ଶନିବାର ଦିନ ସୋରିଷ ତେଲ ଶରୀରର ଏହି ଅଂଶରେ ଲଗାନ୍ତୁ ଜନ୍ମ ଜନ୍ମାନ୍ତରର ଦରିଦ୍ରତା ଦୂର ହୋଇଯିବ..

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନ, ସୁଖ ଆଉ ସମୃଦ୍ଧି ନିଜେ ହିଁ ଆକର୍ଷିତ ହୋଇଥାଏ | ତେବେ ଏହି ଉପାୟ ବହୁତ ଶକ୍ତିଶାଳୀ ଅଟେ ଏହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ପରିବର୍ତନ ଆସିଥାଏ | ତେଵେ ଧ୍ୟାନର ସହ ଏହି ଉପାୟ କୁ ନିଶ୍ଚୟ କରନ୍ତୁ, କାରଣ ଯେବେ ବି ଆମ ଭିତରେ ନୁଆ ଉର୍ଜାର ସଂଚାର ହୋଇଥାଏ ସେତେବେଳେ ଆମ ଜୀବନ ବଦଳି ଥାଏ, ଏହି ଉପାୟ କରିବା ଦ୍ୱାରା ବହୁତ କିଛି ପରିବର୍ତ୍ତନ ହୋଇପାରେ ତେଵେ ଚାଲନ୍ତୁ ଜାଣିବା ;

ବନ୍ଧୁଗଣ ଶନିବାର ଦିନ ବହୁତ ଗୁଣିଗାରେଡି ମଧ୍ୟ ହୋଇଥାଏ, ଏହି ଦିନ ଶନିଦେବଙ୍କର ହୋଇଥାଏ ତେଵେ ଯଦି ଆପଣଙ୍କ ଶନିଦେବ ଅସନ୍ତୁଷ୍ଟ ଥାନ୍ତି ଆପଣଙ୍କୁ ଅନେକ କଷ୍ଟ ସହିବାକୁ ହୋଇଥାଏ | ପାରିବାରିକ ଅଶାନ୍ତି, ବେପାର ରେ କ୍ଷତି, ବୈବାହିକ କଳହ, ରୋଗ ବ୍ୟାଧି, ଅନେକ ପ୍ରକାରର ଅସୁବିଧା ଘେରି ରହିଥାଏ ତେଵେ ଶନିଦେବଙ୍କୁ ଶାନ୍ତ କରିବା ପାଇଁ ଆପଣଙ୍କୁ ଏହି ଉପାୟ କରିବାକୁ ହୋଇଥାଏ, ତେଵେ ଏହାକୁ କରିବା ଦ୍ୱାରା ଅନେକ ସମସ୍ୟା ରୁ ନିରାକରଣ ମିଳିପାରେ | ତେଵେ ଚାଲନ୍ତୁ ଜାଣିବା ସେହି ଉପାୟ ସବୁ କଣ :-

ଘରର ମୁଖ୍ୟ ଦ୍ୱାରା ରେ ସର୍ବଦା ଗଙ୍ଗା ଜଳ କିମ୍ବା ସାଧାରଣ ଜଳ କଳସି ରେ ଭାରି ରଖନ୍ତୁ, ଏହା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି | ଏଥି ସହିତ ଘର କୁ ସବୁବେଳେ ସଫା ସୁତୁର ରଖନ୍ତୁ, ଶନିବାର ଦିନ ଘରକୁ ଭଲସେ ସଫା କରି ରଖନ୍ତୁ | ଏଥିସହିତ ଫିଟିକିରି ପାଣି ରେ ପକେଇ ସେଥିରେ ପୋଛା ଲଗାଇବା ବହୁତ ଫଳପ୍ରଦ ହୋଇଥାଏ | କିମ୍ବା ପୋଛା ଯାଉଥିବା ପାଣି ରେ ଲୁଣ ମିଶାଇ ଘରକୁ ପୋଛିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାଏ | ଏହା ଦ୍ୱାରା ଶନି ଦୋଷ କାଟି ଥାଏ |

ଅନେକ ସମୟରେ କରଜ ଏତେ ଭାରି ହେଇଯାଏ ଯେ ମଣିଷ ତାକୁ କୌଣସି ପ୍ରକାରରେ ସୁଝିପାରିନଥାଏ | ବହୁତ ହଇରାଣ ଏବଂ ଅସହାୟ ହୋଇଯାଏ ତେବେ ଯଦି ଆପଣଙ୍କ ଜୀବନ ରେ ଏହିପରି କିଛି ହୁଏ ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ଚୁଟକୀ ରେ ଗାଏବ ହୋଇଯିବ | ତେବେ ଗୋଟିଏ ପାନ ପତର ନିଅନ୍ତୁ,ସଢା ପଚ ହୋଇନଥିବା ଏବଂ ଫାଟିବି ନଥିବା ସୁନ୍ଦର ହୋଇଥିବା ଦରକାର ବଡ଼ କି ଛୋଟ ସେଥିରେ କୌଣସି ଅସୁବିଧାରେ ନାହିଁ ଯାହା ବି ନେଇପାରିବେ | ଏହାକୁ ନେବା ପରେ ସେଥିରେ ଲବଙ୍ଗ ଏବଂ ଗୁଜୁରାତି ରଖିବା ତାକୁ ପାନ ପରି ଖିଲ କରିଦିଅନ୍ତୁ |

