ବନ୍ଧୁଗଣ ଏ ପୁରା ଦୁନିଆରେ କେହିବି ଏମିତି ବ୍ୟକ୍ତି ନଥିବେ ଯିଏ ଧନର ଇଛା ରଖୁନଥିବ | ସମସ୍ତେ ଏହି ଇଛା ରଖିଥାନ୍ତି କି ତାଙ୍କ ପାଖରେ ଏତେ ଧନ ହେଉ କି ସେ ତାଙ୍କର ସବୁ ଇଛା ପୁରା କରିପାରିବେ | କି ବହୁତ ସାରା ନହେଲେ ବି ଏତିକି ଦରକାର ଯେତିକି ରେ ସେ ତାଙ୍କର ଜୀବନ ଅତିବାହିତ କରି ପାରିବେ | ଧନ ରୋଜଗାର କରିବାକୁ ଅନେକ ଲୋକ ଠିକ ରାସ୍ତା ବାଛିଥାନ୍ତି ସେମାନେ କଠିନ ପରିଶ୍ରମ ମଧ୍ୟ୍ୟ କରିଥାନ୍ତି କିନ୍ତୁ ଆଉ କିଛି ଲୋକ ଛଳ କପଟ କରି ପଇସା ରୋଜଗାର କରିଥାନ୍ତି |
ଅନ୍ୟପକ୍ଷ ରେ କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କ ପାଖରେ ପଇସା ଅଧିକ ଦିନ ରହିନଥାଏ | ଏହି ପରି ପରିସ୍ଥିତିରେ ଅନେକ ଲୋକ ଏହା ମଧ୍ୟ କହିଥାନ୍ତି ତାଙ୍କ ପାଖ କୁ ପଇସା ତ ଆସୁଛି କିନ୍ତୁ ଅଧିକ ରହୁନାହିଁ | ଏହିପରି ସମସ୍ୟା ର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ନେଇ ଆସିଚୁ | ଏହିପରି କିଛି ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ସଦା ସର୍ବଦା ପଇସା ଭରି ହେଇ ରହିବ ଆଉ ଆପଣଙ୍କ ଧନବାକ୍ସ କେବେ ଖାଲି ହେବ ନାହିଁ ତେବେ ଚାଲନ୍ତୁ ଜାଣିବା |
ଆଜି ଆମେ ଆପଣଙ୍କୁ ରୋଷେଇ ଘରେ ଥିବା ଅଟାର ଉପାୟ କହିବାକୁ ଯାଉଛୁ | ଯଦି ଆପଣ ମଧ୍ୟ ଏହି ରୁଟି ଖାଉଛନ୍ତି ତେବେ ଆପଣଙ୍କୁ ଏହି ଉପାୟ ମାଲାମାଲ କରିଦେବ | ଆପଣ ଜୀବନରୁ କାଙ୍ଗାଳି କୁ ଦୂରେଇଦେବ | ବନ୍ଧୁଗଣ ଆର୍ଥିକ ଅସୁବିଧା ଏମିତି ନୁହେଁ କି ଗରିବ ସମୟରେ ହିଁ ଆସିଥାଏ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କର ଅନେକ ରୋଜଗାର ପାରେ ମଧ୍ୟ ଆର୍ଥିକ ଅସୁବିଧା ରହିଥାଏ | ଏମିତିରେ ଯଦି ଅସମୟ ରେ କୌଣସି ଅସୁବିଧା ହୋଇଯାଏ ତେବେ ସଂଚୟ କରିଥିବା ଧନ ମଧ୍ୟ ସରିଯାଇଥାଏ ଏବଂ ବ୍ୟକ୍ତି ଗରିବ ହୋଇଯାଏ |
ଏହାକୁ ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ରୋଜଗାର ତ ବହୁତ ଅଛି କି ସବୁ ପଇସା ଅନ୍ୟ ଦିଗରେ ଖର୍ଚ୍ଚ ହୋଇଯାଉଛି | ଏହା ଦ୍ୱାରା ପରିବାର ଅଶାନ୍ତି ଏବଂ କ୍ଳେଶ ଆସିଥାଏ ଏବଂ ଆପଣ ଇଛା କରିଥିବା ସବୁ ଜିନିଷ ପୁରା କରିପାରନ୍ତି ନାହିଁ | ଏହିପରି ଆର୍ଥିକ ଅସୁବିଧା ସବୁବେଳେ ଘେରି ରହିଥାଏ | ପଇସା ରୋଜଗାର ଥାଇ ମଧ୍ୟ ଘରେ ପଇସାର ବହୁତ ଅସୁବିଧା ରହିଥାଏ,ତେବେ ସେଥିପାଇଁ ଏହି ଉପାୟ କରିବା ନିଶ୍ଚିନ୍ତ ଉଚିତ | ତେବେ ଆସନ୍ତୁ ଜାଣିବା..
