ପିତୃପକ୍ଷରେ ପିତୃଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି 1ଟେ ଜିନିଷ, ନଚେତ ପିତୃଦୋଷ ଲାଗିବ |

ବନ୍ଧୁଗଣ ପିତୃପକ୍ଷ ସବୁବେଳେ ଭାଦ୍ରବ ମାସର ପୁର୍ଣିମାରୁ ଶ୍ରାଦ୍ଧପକ୍ଷ ଆରମ୍ଭ ହୋଈ ଅଶ୍ୱିନ ମାସ ଅମାବାସ୍ୟାରେ ସମାପ୍ତ ହୁଏ | ଏହିଥର ଶ୍ରାଧ ପକ୍ଷ ସେପ୍ଟେମ୍ବର 10 ରୁ ଆରମ୍ଭ ହୋଈ ସେପ୍ଟେମ୍ବର 25 ପର୍ଯ୍ୟନ୍ତ ରହିବ | ଏହି ପକ୍ଷ ପିତୃ ମାନଙ୍କୁ ସମର୍ପଣ କରାଯାଏ | ଏବଂ ଯେଉଁମାନେ ଏହି ସମୟରେ ନିଜ ପିତୃଙ୍କୁ ସନ୍ତୁଷ୍ଟ କରେଇଥାନ୍ତି ତାଙ୍କୁ ନିଜ ପିତୃପୁରୁଷଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ | ଆମ ପୁରାଣ ଶାସ୍ତ୍ରରେ ପୂର୍ବଜଙ୍କ ଆଶ୍ରିବାଦ ଆମ ପାଇଁ ବହୁତ ମହତ୍ୱ ପୁର୍ଣ ହୋଇଥାଏ | ପିତୃଙ୍କ ଆଶ୍ରିବାଦ ବିନା ମନୁଷ୍ୟର କୋୖଣସି ବି କାର୍ଯ୍ୟ ସଫଳ ହୋଇନଥାଏ | ଯେଉଁ ମନେ ନିଜ ପିତୃଙ୍କର ଶ୍ରାଧ କରନ୍ତି ନାହିଁ ସେମାଙ୍କର କୂଳ ନଷ୍ଟ ହୋଇଯାଇଥାଏ | ଏବଂ ଯେଉଁ ମନେ ନିଜ ପିତୃର ଶ୍ରାଧ ତଥା ତର୍ପଣ କରିଥାନ୍ତି ସେମାନେ ଏହି ଦୁନିଆର ସମସ୍ତ ପ୍ରକାରର ସୁଖ ଶାନ୍ତି ପ୍ରାପ୍ତ କରିଥାନ୍ତି | ସମସ୍ତ ପିତୃ ଭଗବାନ ବିଷ୍ଣୁଙ୍କ ଆଶ୍ରିବାଦରେ ଏହି ପିତୃପକ୍ଷରେ ନିଜ ସନ୍ତାନ ମାନଙ୍କୁ ଆଶ୍ରିବାଦ ଦେବାକୁ ପୃଥିବୀକୁ ଆସିଥାନ୍ତି |

ସେ ନିଜ ପ୍ରିୟ ମଣିଷଙ୍କ ସେନ୍ହ ପାଇଁ ବହୁତ ଖୁସି ହୋଈ ଫେରି ଯାଇଥାନ୍ତି | ଏବଂ ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ସମସ୍ତ ସ୍ୱାଦସ୍ତ ଭୋଜନ ଗ୍ରହଣ କରି ନିଜ ସନ୍ତାନ ମାନଙ୍କୁ ଆଶ୍ରିବାଦ କରି ଫେରି ଯାଆନ୍ତି | | ଶାସ୍ତ୍ର ଏବଂ ପୁରାଣ ଅନୁଯାୟୀ ଏହି ସମୟରେ ପିତୃ ମାନଙ୍କର ଶ୍ରାଧ କର୍ମ କିମ୍ଭା ତାଙ୍କୁ ପିଣ୍ଡ ଦାନ ନ କଲେ ପିତୃଦୋଷ ଲାଗିଥାଏ | ଏବଂ ଏହି କାରଣରୁ ସେମାନଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ | ସେଥିପାଇଁ ଆମେ ଆଜି ଆପଣଙ୍କୁ କହିବୁ କି କେମିତି ଏବଂ କଣ ତିଆରି କରି ଆପଣ ନିଜ ପିତୃଙ୍କୁ ଭୋଜନ କରେଇ ସଂସ୍ତୁଷ୍ଟ କରିପାରିବେ | ତେବେ ଆସନ୍ତୁ ଜାଣିବା ଆମେ କେଉଁ ଜିନିଷ ଆମ ପିତୃ ମାନଙ୍କୁ ଦେଲେ ସେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ |

ସର୍ବ ପ୍ରଥମତଃ କ୍ଷୀର ଏବଂ ଚିନିରେ ପ୍ରସ୍ତୁତ ହୋଇଥିବ କ୍ଷୀରି | ଯଦି ଆପଣମାନେ ନିଜ ପିତୃ ମାନଙ୍କୁ ଅନେକ ପ୍ରକାରର ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେଇପାରିବେ ନାହିଁ କିମ୍ଭା ଆପଣଙ୍କ ଆର୍ଥିକ ସ୍ଥିତି ସେତିକି ମଜବୁତ ନାହିଁ ତେବେ ଆପଣ କ୍ଷୀର ଏବଂ ଚିନିରେ ତିଆରି କ୍ଷୀରି ନିଜ ପିତୃଙ୍କୁ ନିଶ୍ଚିତ ଦେବା ଉଚିତ | ଯେଉଁଥିରେ ଶୁଖା ବାଦାମ ପକାଇ ନିଜ ପୂର୍ବଜଙ୍କୁ ଭୋଜନରେ ଦେବା ଅବଶ୍ୟକ ଅଟେ | ଏହି ଭୋଜନରେ ତାଙ୍କୁ ସବୁଠୁ ବେଶୀ ଆନନ୍ଦ ମିଳିଥାଏ | ଏବଂ ସେ ଆପଣଙ୍କୁ ଆଶ୍ରିବାଦ ଦେଇ ଫେରି ଯାଆନ୍ତି |