ମନେ ରଖିବେ ପାନ ର ନାସି ଛିଡେଇ ଦେବେ ତେବେ ଏହା କରିବା ପରେ ସେହି ପାନ କୁ ମଙ୍ଗଳବାର ଦିନ ସନ୍ଧ୍ୟା ରେ ହନୁମାନ ମନ୍ଦିର କୁ ନେଇକି ଯିବେ | ତେବେ ସ୍ନାନ କରି ନୂଆ ଡ୍ରେସ ପିନ୍ଧି ଆପଣ ସନ୍ଧ୍ୟା ରେ ହନୁମାନ ମନ୍ଦିରକୁ ଯିବେ ଏବେ ପାନ ଚଢେଇ ଦେବେ | ତେବେ ଏହିଁ ପ୍ରତ୍ୟକ ମଙ୍ଗଳବାର କରନ୍ତୁ ତିନି ମାସ ମଧ୍ୟ ଆପଣଙ୍କୁ ଆପଣଙ୍କ ଶୁଭ ଫଳ ନିଶ୍ଚୟ ମିଳିବ ଆପଣଙ୍କ କରଜ ଶୁଝିବାର ବାଟ ଅବଶ୍ୟ ଖୋଲିଯିବ | ତେବେ ହନୁମାନ ପ୍ରଭୁ ସବୁ ଠିକ କରିଦେଇଥାନ୍ତି ଏହି ଉପାୟ କରିବା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୁରା କରିଥାନ୍ତି |

ସନ୍ଧ୍ୟା ସମୟରେ ନକରାତ୍ମକ ଉର୍ଜା ଅଧିକ ହୋଇଥାଏ ତେଣୁ କରି ଆପଣ ଦୀପ ସନ୍ଧ୍ୟା ସମୟରେ ନିଜ ଘର ଠାକୁରଙ୍କ ପାଖ ରେ ଜାଳିବା ଉଚିତ ଯଦି ଆପଣ ନିଜେ ଏହି ଦୀପ ଜଳେଇପାରୁ ନାହାନ୍ତି ତେବେ ଆଉ କେହି ମଧ୍ୟ ଆପଣଂକ ପାଇଁ ଜାଳିପାରିବେ| କିନ୍ତୁ ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ଦୀପ ଜାଳିବା ବହୁତ ଭଲ ଏବଂ ଫାଇଦା ହୋଇଥାଏ |

ସବୁ ସମସ୍ୟା ର ସମାଧାନ ନକାରାତ୍ମକ ଉର୍ଜା କୁ ବାହାର କରିବାର, ପାରିବାରିକ ଆସନ୍ତି, ରୋଜଗାର ରେ ସମସ୍ୟା, ଆର୍ଥିକ କ୍ଷତି ଏବଂ ବୈବାହିକ ଜୀବନ ରେ ଅଶାନ୍ତି ଏହି ସବୁ ସମସ୍ୟା ର ସମାଧାନ କେବଳ ଗୋଟିଏ ଦୀପ ଜାଳିବା ଦ୍ୱାରା ହୋଇଯାଇଥାଏ | ତେବେ ଘରେ ଦୀପ ଜାଳିବା ଅତ୍ୟନ୍ତ ଆବଶ୍ୟକ, ଘିଅ ର ଦୀପା କିମ୍ବା ସୋରିଷ ତେଲ ର ଦୀପ ଜାଳିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି | ସବୁ ସମସ୍ୟା ର ସମାଧାନ ସନ୍ଧ୍ୟାରେ ଦୀପ ରେ ଜାଳିବା ଦ୍ୱାରା ହୋଇଥାଏ |

ଦେଖୁ ଦେଖୁ ହିଁ ଆମ ଭିତରର ସବୁ ଦରିଦୟତା କୁଆଡେ ଗାଏବ ହୋଇଯାଏ | ଚାଲନ୍ତୁ ଜାଣିବା ସେ ଦୁଇ ମୂର୍ତ୍ତି କେଉଁ ଦେବତାଙ୍କର ଯାହାକୁ ଆମେ ଠାକୁର ଘରେ ରଖିବା ଆବଶ୍ୟକ ଅଟେ | ଆମେ ଯଦି କୌଣସି ମୂର୍ତ୍ତି ବିଷୟରେ କଥା ହେବେ ତେବେ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ଅଟନ୍ତି ଏବେ ଆପଣ ଘରେ ବାଲଗୋପଲଙ୍କର ମୂର୍ତ୍ତି ରଖୁଛନ୍ତି ତେବେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ମାତା ରାଧାଙ୍କ ମୂର୍ତ୍ତି ମଧ୍ୟ ରଖିବା ଆବଶ୍ୟକ ଅଟେ | କାରଣ ଏହା ପ୍ରେମ ଏବଂ ସମ୍ପର୍କର ଏକ ଏପରି ଉଦାହରଣ ଅଟନ୍ତି କି ଯେଉ ଘରେ ଏହି ଦୁହିଁଙ୍କର ଫୋଟୋ କିମ୍ଭା ମୂର୍ତ୍ତି ଥାଏ ସେହି ଘରେ କୌଣସି ବି ପ୍ରକାରର ଅଶାନ୍ତି ହୋଇନଥାଏ |

Leave a Reply

Your email address will not be published. Required fields are marked *