ବାସ ଟିକିଏ ” ହଳଦିଆ ସୋରିଷ ” ଶତ୍ରୁର ସବୁ ଶକ୍ତି ସମାପ୍ତ, ଶତ୍ରୁ ହାତ ଯୋଡି କ୍ଷମା ମାଗିବ..

ଧର୍ମ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରକୁ ସୁଗନ୍ଧିତ ବାତାବରଣ ରଖନ୍ତି, ତେବେ ଏହାକୁ ସବୁଠାରୁ ଶୁଭ ଏବଂ ପବିତ୍ର ମାନା ଯାଇ ଥାଏ | ନକରାତ୍ମକ ଉର୍ଜା କୁ ଦୂର ମଧ୍ୟ କରିଥାଏ | ସାଧାରଣତଃ ଆମେ ଧୂପ ଦୀପ ଦେଇ ଭଗବାନ ଙ୍କୁ ପୂଜା କରିଥାଉ, ଘରକୁ ସଫା ସୂତର ଏବଂ ସୁଗନ୍ଧିତ ମଧ୍ୟ ରଖିଥାଉ | ତେବେ ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ସୋରିଷର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ | ଯଦି ନକରାତ୍ମକ ଶକ୍ତି ଜୀବନରେ ଆସିଯାଏ

ଘରେ ପ୍ରଭାବ ପକାଏ ଏବଂ ଘରର ସଦସ୍ୟ ଉପରେ ପଡିଥାଏ ତେବେ ଜୀବନ ନର୍କ ବନିଯାଏ | ସର୍ବଦା ଧନର ଅଭାବ ରହିଥାଏ,ସବୁବେଳେ କିଛି ନା କିଛି ଅସୁବିଧା ଆପଣଙ୍କୁ ଘେରି ରହିଥାଏ | ତେବେ ଏହି ପରି ପରିସ୍ଥିତିରେ ଆମେ ଆପଣଙ୍କୁ ହଳଦିଆ ସୋରିଷ ର ଉପାୟ ବିଷୟରେ କହିବାକୁ ଯାଉଛୁ | ଏହାକୁ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ | ଶତ୍ରୁଙ୍କ ମୁକ୍ତି ମଧ୍ୟ ମିଳିବ, ତେବେ ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ ହଳଦିଆ କପଡା ନିଅନ୍ତୁ, ସେଥିରେ କିଛି ହଳଦିଆ ସୋରିଷ ରଖନ୍ତୁ ଏବଂ ଏହାକୁ ନାଲି ସୁତା ରେ ବାନ୍ଧି ମା ବଗଲାମୁଖିଙ୍କୁ ଅର୍ପଣ କରିଦିଅନ୍ତୁ | ଦେଖିବେ ଆପଣଙ୍କ ର ସମସ୍ତ ସମସ୍ୟା ଦୂର ହେବ | ଏହା ପରେ ଆଉ ଏକ ଛୋଟ ପ୍ରୟୋଗ ବିଷୟରେ ଜାଣନ୍ତୁ ସାଧାରଣତଃ ଆମେ ସନ୍ଧ୍ୟାରେ ଦୀପ ଜାଳିଥାଉ | ତେବେ ସେହି ଦୀପରେ ଟିକିଏ ହଳଦିଆ ସୋରିଷ ଦେଇ ଏହାକୁ ସମ୍ପୂର୍ଣ ଘରେ ବୁଲାଇ ଆଣନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଘରେ ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଯିବ | କାରଣ ହଳଦିଆ ସୋରିଷ ଜାଳିବା ଦ୍ୱାରା ଅନେକ ଭୁତ ପ୍ରେତ ଏବଂ ନେଗୀଟିଭ ଏନର୍ଜି ଦୂର ହୋଇଯାନ୍ତି |

ତେବେ ଆପଣଙ୍କ ଘରେ ଛୋଟ ଛୋଟ ପିଲା ମଧ୍ୟ ଥିବେ, ଅନେକ ସମୟରେ କଣ ହୁଏ ଛୋଟ ପିଲା କୁ ନଜର ଦୋଷ ଲାଗିଯାଇଥାଏ | ତେବେ ଏହି ପରିସ୍ଥିତିରେ ନଜର ଦୋଷ ଦୂର କରିବା ପାଇଁ ହଳଦିଆ ସୋରିଷର ଏହି ଉପାୟ କରନ୍ତୁ | ଗୋଟିଏ ପାତ୍ର ନିଅନ୍ତୁ ତାକୁ ଚୁଲିରେ ବସେଇ ଦିଅନ୍ତୁ ଏହା ପରେ ଟିକିଏ ଫିଟିକିରି ସହ ହଳଦିଆ ସୋରିଷ ପକାନ୍ତୁ ଯେତେବେଳେ ଏହା ଫୁଟିବାକୁ ଲାଗିବ ଏହାର ଧୂଆଁ କୁ ଘରେ ବିସ୍ତାର ହେବାକୁ ଦିଅନ୍ତୁ | ଏହା ପରେ ଏହି ସୋରିଷ କୁ କୌଣସି କପଡା ରେ ଗୁଡେଇ ସେହି ପିଲାର ଚାରିପଟେ ସାତ ଥର ଓଲଟା ବୁଲନ୍ତୁ ପରେ ଏହାକୁ ଘରେ ପଛ ପଟେ ଫିଙ୍ଗି ଦିଅନ୍ତୁ | ନଜର ଦୋଷ ଦୂର ହୋଇଯିବ |

ଯଦି ରାହୁ ଆପଣଙ୍କୁ ହଇରାଣ କରୁଛନ୍ତି, ଯେତେବେଳେ ରାହୁ ଖରାପ ଥାଏ ସେତେବେଳେ ସବୁ ଆକସ୍ମିକ ହୋଇଥାଏ | ଅନେକ ବାଧା ବିଘ୍ନ ଆସିଥାଏ ତେବେ ଏମିତି ପରିସ୍ଥିରେ ଏହି ଛୋଟିଆ ପ୍ରୟୋଗ କରନ୍ତୁ | ତେବେ ବନ୍ଧୁଗଣ ରାହୁ ଙ୍କ ସଂକଟରୁ ଦୂର ହେବାକୁ ପୂର୍ବ ଭାଦ୍ରବ, ସ୍ଵାତି ଏବଂ ଆତ୍ରା ନକ୍ଷତ୍ର ରେ ହଳଦିଆ ସୋରିଷ କୁ ନିଜ ଉପରେ ସାତ ଥର ଓଲଟା ବୁଲାଇ ଏହାକୁ ପାଖରେ ଥିବା ନଦୀରେ ବହଇ ଦିଅନ୍ତୁ | ଯଦି ପାଖରେ କୌଣସି ନଦୀ ନାହିଁ ତେବେ ଓସ୍ତ ଗଛ ତଳ ରଖି ଆସନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଏମିତି କରିବା ସମୟରେ ଆପଣଂକୁ କେହି ଯେମିତି ବାଧା ନକରନ୍ତି | ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୁଏ |

ଯଦି ଅନେକ ସମୟରୁ ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରୁନାହିଁ, କାହାର ବିବାହ ହୋଇପାରୁନାହିଁ | କିମ୍ବା ସନ୍ତାନ ହେଉ ନାହିଁ ତେବେ ଏହିପରି ପରିସ୍ଥିତିରେ ଆପଣଙ୍କ ଏହି ଉପାୟ କରନ୍ତୁ | ଗୋଟିଏ ନାଲି କପଡା ନିଅନ୍ତୁ ସେଥିରେ ଟିକିଏ ହଳଦିଆ ସୋରିଷ ରଖନ୍ତୁ ଏବଂ ଏହାକୁ ନାଲି ସୂତାରେ ବାନ୍ଧି ଗୋଟିଏ ପୁଟୁଳି ବନେଇ ଦିଅନ୍ତୁ ଏହାକୁ ନେଇ ଆପଣଙ୍କ ପୂଜା ହେଉଥିବା ସ୍ଥଳରେ ରଖନ୍ତୁ | ଏହା ଆପଣଙ୍କ ସମସ୍ତ ଦୁଃଖ ଦୂର କରିବା ବିବାହ ବି ସମ୍ପନ୍ନ ହେବ | ସନ୍ତାନ ପ୍ରାପ୍ତି ହେବ ଘରେ ସୁଖ ସମୃଦ୍ଧି ଗଢି ଉଠିବ |

Leave a Reply

Your email address will not be published. Required fields are marked *