କିନ୍ନରମାନଙ୍କୁ ଭୁଲରେ ବି ଦାନ ଦିଅନ୍ତୁ ନାହିଁ ଏହି 5ଟି ଜିନିଷ, ନହେଲେ କ୍ରୋଧରେ ଘର ଛାଡି ଚାଲିଯିବେ ମା ଲକ୍ଷ୍ମୀ..

ହିନ୍ଦୁ ଧର୍ମରେ ଦାନ କରିବା ବହୁତ ପୁର୍ଣ୍ୟଦାୟୀ କାର୍ଯ୍ୟ ବୋଲି ବିଶ୍ୱାସ କରାଯାଏ | ଏହିପରି ମାନ୍ୟତା ଅଛି କି ଦାନ – ପୁଣ୍ୟ କରିବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ମିଳିବା ସହ, ଘରେ ସୁଖ -ଶାନ୍ତି ଏବଂ ଉନ୍ନତି ମଧ୍ୟ ଆସିଥାଏ | ସନାତନ ଧର୍ମ ରେ କୌଣସି ବି ପର୍ବ ସେବେ ଯାଏଁ ପୂର୍ଣ୍ଣ ହୋଇନଥାଏ, ଯେତେ ବେଳେ ଯାଏଁ ଆପଣ କୌଣସି ଆବଶ୍ୟକ ଥିବା ଲୋକଙ୍କର ସାହାଯ୍ୟ କରିନାହାନ୍ତି | ଆବଶ୍ୟକ ଥିବା ଲୋକ କୁ ସାହାଯ୍ୟ କରିବା ମାନବ ଜୀବନ ପାଇଁ ସବୁଠାରୁ ବଡ କାର୍ଯ୍ୟ ଅଟେ | ତେବେ କିନ୍ନର ମାନଙ୍କୁ ଦାନ ଦେବା ମଧ୍ୟ ଏକ ପୂର୍ଣ୍ଣ କର୍ମ ବୋଲି ବିଶ୍ୱାସ କରାଯାଏ |

ଯେମିତିକି ଆମେ ସମସ୍ତେ ଜାଣିଛନ୍ତି କି ବିବାହ ହେଉ କିମ୍ବା ପିଲାର ଜନ୍ମ, ଏହି ଖାସ ଅବସରରେ ଲୋକ ଖୁସି ପାଳନ କରନ୍ତି ଏବଂ ଏହି ଖାସ ଅବସରରେ କିନ୍ନର ମାନଙ୍କର ଘରକୁ ଆସିବା ନାଚ ଗୀତ ଏବଂ ଦକ୍ଷିଣା ଦେବାର ମଧ୍ୟ ପରମ୍ପରା ରହିଛି | ଯଦି କୌଣସି ମାଙ୍ଗଲିକ ଅବସର କିମ୍ବା ପର୍ବ ହୋଇ ଥାଏ ତେବେ ସେଥିରେ ମଧ୍ୟ କିନ୍ନର ମାନଙ୍କୁ ଦାନ ଦକ୍ଷିଣା ଦେବାର ପରମ୍ପରା ଅଛି | ଯଦି କିନ୍ନର ଖୁସି ହୋଇକି ଆପଣଙ୍କୁ ଆଶୀର୍ବାଦ କରନ୍ତି,ତେବେ ଏହା ଦ୍ୱାରା ଜୀବନ ସର୍ବଦା ଖୁସି ପୂର୍ବକ ବ୍ୟତୀତ ହୋଇଥାଏ |

