହାକୁ ପାଖରେ ରଖିବା ଦ୍ୱାରା ଧନ ଦୌଲତର ଅଭାବ ହୁଏନାହିଁ | ଏହାକୁ ତପସ୍ୟା କରୁଥିବ ରୁଷି ମୁନି ମନେ ଅଧିକ ବ୍ୟବହାର କରିଥାନ୍ତି | ତେବେ ଏହାକୁ ନବରାତ୍ରି ରେ ଘରକୁ ଆଣିବା ଦ୍ୱାରା ଶତ୍ରୁ ବିରୋଧୀ କମି ଯାନ୍ତି |ଏହାକୁ ପିନ୍ଧିବା ପରେ ଗୃହ ଜନିତ ଦୋଷ ମଧ୍ୟ ଦୂର ହୋଇଯାଏ | ଏହାର ଚେର କୁ ତିଳକ ବନେଇ ମଥା ରେ ଲଗେଇବା ଦ୍ୱାରା ବ୍ୟକ୍ତି ପ୍ରଭାଵଶାଲି ବାନିଥାଏ |

3. ବରଗଛ ଓହଳ – ହିନ୍ଦୁ ଧର୍ମ ରେ ବରଗଛ ଦେବ ବୃକ୍ଷ ବୋଲି କୁହାଯାଏ | ବୈଜ୍ଞାନିକ, ପୌରାଣିକ ଏବଂ ଆଧ୍ୟାତ୍ମିକ ଅନୁଯାୟୀ ବରଗଛ ଜୀବନ ରକ୍ଷକ ଅଟେ | ଏହାକୁ ଅମ୍ଳଜାନ ର ଫାକ୍ଟ୍ରି ବୋଲି କୁହାଯାଏ | ଏହି ଗଛ ରେ ତ୍ରି ଦେବଙ୍କର ବାସ ହୋଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଚେର ରେ ଉପାୟ କହିବା ଦ୍ୱାର ଘରେ ଧନ ଦୌଲତ ସହ ସକାରାତ୍ମକ ଉର୍ଜା ମଧ୍ୟ ଆସିଥାଏ | ତେବେ ନବରାତ୍ରୀ ରେ ନିଶ୍ଚିନ୍ତ ଏହି ଗଛର ଚେର କୁ ଘରକୁ ଅନନ୍ତୁ ସବୁ ସମସ୍ୟର ସମାଧାନ ହୋଇଯିବ |

4.ଅରଖ ଚେର – ଏହି ଗଛର ଚେରକୁ ରଖିବା ଦ୍ୱାରା ପ୍ରତିଦିନ ଜୀବନ ରେ ଉନ୍ନତି ହେବା ଏବଂ ଭାଗ୍ୟ ବଦଳିଯିବ | ଏହାର ଚେର କୁ ଡାହାଣ ହାତରେ ବାନ୍ଧିବା ଦ୍ୱାରା ଜବଦସ୍ତ ଧନର ଆଗମନ ହୋଇଥାଏ | ସୁଖ ସମୃଦ୍ଧି ଏବଂ ଉନ୍ନତି ହୋଇଥାଏ | ଏହି ଗଛର ଚେର କୁ ଧାରଣା କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ହାରିଯାଇଥାଏ | କାରଣ ଏହା ପ୍ରଭୁ ଗଣେଶଙ୍କର ଅତି ପ୍ରିୟ ହୋଇଥାଏ | ଏହାକୁ ନବରାତ୍ରୀ ରେ ଘରକୁ ଆଣିବା ଦ୍ୱାର ସମସ୍ତ ବିଘ୍ନ ଦୂର ହୋଇଯାଇଥାଏ |

5.ଅପରାଜିତା ଚେର – ଯେପରି ନାମ ସେହିପରି ଏହାକୁ ଧାରଣ କରିଥିବା ବ୍ୟକ୍ତି କୁ କେହି ବି ହରେଇ ପାରିବେ ନାହିଁ | ସେ ସବୁବେଳେ ଅପରାଜିତ ରହିବେ | ଅପରାଜିତା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ତେଣୁ ଏହାକୁ ମା ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରାଯାଇଥାଏ | ଏହାକୁ ଧାରଣା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କୁ ଉପରେ କୃପା ଢାଳି ଥାନ୍ତି ଏବଂ ଧନ ରତ୍ନ ରେ ଆପଣ ଙ୍କ ଜୀବନ ଭରି ଦେଇଥାନ୍ତି | ତେବେ ଏହି ନବରାତ୍ରୀ ରେ ଏହି ଶୁଭ ଗଛର ଚେର ନିଶ୍ଚନ୍ତ ଘରକୁ ଆଣନ୍ତୁ |

Leave a Reply

Your email address will not be published. Required fields are marked *