ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଜଣେ ମହିଳାଙ୍କ ପୋଛା ଲଗେଇବା ଦ୍ୱାରା ଘରକୁ କାହିଁକି ଆସିଥାଏ ଦରିଦ୍ରତା? କାହିଁକି ଏହି ସମୟ ରେ ପୋଛା ଲଗେଇବାକୁ ମନା କରାଯାଏ ଆସନ୍ତୁ ଜାଣିବା | ବନ୍ଧୁଗଣ ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉ ଘରେ ସଫା ସୁତର ସହ ପୋଛା ଲଗେଇବାର କିଛି ବିଶେଷ କଥାର ଧ୍ୟାନ ରଖାଯାଇଥାଏ | ଆପଣଙ୍କୁ କହିରଖୁଛୁ ଏହିପରି କଣ କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ? ବନ୍ଧୁଗଣ ଆମେ ଜାଣତରେ ହେଉ କିମ୍ଵା ଅଜାଣତ ରେ କିଛି ଏହିପରି ଭୁଲ କରିଦେଉ ଯାହା କାରଣରୁ ଘରକୁ ଦରିଦ୍ରତା ଆସିଥାଏ | ଧନ ଆସିବା ବଦଳରେ ଚାଲିଯାଇଥାଏ ସେଥିପାଇଁ ଜଣେ ମହିଳାଙ୍କ ପୋଛା ଲଗେଇବା ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..
1. ବନ୍ଧୁଗଣ ଆମ ଶାସ୍ତ୍ରରେ ଛୋଟ ପିଲାଙ୍କୁ ଭଗବାନଙ୍କ ଜାଗା ଦିଆଯାଇଛି | ବିଶ୍ୱାସ କରାଯାଏ କି ଛୋଟ ପିଲାଙ୍କ ଦେହରେ ଭଗବାନ ବାସ କରନ୍ତି | ତେବେ ଏଭଳି ପରିସ୍ଥିତି ରେ ଯଦି ଆପଣ ଛୋଟ ପିଲାଙ୍କୁ କୌଣସି କଠୋର କାର୍ଯ୍ୟ କିମ୍ଵା ଝାଡୁ ପୋଛା କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି | ଏହା ଦ୍ୱାରା ଆପଣଙ୍କୁ ନର୍କର ରାସ୍ତା ମିଳିଯାଇଥାଏ | ବାନ୍ଧୁଗଣ ଗରୁଡ ପୁରାଣ ରେ ମଧ୍ୟ ଏହି ବିଷୟରେ ବିସ୍ତାର ରୂପରେ ବର୍ଣନା କରାଯାଇଛି | ତେବେ ଭୁଲ ରେ ମଧ୍ୟ ଏହିପରି କରନ୍ତୁ ନାହିଁ |
2.ବାସ୍ତୁ ଶାସ୍ତ୍ର ଅନୁସାରେ ଅପରାହ୍ନ ସମୟ ରେ ଘରକୁ ସଫା ସୁତାର କିମ୍ଵା ପୋଛା ଲଗେଇବା ଉଚିତ ନୁହେଁ | ଏହି ସମୟ ପୋଛା ଲଗେଇବା ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ, ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ଭରିଯାଇଥାଏ | ତେବେ ସଦା ସର୍ବଦା ସକାଳ ସମୟ ରେ ଝାଡୁ ପୋଛା କରିବା ସଠିକ ସମୟ ହୋଇଥାଏ | ଏହି ସମୟ ଶାସ୍ତ୍ର ଅନୁସାରେ ସଠିକ ହୋଇଥାଏ |
