ଏହି 25ଟି ସଂକେତ ମିଳିଲେ ଆପଣ ହୋଇଯିବେ କୋଟିପତି..

ଆଜି ଆମେ ଏମିତି 25ଟି ସଂକେତ ବିଷୟରେ କହିବୁ ଯାହା ଆପଣ ଙ୍କୁ ମିଳିବା ଦ୍ୱାରା ଆପଣ କୋଟିପତି ହୋଇପାରନ୍ତି | ବନ୍ଧୁଗଣ କିଛି ଲୋକ ଏହିପରି ଅଛନ୍ତି ଯିଏ ଭାବନ୍ତି କି ସବୁ ପରିଶ୍ରମ ଦ୍ୱାରା ମିଳିଥାଏ,
କିନ୍ତୁ ଆପଣଙ୍କୁ କହିରଖୁଛୁ କି ଭାଗ୍ୟରେ ମଧ୍ୟ ଅନେକ ଜିନିଷ ମିଳିଥାଏ | ତେବେ ବନ୍ଧୁଗଣ ଆମେ ଭାରତୀୟ ହେବା ଦ୍ଵାରା ଶାସ୍ତ୍ର ଉପରେ ବହୁତ ବିଶ୍ୱାସ କରିଥାଉ | ଆଜି ଆମେ ଶାସ୍ତ୍ର ରେ ବର୍ଣ୍ଣିତ କିଛି ସଂକେତ ବିଷୟରେ କହିବୁ ଯଦି ଆପଣଙ୍କୁ ଏହା ମିଳୁଛି ତେବେ ଆପଣ ନିକଟ ଭବିଷ୍ୟତ ରେ ଧନୀ ହେବାକୁ ଯାଉଛନ୍ତି | ତେବେ ଆସନ୍ତୁ ଜାଣିବା..

1. ଘୁଷୁରୀ – ଘୁଷୁରୀ ଭଲ ଭାଗ୍ୟ ଆଣେ ବୋଲି ଦୁନିଆ ସାରା ଲୋକ ଜାଣିଛନ୍ତି | ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ଶୁଭ ବିଚାର କରା ଯାଇଥାଏ | ତେବେ ଯଦି ଆପଣ ବାଟରେ ଘୁଷୁରୀ ଦେଖୁଛନ୍ତି, ତେବେ ବୁଝିଯାନ୍ତୁ ଯେ ନିକଟ ଭବିଷ୍ୟତ ରେ ଆପଣ ଧନବାନ ହେବାକୁ ଯାଉଛନ୍ତି..

2.କଇଁଛ – କଇଁଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏହାକୁ ଭଲ ଖବର ଆଣେ ବୋଲି ବିଶ୍ୱାସ କରାଯାଏ | ଏହାକୁ କୌଣସି ବି ରୂପରେ ଦେଖିବା ଶୁଭ ହୋଇଥାଏ |

3. ମଧୁର ସଙ୍ଗୀତ – ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଶଙ୍ଖ କିମ୍ଵା ଭକ୍ତି ସଂଗୀତ ଶୁଣା ଯାଏ ତେବେ ଏହା ଶୁଭ ବୋଲି ଶାସ୍ତ୍ର ରେ କୁହାଯାଇଛି |

4. ଶୁଭ ଦିନରେ ଟଙ୍କା ଆସିବା – ଆମ ସମସ୍ତଙ୍କ ଜୀବନ ରେ କେବେ ନା କେବେ ଶୁଭ ଦିନ ଆସିଥାଏ | ତେବେ ଯଦି ଏହି ଦିନ ରେ ଟଙ୍କା ଆସିଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ |

5. ଝିଣ୍ଟିକା – ଏହାକୁ ଦେଖିବା ଏବଂ ଭାବିବା ମଧ୍ୟ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି | ଏହି ଜୀବକୁ ଦେଖିବା ଦ୍ୱାରା ବହୁତ ଧନ ମଧ୍ୟ ମିଳିଥାଏ ଆପଣଙ୍କ ଭାଗ୍ୟ ବଦଳିଥାଏ |

6. ଡଲଫିନ – ଏହାକୁ ମଣିଷର ଭଲ ବନ୍ଧୁ ବୋଲି କୁହାଯାଏ ତେବେ ଏହାକୁ ଦେଖିବା ମଧ୍ୟ ଶୁଭ ହୋଇଥାଏ |

7. ହାତ କୁଣ୍ଡେଇ ହେବା – ଆପଣ ତ ନିଶ୍ଚିନ୍ତ ଜାଣିଥିବେ କି ହାତ କୁଣ୍ଡେଇ ହେବା ଲକ୍ଷ୍ମୀମାଙ୍କ ଆସିବାର ସଂକେତ ହୋଇଥାଏ |ତେବେ ଯଦି ଆପଣଙ୍କ ହାତ କୁଣ୍ଡେଇ ହୁଏ ତେବେ ଏହା ଯାଣିନିଅନ୍ତୁ ଆପଣଙ୍କୁ ଧନ ମିଳିବକୁ ଯାଉଛି |

