ବଡ ଗୁରୁବାର ନିଜେ ମାତା ଲକ୍ଷ୍ମୀ କହିଛନ୍ତି ବାସ ଟିକିଏ ହଳଦୀ ପୁରା ବର୍ଷ ଜମେଇକି ଆସିବ ପଇସା..

ଗୁରୁବାର ଦେବଗୁରୁଙ୍କ ଦିନ ହୋଇଥାଏ ଏବଂ ଏହି ଦିନ ଦେବଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ପ୍ରୟାସ କରା ଯାଇଥାଏ । ଆଜି ଆମେ ଆପଣଙ୍କୁ ହଳଦୀର ପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ ଅସୁବିଧାରୁ ବାହାରକୁ ବାହାର କରିଦେବ । ତେବେ ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହ ହୋଇଥାଏ,

ଏମିତିରେ ହଳଦୀର ପ୍ରୟୋଗ ଅନେକ ହୋଇଥାଏ କିନ୍ତୁ କିଛି ପ୍ରୟୋଗ ଏମିତି ହୋଇଥାଏ ଯାହାକୁ ଆପଣ ଗୁରୁବାର ଦିନ କଲେ ଆପଣଙ୍କ ଦିନ ଉତ୍ତମ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଧନ ସମ୍ମାନ ଏବଂ ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ହଳଦୀ ବିଶେଷ ପ୍ରକାରର ଦ୍ରବ୍ୟ ଅଟେ ଏଥିରେ ଦୈବିକ ଗୁଣ ରହିଥାଏ ଏବଂ ଏଥିରେ ଔଷଧୀୟ ଗୁଣ ରହିଥାଏ ।

ତେବେ ବିବାହରେ ହଳଦୀ ଲଗେଇବାର ହିଁ ଏହି ପ୍ରୟୋଗ ହୋଇଥାଏ ଏଥିଦ୍ୱାରା ବର ବଧୂଙ୍କ ଜୀବନରେ ସୁଖ ସମୃଦ୍ଧି ବଢିବା ସହ ସୁନ୍ଦରତା ମଧ୍ୟ ବଢ଼ିଥାଏ । ପୂଜା ସମୟ ରେ ବେକରେ ହଳଦୀ ଲଗେଇବା ଦ୍ୱାରା ବୃହସ୍ପତି ମଜବୁତ ହୋଇଥାନ୍ତି ଏବଂ ବାଣୀ ରେ ମଜବୁତି ଆସିଥାଏ । ହଳଦୀ ର ଦାନ କରିବା ବି ଶୁଭ ବୋଲି କୁହାଯାଏ ଏଥିରେ ସ୍ବାସ୍ତ୍ୟ ଭଲ ରହିଥାଏ ଏବଂ ଗୁରୁ ପ୍ରସନ୍ନ ହୋଇଥାନ୍ତି ।

ଘରର ଦୁଆର ମୁହଁ ରେ ହଳଦୀ ଲଗେଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ ଏବଂ ପାଣି ରେ ହଳଦୀ ଭିଜେଇକି ସ୍ନାନ କରିବା ଦ୍ୱାରା ମଣିଷର ମାନସିକ ଏବଂ ଶାରୀରିକ ସ୍ତରରେ ଉନ୍ନତି ହୋଇଥାଏ ।ହଲଦୀକୁ ଚାକିରୀ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଏ । ହଳଦୀ ପ୍ରୟୋଗ ରେ ନକାରାତ୍ମକତା ଦୁର ହୋଇଥାଏ ସେଥିପାଇଁ ଏହାକୁ ଯଜ୍ଞ ରେ ମଧ୍ୟ ବ୍ୟବହାର କରାଯାଏ ।

