ଜନ୍ମାଷ୍ଟମୀ ରାତି 12ଟା ରେ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ ଯାହା ମାଗିବ ସବୁ ମିଳିବ..

ବନ୍ଧୁଗଣ ଭାଦ୍ରବ ମାସ ରେ ଅନେକ ମହତ୍ୱପୂର୍ଣ ପର୍ବ ଆସି ଥାଏ,ସେଥି ମଧ୍ୟ ରୁ ଗୋଟିଏ ହେଉଛି ଏହି ଜନ୍ମାଷ୍ଟମୀ ର ପର୍ବ |ପୁରାଣ ଅନୁସାରେ ଭାଦ୍ରବ ମାସର ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ | ହିନ୍ଦୁ ପଚାଙ୍ଗ ଅନୁସାରେଜନ୍ମାଷ୍ଟମୀ ପର୍ବ 18 ଏବଂ 19 ଅଗଷ୍ଟ ରେ ପାଳନ କରାଯାଇ ପାରିବ | ଘରୋଇ ଲୋକ 18 ଅଗଷ୍ଟ ରେ ହିଁ ଜନ୍ମାଷ୍ଟମୀ ର ପର୍ବ ପାଳନ କରନ୍ତୁ | 18 ଅଗଷ୍ଟ ରେ ବ୍ରତ ରଖିଥିବା ଲୋକ 19 ଅଗଷ୍ଟ କୁ ତ୍ୟାଗ କରିବେ ଏବଂ ଯେଉଁ ମାନେ 19 ଅଗଷ୍ଟ କୁ ବ୍ରତ ରଖିବେ ସେମାନେ 20 ଅଗଷ୍ଟ କୁ ତ୍ୟାଗ କରିବେ |

ପଚାଙ୍ଗ ଅନୁସାରେ ଜନ୍ମାଷ୍ଟମୀ ତିଥି 18 ଅଗଷ୍ଟ ରାତି 9ଟା ବାଜି 20 ମିନିଟ ରେ ଆରମ୍ଭ ହେବ ଯାହା 19 ଅଗଷ୍ଟ ରାତି 10 ଟା ବାଜି 59 ମିନିଟ ରେ ଶେଷ ହେବ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀ ଦିନ ଦୁଇଟି ମହଯୋଗ ବନୁଅଛି ଯାହା ହେଉଛି ବୃଦ୍ଧି ଏବଂ ଦ୍ରୁବ ନାମକ ଯୋଗ | ଏହି ଦିନ ଟି ବହୁତ ପୂର୍ଣ୍ଣ କାରୀ ଦିନ ଅଟେ,ଏହି ଦିନ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ମନ ବାଞ୍ଛିତ ଫଳ ପ୍ରାପ୍ତ ହେବ | ଜନ୍ମାଷ୍ଟମୀ ବହୁତ ବିଶେଷ ପର୍ବ ଅଟେ ଏହି ବ୍ରତ ଖାସ କାରୀ ସେହି ମହିଳା ରଖନ୍ତୁ ଯିଏ ନିଃସନ୍ତାନ ଅଟନ୍ତି |

ତେବେ ଆଜି ଆମେ ଆପଣଙ୍କୁ ବିଶେଷ ମନ୍ତ୍ର କହିବୁ ଯାହାକୁ ଆପଣ ଅଧା ରାତିରେ ଜପ କରିପାରିବେ | ସନ୍ତାନ ପ୍ରାପ୍ତିର ମନ୍ତ୍ର ଏବଂ ସୁଖ ସମୃଦ୍ଧି ଆଉ ଧନ ଲାଭ ପାଇଁ ଆମେ ବିଶେଷ ମନ୍ତ୍ର ଆପଣଙ୍କୁ କହିବୁ | ଏହି ମନ୍ତ୍ର ଆପଣଙ୍କୁ ନିଶ୍ଚିନ୍ତ ଶୁଭ ଫଳ ଦେବ | ବନ୍ଧୁଗଣ ଜନ୍ମାଷ୍ଟମୀ ର ବ୍ରତ ରଖିବା ପାଇଁ ସକାଳେ ଶୀଘ୍ର ଉଠିକି ସ୍ନାନ କରନ୍ତୁ | ସ୍ନାନ କରିସାରିଲା ପରେ ସ୍ଵଛ ପରିଷ୍କାର ପୋଷାକ ପିନ୍ଧନ୍ତୁ, ମନ୍ଦିରରେ ଦୀପ ଜଳାନ୍ତୁ ଆପଣ ହାତରେ ତୁଳସୀ ନେଇ କିଛି ବି ଭୁଲ ପାଇଁ ଆଗରୁ ହିଁ କ୍ଷମା ମାଗି କରି ସଂକଳ୍ପ ନିଅନ୍ତୁ, ଏହା ପରେ ସବୁ ଦେବି ଦେବତାଙ୍କୁ ପୂଜା କରନ୍ତୁ |

ଭଗବାନ ଲଡୁ ଗୋପାଳଙ୍କୁ ଝୁଲା ଝୁଲାନ୍ତୁ, ଏବଂ ଏହି ପୂଜା ବିଧି କୁ ରାତିରେ ମଧ୍ୟ ଆଉ ଥରେ କରନ୍ତୁ କାରଣ ଭଗବାନ କୃଷ୍ଣ ଙ୍କ ଜନ୍ମ ରାତିରେ ହୋଇଥିଲା,ସେଥିପାଇଁ ତାଙ୍କୁ କ୍ଷୀରି ମଧ୍ୟ ଖାଇବାକୁ ଦିଅନ୍ତୁ | ଏହି ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମ ଫୁଲ ଅର୍ପଣ କରନ୍ତୁ | ପଦ୍ମ ଫୁଲ ଭଗବାନ ଶ୍ରୀକୃଷ୍ଣ ଙ୍କର ପ୍ରିୟ ହୋଇଥାଏ କାରଣ ଏଥିରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ |

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରେ କେଶରିଆ ଚନ୍ଦନ ରେ ଗୋଲାପ ଜଳ ମିଶେଇକି ତାହାର ତିଳକ ଲଗାନ୍ତୁ | ଏଥି ସହିତ ଗୋପୀ ଚନ୍ଦନ ଭଗବାନଙ୍କୁ ଲଗାନ୍ତୁ, ଏହିପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ | ମାତା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ବାର୍ଷିଥାଏ | ତେବେ ଏହି ଦିନ ଗାଈ ଆଉ ବାଛୁରୀ କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଯେଉଁ ଲୋକଙ୍କର ସନ୍ତାନ ହେଉନାହିଁ ସେ ଏହିପରି କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ | ସନ୍ତାନ ଜନିତ ସମସ୍ୟା ଥିଲେ ଏହି ଦିନ ଗାଈ ବାଛୁରୀ କୁ ପୂଜା କରି ଭଗବାନ କୃଷ୍ଣ ଙ୍କୁ ମନସ୍କାମନା କହିବ ଦ୍ୱାରା, ଭଗବାନ କୃପା କରିଥାନ୍ତି |

ଭଗବାନ ଶ୍ରୀହରି ଙ୍କ ପରି ସନ୍ତାନ ମିଳିଥାଏ | ଯଦି ଆପଣ ଧନ ଚାହୁଁଛନ୍ତି ତେବେ ଏହି ଦିନ ଏହି ବିଶେଷ ମନ୍ତ୍ର ଜପ କରନ୍ତୁ ଆପଣଙ୍କୁ ଅପାର ଧନ ମିଳିବ | ଗୋବଲ୍ଲଭ ସ୍ୱାହା ଏହି ମନ୍ତ୍ର କୁ ଜପ କଲେ ଭଗବାନ ଙ୍କ କୃପା ବର୍ଷା ହୋଇଥାଏ | ଭଗବାନ ଶ୍ରୀହରି ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏହି ମନ୍ତ୍ର ବହୁତ ପ୍ରଭାବ ଶାଳୀ ହୋଇଥାଏ | ତେବେ ଆପଣ ଏହି ମନ୍ତ୍ର ଜନ୍ମାଷ୍ଟମୀ ରେ ଭଗବାନଙ୍କୁ ପୂଜା କରିବା ସମୟରେ ଜପ କରନ୍ତୁ, ନିଶ୍ଚିନ୍ତ ଫଳ ପ୍ରାପ୍ତି ହେବ |

ଭଗବାନ କୃଷ୍ଣ ଙ୍କୁ ଭଗବାନ ବିଷ୍ଣୁ ଙ୍କର ଅଷ୍ଟମ ଅବତାର ବୋଲି ବିବେଚନା କରାଯାଏ |ଏହି ଦିନ ଆପଣ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରିପାରିବେ | ଏହିଦିନ ଅପରାହ୍ନ ରେ ଭଗବାନ ବିଷ୍ଣୁଙ୍କୁ ତିଳ ଅର୍ପଣ କରନ୍ତୁ, କୁହାଯାଏ କି କଂସ ଙ୍କ କାରାଗାର ରେ ଯେତେବେଳେ ମାତାଙ୍କର ପ୍ରସବ ସମୟ ହୋଇଥିଲା ସେତେବେଳେ ଅପରାହ୍ନ ହୋଇଥିଲା ଏବଂ ପରେ ସେ ରାତିରେ କୃଷ୍ଣ ଙ୍କୁ ଜନ୍ମ ଦେଇଥିଲେ ତେଣୁ ଅପରାହ୍ନ ରେ ତିଳ ରେ ସ୍ନାନ କରିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ |

ତେବେ ଭଗବାନ ଙ୍କୁ ତୁଳସୀ ମଧ୍ୟ ଅର୍ପଣ କରନ୍ତୁ ଏହି ଦିନ ତୁଳସୀ ମଧ୍ୟ ବହୁତ ପ୍ରଭାବ ଶାଳୀ ହୋଇଥାଏ | ତେବେ ଏହି ଦିନ ଭଗବାନ ଙ୍କୁ ସ୍ନାନ କରିସାରିବା ପରେ ସେହି ଜଳ କୁ ପ୍ରସାଦ ରୂପରେ ପାଇବା ଅତ୍ୟନ୍ତ ଲାଭ ହୋଇଥାଏ | ଭଗବାନ ଶ୍ରୀକୃଷ୍ଣ ଙ୍କୁ ଝୁଲା ଝୁଲେଇବା ମଧ୍ୟ ବହୁତ ଫାଇଦା ମନ୍ଦ ହୋଇଥାଏ | ଏହି ଦିନ ଫଳ ଖାଇପାରିବେ କିନ୍ତୁ ସ୍ଵାତିକ ଭୋଜନ କରିବା ଉଚିତ ହୋଇଥାଏ | ତେବେ ଏହି ଦିନ କୌଣସି କଳି ଝଗଡା କରନ୍ତୁ ନାହିଁ କାହା ମନରେ ଦୁଃଖ ଦିଅନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *