ଗୁରୁବାର ଦିନ 3ଟି ଜିନିଷ କେବେ କାହାକୁ ଦାନରେ ଦେବେ ନାହିଁ, ଜୀବନ ସାରା ବର୍ବାଦ ରହିବେ..

ଗୁରୁବାର ଦିନ କିଛି ଏମିତି ବସ୍ତୁ ଥାଏ ଯାହାକୁ ଭୁଲ ରେ ବି କାହାକୁ ଦେବା ଉଚିତ ନୁହେଁ | ନହେଲେ ଦୁର୍ଭାଗ୍ୟ ଆପଣଙ୍କ ପିଛା ହିଁ ଛାଡ଼ିବ ନାହିଁ | ତେବେ ଗୁରୁବାର ଦିନ କେବଳ ଦେବଗୁରୁ ବୃହସ୍ପତିଙ୍କର ହୋଇ ନଥାଏ, ଲକ୍ଷ୍ମୀଙ୍କ ପତିଙ୍କର ମଧ୍ୟ ହୋଇଥାଏ | ତେବେ ଏମିତି ରେ ତ ଲକ୍ଷ୍ମୀ ମା ତାଙ୍କ ସାଥିରେ ରହିଥାନ୍ତି ତେବେ ଭୁଲ ରେ ମଧ୍ୟ ଗୁରୁବାର ଦିନ ଏହି ଜିଣିଷ କାହାକୁ ଦାନ ଦିଅନ୍ତୁ ନାହିଁ | ନହେଲେ ଆପଣ ଜୀବନ ରେ କେବେ ଉନ୍ନତି କରିପାରିବେ ନାହିଁ, ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ିବ ନାହିଁ |

ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେତେବେଳେ ଖରାପ ସମୟ ଆସିଥାଏ, ଆପଣ ଯେତେ ଚେଷ୍ଠା କଲେ ମଧ୍ୟ ସେଥିରୁ ବାହାରି ପାରନ୍ତି ନାହିଁ | ଆପଣଙ୍କୁ 24 ଘଣ୍ଟା ଏମିତି ଲାଗେ ଯେମିତି ଦୁର୍ଭାଗ୍ୟ ଆପଣଙ୍କୁ ଛାଡ଼ିବ ନାହିଁ | କିନ୍ତୁ ଏହା ଆମର ହିଁ କର୍ମର ଫଳ ଆମକୁ ମିଳିଥାଏ | ତେବେ ଗୁରୁବାର ଦିନ ଏହି ଜିନିଷ ଦିଅନ୍ତୁ ନାହିଁ ନହେଲେ ଆପଣ ଙ୍କୁ ବହୁତ ଭାରି ପଡିବ ଏହାର ପ୍ରଭାବ |

ତେବେ ଗୁରୁବାର ଦିନ ଘରୁ ଚାଉଳ କିମ୍ଵା ଅନ୍ୟାନ ପଦାର୍ଥ ଦିଅନ୍ତୁ ନାହିଁ,ଏହାର କାରଣ ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ଅଛି କି ଗୁରୁବାର ଦିନ କାହାକୁ ବି ଭିକ ଦେବା ଉଚିତ ନୁହେଁ | ଗୁରୁବାର କଥା ରେ ମଧ୍ୟ ଏହା ଲେଖା ଅଛି, ତେବେ ଖାଇବାକୁ ଦେଇପାରିବେ କିନ୍ତୁ ଘରୁ ଚାଉଳ କିମ୍ଵା ଅନ୍ୟାନ ସାମଗ୍ରୀ ଦିଅନ୍ତୁ ନାହିଁ | ତେବେ ଭୁଲ ରେ ଦିଅନ୍ତୁ ନାହିଁ ନହେଲେ ବର୍ବାଦ ହୋଇଯିବେ | ତେବେ ଯଦି ଦେବାକୁ ଚାହୁଁଛନ୍ତି ତେବେ ବଜାରରୁ କିଣିକି ଦିଅନ୍ତୁ କିନ୍ତୁ ଅନ୍ନ ଚାଉଳ ଦିଅନ୍ତୁ ନାହିଁ | ନହେଲେ ବହୁତ ପସ୍ତେଇବେ |

ଦ୍ୱିତୀୟ ଜିଣିଷ ହେଉଛି ସୁନା ଚାନ୍ଦି – ପ୍ରାୟତଃ ଦେଖାଯାଏ ବିବାହ ରେ କିମ୍ଵା କୌଣସି ପର୍ବ ପର୍ବାଣି ରେ ସମ୍ପର୍କୀୟ ମାନଙ୍କୁ ସୁନା ଚାନ୍ଦି ଗିଫ୍ଟ ଦିଆଯାଇଥାଏ | ତେବେ ମନେ ରଖନ୍ତୁ ଗୁରୁବାର ଦିନ କାହାକୁ ମଧ୍ୟ ଭୁଲ ରେ ଏହି ଜିନିଷ ଦିଅନ୍ତୁ ନାହିଁ ନହେଲେ ବହୁତ ହଇରାଣ ହେବେ |କାରଣ ବିଷ୍ଣୁଙ୍କ ପତ୍ନୀ ଲକ୍ଷ୍ମୀ ଅଟନ୍ତି ତେବେ ଏହି ଦିନ ପତି ଙ୍କ ଠାରୁ ପତ୍ନୀଙ୍କୁ ଅଲଗା କରନ୍ତୁ ନାହିଁ | ସେଥିପାଇଁ ସୁନା ଚାନ୍ଦି ଗୁରୁବାର ଦିନ କାହାକୁ ଦିଅନ୍ତୁ ନାହିଁ |

କଳା କପଡା – ତେବେ ଏମିତିରେ ତ କଳା ଜିଣିଷ କାହାକୁ ଗିଫ୍ଟ ରେ ଦେବା ଉଚିତ ନୁହେଁ | କାରଣ ଏହା ଅଶୁଭ ହୋଇଥାଏ, ଯିଏ ଦେଇ ଥାଏ ତାଙ୍କ ପାଇଁ ଏବଂ ଯିଏ ନେଇଥାଏ ତାଙ୍କ ପାଇଁ ମଧ୍ୟ | ତେବେ ଏମିତିରେ କଳା କପଡା କାହାକୁ ଦିଅନ୍ତୁ ନାହିଁ ନହେଲେ ଆପଣଙ୍କ ସମୟ ବହୁତ ଖରାପ୍ ହୋଇଯିବ |

Leave a Reply

Your email address will not be published. Required fields are marked *