ବୁଧବାର ଦିନ ନିଶ୍ଚିନ୍ତ କରନ୍ତୁ ଏହି କାମ ବଦଳିଯିବ ଭାଗ୍ୟ ସବୁ ଇଛା ପୁରା ହେବ |

ଭଗବାନ ଗଣେଶଙ୍କୁ ସବୁ କ୍ଷେତ୍ରରେ ପ୍ରଥମ ପୂଜା କରା ଯାଇଥାଏ,କାରଣ ଭଗବାନ ଗଣେଶଙ୍କୁ ବିଘ୍ନେଶ୍ୱର କୁହା ଯାଇଥାଏ | ସବୁ ବାଧା ବିଘ୍ନ ଗଣେଶ ଜୀ ଦୂର କରିଦେଇ ଥାନ୍ତି |

ସେଥିପାଇଁ ତାଙ୍କୁ ସବୁ କ୍ଷେତ୍ର ରେ ପ୍ରଥମ ପୂଜା କରାଯାଏ, ବିବାହ,ପର୍ବ, ପର୍ବାଣି, କୌଣସି କାର୍ଯ୍ୟ ଆରମ୍ଭ କରିବା ସମୟ ରେ ପ୍ରଥମେ ମହାବିନାୟକଙ୍କୁ ପୂଜା କରାଯାଇଥାଏ | ତେବେ ବନ୍ଧୁଗଣ ବୁଧବାର ଦିନ ଭଗବାନ ଗଣେଶ ଙ୍କ ବାର ହୋଇଥାଏ | ଏମିତି ରେ ତ ପ୍ରତ୍ୟେକ ଦିନ ଗଣେଶ ଙ୍କୁ ପୂଜା କରାଯାଇଥାଏ କିନ୍ତୁ ବୁଧବାର ଦିନ ବିଶେଷ କୃପା ମିଳିଥାଏ | ତେବେ ଆମେ ଆଜି ଏହି ପୋଷ୍ଟ ରେ ଗଣେଶ ଜୀ ଙ୍କୁ ପୂଜା କରିବା ବିଷୟରେ ସୂଚନା ଦେବୁ | ବୁଧବାର ଦିନ ନିଶ୍ଚିନ୍ତ କରନ୍ତୁ ଏହି କାମ ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ଆପଣଙ୍କର ସବୁ ଇଛା ପୁରା ହେବ | ତେବେ ଆସନ୍ତୁ ଜାଣିବା…

” ଓମ୍ ଏକ ଦନ୍ତାୟ ବିଦ୍ମହେ ବକ୍ର ତୁଣ୍ଡାୟ ଧୀ ମହୀ ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍ ” କୁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର କୁହାଯାଇଥାଏ । ଯଦି ଆପଣ ଏହି ମନ୍ତ୍ର କୁ ପ୍ରତିଦିନ ସ୍ନାନ ସାରି ଆସି ଜପ କରନ୍ତୁ ଆପଣ କରିଥିବା ଯେତେ ଖରାପ କାମ ଏବଂ ପାପ ସବୁ ସମାପ୍ତ ହୋଇଯାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ଆପଣ ଙ୍କ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ର କୁ ଶାନ୍ତ ମନରେ ୧୦୮ ଥର ଜପ କରିବାକୁ ପଡିଥାଏ । ଏହି ମନ୍ତ୍ର କୁ ଭଗବାନ ଗଣେଶ ଙ୍କ ସାମ୍ନା ରେ ବସି ଜପ କରନ୍ତୁ । ଏଥିରେ ଆପଣଙ୍କ ପୁରା ଧ୍ୟାନ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହେବା ଦରକାର ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କର ବୁଧବାରର ପୂଜା ବିଷୟରେ | ଯାହା ଆପଣଙ୍କ ଭାଗ୍ୟ ବଦଳେଇ ଦେଇ ପାରେ,ତେବେ ସକାଳୁ ଶୀଘ୍ର ଉଠି ଭଗବାନ ଗଣେଶଙ୍କୁ ପ୍ରଥମେ ସ୍ମରଣ କରନ୍ତୁ | ପ୍ରଥମେ ଭଗବାନ ଙ୍କୁ ସ୍ମରଣ କରି ଯାହା ବି ଆପଣଙ୍କ ମନସ୍କାମନା ଅଛି ଆପଣ ବିଘ୍ନେସ୍ୱରଙ୍କୁ କୁହନ୍ତୁ | ଏହା ପରେ ସ୍ନାନ ଆଦି ସାରି ପରିଷ୍କାର ପୋଷାକ ପରିଧାନ କରି ଗଣେଶ ଜିଙ୍କ ମନ୍ଦିର କୁ ଯାନ୍ତୁ ଏବଂ ଭଗବାନଙ୍କର ପୂଜା କରନ୍ତୁ |

ଯଦି ଆପଣଙ୍କ ମନ୍ଦିର ଯାଇ ପାରୁନାହାନ୍ତି ତେବେ ମଧ୍ୟ ଘରେ ପୂଜା କରି ପାରିବେ | ବୁଧବାର ଦିନ ଗଣେଶ ଜିଙ୍କ ମୂର୍ତ୍ତି କିମ୍ବା ଫୋଟୋ କୁ ମଧ୍ୟ ପୂଜା କରି ପାରିବେ | ଏହା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ |ଆପଣଙ୍କର ସବୁ ପ୍ରକାରର ଅସୁବିଧା ଦୂର ହୋଇଥାଏ ସବୁ
ସମସ୍ୟା ଦୂର ହୋଇଥାଏ |

ଭଗବାନ ଗଣେଶଙ୍କୁ ଗଙ୍ଗାଜଳ ରେ ଅଭିଷେକ କରନ୍ତୁ, ଏବଂ ପଞ୍ଚାବୃତ୍ତ ରେ ମଧ୍ୟ ଅଭିଶେକ କରିପାରିବେ | ବୁଧବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ଭଗବାନଙ୍କ ମୂର୍ତ୍ତି କୁ ପୂଜା କରନ୍ତୁ, ଧୂପ ଦୀପ ଦେଇ ପୂଜା କରନ୍ତୁ ଏବଂ ମନ ରେ ଥିବା ସବୁ ସମସ୍ୟା କୁ ଭଗବାନ ଙ୍କୁ ଜଣାନ୍ତୁ | ମନେ ରଖନ୍ତୁ ଭଗବାନ ଙ୍କୁ ଅତର ଅର୍ପଣ କରନ୍ତୁ ଯେକୌଣସି ଦେବି ଦେବତା ଙ୍କୁ ପୂଜା ବିଧି ଅନୁଯାୟୀ ଅତର ସହ ଅନ୍ୟାନ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ ହୋଇଥାଏ |

ଦୀପ ଜଳାନ୍ତୁ, ପୁଲ ମାଳା ବି ଅର୍ପଣ କରନ୍ତୁ | ପୂଜା ସମୟରେ ଭଗବାନ ଗଣେଶ ଙ୍କୁ ହଳଦିଆ ଫୁଲର ଅର୍ପଣ କରିବା ଉଚିତ | ଦୁବ ଘାସ ମଧ୍ୟ ଆପଣ ଅର୍ପଣ କରିପାରିବେ | ଭଗବାନ ଗଣେଶ ଙ୍କୁ ହଳଦୀ ଆଉ ସିନ୍ଦୁର ଅର୍ପଣ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ମନସ୍କାମନା ପୁର୍ଣ ହୋଇ ଥାଏ |

ବୁଧବାର ଦିନ ଏହିପରି ଭଗବାନ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା, ଆପଣଙ୍କ ଜୀବନ ରେ ସବୁ ସମସ୍ୟା ଦୂର ହୋଇଥାଏ | ଆପଣ ଚାହୁଁଥିବା ଜିନିଷ ସବୁ ଆପଣଙ୍କୁ ମିଳିଯାଏ | କୌଣସି ଅସୁବିଧା ହୁଏନାହିଁ |

Leave a Reply

Your email address will not be published. Required fields are marked *