31 ଅଗଷ୍ଟ ବଡ ବୁଧବାର “ଗଣେଶ ଚଥୁର୍ଥୀ” ବାସ ଗୋଟେ ମୁଦ୍ରା ଲୁଚେଇକି ରଖିଦିଅନ୍ତୁ ଏହି ଜାଗାରେ ବର୍ଷ ପୁରୁଣା ଋଣ ବି ହେଇଯିବ ଛାଡ଼ |

ଭାଦ୍ରବ ମାସ ଶୁକ୍ଲପକ୍ଷ ଚଥୁର୍ତ୍ତ ତିଥିକୁ ସବୁ ବର୍ଷ ଆମେ ଗଣେଶ ଚଥୁର୍ତ୍ତ ଭାବେ ପଲିଥାଉ | ଏହାକୁ ବିନାୟକ ଚଥୁର୍ଥୀ ମଧ୍ୟ କୁହାଯାଏ | ଏବଂ ଏହି ବର୍ଷ 31 ଅଗଷ୍ଟକୁ ଗଣେଶ ଚଥୁର୍ଥ ପାଳନ କରାଯିବ | ଏହି ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତି ଅଣି ନିଜ ଘରେ ସ୍ଥାପନ କରିଥାନ୍ତି ଭକ୍ତ ମାନେ | ଏହି ବର୍ଷ ଗଣେଶ ଚଥୁର୍ଥୀ ପ୍ରାୟ 10 ବର୍ଷରେ ଏକ ବିଶେଷ ଯୋଗରେ ପଡୁଅଛି | ଏବଂ ଏହିଦିନ ଯଦି ଆପଣ ଭଗବାନ ଗଣେଶର ପୂଜା ପାଠ ସମ୍ପୂର୍ଣ ଵିଧି-ବିଧାନରେ ବାନେଇବେ ତେବେ ଆପଣଙ୍କର ସମସ୍ତ ମନସ୍କାମନା ବହୁତ ଶୀଘ୍ର ପୁରା ହେବ | ଏବଂ ଏହା ସହ ଭଗବାନ ଗଣେଶଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ବର୍ଷୀବ |

ଏହି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚଥୁର୍ତ୍ତ ପ୍ରାୟ 10 ବର୍ଷ ପରେ ଏକ ବିଶେଷ ସଂଯୋଗରେ ପଡିଛି ଏହି ବର୍ଷ ଗଣେଶ ଚଥୁର୍ଥୀ ଦିନ ରାଶି ମାନଙ୍କର ଦୁର୍ଲଭ ଯୋଗ ବଣିଛି ଯାହା ଆଜିକୁ ପ୍ରାୟ 10 ବର୍ଷ ଅର୍ଥାତ 2012ରେ ବନିଥିଲା | ଯଦି ଆମେ ଭଗବାନ ଗଣେଶଙ୍କ କଥା କହିବା ତେବେ ଭାଗବନ ଗଣେଶ ଭାଦ୍ରବ ମାସ ଶୁକ୍ଲପକ୍ଷ ଚଥୁର୍ଥୀର ଦିନ ସମୟରେ ଜନ୍ମ ହୋଇଥିଲେ | ସେଥିପାଇଁ ଏହି ଦିନକୁ ଶୁଭ ବୋଲି ବିବେଚନା କରାଯାଏ | ଏବଂ ଭଗବାନ ଗଣେଶ ଶୁଭ ବାର ବୁଧ ବାରରେ ଜନ୍ମ ହୋଇଥିଲେ | ଏବଂ ଏହି ବର୍ଷ ମଧ୍ୟ ସେହିପରି କିଛି ହେବାକୁ ଯାଉଛି | ଏହି ବର୍ଷ ମଧ୍ୟ ଭାଦ୍ରବ ମାସ ଶୁକ୍ଲପକ୍ଷ ଚାଁଥୁର୍ଥୀ ତିଥି ବୁଧବାରକୁ ହିଁ ପଡୁଛି |

ଏହି ବର୍ଷ ଗଣେଶ ଚଥୁର୍ଥୀ ଆପଣ ସକାଳ 7ଟା ବାଜି 5ମିନିଟରୁ ଆରମ୍ଭ କରି 8ଟା ବାଜି 40ମିନିଟ ଭିତରେ ଥିବା ଅମୃତ ଯୋଗରେ କରିପାରିବେ ନଚେତ ଶୁଭ ସମୟ ଦିନର 10 ଟା ରୁ ଆରମ୍ଭ କରି 11.55 ମିନିଟ ଭିତରେ କରିପାରିବେ | ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କ ସହ ଏହା ସେୟାର କରିବୁ କି ମହାପ୍ରୟୋଗ ଦ୍ୱାରା କିପରି ଆପଣ ନିଜ ଜୀବନର ସବୁ ସମସ୍ୟାକୁ ଦୂର କରିପାରିବେ | ଗଣେଶ ଚଥୁର୍ଥୀକୁ ବହୁତ ବଡ଼ ଏବଂ ଶୁଭ ଦିନ ବୋଲି ବିବେଚନା କରାଯାଏ | ଏବଂ ଏହିଦିନ ଭଗବାନ ଗଣେଶଙ୍କର ପୂଜା ଅର୍ଚନା କରାଯାଏ | ଏବଂ ଏହା ସହ ଯଦି ଆପଣ କିଛି ଉପାୟ କରିଦିଅନ୍ତି ତେବେ ଆପଣଙ୍କ ଜୀବନରେ ଥିବା ସବୁ କଷ୍ଟ, ଦୁଃଖ ଦୂର ହୋଇଯାଏ |

ଏହିଦିନ ଘରେ ଏକ ତମ୍ଭାର ଗଡୁରେ ଗଙ୍ଗା ଜଳ ଭରିକରି ସେଇ ଗଡୁରେ ଗୋଟେ ସୁପାରୀ ରଖିଦିଅନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ଘରକୁ ସକାରାତ୍ମକ ଉର୍ଜା ଆସିଥାଏ | ଗଣେଶ ଭଗବାନଙ୍କ କୃପା ପାଇବା ପାଇଁ ଆପଣ ତାଙ୍କୁ ପୂଜା କରିପାରିବେ, ଗଣେଶଙ୍କ ମନ୍ତ୍ର ମଧ୍ୟ ଜପ କରିପାରିବେ କିନ୍ତୁ ଏହା ମନେ ରଖିବେ ଯେ ଭଗବାନ ଗଣେଶଙ୍କୁ ଭୋଗ ଲଗାଇବା ବେଳେ ଲଡ଼ୁ କିମ୍ଭା ମୋଦକ ନୁହେଁ ବରଂ ତେଲ ଗୁଡ଼ର କୋୖଣସି ଜିନିଷ ଭୋଗ ଲଗାଇବେ | ଏବଂ ଭଗବାନ ଗଣେଶଙ୍କୁ ପୂଜା କରିବା ବେଳେ ଆପଣ ତାଙ୍କ ଚରଣରେ 21ଟି ଦୁବ ସହ ଗୋଟେ ମୁଦ୍ରା ରଖନ୍ତୁ ଏବଂ ପୂଜାର ପରଦିନ ସେହି ଦୁବକୁ ମାଟିରେ ପୋତିଦିଆନ୍ତୁ ଏବଂ ସେହି ମୁଦ୍ରାକୁ କିନ୍ତୁ ସଦା ସର୍ବଦା ନିଜ ପାଖରେ ରଖନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ଟଙ୍କା ଜନିତ ସମସ୍ୟା ଧୀରେ ଧୀରେ ଶେଷ ହୋଇଯିବ |