3. ବନ୍ଧୁଗଣ କିଛି ନିମ ପତ୍ର ନିଅନ୍ତୁ ଏହାକୁ ପୁଟେଇକି ସେହି ପାଣି ରୁ କିଛି ପାଣି ପୋଛା ଲଗେଇବା ପାଣି ରେ ମିଶିକି ପୋଛା ଲଗାନ୍ତୁ | ସପ୍ତାହ ରେ ଗୋଟିଏ ଦିନ ଏହିପରି କରାଯିବା ଉଚିତ ବନ୍ଧୁଗଣ ନିମରେ ବହୁତ ଔଷଧୀୟ ଗୁଣ ରହିଥାଏ ଏବଂ ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଭରିଯାଇଥାଏ | ଏହା ସହିତ ସପ୍ତାହ ରେ ଥରେ ଲୁଣ ର ପୋଛା ଲଗେଇବା ଉଚିତ ହୋଇଥାଏ | ତେବେ ବନ୍ଧୁଗଣ ଲୁଣ ରେ ମଧ୍ୟ ନକାରାତ୍ମକ ଉର୍ଜା କୁ ଦୂର କରିବାର ଶକ୍ତି ରହିଛି ତେବେ ଏହିପରି କରିବା ଦ୍ୱାରା ଘରର ସମସ୍ତ ନେଗେଟିଭ ଶକ୍ତି ଦୁରେଇ ଯାଇଥାନ୍ତି |
4. ବନ୍ଧୁଗଣ ଗୁରୁବାର ଦିନ କୋୖଣସି ଘରେ ପୋଛା ଲଗେଇବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହା ଦ୍ୱାରା ଘରେ ଲକ୍ଷ୍ମୀ ଛାଡ଼ି ଚାଲିଯାଇଥାନ୍ତି | ଘରେ ଦରିଦ୍ରତା ଆସିଥାଏ କାରଣ ଘରର ପୂର୍ବ ଦିଗ ଈଶାନ କୋଣ ରେ ଗୁରୁ ଗ୍ରହଙ୍କର ବାସ ହୋଇଥାଏ ତେବେ ଏହି ଦିନ ପୋଛା ଲଗେଇବା ଦ୍ୱାରା ଗୁରୁ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ଗୁରୁ ଗ୍ରହ ଅସନ୍ତୁଷ୍ଟ ହେବା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଜାନ୍ତି ଏବଂ ବାସ୍ତୁ ଦୋଷ ବି ଲାଗିଥାଏ | ସନ୍ତାନ ଉପରେ ବହୁତ ଅନିଷ୍ଟ ସମୟରେ ଘେରି ରହିଥାଏ | ତେବେ ବନ୍ଧୁଗଣ ଗୁରୁବାର ଦିନ ଘରେ ପୋଛା ଲଗେଇବା ଠାରୁ ଦୂରେଇକି ରହିବା ଉଚିତ |
5.ଗର୍ଭବତୀ ମହିଳାଙ୍କୁ ଝାଡୁ ଛୁଇଁବା କିମ୍ଵା ଝାଡୁ ପୋଛା କରିବା ଉଚିତ ହୋଇନଥାଏ ଏହିପରି ସମୟ ରେ କାମ କରିବା ଉଚିତ ହୋଇନଥାଏ | ତେଣୁ ବହୁତ ଅନିଷ୍ଟ ହୋଇଥାଏ ମାତା ଲକ୍ଷ୍ମୀ ରାଗିଯାଇ ଥାନ୍ତା | ତେବେ ବାନ୍ଧୁଗଣ କୌଣସି ବ୍ୟକ୍ତିକୁ ରୋଗ ହେବା ସମୟ ରେ ଘର ପୋଛା ଲଗେଇବା ଉଚିତ ନୁହେଁ ଏହା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ | ବହୁତ ଅମଙ୍ଗଳ ହୋଇଥାଏ ତେବେ ଏହା କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ | ବନ୍ଧୁଗଣ ମାସିକ ଧର୍ମ ସମୟ ରେ ମହିଳାଙ୍କୁ ଭୁଲ ରେ ମଧ୍ୟ ଝାଡୁ ପୋଛା କରିବା ଉଚିତ ନୁହେଁ ଏହି ସମୟ ରେ ଝାଡୁ ପୋଛା କରିବା ଭୁଲ ହୋଇଥାଏ | ମାତା ଲକ୍ଷ୍ମୀ କରିଧିତ ହୁଅନ୍ତି, ଦରିଦ୍ରତା ଆସିଥାଏ | ବ୍ୟକ୍ତି କାଙ୍ଗାଳ ହୋଇଯାଏ, ଗରୁଡ଼ ପୁରାଣ ରେ ମଧ୍ୟ କୁହାଯାଇଛି |