ନବରାତ୍ରିରେ କୌଣସି ବି ସମୟ ରେ ଏହିଠାରେ ରଖିଦିଅନ୍ତୁ ” ସିନ୍ଦୁର ” କରଜ ମୁକ୍ତ,ଶତ୍ରୁନାଶ, ଦୁଃଖନାଶ,ସୁଖ ବିବାହ ଏତେ ପଇସା ଆସିବ କି..

ନବରାତ୍ରିର ଦିନ ରେ ମା ଦୁର୍ଗାଙ୍କର ବିଶେଷ ଆରାଧନା ହୋଇଥାଏ ଏବଂ ସେଥିରେ ଶ୍ରୀଙ୍ଗାରର ବସ୍ତୁ ସବୁଠାରୁ ପ୍ରମୁଖ ସ୍ଥାନ ରଖିଥାଏ | କାରଣ ମା ଙ୍କୁ ଶୃଙ୍ଗାରର ସମ୍ପୂର୍ଣ ବସ୍ତୁ ଯେମିତିକି ଚୁଡ଼ି,ଅଳତା, ସିନ୍ଦୁର ବିନ୍ଦି,ଆଇନା ଏବଂ ଶୃଙ୍ଗାରର ସବୁ ଜିନିଷ ମାତା ରାଣୀ ଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ | ତେଣୁ ଏହି ଦିନ ମାତାଙ୍କୁ ନିଶ୍ଚିନ୍ତ ମାଙ୍କୁ ଅର୍ପଣ କରନ୍ତୁ ଏବଂ ଲୋକଙ୍କୁ ଦାନ ମଧ୍ୟ କରନ୍ତୁ | ତେବେ ଆଜି ଆମେ ସିନ୍ଦୁର ର ବିଶେଷ ପ୍ରୟୋଗ ବିଷୟରେ କହିବୁ | ତେବେ ଆସନ୍ତୁ ଜାଣିବା..

1. ତେବେ ବନ୍ଧୁଗଣ ଯଦି ବୈବାହିକ ଜୀବନ ରେ ଅଶାନ୍ତି ରହୁଛି | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଛି କିମ୍ଵା ପାରିବାରିକ କଳହ ସବୁବେଳେ ଆପଣଙ୍କୁ ଚିନ୍ତାରେ ପକେଇଦେଉଛି | ତେବେ ଏହି ସରଳ ପ୍ରୟୋଗ ବିଶେଷ କରି ମହିଳାମାନଙ୍କୁ କରିବା ଉଚିତ, ପ୍ରତିଦିନ ସକାଳୁ ସ୍ନାନ ସାରିବା ପରେ ଆପଣ ମଥାରେ ଲଗାଉଥିବା ସିନ୍ଦୁରକୁ | ପ୍ରଥମେ ମା ଦୁର୍ଗାଙ୍କୁ ଲଗାନ୍ତୁ ଏବଂ ଏହା ପରେ ନିଜେ ଲଗାନ୍ତୁ ଦେଖିବେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ |

2.ଅନେକ ସମୟ ରେ ଜୀବନରେ କରଜ ଅଧିକ ବଢ଼ିଯାଏ ଆପଣ ଯେତେ ଚେଷ୍ଠା କଲେ ମଧ୍ୟ ସୁଝିପାରନ୍ତି ନାହିଁ | ପଇସା ତ ଆପଣ ଙ୍କ ପାଖରେ ଥାଏ କିନ୍ତୁ ଏଣେ ତେଣେ ଖର୍ଚ ହୋଇଯାଏ | ତେବେ ଏଭଳି ପରିସ୍ଥିତି ରେ କରଜ ରୁ ମୁକ୍ତି ପାଇବା ପାଇଁ ଆପଣ ଏହି ଛୋଟ ଉପାୟ କରିପାରିବେ | ଗୋଟିଏ ଓସ୍ତ ପତ୍ର ଆଣନ୍ତୁ ସେଥିରେ ସିଂଦୁର ରେ ଶ୍ରୀରାମ ଲେଖନ୍ତୁ ଏବଂ ଏହାକୁ ହନୁମାନ ଜୀ ଙ୍କୁ ଅର୍ପଣ କରନ୍ତୁ | ଏହିପରି ତିନି ମଙ୍ଗଳବାର କରନ୍ତୁ | କରଜ ସମସ୍ୟା ଦୂର ହେବ..

