ଶନିବାର ଦିନ ଓସ୍ତ ଗଛ ତଳେ ଦୀପ ଜଳେଇବା ଦ୍ଵାରା କଣ ହେଇଥାଏ | ଜାଣନ୍ତୁ ଶନିଦେବ କଣ କହନ୍ତି..

ବନ୍ଧୁଗଣ ଓସ୍ତ ଗଛକୁ ପୂଜା କରିବା ଦ୍ୱାରା ବହୁତ ଚମତ୍କାର ଜିନଷ ହୋଇଥାଏ ଆମ ମାନଙ୍କ ଜୀବନରେ | ବହୁତ ଜାଗାରେ ଏମିତି ମଧ୍ୟ ଦେଖିବାକୁ ମିଳିଛି ଯେ କୌଣସି ବ୍ୟକ୍ତିଙ୍କର ଦେହ ଲଗାତାର ଅସୁସ୍ଥ ରହୁଛି ଏବଂ ସେ ଯଦି ଶନିବାର ଦିନ ଓସ୍ତ ଗଛରେ ପାଣି ଦେଉଛନ୍ତି ତେବେ ଏହା ଦେଖିବାକୁ ମିଳେ ଯେ ଔଷଧ କମା କରିବା ଆରମ୍ବ କରେ ଏବଂ ସେହି ବ୍ୟକ୍ତି ଧୀରେ ଧୀରେ ସୁସ୍ଥ ହେବଙ୍କୁ ଲାଗନ୍ତି |

ଆପଣ ଶରୀରକ ଏବଂ ମାନସିକ ଅବସ୍ଥାରୁ ଦୁର୍ବଳ ଅଛନ୍ତି ଏବଂ ଆପଣ ଆର୍ଥିକ ଅବସ୍ଥାରେ ମଧ୍ୟ ଚିନ୍ତିତ ଅଛନ୍ତି ତେବେ ଆପଣ ଓସ୍ତ ଗଛକୁ ଯଦି ଆପଣ ପୂଜା କରନ୍ତି ଓସ୍ତ ଗଛକୁ ପାଣି ଦିଅନ୍ତି ଏବଂ ଓସ୍ତ ଗଛ ମୂଳରେ ଦୀପ ଜଳାନ୍ତି ଆଉ ଓସ୍ତ ଗଛ ଚାରିପଟେ ପରିକ୍ରମା କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯାଏ |

ଭାଗବତ ଗୀତାରେ ମଧ୍ୟ ଏହା ଲେଖା ହେଇଛି ଯେ ଯଦି ଆମେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛନ୍ତି କିମ୍ଭା ଓସ୍ତ ଗଛକୁ ପୂଜା କରୁଛନ୍ତି ତେବେ ଆପଣଙ୍କୁ ବହୁତ ଜଲ୍ଦି ଆପଣଙ୍କ ସମସ୍ୟାର ସମାଧାନ ହୋଇଯାଇଥାଏ | ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଗୋଟେ ଗଛର ପୂଜା କରିବା ଦ୍ୱାରା ଆମକୁ ସବୁ ଦେବା-ଦେବିଙ୍କର କୃପା ହାସଲ ହୋଇଥାଏ |

ଏହା ସହିତ ଆମକୁ ଆମ ପୂର୍ବ ପୁରୁଷଙ୍କର ମଧ୍ୟ ଆଶ୍ରିବାଦ ମିଳିଯାଏ | ମାତ୍ର ଏହି ଗୋଟେ ଗଛର ପୂଜା କରିବା ଦ୍ୱାରା ଆମେ ସମସ୍ତଙ୍କର କୃପା ଏକା ସାଥିରେ ହାସଲ କରିନେଉ | ତେବେ ଶନିବାର ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ଦୀପ ଜଳେଇବା ଦ୍ଵାରା ଅନେକ ସୁଫଳ ମିଳିଥାଏ | ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ..

ଯଦି ଆପଣଙ୍କ ଜୀବନରେ ଅନେକ ଅସୁବିଧା ହେଉଛି, ଶନି ଦେବଙ୍କ ପ୍ରକୋପ ଯୋଗୁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି | କିମ୍ବା ପାରିବାରିକ ଅଶାନ୍ତି, ସମ୍ପର୍କ ରେ ଅନେକ ତିକ୍ତତା ଆସୁଛି ଅବା, କ୍ୟାରିଆର ରେ ଅସୁବିଧାରେ ଆଗକୁ ବଢିପାରୁନାହାନ୍ତି | ଶତ୍ରୁ ଅତ୍ୟଧିକ ହୋଇଗଲେଣି ଆଉ ଆପଣଙ୍କୁ ସବୁ ଦିଗରୁ ସେମାନେ ହଇରାଣ କରୁଛନ୍ତି, କିମ୍ବା ବହୁତ କଷ୍ଟ ପରେ ମଧ୍ୟ ଜୀବନରେ ଆଗକୁ ବଢିପାରୁନାହାନ୍ତି |

ତେବେ ଶନିବାର ଦିନ ରାତିରେ ଏହି ଉପାୟ କରନ୍ତୁ ସବୁ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଅନେକ ଧନ ଲାଭ ହେବାକୁ ଯାଉଛି ତେବେ ଶନିବାର ଶନିଦେବ ଙ୍କ କୃପାରୁ ଅନେକ ଲାଭ ଆସିଯାଇ ପାରେ | ତେବେ ଏହି ଉପାୟ କରନ୍ତୁ..

ଯଦି କାହା ଜାତକ ରେ ଶନିଦେବ ପ୍ରକୋପ ଅଛି ତେବେ ତାଙ୍କ ଜୀବନ ରେ ଅନେକ ପ୍ରକାର ଅସୁବିଧା ଆସି ଥାଏ, ଶନିଦେବଙ୍କ ପ୍ରକୋପ କମ କରିବା ପାଇଁ ଶାସ୍ତ୍ର ରେ କେତେ ପ୍ରକାର ଉପାୟ କୁହା ଯାଇଛି, ଯାହା ପ୍ରୟୋଗ ରୁ ଆପଣ ଶନିଦେବ ପ୍ରକୋପ ପ୍ରଭାବରୁ ବଞ୍ଚି ପାରିବେ । ଗରିବ ହବାରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଉପାୟ କରନ୍ତୁ ସୋରିଷ ତେଲ ସହ ।

ଆପଣଙ୍କୁ ଏହି କାମ କରିବା ପାଇଁ ଶନିବାର ଦିନ ହିଁ ଦରକାର ପଡିବ, ଆପଣ ଶନିବାର ଦିନ ରାତିରେ କୌଣସି ଶନି ମନ୍ଦିର ଯାନ୍ତୁ ଏବଂ ସେଠି ଶନିଦେବଙ୍କୁ ତେଲ ଅର୍ପିତ କରନ୍ତୁ କିନ୍ତୁ ଏହା ର ବିଶେଷ ଧ୍ୟାନ ରଖନ୍ତୁ ଯେ ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତେବେ ଆପଣ ହନୁମାନ ମନ୍ଦିର ନିଶ୍ଚିନ୍ତ ଯାଆନ୍ତୁ ଏବଂ ନିଜ ସହ ଚମେଲି ତେଲ ନିଶ୍ଚିନ୍ତ ନେଇ ଯାଆନ୍ତୁ ଓ ହନୁମାନ ଠାକୁରଙ୍କୁ ବସ୍ତ୍ର ଓ ଚମେଲି ତେଲ ସିନ୍ଦୁର ଲଗେଇ ଅର୍ପଣ କରନ୍ତୁ, ଏହା ପରେ ଆପଣ ଚମେଲି ତେଲ ଦୀପ ଜାଳନ୍ତୁ ।

ଯଦି ଆପଣଙ୍କ ଘର ପାଖରେ ଶନି ବା ହନୁମାନ ମନ୍ଦିର ନାହିଁ ତେବେ ଆପଣ ଓସ୍ତ ଗଛ ତଳେ ମଧ୍ୟ ଦୀପ ଜାଳି ପାରନ୍ତି, ଯଦି ଆପଣ ଓସ୍ତ ଗଛ ମୂଳେ ପୂଜା କରୁଛନ୍ତି ତେବେ ସେଠି ଗୋଟେ ପଥର ନିଶ୍ଚିନ୍ତ ରଖନ୍ତୁ ଓ ସ ପଥର ଉପରେ ୨୭ଥର ‘ॐ ଶ॰ ଶନୈଶ୍ଚାରାୟ ନମଃ’ ଉଚାରଣ କରି ସୋରିଷ ତେଲ ଅର୍ପଣ କରନ୍ତୁ । ଏହା ପରେ ପଥରକୁ ସିନ୍ଦୁର ଲଗାନ୍ତୁ ଏହା ଆପଣଙ୍କୁ ନିଜ ହୃଦୟରୁ ଭକ୍ତିଭାବରେ କରିବା ଉଚିତ, ଏହା ପରେ ଓସ୍ତ ଗଛର ୭ଥର ପରିକ୍ରମା କରନ୍ତୁ । ଏହି ଉପାୟ କଲେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବ ଓ ଆପଣଙ୍କ ଜୀବନ ସୁଖମୟ ହୋଇବ ।

Leave a Reply

Your email address will not be published. Required fields are marked *