ଦ୍ୱିତୀୟତଃ କଖାରୁରେ ତିଆରି ଖାଦ୍ୟ ଗରୁଡ଼ ପୁରାଣ ଅନୁଯାୟୀ କଖାରୁରୁ ତିଆରି ଖାଦ୍ୟ ପିତୃ ମାନଙ୍କୁ ବେଶୀ ପସନ୍ଦ ହୋଇଥାଏ | କଖାରୁକୁ ସ୍ୱସ୍ତିକ ଭୋଜନ ରେ ବ୍ୟବହାର କରାଯାଏ | କଖାରୁକୁ ଶ୍ରାଧ ଏବଂ ପ୍ରସାଦ କାର୍ଯ୍ୟରେ ବ୍ୟବହାର କରାଯାଏ | ଯଦି ଆପଣ ମଧ୍ୟ ଶ୍ରାଦ୍ଧ ତିଆରି କରୁଛନ୍ତି ତେବେ ଆପଣ ମଧ୍ୟ କଖାରୁର ଖାଦ୍ୟ ତିଆରି କରନ୍ତୁ | ଆପଣଙ୍କ ପିତୃ ମାନେ ଖୁସି ହୋଈ ଆପଣଙ୍କୁ ଅନେକ ଆଶ୍ରିବାଦ ଦେଇ ଯିବେ ନିଜ ମନ ପସନ୍ଦର ଖାଦ୍ୟ ଗ୍ରହଣ କରି |

ତୃତୀୟତଃ ସୁଦ୍ଧ ଘିଅରେ ତିଆରି ରୁଟି | ହଁ ବନ୍ଧୁଗଣ ଆପଣ ମାନେ ଚାହିଁଲେ ଆପଣଙ୍କ ପିତୃଙ୍କୁ ନିଶ୍ଚିତ ସୁଦ୍ଧ ଘିଅରେ ତିଆରି ରୁଟି ସମର୍ପଣ କରିପାରିବେ | ଆପଣ ସୁଦ୍ଧ ଘିଅରେ ରୁଟି କରି ଗୋଟେ ରୁଟି କାଉ କୁ ଖାଇବାକୁ ଦିଅନ୍ତୁ ଏବଂ ଆଉ ଦୁଇଟି ଛୋଟ ରୁଟି କରି ଗୋଟେ ଗାଈ ଏବଂ ଗୋଟେ କୁକୁରକୁ ଖାଇବକୁ ଦିଅନ୍ତୁ | ଏହା ଆପଣଙ୍କ ପିତୃଙ୍କୁ ବହୁତ ପ୍ରଶନ କରିବ |

ଆମେ ଏହି ଖାଦ୍ୟକୁ ଏମିତି ତିଆରି କରିବା ଉଚିତ ଯେମିତି ଆମେ କୋୖଣସି ଭଗବାନଙ୍କ ପାଇ ପ୍ରସାଦ କରିବା ବେଳେ ସେହି ଭୋଜନକୁ ଚାଖେ ନାହିଁ କିମ୍ଭା ତାକୁ ଆଇଠା କରେନାହି ସେହି ପରି ପିତୃଙ୍କ ପାଇଁ ତିଆରି ହୋଇଥିବା ଶ୍ରାଦ୍ଧକୁ ମଧ୍ୟ ଆପଣ ମାନେ ଜମା ବି ଅଇଁଠା କରନ୍ତୁ ନାହିଁ | ଭୋଜନ କରିବା ଆଗରୁ ଆପଣଙ୍କୁ ସମ୍ପୂର୍ଣ ସୁଦ୍ଧ ହେବାକୁ ପଡିବ | ବିନା ଗାଧେଇକି କେବେ ବି ରୋଷେଇ କରନ୍ତୁ ନାହିଁ ନିଜ ପିତୃ ମାନଙ୍କ ପାଇଁ | ରୋଷେଇ କରିବା ଆଗରୁ ରୋଷେଇ ଘରକୁ ଗଙ୍ଗା ଜଳରେ ସଫା କରି ରୋଷେଇ କରନ୍ତୁ | ଏବଂ ମନେ ରଖିବେ ନିଜ ପିତୃଙ୍କ ପାଇଁ କେବଳ ସ୍ୱସ୍ତିକ ଭୋଜନ ହି ତିଆରି କରିବେ |କେବେ ବି କୋୖଣସି ପିତୃଙ୍କ ଖାଦ୍ୟରେ ପିଆଜ, ରସୁଣ, କିମ୍ଭା ମାଂସର ବ୍ୟବହାର କରନ୍ତୁ ନାହିଁ | ଏପରି କରି ଆପଣ ନିଜ ପିତୃଙ୍କ ଆଶ୍ରିବାଦ ପାଇପାରବେ |

Leave a Reply

Your email address will not be published. Required fields are marked *