3.ଯଦି ପ୍ରେମ ସମ୍ବଧୀୟ କୌଣସି ଅସୁବିଧା କିମ୍ଵା ସମସ୍ୟା ଆପଣଙ୍କୁ ଅଛି | ତେବେ ଏହି ସରଳ ଉପାୟ କରନ୍ତୁ ପ୍ରେମର ବର୍ଷା ଆପଣଙ୍କ ଜୀବନ ରେ ହେବ | ଆପଣଙ୍କ ସାଥି କେବେ ବି ଆପଣଙ୍କୁ ଛାଡିକି ଯିବା ନାହିଁ | ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ହୃଂ ଲେଖନ୍ତୁ ଏହାପରେ ଏହାକୁ ମା ଦୁର୍ଗା ଙ୍କୁ ଅର୍ପଣ କରିଦିଅନ୍ତୁ | ଆପଣଙ୍କ ସମ୍ପର୍କ ରେ କୌଣସି ଅସୁବିଧା ହେବ ନାହିଁ |

4.ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେଉନାହିଁ | ସବୁବେଳେ ଦୁର୍ଭାଗ୍ୟ ଆପଣଙ୍କୁ ଅଶାନ୍ତି ଦେଉଛି ତେବେ ଏହିପରି ପରିସ୍ଥିତିରେ ଆପଣ ନବରାତ୍ରୀ ର କୌଣସି ବି ଦିନ ଗୋଟିଏ ପାନ ପାତ୍ର ନିଅନ୍ତୁ | ସେଥିରେ ଟିକିଏ ସିନ୍ଦୁର ଏବଂ ଫିଟିକିରି ରଖି ଖିଲ କରିଦିଅନ୍ତୁ ଏହା ପରେ ଏହାକୁ ଓସ୍ତ ଗଛ ତଳେ ପୋତିଦିଆନ୍ତୁ | ଏହା ଦ୍ୱାରା ଆପଣଙ୍କୁ ଭାଗ୍ୟ ସାଥ ଦେବା ଏବଂ ମାନ ସମ୍ମାନ ବଢ଼ିଯିବ |

5.ଯଦି ଆପଣଙ୍କ ଜୀବନ ରେ ଶତ୍ରୁ୍ଦୋଷ ଏବଂ ସନ୍ତାନ ପ୍ରାପ୍ତି ହେଉନାହିଁ | ତେବେ ନବରାତ୍ରିରେ ମା ଙ୍କୁ ଶୃଙ୍ଗାର ବସ୍ତୁ ଭିତରେ ସିନ୍ଦୁର ଅବଶ୍ୟ ଅର୍ପଣ କରନ୍ତୁ | ଏହା କରିବା ଦ୍ୱାରା ମା ପ୍ରଶନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି | ଶତ୍ରୁ ବି ଧୀରେ ଧୀରେ କମ ହୋଇଯାନ୍ତି, ସନ୍ତାନ ପ୍ରାପ୍ତି ହୋଇଥାଏ |

6.ବିଜନେସ ରେ କ୍ଷତି ହେଉଛି କିମ୍ଵା ଚାକିରୀ ମିଳୁନାହିଁ ରୋଜଗାର କରିବାର କୌଣସି ପନ୍ଥା ଦେଖାଯାଉନାହିଁ | ତେବେ ଏହି ଉପାୟ ନବରାତ୍ରିର କୌଣସି ବି ଦିନ କରନ୍ତୁ ଟିକିଏ ସିନ୍ଦୁର ନିଅନ୍ତୁ ସେଥିରେ ଟିକିଏ କର୍ପୁର ରଖନ୍ତୁ ଏବଂ ଏହାକୁ ଶୋଇଲା ବେଳେ ନିଜ ତକିଆ ରଖି ଶୁଅନ୍ତୁ | ଏହା ପର ଦିନ ସ୍ନାନ କରି କର୍ପୁର କୁ ମାଙ୍କୁ ସ୍ମରଣ କରି ଜଳେଇ ଦିଅନ୍ତୁ ଏବଂ ସିନ୍ଦୁରକୁ କୌଣସି ଏକ ପବିତ୍ର ସ୍ଥାନରେ ରଖିଦିଅନ୍ତୁ ସମସ୍ତ ସମସ୍ୟାର ସମାଧାନ ହୋଇଯିବ |

Leave a Reply

Your email address will not be published. Required fields are marked *