ଆମେ ଆଜି ଆପଣଙ୍କୁ କିଛି ବିଶେଷ କଥା କହିରଖୁଛୁ କି ଯେତେବେଳେ ବି ଆପଣ ଅନ୍ୟଙ୍କ ଠାରୁ ପଇସା ଆଣୁଛନ୍ତି ତେବେ ଆପଣ ସେହି ପଇସାକୁ ନିଜର 5ଟି ଆଙ୍ଗୁଠିରେ ନିଅନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କୁ ସମସ୍ତ ଗ୍ରହଙ୍କର ଆଶ୍ରିବାଦ ମିଳିବ | ଏବଂ ଆପଣଙ୍କର ଆଗକୁ ଆଗକୁ ଅଗ୍ରଗତି ହେବ | ଏହା ମଧ୍ୟ ଧ୍ୟାନ ଦେବେ ଯେ ଯିଏ ଆପଣଙ୍କୁ ପଇସା ଦେଉଛନ୍ତି ସେ ମଧ୍ୟ ନିଜର ସମସ୍ତ ଆଙ୍ଗୁଠି ସାହାଯ୍ୟରେ ଆପଣଙ୍କୁ ପଇସା ଦିଅନ୍ତୁ |

ବନ୍ଧୁଗଣ ଏହା ସର୍ବଦା ମନେ ରଖିବେ ଯେ କେବେ ଯଦି କାହାକୁ ଆଶ୍ରିବାଦରେ କିଛି ଦେଉଛନ୍ତି ତେବେ ସବୁବେଳେ ଆପଣ ଏଗାର, କିମ୍ଭା ଏକଉସି ଏହି ଭଳି ଏକ ମୁଦ୍ରା ବଢ଼ାଇକି ଦିଅନ୍ତୁ | ଏମିତି ନୁହଁ କି ଦଶ, କୋଡିଏ ଦିଅନ୍ତୁ ନାହିଁ | କେବେ କେବେ ଆପଣ ଏହା ମଧ୍ୟ କରନ୍ତି କି ଯଦି ଆପଣଙ୍କ ପାଖରେ 1ଟିଙ୍କିଆ ମୁଦ୍ରା ନଥାଏ ତେବେ ଆପଣ 2ଟଙ୍କିଆ ମୁଦ୍ରା ଦେଇଦିଅନ୍ତି | କିନ୍ତୁ ମନେ ରଖନ୍ତୁ ଏମିତି ମଧ୍ୟ କରିବା ଉଚିତ ହୋଇନଥାଏ |

ବନ୍ଧୁଗଣ ଯଦି ଆପଣଙ୍କୁ କେବେ ଲାଗୁଥାଏ କି ଆପଣଙ୍କ ପର୍ସ ସବୁବେଳେ ଖାଲି ହୋଇଯାଉଛି ତେବେ ଏହା ପାଇଁ ଆପଣ ପ୍ରଥମେ ଗୋଟେ ମୁଦ୍ରା ନିଅନ୍ତୁ ଏବଂ ଗୋଟେ ଲବଙ୍ଗ ଆଉ ଗୋଟେ ନାଲି କପଡା ନିଅନ୍ତୁ | ଏବଂ ସେହି ନାଲି କପଡାରେ ସେହି ଲବଙ୍ଗ ଏବଂ ମୁଦ୍ରାକୁ ବାନ୍ଧି ମାଆ ଲଷ୍ମୀଙ୍କ ଆଗରେ ରଖିଦିଅନ୍ତୁ | ଏବଂ ଆପଣ ଏହି କାମ କୌଣସି ବି ଅମାବାସ୍ୟା ଏବଂ ପୁର୍ଣିମାରେ କରିପାରିବେ | ଏମିତି କରିବା ପରେ ଆପଣ ସେହି ମୁଦ୍ରାକୁ ନେଇ ନିଜ ପର୍ସରେ ରଖିଦିଅନ୍ତୁ ଏବଂ ମନେ ରଖିବେ ଯେମିତି ସେହି ମୁଦ୍ରା କେବେ ବି ଖର୍ଚ୍ଚ କରିବେ ନାହିଁ | ଏମିତି କରିବା ଦ୍ୱାରା ଆପଣଙ୍କ ପର୍ସ କେବେ ବି ଖାଲି ରହିବ ନାହିଁ |

ବନ୍ଧୁଗଣ ମନେ ରଖିବେ ଯେତେବେଳେ ଆପଣ ଭଗବାନ ଗଣେଶଙ୍କୁ ପୂଜା କରିବେ ସେତେବେଳେ ଗଣେଶ ଭଗବାନଙ୍କ ପାଖରେ ଗୋଟେ ମୁଦ୍ରା ଏବଂ ଗୋଟେ ସୁପାରୀ ରଖିଦିଅନ୍ତୁ | ଏବଂ ଯେତେବେଳେ ବି ଆପାଣଙ୍କୁ କୋୖଣସି ସ୍ଥାନକୁ ଯିବାର ଥିବ ତେବେ ସେତେବେଳେ ଆପଣ ଭଗବାନ ଗଣେଶଙ୍କ ପାଖରେ ରଖିଥିବା ସେହି ସୁପାରୀକୁ ନିଜ ପକେଟରେ ରଖିଦିଅନ୍ତୁ | ଏବଂ ସେହି ମୁଦ୍ରାକୁ ଆପଣ ଗଣେଶଙ୍କ ପାଖରେ ସେମିତି ହିଁ ରଖିଥାନ୍ତୁ | ଆପଣଙ୍କ କମ ସଫଳ ରୂପରେ ଶେଷ ହେବ | ଏବଂ ଆପଣଙ୍କ କାମ ହୋଇଗଲା ପରେ ଆପଣ ପୁଣୀ ଥରେ ସେହି ସୁପାରୀକୁ ଗଣେଶ ଭାଗବନଙ୍କ ପାଖରେ ରଖିଦିଅନ୍ତୁ |

ବନ୍ଧୁଗଣ ଆପଣ ଯେବେ ବି ସନ୍ଧ୍ୟାରେ ଘରେ ଦୀପ ଜଳୁଛନ୍ତି ତେବେ ସେହି ଦୀପରେ ଆପଣ ଗୋଟେ ମୁଦ୍ରା ପକାଇଦିଅନ୍ତୁ | ଏବଂ ମନେ ରଖିବେ ଆପଣ ସବୁ ସନ୍ଧ୍ୟାରେ ଦୀପରେ ଏକ ମୁଦ୍ରା ନିଶ୍ଚିତ ଭାବେ ପକାଇ ଜଳିବେ | ଏବଂ ଏମିତି କରିବା ଦ୍ୱାରା ଆପଣଙ୍କ ଘରର ସବୁ ନକାରାତ୍ମକ ଉର୍ଜା ସକାରାତ୍ମକ ଉର୍ଜାରେ ପରିଣତ ହୋଇଥାଏ | ଆପଣଙ୍କର ଅଗ୍ରଗତି ହୋଇଥାଏ |

ଯଦି ଆପଣଙ୍କ ଘରେ ପଇସା ଜମା ବି ରହୁନାହିଁ, ସବୁବେଳେ ଆପଣଙ୍କୁ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଆପଣ ଗୋଟେ ନାଲି କପଡାରେ ଗୋଟେ ମୁଦ୍ରା ରଖି ନେଇ ମାତା ଲଷ୍ମୀଙ୍କ ସମ୍ମୁଖୀନରେ ରଖିଦିଅନ୍ତୁ | ଏବଂ ମନେ ରଖିବେ ଯାହା ବି ହେଇଗଲେ ଯେମିତି ଆପଣ ଏହି ମୁଦ୍ରାକୁ ଖର୍ଚ୍ଚ କରିବେ ନାହିଁ |

Leave a Reply

Your email address will not be published. Required fields are marked *