8.ବର୍ଷାରେ ସୂର୍ଯ୍ୟ ଦେଖିବା – ଏହା ବହୁତ କମ ଦେଖିବାକୁ ମିଳେ, ବର୍ଷା ସମୟରେ ସୂର୍ଯ୍ୟ ମଧ୍ୟ ଚମକିଥାନ୍ତି | ତେବେ ଯଦି ଆପଣ ଏହାକୁ ଦେଖୁଛନ୍ତି ତେବେ ଆପଣ ଖୁବ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି |

9.ମୋତି – ସମୁଦ୍ର ରେ ପ୍ରାୟତଃ ମୋତି ଦେଖାଯାନ୍ତି | ଏହା ପରେ ଏହା ମଧ୍ୟ ଆଭୂଷଣ ଭାବରେ ବ୍ୟବହାର କରାଯାଏ | ତେବେ ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି |

10.ବଗିଚାର ସୁନ୍ଦର ଦୃଶ୍ୟ ଦେଖିବା – ବହୁତ ଦିନ ପରେ ଯଦି ଆପଣ ବଗିଚାରେ ବେଙ୍ଗ ରଡି କରିବାର ଶୁଣୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁନି | ପୁର୍ନବାର ଶୁଣନ୍ତୁ ଆପଣଙ୍କ ଭାଗ୍ୟ ବଦଳିଯିବ |

11.କୁକୁର ଘରକୁ ଆସିବା – କୁକୁର ଘରକୁ ଆସିବ ଅତ୍ୟନ୍ତ ଶୁଭ ହୋଇଥାଏ | ଯଦି ଏହିପରି ହେଉଛି ତେବେ ଆପଣ ନିକଟ ଭବିଷ୍ୟତ ରେ ଧନି ହେବାକୁ ଯାଉଛନ୍ତି |

12-ଆପଣଙ୍କୁ କିଛି ମିଳିବା ଯେମିତିକି ଆପଣ ବାଟରେ ଯିବା ବେଳେ ଆପଣଙ୍କୁ କୋୖଣସି ଚାରି ପତ୍ରିୟା ଘାସ କିମ୍ଭା କୋୖଣସି ମୁଦ୍ରା ମିଳିଲେ ଆପଣ ତାକୁ ନିଜ ପାଖରେ ସାଇତିକି ରଖନ୍ତୁ | ଯାହା ଆପଣଙ୍କ ପାଇଁ ଆଗକୁ ଆସୁଥିବା ଆପଣଙ୍କର ଭଲ ଭାଗ୍ୟର ସଂକେତ ହୋଈ ଆପଣଙ୍କ ପାଖକୁ ଆସିଥାଏ |

13-ପୋଷାକ ଓଲଟା ପିନ୍ଧିବା | ବନ୍ଧୁଗଣ ଆମେ କେବେ କେବେ ତରବର ହୋଈ ନିଜ ଡ୍ରେସ ଓଲଟା ପିନ୍ଧିଦେଉଥାଉ ଏବଂ ଆମକୁ ଏହା ଦେଖି ରାଗ ମଧ୍ୟ ଲାଗିଥାଏ କିନ୍ତୁ ବନ୍ଧୁଗଣ ଏହା ଆପଣଙ୍କ ପାଇଁ ଆଗକୁ ଆସୁଥିବା ଏବଂ ଆପଣଙ୍କ ଭବିଷ୍ୟତର କିଛି ଶୁଭ ସଂକେତ ନେଇ ଆସିଥାଏ |

14-ଭାଙ୍ଗୁଥିବା ତାରା | ବନ୍ଧୁଗଣ ଏହା ତା ବହୁତ ପୂର୍ବରୁ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ କି ଯେତେବେଳେ ବି ଆପଣ କୋୖଣସି ତାରାକୁ ଭାଙ୍ଗୁଥିବାର ଦେଖନ୍ତି ଏବଂ ତାଙ୍କୁ ନିଜ ଇଚ୍ଛା କୁହନ୍ତି ତେବେ ସେ 30 ଦିନ ଭିତରେ ଆପଣଙ୍କର ସେହି ଇଚ୍ଛା କୁ ପୂରକରନ୍ତି |