କିପରି କରିବେ ରୁଟିର ଏହି ସରଳ ଉପାୟ..?
ବନ୍ଧୁଗଣ ଧ୍ୟାନ ରଖନ୍ତୁ ଘରେ ଅଟା ପେଷିବାର ସଠିକ ଦିନ ହେଉଛି ଶନିବାର | ଏହି ଦିନ ଅଟା ପେଷିବା ଶୁଭ ହୋଇଥାଏ | ତେବେ ଏହାକୁ ପେଷିବା ସମୟରେ ଗୋଲମରିଚ ସେଥିରେ ପକେଇବା ଉଚିତ |ଏହା ଦ୍ୱାରା ଗୁରୁ ଗ୍ରହ ପ୍ରସନ୍ନ ହୋଇଥାନ୍ତି ବନ୍ଧୁଗଣ ଗୁରୁଗ୍ରହ ହେଉଛନ୍ତି ଧନର ଦାତା ତେବେ ତାଙ୍କୁ ପ୍ରସନ୍ନ କରିବା ଦ୍ୱାରା ସବୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ | ତେବେ ମନେ ରଖନ୍ତୁ ଶନିବାର ଦିନ ଚକି ରେ ଅଟା ପେଷିବା ଉଚିତ ଏବଂ ଏହି ଉପାୟ ବହୁତ ସହଜ ଏବଂ ସରଳ | ତେବେ 100ଗ୍ରାମ ଗୋଲମରିଚ,100ଟି ତୁଳସୀ ପତ୍ର ଏବଂ କିଛି କେଶର ମିଶେଇ ଏହି ଅଟାକୁ ପେଷିବା ଉଚିତ | ଏହା ଦ୍ୱାରା ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ | ଜୀବନ ରେ ସୁଖ ଏବଂ ସମୃଦ୍ଧି ଆସିଥାଏ | ତେବେ ଯଦି ଆପଣଙ୍କ ର ପରିବାରରେ ଅଶାନ୍ତ ରହିଛି, ଚାକିରୀ ରେ ଅସୁବିଧା ହେଉଛି ବ୍ୟବସାୟ କ୍ଷତି ହେଉଛି | କିମ୍ବା ଘରେ କୌଣସି ଶୁଭ କାର୍ଯ୍ୟ ବିବାହ ହୋଇପାରୁନାହିଁ, ଶତ୍ରୁ ବଢିଯାଇଛନ୍ତି | ଜୀବନ ରେ କଳହ କ୍ଳେଶ ରହିଛି ତେବେ ଆପଣ ଏହି ସହଜ ଏବଂ ସରଳ ଉପାୟ କରନ୍ତୁ ନିଶ୍ଚିନ୍ତ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ
ତେବେ ଗୁରୁବାର ଦିନ ରୁଟିରେ ହଳଦୀ ମିଶେଇ କୌଣସି ଗୋ ମାତା କୁ ଖାଇବାକୁ ଦିଅନ୍ତୁ ଏହା ସହିତ ଆପଣ ପିମ୍ପୁଡି କୁ ମଧ୍ୟ ଖାଇବାକୁ ଦେଇପାରିବେ | ଏହା ଦ୍ୱାରା ଆପଣଙ୍କ ଘରୁ ନକାରାତ୍ମକ ଉର୍ଜା ଚାଲିଯାଇଥାଏ | ଗୁରୁବାର ଦିନ ଗୋମାତା ଙ୍କୁ ହଳଦୀ ରୁଟି ଖାଇବାକୁ ଦେବା ଦ୍ୱାରା ଗୁରୁଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନ ରେ ଅନେକ ଧନର ବର୍ଷା କରିଥାନ୍ତି | ଏହି ସରଳ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଅନେକ ପରିବର୍ତନ ଆସିଥାଏ,
କିନ୍ତୁ ମନେ ରଖନ୍ତୁ ଏହି ଉପାୟ କେବଳ ଗୁରୁବାର ଦିନ ହିଁ କାମ କରିଥାଏ | ବନ୍ଧୁଗଣ ଯଦି ଆପଣଙ୍କୁ ଶନିଦୋଷ ଲାଗିଛି | ଶନିଦେବ ଙ୍କ କ୍ରୋଧ ଯୋଗୁ ଆପଣ ଅନେକ ସମସ୍ୟା ର ସମ୍ମୁଖୀନ ହଇଛନ୍ତି ତେବେ ଆପଣଙ୍କୁ ଏହି ଛୋଟ ଉପାୟ କରିବା ନିହାତି ଆବଶ୍ୟକ | ବନ୍ଧୁଗଣ ଶନିବାର ଦିନ ସୋରିଷ ତେଲ ରେ ଭାଜି ରୁଟି କଳା କୁକୁର କୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଶନି ଦୋଷ ଦୂର ହେବ ଏବଂ ଆପଣଙ୍କ ଜୀବନ ରେ ଶାନ୍ତି ଭରି ଉଠିବ |
