2 ଅକ୍ଟୋବର ପର୍ଯ୍ୟନ୍ତ ସୁନା ପରି ଚମକିବ ଏହି ରାଶିଗୁଡିଙ୍କର ଜୀବନ, ବୁଧଦେବଙ୍କ ଓଲଟା ଚଳନ କରିଦେବ ମାଲାମାଲ..

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ସବୁ ଗ୍ରହର ରାଜକୁମାର କୁହାଯାଏ | ଏହାର ସ୍ଥିତି ଆମ ରାଶି ଏବଂ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ | ଗତ 10 ସେପ୍ଟେମ୍ବର ରେ ବୁଧ କନ୍ୟା ରାଶିରେ ପ୍ରବେଶ କରି ସାରିଛନ୍ତି | ବର୍ତମାନ ସେ ଏହି ସ୍ଥିତି ରେ 2 ଅକ୍ଟୋବର ପର୍ଯ୍ୟନ୍ତ ରହିବେ | ବୁଧଙ୍କର ଓଲଟା ଚଳନ ତିନିଟି ଖାସ ରାଶି ଉପରେ ବଡ଼ ଶୁଭ ପ୍ରଭାବ ହେବ | ତେବେ ଆସନ୍ତୁ ଜାଣିବା କି ଏହି ରାଶିଗୁଡିକକୁ କଣ କଣ ଲାଭ ହେବ?

କନ୍ୟା ରାଶି :-ବୁଧଙ୍କ କନ୍ୟା ରାଶିରେ ପ୍ରବେଶ ହେବାରୁ ଏହି ରାଶିର ଲୋକଙ୍କୁ ବଡ ଧନ ଲାଭ ହେବ | ଆପଣଙ୍କ ଆୟର ସାଧନ ବଢ଼ିଯିବ | ପଇସା ରୋଜଗାର କରିବାର ନୂଆ ମଉକା ମିଳିବ | ଚାକିରୀରେ ପ୍ରମୋସନ ହେବ | ବିଜନେସ ରେ ଅନେକ ବଡ ଡିଲ ଫାଇନାଲ ହୋଇପାରେ | ଯେଉଁ ଲୋକ ବେରୋଜଗାର ଅଛନ୍ତି ତାଙ୍କୁ ନୁଆ ଚାକିରୀ ଅଫର ମିଳିପାରେ | ରୋକି ହୋଇଥିବା ଧନ ଫେରି ପାଇବେ | ଘର କିଣା ବିକାର ଯୋଗ ବନିବ |

ସବୁ ବିଗିଡା କାମ ସମୟରେ ପୁରା ହେବ | ଭାଗ୍ୟ ଆପଣଙ୍କ ସାଥ ଦେବ | ସନ୍ତାନ ତରଫରୁ କୌଣସି ସୁଖଦ ଖବର ପ୍ରାପ୍ତ ହେବ | ଘରେ ଶାନ୍ତିର ପରିବେଶ ରହିବ | ନିଜ ଲୋକଙ୍କ ଠାରୁ ସପୋର୍ଟ ମିଳିବ | କୌଣସି ଭଲ କାମ ରେ ଯାତ୍ରା ହୋଇପାରେ | ଭଗବାନ ସଦା ସର୍ବଦା ଆପଣଙ୍କ ସହାୟତା ପାଇଁ ସାଥିରେ ରହିବେ | ସବୁ କାମ ବିନା କୌଣସି ବାଧା ରେ ପୂର୍ଣ୍ଣ ହୋଇଯିବ | ଘର ଲୋକଙ୍କ ଉନ୍ନତି ହେବ |

ମକର ରାଶି :-ଭକ୍ରୀ ବୁଧ ଙ୍କ ଚଳନ ମକର ରାଶିର ଲୋକଙ୍କ ଭାଗ୍ୟ ରେ ରଙ୍ଗ ଆଣିବ | ଦୁର୍ଭାଗ୍ୟ ଆପଣଙ୍କ ପଛ ଛାଡ଼ିଦେବ |ଆପଣଙ୍କୁ ଭାଗ୍ୟର ଆଧାରରେ କୌଣସି ବଡ ଧନ ଲାଭ ହେବ |ପୁରୁଣା ରୋଗରୁ ମୁକ୍ତି ମିଳିବ | ଶତ୍ରୁ ଆପଣଙ୍କ ସାମ୍ନାରେ ମଥା ପାତିବେ | ସମାଜରେ ଆପଣଙ୍କ ଇଜ୍ଜତ ବଢିବ | କୋର୍ଟ କଚେରୀ ମାମଲା ଶେଷ ହେବ | ପ୍ରେମ ପ୍ରସଙ୍ଗ ରେ ସଫଳତା ମିଳିବ |

ଯେଉଁ ଲୋକଙ୍କ ବିବାହ ହେଉନାହିଁ ତାଙ୍କୁ ଜୀବନ ସାଥି ମିଳିଯିବ | ଯଦି ଆପଣ କୌଣସି ନୂଆ ବିଜନେସ ଆରମ୍ଭ କରିବାକୁ ଭାବୁଛନ୍ତି ତେବେ 2 ଅକ୍ଟୋବର ଯାଏଁ ସମୟର ବଡ ଶୁଭ ରହିବ | ମାତା ଙ୍କ କୃପା ଆପଣଙ୍କ ଉପରେ ରହିବ | ତାଙ୍କ ଆଶୀର୍ବାଦ ରୁ ସବୁ ଇଛା ପୁରା ହେବ | ନୂଆ ଘରକୁ ଏବଂ ଯାନ କିଣିପାରିବେ | ସ୍ୱାସ୍ଥ୍ୟ ଭଲ ରହିବ | ବିଦେଶ ଯାତ୍ରାର ଯୋଗ ବନି ପାରେ |

ମୀନ ରାଶି :-ଭକ୍ରୀ ବୁଧଙ୍କ କାରଣ ରୁ ମୀନ ରାଶିର ଲୋକଙ୍କ ଜୀବନର ସବୁ ଦୁଃଖ ଦୂର ହେବ | ଜୀବନ ରେ ସୁଖର ଆଗମନ ହେବ | ଆପଣ ସମସ୍ତ ଭୈତିକ ସୁଖ ସୁବିଧାର ଆନନ୍ଦ ନେବେ | ନୂଆ ଚାକିରୀ ର ଅଫର ଆସିବ ତ ତାକୁ ଛାଡିବାର ଭୁଲ କରନ୍ତୁ ନାହିଁ | ଏହି ନୂଆ ଚାକିରୀ ଆପଣଙ୍କ ଜୀବନ ବଦଳେଇ ଦେବ | ଏହା ଦ୍ୱାରା ଆପଣଙ୍କ କ୍ୟାରିଅରକୁ ନୁଆ ଦିଗ ମିଳିବ | ଛାତ୍ରଙ୍କ ପାଇଁ ମଧ୍ୟ ସମୟ ବହୁତ ଭଲ ହେବ | ପରୀକ୍ଷା ରେ ଭଲ ଫଳ ମିଳିବ |

ପତି ପତ୍ନୀ ଙ୍କ ସଂପର୍କ ରେ ସୁଧାର ଦେଖିବାକୁ ମିଳିବ | ଘରେ ଶାନ୍ତି ବନି ରହିବ | କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ଲାଭ କାରୀ ହେବ | ସେୟାର ମାର୍କେଟ ରେ ପଇସା ବିନିଯୋଗ କରିପାରିବେ | ସମ୍ପତ୍ତି ସହ ଜଡିତ ମାମଲାର ଫଇସଲା ଆପଣଙ୍କ ତରଫ ରେ ହେବ |ଘରେ କୌଣସି ମଙ୍ଗଳିକ କାର୍ଯ୍ୟ ହୋଇପାରେ | କୌଣସି ଶୁଭ କାର୍ଯ୍ୟ ରେ ଲମ୍ବା ଯାତ୍ରା ରେ ଯାଇପାରନ୍ତି | ପଶୁ ପାଳିବା ଆପଣଙ୍କ ପାଇଁ ଶୁଭ ରହିବ |

Leave a Reply

Your email address will not be published. Required fields are marked *