15-ବୁଢିଆଣୀ ଜାଲ :- ପ୍ରାୟତଃ ବନ୍ଧୁଗଣ ଆମେମାନେ ଜାଣିଥାଉ ଯେ ବୁଢିଆଣୀ ଜାଲ ଦେଖିଲେ ଏହା ଅଶୁଭ ହୋଇଥାଏ କିନ୍ତୁ ବନ୍ଧୁଗଣ ଯଦି ଆପଣ ବୁଢିଆଣୀ ଜାଲ ଦେଖନ୍ତି ଏବଂ ସେହି ଜାଲରେ ଆପଣଙ୍କ ନାମର ପ୍ରଥମ ଅକ୍ଷରକୁ ଦେଖି ପାରନ୍ତି ତେବେ ଏହା ଆପଣଙ୍କ ଜୀବନର ଶୁଭ ଲକ୍ଷଣ ଆପଣଂକୁ ଦେଇଥାଏ |

16-ଚଢେଇର ଝାଡା :- ବନ୍ଧୁଗଣ ଏମିତି ଆମ ସହ ନିଶ୍ଚିତ କେବେ କେବେ ହୋଇଥାଏ କି ଆମ ଉପରେ କୋୖଣସି ପକ୍ଷୀ ଆସି ଝାଡା କରିଦିଅନ୍ତି | ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ କି ଏହା ପ୍ରକୃତତରେ ଆମ ଭବିଷ୍ୟତ ପାଇଁ ଶୁଭ ହୋଇଥାଏ |

17-ଘରକୁ ବାଦୁଡ଼ି ଆସିବା :- ଏହା ସବୁଠି କୁହାଯାଏ କି ଯଦି ଆପଣଙ୍କ ଘରେ କୋୖଣସି ବାଦୁଡ଼ି ରହି ନିଜର ଘର ତିଆରି କରେ ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ |

18-ବିବାହିତାଙ୍କୁ ଦେଖିବା :- ଯଦି ଆପଣ କେବେ ଆସିବା ବେଳେ ବାଟରେ କୋୖଣସି ଶୋଳାଶ୍ରୀଙ୍ଗାର କରିଥିବା କନିଆକୁ ଦେଖୁଛ ତେବେ ଏହା ଆପଣଙ୍କର ଶୁଭ ନିଶ୍ଚିତ ଭାବେ ହୋଇଥାଏ |

19- ଯଦି ଆପଣ ଘରୁ ବାହାରୁ ବାହାରୁ ଆଖୁ ଦେଖନ୍ତି ତେବେ ଏହା ଆପଣ୍ଣକା ପାଇଁ ଏବଂ ଆପଣଙ୍କ ପରିବାରଙ୍କ ପାଇଁ ଶୁଭ ଏବଂ ଅତ୍ୟନ୍ତ ସୁଖ ପୁର୍ଣ ସମୟ ବୋଲି ବିବେଚନା କରାଯାଏ |

20.ସକାଳୁ ଉଠି କ୍ଷୀର କିମ୍ଵା ଦହି ଦେଖିବା ଶୁଭ ହୋଇଥାଏ | ଏହା ଦ୍ୱାରା ବହୁତ କିଛି ପରିବର୍ତ୍ତନ ଆସିଥାଏ ତେବେ ଏହାକୁ ଶାସ୍ତ୍ର ରେ ମଧ୍ୟ ଶୁଭ ବୋଲି କୁହାଯାଇଛି |

21. ସବୁଜ ପରିବେଶ – ସବୁଜ ପରିବେଶ ଦେଖିବାକୁ ଅତ୍ୟନ୍ତ ଶୁଭ ହୋଇଥାଏ | ତେବେ ଯଦି ଆପଣ ଏହାକୁ ଦେଖନ୍ତି ତେବେ ଏହା ଭଲ ସଂକେତ ହୋଇଥାଏ |

22. ସୁନାର ସାପ – ଆପଣ ଶୋଇବା ସମୟରେ ଯଦି ସୁନାର ସାପ କୁ ସ୍ବପ୍ନ ଦେଖୁଛନ୍ତି | ତେବେ ଏହା ଈଶ୍ୱରଙ୍କ ସଂକେତ ହୋଇଥାଏ ଆପଣ ଖୁବ ଶୀଘ୍ର ଧନବାନ ହେବାକୁ ଯାଉଛନ୍ତି |

23.ରାସ୍ତାରେ ଯାଉଥିବା ସମୟ ରେ ଯଦି ଆପଣଙ୍କ ଡାହାଣ ପାର୍ଶ୍ଵ ରେଷ୍ଟ କୁକୁର ବିଲେଇ ମାଙ୍କଡ଼କୁ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ |

24. ନଡ଼ିଆ – ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଏ | ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ନଡ଼ିଆ ଦେଖିବା ବହୁତ ଶୁଭ ହୋଇଥାଏ ଏହାକୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି |

25.ଧଳା ଗାଈ – ଗାଈ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ଶାସ୍ତ୍ର ରେ ଗାଈ କୁ ଭଗବାନ ବୋଲି କୁହାଯାଏ ତେବେ ଏହାକୁ ଦେଖିବା ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *