ପ୍ରତିଦିନ ଗାଧେଇବା ପୂର୍ବରୁ 1 ଢାଳ ପାଣି ଢଳାନ୍ତୁ ଏହି ଅଙ୍ଗରେ, ପୁରା ଦୁନିଆ ଆପଣଙ୍କ ପାଦ ତଳେ ରହିବ |

ମହିଳା ମନେ ଗାଧେଇବା ବେଳେ ଜମା ବି କରନ୍ତୁ ନାହିଁ ଏହି ଭୁଲ | ଭଗବାନ ହୋଇଯାଆନ୍ତି ରୁଷ୍ଟ, ଭୋଗିବାକୁ ହୁଏ ଅନେକ କଷ୍ଟ | ଯାହା ବିଷୟରେ ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ ବିସ୍ତାର ରୂପେ ବର୍ଣନା କରିଛନ୍ତି | ଏବଂ ଏହା ସହ ଆମେ ଆଜି ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିବାହିତା ମହିଳା ମାନଙ୍କୁ ଭୁଲରେ ବି ରାତ୍ରି ସମୟରେ ଏହି କାର୍ଯ୍ୟ କରିବା ଜମା ବି ଉଚିତ ନୁହେଁ | ଏମିତି କରିବା ଦ୍ୱାରା ସ୍ୱାମୀଙ୍କ ଉପରକୁ ଆସେ ସଙ୍କଟ, ଘରକୁ ଆସିଯାଏ ଦରିଦ୍ରତା |

ଯେଉଁ ଘରେ ମହିଳା ମାନେ ଏମିତି ସ୍ନାନ କରନ୍ତି ସେହି ଘରେ କେବେ ବି କୋୖଣସି ଦେବାଦେବୀ ବାସ କରନ୍ତି ନାହିଁ | ଏହି ବିଷୟରେ ଜାଣିବା ପରେ ଆପଣ କେବେ ବି ଏମିତି ସାନ୍ନ କରିବେ କରିବେ ନାହିଁ | ଏବଂ ଆପଣ ମନେ ମଧ୍ୟ ଭଲରେ ଜାଣିଛନ୍ତି କି ଇତିହାସ ସାକ୍ଷୀ ଅଛି କି ମହିଳା ମାନଙ୍କ ପାଇଁ କେତେ ଯୁଧ୍ୟ ଏବଂ କେତେ ନାରୀଙ୍କ ପାଇଁ ହିଁ ଘରେ ସୁଖ ସମୃଦ୍ଧି ଆସିଛି | କୁହାଯାଏ କି ଜଣେ ସଫଳ ପୁରୁଷଙ୍କ ପଛରେ ସବୁବେଳେ ଗୋଟେ ନାରୀର ହିଁ ହାତ ଥାଏ | ଏବଂ ଏହା ସହ ଏହା ମଧ୍ୟ କୁହାଯାଏ ଯେ କୋୖଣସି ବ୍ୟକ୍ତିକୁ ବର୍ବଦା କରିବା ପାଇଁ ଭି ନାରୀ ଦାୟୀ ହୋଇଥାଏ | କିନ୍ତୁ ଚାଣକ୍ୟ ନୀତି ଅନୁଯାୟୀ ଏପରି କିଛି କମ ଅଛି ଯାହା କରିବା ଦ୍ୱାରା ନାରୀମାନେ ନିଜ ଘରେ ସୁଖ ସ୍ମୃଦ୍ଧି ଆଣିପାରିବେ | ଏବଂ ଘରୁ ନକାରାତ୍ମକ ଶକ୍ତିକୁ ଦୁରେଇ ଦେଇପାରେ | ନାରୀ ମାନଙ୍କ ପାଖରେ ଏପରି କିଛି ଶକ୍ତି ଅଛି ଯାହାକୁ ସେ ଜାଗ୍ରତ କରିପାରିବେ ଏବଂ ନିଜ ଘରକୁ ସ୍ୱର୍ଗ କରିପାରିବେ | କିନ୍ତୁ କଣ ଆପଣ ଜାଣିଛନ୍ତି କି ମହିଳା ମାନଙ୍କର ଏମିତି ସ୍ନାନ କରିବା ଦ୍ୱାରା ଘରକୁ ଆସିପାରେ ଦରିଦ୍ରତା, କଷ୍ଟ, ଏବଂ ସଙ୍କଟ | ଖାସ କରି ବିବାହିତା ମହିଳା ମନେ ଏହି ଭୁଲ ଜମା ବି କରିବା ଉଚିତ ନୁହେଁ | ଆସନ୍ତୁ ଜାଣିବା |

1-ସ୍ୱଚ୍ଛତାର ଖାସ ଧ୍ୟାନ ରଖିବା ଅବଶ୍ୟକ ଅଟେ | ନିଜ ଘରକୁ ସବୁବେଳେ ସଫା ରଖିବା ଦ୍ୱାରା ଘରେ ସକାରାତ୍ମକ ଶାନ୍ତି ବୃଦ୍ଧି ପାଇଥାଏ | ଏବଂ ଆପଣ ନିଶ୍ଚିତ ଜାଣିଥିବେ କି ସଫା ସୁତୁରା ଘରେ ସବୁ ଦେବା ଦେବୀ ରହିବାକୁ ବେଶୀ ପସନ୍ଦ କରନ୍ତି |

2- ସଫା କରିବା ପରେ ତୁରନ୍ତ ଗାଧେଇବା ନିହାତି ଅବଶ୍ୟକ ଏବଂ ସବୁବେଳେ ଧ୍ୟାନ ଦେବେ କି ଗାଧେଇବା ବେଳେ ଗାଧେଇବା ଘର ମଧ୍ୟ ସଫା ରହିବା ନିହାତି ଦରକାର | ଏମିତି କରିବା ଦ୍ୱାରା ଆପଣଙ୍କ ଶରୀର ତ ସଫା ହୁଏ ଏହା ସହ ଆପଣଙ୍କ ମନକୁ ମଧ୍ୟ ଶାନ୍ତି ମିଳିଥାଏ |

3- ରୋଷେଇବା କରିବା ଆଗରୁ ମହିଳା ମାନଙ୍କୁ ଗାଧେଇବା ଜରୁରୀ ଅଟେ | ଏମିତି କରିବା ଦ୍ୱାରା ଖାଇବା ଭଲ ଏବଂ ସ୍ୱାଦିଷ୍ଟ ତ ବନିଥାଏ ଏହା ସହ ଆପଣଙ୍କୁ ମଧ୍ୟ ରୋଷେଇ କରିବା ବେଳେ ଆପଣଙ୍କ ମନ ବହୁତ ଶାନ୍ତ ରହିଥାଏ | ଏହା ସହ ଶାସ୍ତ୍ରରେ ଏହା କୁହାଯାଏ କି ଏମିତି ମହିଳା ରୋଷେଇ କଲେ ସେହି ଘରର କେହି ବି ନର୍କ ଭୋଗ କରନ୍ତି ନାହିଁ | ବରଂ ସ୍ୱର୍ଗ ସୁଖ ପ୍ରାପ୍ତ କରନ୍ତି |

4- ଖାଇବା ରୋଷେଇ କରିବା ପରେ ପ୍ରାଥମେ ଜଣେ ପଶୁଙ୍କୁ ଭୋଗ ଲଗେଇବା ଉଚିତ, ସେ ଗାଈ ହେଉ କିମ୍ଭା କୁକୁର ଏବଂ ଏହା ପରେ ଅଗ୍ନି ଦେବତାଙ୍କୁ ଏବଂ ସମସ୍ତ ଭଗବନାଙ୍କୁ ଭୋଗ ଲଗେଇବା ଉଚିତ |

5-ସୂର୍ଯ୍ୟାସ୍ତ ପରେ କେବେ ବି ମହିଳା ମନେ ନିଜ ଚୁଟି କୁଣ୍ଡେଇବା ଉଚିତ ନୁହେଁ | ଏବଂ ଝାଡୁ ପୋଛା ମଧ୍ୟ ଲଗାଇବା ଉଚିତ ହୋଇନଥଏ | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି |

6- ବାରମ୍ବାର ଚିଡି-ଚିଡ଼ା ପଣ ଘରକୁ ଆସନ୍ତି ଆଣିଥାଏ | ସେଥିପାଇଁ ଏହାଠାରୁ ବଂଜିକି ରହିବା ଉଚିତ | କାହା ବରୋଧରେ କହିବା ଉଚିତ ହୋଇନଥାଏ |

7- ଘର ମଝିରେ କେବେ ବି ମନ୍ଦିର ସ୍ଥାପନ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବନିରହିଥାଏ |

Leave a Reply

Your email address will not be published. Required fields are marked *