ପିତୃପକ୍ଷ ରେ ଦେଖନ୍ତି 7 ସଂକେତ ତେବେ ବୁଝିଯାନ୍ତୁ ପିତୃଙ୍କର କୃପା ଅଛି ଆପଣଙ୍କ ଉପରେ ପିତୃପକ୍ଷ ରେ ଚମକି ପାରେ ଆପଣଙ୍କ ଭାଗ୍ୟ..

ବନ୍ଧୁଗଣ ପିତୃପକ୍ଷ ଚାଲୁଅଛି, ଏହି ସମୟରେ ଆମେ ନିଜ ନିଜର ପୂର୍ବପୁରୁଷ ମାନଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାଦ୍ଧ,ପୂଜା ପାଠ ଆଦି କରିଥାନ୍ତି | ତେବେ ଏହି ମାସରେ ପିତୃଙ୍କୁ ସ୍ବପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି | ଏବଂ ଅନେକ ଥର ଏମିତି ମଧ୍ୟ ହୋଇଥାଏ କି ସେ ଆମକୁ ଚେତାବନୀ ମଧ୍ୟ ଦେଇଥାନ୍ତି | ଖାସ କରି ଯଦି ଆମେ କୌଣସି ପିତୃଙ୍କର ଜାଣତରେ ହେଉ କିମ୍ବା ଅଜାଣତରେ ପିଣ୍ଡ,ଶ୍ରାଦ୍ଧ ଆଦି ଦେଇ ନାହାନ୍ତି ତେବେ ଏହା ପାଇଁ ମଧ୍ୟ ପିତୃ ଆପଣଙ୍କ ସ୍ବପ୍ନ ରେ ଆସିଥାନ୍ତି | ବନ୍ଧୁଗଣ ପିତୃ ପରିଜନ ଆମ ସହ ସିଧା ସମ୍ବାଦ କରିପାରନ୍ତି ନାହିଁ ସେଥିପାଇଁ ସେଇ ଜାଣତରେ ହେଉ ଅବା ଅଜାଣତରେ ଆମ ଜୀବନ ରେ ଘଟୁ ଥିବା କିଛି ସାଧାରଣ ଏବଂ ଅସାଧାରଣ ଘଟଣା ରୂପରେ ଆମକୁ ଜଣେଇଥାନ୍ତି | ତେବେ ବନ୍ଧୁଗଣ ଯଦି ଆମ ପିତୃ ପ୍ରସନ୍ନ ଥାନ୍ତି ତେବେ ସମାଜ ରେ ଆମକୁ ସମ୍ମାନ ମିଳିଥାଏ ଏବଂ ଯଦି ଆମ ଉପରେ ପିତୃ କ୍ରୋଧିତ ଥାନ୍ତି ତେବେ ସେଥିପାଇଁ ଆମକୁ କଷ୍ଟ ଏବଂ ଦୁଃଖ ମିଳିଥାଏ |

ଏମିତି ପରିସ୍ଥିତରେ ଆମ ପିତୃ ସ୍ୱପ୍ନ ରେ ଆସି ଅନେକ ସଂକେତ ଦେଇଥାନ୍ତି, ରାତି ଏବଂ ଦିନ ରେ ମଧ୍ୟ | ଅନେକ ଲୋକ କୁହନ୍ତି ଦିନ ସମୟରେ ପିତୃଙ୍କୁ ସ୍ବପ୍ନ ରେ ଦେଖିବା ଅଶୁଭ ହୋଇଥାଏ, କିନ୍ତୁ ଆମେ ଆପଣଙ୍କୁ କହିରଖୁଛୁ ଏହିପରି କିଛି ବି ନୁହେଁ ଆପଣ ସ୍ବପ୍ନ ସକାଳେ ଦେଖନ୍ତୁ କିମ୍ବା ରାତି, ଅବା ଅପରାହ୍ନ ରେ | ପିତୃଙ୍କୁ ସ୍ବପ୍ନ ଦେଖିବାର ଅନେକ ସଂକେତ ହୋଇଥାଏ |ଏହିଥର ପିତୃପକ୍ଷ ସେପ୍ଟେମ୍ବର ମାସ 10 ତାରିଖରୁ ଆରମ୍ଭ ହୋଈ ସେପ୍ଟେମ୍ବର ମାସ 25ତାରିଖରେ ଶେଷ ହେବ |

କୁହାଯାଏ ଯେ ମୃତ୍ୟୁର ଦେବତା ଯମ ରାଜ ଶ୍ରାଦ୍ଧ ପକ୍ଷରେ ପିତୃପୁରୁଷଙ୍କୁ ମୁକ୍ତି କରିଦିଅନ୍ତି | ଯେମିତି ସେମାନେ ନିଜ ଲୋକଙ୍କ ପାଖକୁ ଯାଇ ତାଙ୍କୁ ଦେଖିପାରିବେ | ପିତୃପୁରୁଷ ମାନେ ଏହି ପିତୃପକ୍ଷରେ ପୃଥିବିକୁ ଆସିଯାନ୍ତି ଏବଂ ଏହି 16ଦିନ ସେମାନେ ପୃଥିବୀରେ ରହି ଶ୍ରାଦ୍ଧ, ପିଣ୍ଡ ଦାନା ଏଇ ସବୁକୁ ଗ୍ରହଣ କରି ପିତୃ ଅମାବାସ୍ୟା ଦିନ ପୁନଶ୍ଚ ପିତୃପୁରକୁ ଚାଲିଯାଆନ୍ତି | ଏହି ସମୟ ରେ ପିତୃ ଙ୍କୁ ସ୍ୱପ୍ନ ଦେଖିବା କଣ ସଂକେତ ଦେଇଥାଏ ଆସନ୍ତୁ ଜାଣିବା..

ବନ୍ଧୁଗଣ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପିତୃପକ୍ଷ ସମୟରେ କୋୖଣସି ବି ଶୁଭ କିମ୍ଭା ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ ବୋଲି | ଶାସ୍ତ୍ରରେ ପିତୃପକ୍ଷର ଅନେକ ନିୟମ କୁହାଯାଇଅଛି | ଯଦି ସେହି ନିୟମର ପାଳନ କରାନଯାଏ ତେବେ ଆପଣଙ୍କୁ ପିତୃଦୋଷ ଲାଗିଥାଏ ଏବଂ ପିତୃ ଭଗବାନ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି | ପିତୃପକ୍ଷରେ ଶୁଭ ଏବଂ ମଙ୍ଗଳିକ କାର୍ଯ୍ୟ ବ୍ୟତୀତ ଆହୁରି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଭୁଲରେ ବି ଆପଣମାନେ ପିତୃପକ୍ଷରେ ଖାଆନ୍ତୁ ନାହିଁ |

ପିତୃପକ୍ଷ ପିତୃ ପୁରୁଷଙ୍କୁ ସମର୍ପଣ ହୋଇଥାଏ ଏବଂ ସେଥିପାଇଁ ଏହି ସମୟରେ ଖାଇବାର ବିଶେଷ ନିୟମ ରହିଥାଏ | ଏହି ସମୟରେ ପିତୃ ମାନଙ୍କ ପାଇଁ ଖାଇବା ବଢ଼ା ଯାଏ ଏବଂ ବ୍ରହ୍ମଣ ମାନଙ୍କୁ ଡାକି ତାଙ୍କୁ ଭୋଜନ କରାଯାଏ | କିନ୍ତୁ ଶାସ୍ତ୍ରରେ କିଛି ଏପରି ଖାଧ୍ୟ ବିଷୟରେ କୁହାଯାଇଛି କି ଯାହାକୁ ଭୁଲରେ ବି ପିତୃପକ୍ଷ ସମୟରେ ଖାଇବା ଜମା ବି ଉଚିତ ନୁହେଁ | ଆସନ୍ତୁ ଜାଣିବା ଏହି ସମୟରେ କଣ ଖାଇବା ଉଚିତ ନୁହେଁ ଏବଂ କେଉଁ ଖାଦ୍ୟ ଏହି ସମୟରେ ଭୁଲରେ ବି ଘରକୁ ଆସିଥିବା ବ୍ରହ୍ମଣଙ୍କୁ ଦେବା ଉଚିତ ନୁହେଁ |