ହଳଦୀକୁ ସୂର୍ଯ୍ୟ ଦେବଙ୍କୁ ଅଘ୍ୟ ଦେବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି । ତେବେ ବୃହସ୍ପତି ଦେବଙ୍କୁ ଖୁସିର କାରକ ବୋଲି କୁହାଯାଏ ଯେମିତି ବୈବାହିକ ସୁଖ ,ସନ୍ତାନର ସୁଖ ଅବା ସନ୍ତାନ ଠାରୁ ସୁଖ ଏହି ସବୁ ବୃହସ୍ପତି ଦେବ ହିଁ ଦେଇଥାନ୍ତି । କ୍ୟାରିଅର,ବ୍ୟବସାୟ ରେ ଲାଭ, ଧନ ସମ୍ପତ୍ତି ଏବଂ ଧନ ସଞ୍ଚୟ କରିବା ବି ବୃହସ୍ପତି ଦେବଙ୍କ କୃପାରୁ ହିଁ ମିଲିଥାଏ । ଯଦି ଆପଣଙ୍କୁ ଉଚ୍ଚ ଶିକ୍ଷା ରେ ବାଧା ଆସୁଛି ,ପରିବାର ଅଶାନ୍ତି ହେଉଛି କିମ୍ବା ଜିବନ ରେ ଅଶାନ୍ତି ଘେରି ରହିଛନ୍ତି ତେବେ ଏହା ମଧ୍ୟ ବୃହସ୍ପତିଙ୍କ କୃପାରୁ ଭଲ ହେଇପାରେ । ଏବଂ ହଳଦୀର ପ୍ରୟୋଗ କରିବା ଦ୍ୱାରା ବୃହସ୍ପତି ଦେବ ଖୁସି ହୋଇଥାନ୍ତି ଏବଂ ଏହାଦ୍ୱାରା ଜୀବନରେ ମଧ୍ୟ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ କେହି ତନ୍ତ୍ର ମନ୍ତ୍ର କରିଦେଇଛି କିମ୍ବା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ଘଟିଛି ତେବେ ମଧ୍ୟ ହଳଦୀର ଏହି ଛୋଟ ପ୍ରୟୋଗ ଦ୍ୱାରା ଆପଣ ଏହାକୁ ଠିକ କରିପାରିବେ । ତେବେ ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ କହିବୁ କେମିତି ଆପଣ ହଳଦୀର ଏହି ଛୋଟ ପ୍ରୟୋଗ ରେ କେମିତି ଆପଣଙ୍କ ଜୀବନର ସବୁ ବାଧା ଛାଡ଼ି ଚାଲିଯିବ । କ୍ୟାରିଅର ରେ ବୃଦ୍ଧି ନହେବା,ପାରିବାରିକ କଳହ ହେବା, ବୈବାହିକ ଜିବନ ଖରାପ ହେବା,କିମ୍ବା ବିବାହ ନହେଇପାରିବା ,ସନ୍ତାନ ପ୍ରାପ୍ତି ,ଧନ ନମିଳିବା ସବୁର ସମାଧାନ ଏହି ହଳଦୀ ପ୍ରୟୋଗ ଶୁଭ ହୋଇପାରିବ ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ; ତେବେ ଯଦି ଆପଣଙ୍କୁ କୌଣସି ବଡ଼ ରୋଗ ହୋଇଛି ଯେପରିକି କ୍ୟାନ୍ସର ଅବା ପେଟ ରୋଗ ତେଣୁ ଏସବୁରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ହଳଦୀର ପ୍ରୟୋଗ କରିବା ଦରକାର ପ୍ରତ୍ୟେକ ଦିନ ହଳଦୀ ର ଟୀକା ମୁଣ୍ଡରେ ଲଗେଇବା ଉଚିତ ,ଏହା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଜୀବନରୁ ନଷ୍ଟ ହୋଇଥାଏ ଏବଂ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ । ଏହା କରିବା ଦ୍ୱାରା ଆପଣ ନିଜେ ଅନୁଭବ କରିବେ କି ଆପଣ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିବେ ।

ସମସ୍ତ ପ୍ରକାରର ଅସୁବିଧା ବୃହସ୍ପତି ଦେବ ଆସନ୍ତୁଷ୍ଟ ହେବା ଯୋଗୁ ହୋଇଥାଏ ଆପଣଙ୍କ ଜୀବନରେ ଯଦି ଅଶାନ୍ତି ରହୁଛି,ବେପାରରେ କ୍ଷତି ହେଉଛି ତଥାପି ମଧ୍ୟ ଆପଣ ହଳଦୀର ଏହିଛୋଟ ପ୍ରୟୋଗ କରିପାରିବେ ଏହା ଦ୍ୱାରା ବୃହସ୍ପତି ଦେବ ପ୍ରସନ୍ନ ହେବା ସହ ସମସ୍ତ ବାଧା ବିଘ୍ନ କୁ ଆପଣଙ୍କ ଜୀବନରୁ ଦୁର କରିଦିଅନ୍ତି । କାରଣ ପୁଖରାଜ୍ ଙ୍କ ପରି କାମ କରେ ହଳଦୀର ଏହି ଟୁକୁଡ଼ା । ଆପଣ ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ନକାରାତ୍ମକ ଉର୍ଜା କୁଆଡେ ଗାଏବ୍ ହୋଇଯିବ । ତେବେ ହଳଦୀ ର ଏକ ତୁକୁଡ଼ାକୁ ଯଦି ଆପଣ କପଡା ରେ ବାନ୍ଧି ବେକରେ ପିନ୍ଧନ୍ତି ତେବେ ଏହା ମଧ୍ୟ ପୁଖରାଜ୍ ପରି କାମ ଦେବ ଚାକିରୀ ହେଉ ଅବା ବେପାର ସବୁଥିରେ ଏହା ଆପଣଙ୍କ ବୃହସ୍ପତି ଦେବଙ୍କୁ ପ୍ରସନ୍ନ କରିବ ତେବେ ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ଅସୁବିଧା ଦୁର ହୋଇଯିବ ।

ଯଦି ଆପଣଙ୍କୁ କୌଣସି ନକାରାତ୍ମକ ଶକ୍ତି କିମ୍ବା ଯଦି ଆପଣଙ୍କ ଚାରିପଟେ କିମ୍ୱା ଆପଣଙ୍କୁ ନକାରାତ୍ମକ ଶକ୍ତି ଘେରି ରହିଛି । ଆପଣ ଯଦି ପ୍ରତ୍ୟେକ ସମୟରେ ନକରତ୍ମକ ଚିନ୍ତାର ଶିକାର ହେଉଛନ୍ତି ତେବେ ଆପଣଙ୍କୁ ଏହି ପରିସ୍ଥିତିରେ ହଳଦୀର ଏହି ଛୋଟ ପ୍ରୟୋଗ କରିବା ଉଚିତ ଆପଣଙ୍କୁ ସ୍ନାନ କରିବା ସମୟରେ ସେଥିରେ କିଛି ହଳଦୀର ତୁକୁଡ଼ା ମିଶାଇ ସ୍ନାନ କରିବା ଦରକାର ଏହା କରିବା ଦ୍ୱାରା ଆପଣଙ୍କ ଘେରି ରହିଥିବା ସମସ୍ତ ନକାରାତ୍ମକ ଶକ୍ତି ରୁ ମୁକ୍ତି ମିଳିଥାଏ । ଏବଂ ଆପଣଙ୍କ ବୃହସ୍ପତି ଦେବ ପ୍ରସନ୍ନ ହୋଇଥାନ୍ତି ।

ତେବେ ଯଦି ଆପଣଙ୍କ ର ଚାକିରୀ ହେଉନାହିଁ ,ଚାକିରୀ ସମ୍ବନ୍ଧ ରେ କିଛି ଅସୁବିଧା ହେଉଛି ତେବେ ମଧ୍ୟ ଆପଣ ହଳଦୀର ଟୀକା ତିଆରି କରି ମଥାରେ ଲଗେଇବା ଜରୁରୁ ହୋଇଥାଏ ଏହା କରିବା ଦ୍ୱରା ଆପଣଙ୍କର ସମସ୍ତ ଅସୁବିଧା ଚୁଟିକି ରେ ଗାଏବ୍ ହୋଇଯାଏ । ଯଦି ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତିର ବାସ ଅଛି କିମ୍ବା କିଏ ବି ଆପଣଙ୍କୁ ନକରାତ୍ମକ ଶକ୍ତିରେ ବନ୍ଧୀ ବନେଇବାକୁ ଚାହୁଛନ୍ତି ତେବେ ମଧ୍ୟ ଆପଣ ହଳଦୀର ଏହି ଉପାୟ କୁ କରିପାରିବେ ।ଆପଣ ଆପଣଙ୍କ ଘରର ଦୁଆର ବନ୍ଧ ରେ ହଳଦୀ ର ଗୋଟିଏ ଗାର ଟାଣିପାରିବେ ଏହା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତିର ସମାପ୍ତି ହୋଇଥାଏ । ଏମିତି ପରିସ୍ଥିତିରେ ଆପଣ ନିଜେ ହିଁ ଅନୁଭବ କରିପାରିବେ ଏହାର ଚମତ୍କାର କୁ ।

ଯଦି ଆପଣଙ୍କର ବୈବାହିକ ଜୀବନରେ ଅଶାନ୍ତି ହେଉଛି କିମ୍ବା ଆପଣଙ୍କର ବିବାହ ହୋଇପାରୁ ନାହିଁ ,ବିବାହ ସମ୍ବନ୍ଧରେ କୌଣସି ବି ଅସୁବିଧା ଯଦି ହେଉଛି ତେବେ ଆପଣଙ୍କୁ ସକାଳୁ ଉଠି ସୂର୍ଯ୍ୟ ଦେବକୁ ପୂଜା କରିବା ଦରକାର ଏବଂ ପୂଜା କରିବା ସମୟରେ ଆପଣ ଅର୍ପଣ କରୁଥିବା ଜଳରେ ଟିକିଏ ହଳଦୀ ମିଶାଇ ସୂର୍ଯ୍ୟ ଦେବାକୁ ଚଢ଼େଇବା ଦରକାର ଏହା କରିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି । ଆପଣ ସ୍ନାନ କରିବା ସମୟରେ ମଧ୍ୟ ପାଣିରେ ହଳଦୀ ମିଶାଇ ସେହି ପାଣି ରେ ଗାଧେଇବା ଦ୍ୱାରା ଆପଣଙ୍କର ବୈବାହିକ ସମ୍ବନ୍ଧରେ ଆସୁଥିବା ଅସୁବିଧା ଦୁର ହେଇଯାଇ ଥାଏ ।

ତେବେ ଯଦି ଆପଣଙ୍କ ଘରେ ଧନର ଅଭାବ ହେଉଛି କିମ୍ବା ଧନ ସଂଚୟ ରେ ଅସୁବିଧା ହେଉଛି ତେବେ ଆପଣଙ୍କୁ ପ୍ରତ୍ୟେକ ବୃହସ୍ପତି ବାରରେ ଏହି ଉପାୟ କରୁବା ନିହାତି ଆବଶ୍ୟକ । ତେବେ ଆପଣ ଟିକିଏ ଗଙ୍ଗା ଜଳ ନିଅନ୍ତୁ ଏଥିରେ ହଳଦୀ ମିଶାଇ ଘରର ସବୁ ଜାଗାରେ ଛିଞ୍ଚି ଦିଅନ୍ତୁ ଏହାକୁ ପ୍ରତ୍ୟକ ଦିନ କରିପାରିବେ କିମ୍ବା କେବଳ ବୃହସ୍ପତି ବାରରେ କରିପାରିବେ ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନ ବଢିବାକୁ ଲାଗିବ ।

ଏହି ପ୍ରୟୋଗ କରିବା ପରେ ଆପଣ ଏହାକୁ ଯେଉଁଠି ଆପଣଙ୍କର ଧନ ରଖିବାର ସ୍ଥାନ କିମ୍ବା ଆପଣ ପର୍ସ ରେ ମଧ୍ୟ ଏହି ହଲଦୀକୁ ରଖିପାରିବେ । ଏହି ପରି କରିବା ଦ୍ୱାରା ବୃହସ୍ପତି ଦେବ ଖୁସି ଏବଂ ପ୍ରସନ୍ନ ହୋଇଥାନ୍ତି । ହଳଦୀର ଏହି ଛୋଟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଯାଇଥାଏ

ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତି ହେଉନାହିଁ କିମ୍ବା ସନ୍ତାନ କୌଣସି ଅସୁବିଧା ହେଉଛି । କିମ୍ବା ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ଆପଣ ହଳଦୀ ର ଏହି ଛୋଟ ପ୍ରୟୋଗ କରିପାରିବେ । ଆପଣ ପ୍ରତ୍ୟେକ ବୃହସ୍ପତି ବାର ଦିନ ହଲଦୀକୁ ପାଣିରେ ଭିଜେଇ ଏହାକୁ ମଥାରେ ଲଗେଇବେ । ଏହା କରିବା ଦ୍ଵାରା ବୃହସ୍ପତି ଦେବ ଖୁସି ଏବଂ ପ୍ରସନ୍ନ ହୋଇଥାନ୍ତି । ତେବେ ଏହା କିଛି ଦିନ କରିବା ପରେ ଆପଙ୍କୁ ସନ୍ତାନ ଲାଭ ହେବ । ଆପଣ ଜୀବନରେ ଖୁସିର ବିସ୍ତାର ହେବ ।

Leave a Reply

Your email address will not be published. Required fields are marked *