ଆପଣ ଶନି ଦୋଷରୁ ମୁକ୍ତି ପାଇବେ | ଜୀବନ ରେ ଧନ ର ଅଭାବ ହେବ ନାହିଁ | ସବୁ ସମସ୍ୟା ର ସମାଧାନ ହେବ |
ଯଦି ଆପଣଙ୍କର କରଜ ଅଛି ସୁଝି ହେଉନି କିମ୍ବା ଅନେକ ପଇସା ଋଣ ଆଣିଛନ୍ତି | ତେବେ ଏହାକୁ ଦୁର କରିବାକୁ ଏହି ଉପାୟ କରନ୍ତୁ, ଶନିବାର ଦିନ ସୋରିଷ ତେଲରେ ରୁଟି କାରୀ କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କ କରଜ ଶୀଘ୍ର ସୁଝି ହେଇଯିବ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଧନ ଆଗମନ ର ଉପାୟ ଏହି ଉପାୟ ଅତ୍ୟନ୍ତ ସରଳ ଅଟେ ଏହା କରିବା ଦ୍ଵାରା ଆପଣଂକୁ ଅଶେଷ ଧନ ପ୍ରାପ୍ତି ହୋଇଥାଏ | ତେବେ ଏହି ଉପାୟ କରିବାକୁ ଆପଣଙ୍କ ଅଟା ରେ ଗୋଟିଏ ଦୀପ ତିଆରି କରିବାକୁ ହେବ ଏବଂ ଏହି ଦୀପରେ ସୋରିଷ ତେଲ ରେ ଦୀପ ତୁଳସୀ ମୂଳରେ ବୁଧୁବାର ଦିନ ଜାଳିବା ଉଚିତ |
ଏହା ସହ ଭଗବାନ ଙ୍କୁ ସ୍ମରଣ କାରୀ ଆପଣଙ୍କ ଅସୁବିଧା କୁ ଜଣେଇବା ଉଚିତ | ତୁଳସୀ ବିଷ୍ଣୁଙ୍କର ପ୍ରିୟ ହୋଇଥାନ୍ତି ଏହାକୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଏହା ଦ୍ୱାରା ଘରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ | ମନେ ରଖନ୍ତୁ ଏହି ଦୀପକୁ ଥରେ ହିଁ ବ୍ୟବହାର କରିବା ଉଚିତ | ଯଦି ଆପଣଙ୍କ ଘରେ ଯେଉଁ ବ୍ୟକ୍ତି ରୋଜଗାର କରୁଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ହେଉଛି କିମ୍ବା ପାଠ ପଢା ପିଲାର ପାଠ ମନେ ରହୁନାହିଁ, ତେବେ ଏହିପରି ଅବସ୍ଥାରେ ଆପଣ ଏହି ସରଳ ଉପାୟ କରିପାରିବେ |
ଆପଣଙ୍କୁ ମୁଠାଏ ଅଟା ନେବାକୁ ହେବ ଏହା ସହ ଅଧା ମୁଠି ଚିନି ନିଅନ୍ତୁ ଏହା ସହ ଟିକିଏ ହଳଦୀ ନେଇକି ଏକା ରୁଟି ତିଆରୀ କରନ୍ତୁ | ଏହା ପାରେ ଏହି ରୁଟି କୁ ସେହି ବ୍ୟକ୍ତିଙ୍କ ମୁହଁରେ ସାତ ଥର ବୁଲେଇ ଆଣନ୍ତୁ, ତାପରେ ତାଙ୍କୁ କୌଣସି ପମ୍ପୁଡ଼ି ଥିବା ସ୍ଥାନ ରେ ରଖି ଦେଇ ଆସନ୍ତୁ | ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ, ସବୁ ସମସ୍ୟା ର ସମାଧାନ ହୋଇଥାଏ ପାଠ ପଢା ରେ ପିଲାଙ୍କର ମାନ ଲାଗିଥାଏ | ରୋଜଗାର କରିବାର ପନ୍ଥା ନୁଆ ଖୋଲିଥାଏ, ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ | ଏହି ଉପାୟ ବହୁତ ପ୍ରଭାବଶାଳୀ ହୋଇଥାଏ..