ଆପଣ ସବୁବେଳେ ଶୁଣିଥିବେ କି ପିତୃପକ୍ଷ ସମୟରେ ସମସ୍ତେ ଏହା କୁହନ୍ତି ଯେ ସେହି ସମୟରେ ସେହି ଖାଇବା ବନାନ୍ତୁ ଯାହା ଆପଣଙ୍କ ପିତୃଙ୍କୁ ପସନ୍ଦ ଥିବ | ଏମିତି କରିବା ଦ୍ୱାରା ଆପଣଙ୍କ ପିତୃ ପୁରୁଷଙ୍କୁ ଶାନ୍ତି ମିଳିଥାଏ | ଆମେ ଏହି ଜାଗାରେ କିଛି ଭୁଲ କରିଦେଉଥାଉ | ଚାଲନ୍ତୁ ଜାଣିବା,ଅଧିକାଂଶ ଘରେ ଅଧିକାଂଶ ଲୋକଙ୍କ ପିତୃ ପୁରୁଷ ମାନଙ୍କ ପିଆଜ, ରସୁଣ ଖାଇବାରେ ପସନ୍ଦ ହୋଇଥାଏ | ଆଉ ଏମିତିରେ ଆପଣ ମନେ ତାଙ୍କ ମନପସନ୍ଦର ଖାଇବା କରିବା ବେଳେ ତାଙ୍କ ଖାଇବାରେ ପିଆଜ ଆଉ ରସୁଣ ପକେଇଥାନ୍ତି | ଏବଂ ଆପଣଙ୍କ ପିତୃ ପୁରୁଷଙ୍କ ପସନ୍ଦ ଅନୁସାରେ ଆପଣ ରୋଷେଇ କରି ବ୍ରାହ୍ମଣ ମାନଙ୍କୁ ଖାଇବାକୁ ଦେଇଦିଅନ୍ତୁ ଏବଂ ଯଦି ଆପଣଙ୍କ ପିତୃ ପୁରୁଷଙ୍କୁ ଆମିଷ ପସନ୍ଦ ଥାଏ ତେବେ ଆପଣ କିଛି ଲୋକଙ୍କୁ ଆମିଷ ମଧ୍ୟ ଦେଇଦିଅନ୍ତି ଖାଇବା ପାଇଁ | ଏବଂ ନିଜ ପିତୃପୁରୁଷଙ୍କ ଆଶ୍ରିବାଦ ପ୍ରାପ୍ତ କରିବା ପାଇଁ | ତେବେ ଆମେ ଆଜି ଆପଣଙ୍କୁ କହିରଖୁଛୁ ଯେ ଯଦି ଆପଣ ଏମିତି କରୁଛନ୍ତି ତେବେ ଏହାକୁ ଏବେ ହିଁ ବନ୍ଦ କରିଦିଅନ୍ତୁ |