ଏହିପରି କୁହାଯାଏ କି କିନ୍ନରଙ୍କ ଆଶୀର୍ବାଦ ଦ୍ୱାରା ଘରେ ସୁଖ – ସମୃଦ୍ଧି ଏବଂ ଉନ୍ନତି ଆସିଥାଏ | ସେଥିପାଇଁ କିନ୍ନରଙ୍କୁ ସର୍ବଦା ହୃଦୟ ଖୋଲିକି ଦାନ ଦେବା ଉଚିତ | ପରନ୍ତୁ ଏହିପରି 5ଟି ଜିନିଷ ଅଛି ଯାହାକୁ ଆପଣ ଭୁଲ ରେ ମଧ୍ୟ କିନ୍ନରଙ୍କୁ ଦାନ ଦେବା ଉଚିତ ନୁହେଁ ନହେଲେ ଏହି ଜିନିଷ ଦାନ କରିବା ଦ୍ୱାରା ଆପଣ କାଙ୍ଗାଳ ହୋଇଯିବେ | ପ୍ରକୃତ ରେ ଏହି 5ଟି ଜିନିଷ କଣ, ଯାହାକୁ କିନ୍ନର କୁ ଦାନ ଦେବା ଉଚିତ ନୁହେଁ? ଆସନ୍ତୁ ଜାଣିବା ଏହା ବିଷୟରେ..

କିନ୍ନରକୁ ପୁରୁଣା କପଡା ଦାନ କରନ୍ତୁ ନାହିଁ :-

ଯେତେବେଳେ ଆପଣଙ୍କ ଘରେ ବିବାହ ହୁଏ କିମ୍ବା ସନ୍ତାନର ଜନ୍ମ କିମ୍ବା ଅନ୍ୟ କୌଣସି ଶୁଭ କାମ ଘଟେ, ସେତେବେଳେ ସାଧାରଣତ କିନ୍ନର ମାନେ ଘରକୁ ଆସନ୍ତି | ଯେତେବେଳେ କିନ୍ନର ମାନେ ଆପଣଙ୍କ ଘରକୁ ଆସନ୍ତି,ସେମାନଙ୍କୁ ପୁରୁଣା ପୋଷାକ ଭୁଲରେ ଦିଅନ୍ତୁ ନାହିଁ | ଅନ୍ୟଥା ଏହି କାରଣରୁ, ଆପଣଙ୍କ ପରିବାର ଉପରେ ବିପର୍ଯ୍ୟୟର ବଡ଼ ପର୍ବତ ଭାଙ୍ଗିପାରେ ଏବଂ ଘରର ଧନ ମଧ୍ୟ ଶେଷ ହୋଇପାରେ | ଅତଏବ ଯେତେବେଳେ କିନ୍ନର ମାନେ ଶୁଭ କାର୍ଯ୍ୟ ସମୟରେ ଆପଣଙ୍କ ଘରକୁ ଆସନ୍ତି,ସେମାନଙ୍କୁ ସର୍ବଦା ନୂତନ ପୋଷାକ ଦାନ କରନ୍ତୁ, ଯାହା ଦ୍ୱାରା ସେମାନେ ଖୁସି ହେବେ ଏବଂ ଆପଣଙ୍କୁ ଅନେକ ଆଶୀର୍ବାଦ ଦେବେ |

ଭୁଲରେ ମଧ୍ୟ ଝାଡୁ ଦାନ କରନ୍ତୁ ନାହିଁ :-

ଯେମିତିକି ଆମେ ସମସ୍ତେ ଜାଣୁ ଯେ ଝାଡୁକୁ ଧନର ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ | ବିଶ୍ୱାସ କରାଯାଏ ଯେ ଭଗବାନ ବ୍ରହ୍ମା ମାତା ଲକ୍ଷ୍ମୀଙ୍କର ଏହା ଅତ୍ୟନ୍ତ ପ୍ରିୟ | ତେଣୁ ଝାଡୁକୁ କିନ୍ନରଙ୍କୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭୁଲରେ ବି ଦାନ କରନ୍ତୁ ନାହିଁ | ଯଦି ଆପଣ ସେମାନଙ୍କୁ ଏକ ଝାଡୁ ଦେବାକୁ ଚାହୁଁଛନ୍ତି,ତେବେ ସେମାନଙ୍କୁ ଟଙ୍କା ଦେଇ ପାରିବେ,ଯାହାଫଳରେ ସେମାନେ ନିଜେ ଦୋକାନକୁ ଯାଇ ଝାଡୁ କିଣି ପାରିବେ |

କିନ୍ନରଙ୍କୁ ତେଲ ଦାନ କରିବାରୁ ନିବୃତ ରୁହନ୍ତୁ :-

ସମସ୍ତଙ୍କ ଘରେ ତେଲ ରହିଥାଏ,ଯାହାର ବ୍ୟବହାର ଖାଦ୍ୟ ଖାଇବା ଏବଂ ଶରୀରରେ ଲଗେଇବା ପାଇଁ କରାଯାଇଥାଏ |ଧାର୍ମିକ ମାନ୍ୟତା ଅନୁସାରେ, ରୋଷେଇ ତେଲ କୁ ଭୁଲ ରେ ମଧ୍ୟ କିନ୍ନର ଙ୍କୁ ଦାନ ଦେବ ଉଚିତ ନୁହେଁ ଅନ୍ୟଥା ଏହିପରି ମାନ୍ୟତା ଅଛି କି ଏହିପରି କରିବା ଦ୍ୱାରା ପରିବାର ରେ ବଡ ଅସୁବିଧା ଆସିବାର ସମ୍ଭାବନା ରହିଛି | ଘରର ସମସ୍ତ ସୁଖ ବୈଭବ ଶେଷ ହେବାର ସମ୍ଭାବନା ରହିଥାଏ |

ପ୍ଲାଷ୍ଟିକ ଜିନିଷ ଦାନ କରନ୍ତୁ ନାହିଁ :-

ଧାର୍ମିକ ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି କି ଯେବେ ବି କେହି କୌଣସି ବି ଅବସରରେ କିନ୍ନର ଙ୍କୁ ଘରକୁ ଶୁଭେଚ୍ଛା ଦେବ ପାଇଁ ଆଣନ୍ତି, ତେବେ ତାଙ୍କୁ ପ୍ଲାଷ୍ଟିକ ଜିନିଷ ଦାନ ଦେବା ଉଚିତ ନୁହେଁ | କାରଣ ଏହା କାରଣରୁ ପରିବାର ସଦସ୍ୟଙ୍କ ଉନ୍ନତି ରୋକି ହୋଇ ଯାଇପାରେ | ଏତିକି ନୁହେଁ ଆର୍ଥିକ ସମସ୍ୟା ମଧ୍ୟ ଆସିପାରେ |

ଅଶୁଭ ହୋଇଥାଏ ଷ୍ଟିଲ ଜିନିଷ ଦେବା :-

ଯଦି କିନ୍ନର ଆପଣଙ୍କ ଘରକୁ କୌଣସି ବି ଶୁଭ ଅବସରରେ ଆସନ୍ତି, ତେବେ ସେମାନେ ଆପଣଙ୍କ ପରିବାରକୁ ଆଶୀର୍ବାଦ ଦେଇଥାନ୍ତି | ଏହିପରି ପରିସ୍ଥିତିରେ ଆପଣ ତାଙ୍କୁ ଷ୍ଟିଲ ଜିନିଷ ଦାନରେ ଦିଆନ୍ତୁ ନାହିଁ | ଏମିତି ମାନ୍ୟତା ଅଛି କି ଏହିପରି କରିବା ଦ୍ୱାରା ମାନସିକ ଅଶାନ୍ତି ଉତ୍ପନ ହୋଇପାରେ ଏବଂ ପରିବାରର ଲୋକଙ୍କ ମଧ୍ୟରେ କ୍ଳେଶ ଜନ୍ମ ହୋଇପାରେ |ଏତିକି ନୁହେଁ ବରଂ ପରିବାରର ସଦସ୍ୟ ମାନଙ୍କୁ ଚିକିତ୍ସହୀନ ବେମାରୀ ମଧ୍ୟ ହୋଇପାରେ |

Leave a Reply

Your email address will not be published. Required fields are marked *