ଶାସ୍ତ୍ର ଅନୁଯାୟୀ ପିତୃପକ୍ଷ ସମୟରେ ଭୁଲରେ ବି ପିଆଜ, ରସୁଣ, ମାଂସ କିମ୍ଭା ଅଣ୍ଡାର ସେବନ କରନ୍ତୁ ନାହିଁ | ପିତୃଙ୍କ ଭୋଜନରେ ମଧ୍ୟ ଏହି ସବୁର ବ୍ୟବହାର କରନ୍ତୁ ନାହିଁ | ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଏବଂ ମାତା ଲଷ୍ମୀଙ୍କୁ ପିତୃ ଦେବ ବୋଲି କୁହାଯାଇଛି | ପିତୃ ପୁରୁଷଙ୍କୁ ଦିଆଯାଉଥିବା ସମସ୍ତ ଶ୍ରାଦ୍ଧ, ପିଣ୍ଡ ଦାନ, ଦର୍ପଣ ସବୁକିଛି ପ୍ରଥମେ ଭଗବାନ ବିଷ୍ଣୁ ଏବଂ ମାତା ଲଷ୍ମୀ ହିଁ ଶିକ୍ୟର କରନ୍ତି | ଏହା ପରେ ତାହା ଆପଣଙ୍କ ପିତୃପୁରୁଷଙ୍କୁ ମିଳିଥାଏ | ଏବଂ ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଭୋଗରେ କେବେ ବି ପିଆଜ, ରସୁଣ, ଅଣ୍ଡା କିମ୍ଭା ମାଂସ ବ୍ୟବହାର କରାଯାଏ ନାହିଁ | ଯଦି ଆପଣ ସେହି ପିଣ୍ଡ ଦାନାରେ ଆପଣ ଅଣ୍ଡା, ପିଆଜ, ରସୁଣ, କିମ୍ଭା ମାଂସ ପକାନ୍ତି ତେବେ ଏହାକୁ ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁ କେବେ ବି ଗ୍ରହଣ କରିବେ ନାହିଁ | ଯେତେବେଳେ ପିତୃଦେବ ହିଁ ତାକୁ ସ୍ୱୀକାର କରିବେ ନାହିଁ ତେବେ ଆମ ପିତୃ ପୁରୁଷ ମଧ୍ୟ ତାକୁ ଗ୍ରହଣ କରିପାରିବେ ନାହିଁ |

ତେଣୁ ଏହି କଥାର ବିଶେଷ ଧ୍ୟାନ ଦିଅନ୍ତୁ | ଆପଣ ଧ୍ୟାନ ଦେବେ କି ଏହି ସମୟରେ ଆପଣ କେବେ ବି ମଶୁରି ଡାଲି ଖାନ୍ତୁ ନାହିଁ କିମ୍ଭା କଳା ଲୁଣ, କଳା ଜିରା ମଧ୍ୟ ଗ୍ରହଣ କରନ୍ତୁ ନାହିଁ କିମ୍ଭା ଏହି ସବୁର ବ୍ୟବହାର ବ୍ରହ୍ମଣ ଖାଦ୍ୟରେ କରନ୍ତୁ ନାହିଁ | ଏହା ବ୍ୟତୀତ ପିତୃପକ୍ଷରେ ମୂଳା, ଲାଉ, କ୍ଷୀର,ସୋରିଷ ଶାଗ ଖାନ୍ତୁ ନାହିଁ କିମ୍ଭା କାହାରିକୁ ଖାଇବାକୁ ଦିଅନ୍ତୁ ନାହିଁ | ପିତୃପକ୍ଷରେ ପିତୃଙ୍କ ପାଇଁ କେବେ ବି ଡାଲି, ଭାତ, ରୁଟି ବନାନ୍ତୁ ନାହିଁ | ଏବଂ ଏହି ସବୁ ନିଜ ଖାଇପାରିବେ କିନ୍ତୁ କୋୖଣସି ବ୍ରାହ୍ମଣଙ୍କୁ କିମ୍ଭା ନିଜ ପିତୃପୁରୁଷଙ୍କୁ ଏହା ଦିଅନ୍ତୁ ନାହିଁ | ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ ଏବଂ ନିଜ ପିତୃଙ୍କୁ ସନ୍ତୁଷ୍ଟ କରି ତାଙ୍କ ପାଖରୁ ଆଶ୍ରିବାଦ ଗ୍ରହଣ କରନ୍ତୁ ଏବଂ ନିଜ ଜୀବନ ସୁଖ ଏବଂ ସମୃଦ୍ଧିରେ ବଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *